ଆମ ଜିଲା ଖବର

ଟ୍ରକ୍‌ରେ ଗ୍ୟାସ୍‌ ଚୁଲାରେ ରୋଷେଇ କରୁଥିବା ବେଳେ ଲାଗିଲା ନିଆଁ

କୋଟପାଡ଼,୭ା୪(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ମହାବିଦ୍ୟାଳୟ ନିକଟସ୍ଥ ଜାତୀୟ ରାଜପଥ ୬୩ ପାର୍ଶ୍ୱ ପେଟ୍ରୋଲ ଟ୍ୟାଙ୍କ ନିକଟରେ ଏକ ଟ୍ରକ୍‌ରେ କୌଣସି କାରଣ ବଶତଃ ଅପରାହ୍ନ ୨ଟାରେ ନିଆଁ ଲାଗି ଯାଇଥିଲା। ଟ୍ରକ୍‌ ଭିତରେ ଡ୍ରାଇଭର ଏକ ଗ୍ୟାସ୍‌...

ବାଲେଶ୍ୱରରୁ ଲେଖାଶ୍ରୀ ଫାଇନାଲ! ଜାଣନ୍ତୁ କାହିଁକି ବିଜେଡି ଦେବ ଟିକେଟ୍‌

ଭୁବନେଶ୍ୱର,୭।୪: ଭାଜପା ସହ ୧୦ବର୍ଷର ସମ୍ପର୍କ ଛିଣ୍ଡାଇ ବିଜେଡିରେ ଯୋଗ ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ଏହାପୂର୍ବରୁ ରବିବାର ସକାଳେ ସେ ତାଙ୍କ ଇସ୍ତଫା ପତ୍ର ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ। ଏନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ଯେତେବେଳେ...

ମୋରଡ଼ା ବିଜେଡିରେ ବିଦ୍ରୋହ, ଇସ୍ତଫା ଦେଲେ ରାଜ୍ୟ ସମ୍ପାଦକ

ମୋରଡ଼ା,୭ା୪(ସ୍ମାରକ ମାଜୀ): ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ରାଜନୀତି ତାତି ସେତେ ଜୋର୍‌ ଧରୁଛି। ବିଜୁ ଜନତା ଦଳ ମୋରଡ଼ା ପାଇଁ ନିର୍ବାଚନ ମଇଦାନକୁ ପ୍ରୀତିନନ୍ଦା କାନୁନ୍‌ଗୋ ଓହ୍ଲାଇଥିବା ବେଳେ ଏବେଠୁ ବିଦ୍ରୋହର ସୁଅ...

ଜେଜେଙ୍କ ଶୁଦ୍ଧିକ୍ରିୟାକୁ ଆସି ମହାନଦୀରେ ବୁଡ଼ିଗଲେ ନାତି

କଟକ,୭ା୪(କାର୍ତ୍ତିକ ସାହୁ): କଟକ ତୁଳସୀପୁର ନିକଟ ମହାନଦୀରେ ରବିବାର ଜଣେ ୨୨ ବର୍ଷୀୟ ଯୁବକ ବୁଡ଼ି ଯାଇଛନ୍ତି। ସେ ତାଙ୍କ ଜେଜେଙ୍କ ଶୁଦ୍ଧିକ୍ରିୟାକୁ ଆସି ବୁଡ଼ି ଯାଇଥିବା ଜଣାପଡ଼ିଛି। ନିଖୋଜ ଥିବା ଯୁବକ ଜଣକ ସିଡିଏ ଅଞ୍ଚଳର। ଖବର ପାଇ...

ଜେଲ୍‌ରୁ ଫେରାର ହେଲେ ୨ କଏଦୀ

ଭବାନୀପାଟଣା,୭।୪ (ଉତ୍ତମ କୁମାର ଦାଶ): ଜିଲା ମୁଖ୍ୟ କାରାଗାରରୁ ଫେରାର୍‌ ହୋଇଛନ୍ତି ୨ କଏଦୀ। କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ କାରାଗାରରୁ ଦୁଇ ବିଚାରାଧୀନ ବନ୍ଦୀ ଫେରାର ହୋଇଛନ୍ତି। ଏନେଇ ଜେଲ ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି। ରବିବାର...

ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟିନେଲେ ୭ ଲକ୍ଷର ଅଳଙ୍କାର

ରୂପସା,୭।୪ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଛଦା ଗାଁ ନିକଟରେ ଗୁଳି ଫୁଟାଇ ଜନୈକ ଗହଣା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ଗହଣା ଲୁଟ୍‌ କରି ଫେରାର ହୋଇଯାଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି...

କଳାହାଣ୍ଡିରେ ପରିବାରବାଦ ଅନ୍ୟ ନେତାଙ୍କ ବାଟ ରୋକୁଛି

ଭବାନୀପାଟଣା,୭।୪(ଉତ୍ତମ କୁମାର ଦାଶ): ରାଜନୀତିରେ ପରିବାରବାଦ, ବଂଶବାଦକୁ ନେଇ ଉଭୟ ଶାସକ ଓ ବିରୋଧୀ ମଧ୍ୟରେ ବିଭିନ୍ନ ସମୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ଏପରିସ୍ଥଳେ କଳାହାଣ୍ଡି ରାଜନୀତିରେ ପରିବାରବାଦର ଚିତ୍ର ଦେଖିବାକୁ ମିଳିଛି। ଏଠାରେ ବାପ,ପୁଅ, ସ୍ତ୍ରୀ, ନାତି, ବୋହୂ,...

ଗୋଟିଏ ମଞ୍ଚରେ ଜୟନାରାୟଣ ଓ ଗିରିଶ

ସମ୍ବଲପୁର,୭ା୪ (ଭବାନୀ ଶଙ୍କର ଭୋଇ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷିତ ହେବା ପରେ ଏବେ ସେ ଭାଜପାର ନୂଆପୁରୁଣା ନେତା ଓ କର୍ମୀଙ୍କୁ ଏକଜୁଟ କରି ଦଳକୁ ଅଧିକ ସଂଗଠିତ କରିବା ପାଇଁ...

ନିରଞ୍ଜନ-ପ୍ରମୋଦ, ପଦ୍ମନାଭ-ରଘୁନାଥ ଲଢ଼େଇ

ସୋନପୁର,୭।୪(ମୃତ୍ୟୁଞ୍ଜୟ ଶତପଥୀ)ଚଳିତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲାର ସୋନପୁର ଓ ବୀରମହାରାଜପୁର ବିଧାନସଭା ଆସନରେ ପୁଣି ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି ଶାସକ ଓ ବିପକ୍ଷ ଦଳର ପ୍ରାର୍ଥୀ। ସୋନପୁରରେ ୨୦୧୪ ନିର୍ବାଚନର ପ୍ରାର୍ଥୀ ଓ ବୀରମହାରାଜପୁରରେ ୨୦୧୯ ନିର୍ବାଚନର ପ୍ରାର୍ଥୀ...

ଆଧାର ଜାଲିଆତିରୁ ଜମି ହଡ଼ପ

ବଲାଙ୍ଗୀର,୭ା୪(ବୀରେନ୍ଦ୍ର କୁମାର ଝାଙ୍କର)ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚଞ୍ଚକତା କରି ନିରୀହ ବ୍ୟକ୍ତିଙ୍କ ବହୁମୂଲ୍ୟ ଜମି ହଡ଼ପ ଘଟଣା ଜଣାପଡିବା ପରେ ବଲାଙ୍ଗୀର ସବ୍‌ରେଜିଷ୍ଟ୍ରାର ଅଫିସ ପକ୍ଷରୁ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏହି ଜମି ଜାଲିଆତି କାରବାରରେ ଜଣେ ପୂର୍ବତନ...

ଦୁର୍ଘଟଣାର ବାହକ ଅନ୍‌ଫିଟ୍‌ ଯାନ

ରାଉରକେଲା,୭।୪(ବିପ୍ଳବ ରଞ୍ଜନ ଦାଶ)ସ୍ମାର୍ଟସିଟି ରାଉରକେଲା ସହର ରାସ୍ତାରେ ଯାତାୟାତ କରୁଥିବା ଅଧିକାଂଶ ଯାନବାହନର ଫିଟ୍‌ନେସ୍‌ ନାହିଁ। ଏହାକୁ ଯାଞ୍ଚ ଠିକ୍‌ ଭାବେ ଯାଞ୍ଚ କରାଯାଉ ନ ଥିବାରୁ ସହର ପରିବେଶ ପ୍ରଦୂଷିତ ହେବା ସହ ଦୁର୍ଘଟଣା ବଢୁଛି। ରାଉରକେଲା ପରିବହନ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତତ୍ପରତାର ସହ ଜାରି ରହିଛି। ନିର୍ବାଚନ ଆଚରଣବିଧିକୁ କଡ଼ାକଡ଼ି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri