ଆମ ଜିଲା ଖବର

ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି ପଞ୍ଚାୟତ ପ୍ରତିନିଧିଙ୍କ ଆମରଣ ଅନଶନ ଆଜି

ନୟାଗଡ଼ ଅଫିସ/ଭାପୁର (ଡି.ଏନ.ଏ.),୩ା୧୨: ନୟାଗଡ଼ ଜିଲା ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି। ପିସି ନ ଦେଲେ ବିଲ୍‌ ହେଉନାହିଁ କି ହିତାଧିକାରୀଙ୍କୁ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ। ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା,...

ମୋବାଇଲ ଚୋର ର଼୍ୟାକେଟ ଠାବ ୪ ନାବାଳକ ସମେତ ୭ ଗିରଫ

ରାଜକନିକା, ୩।୧୨ (ଡି.ଏନ୍‌.ଏ): ରାଜକନିକା ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେବ ମୋବାଇଲ ଚୋର ର଼୍ୟାକେଟ ସକ୍ରିୟ ଥିବା ବେଳେ ସୋମବାର ରାଜକନିକା ପୋଲିସ ଏହି ର଼୍ୟାକେଟର ୭ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମନୋଜ ସାହୁ(୨୬),...

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଦିବାକର ପ୍ରଥମ

କେନ୍ଦ୍ରାପଡ଼ା ଅଫିସ୍‌, ୩।୧୨: କେନ୍ଦ୍ରାପଡ଼ା ବ୍ଲକ ଗରାପୁର ଗ୍ରାମର ଦିବାକର ଗୋଚ୍ଛାୟତ ବେଙ୍ଗାଲୁର ସେଣ୍ଟ୍ରାଲ କଲେଜର ଜ୍ଞାନଜ୍ୟୋତି ଅଡିଟୋରିୟମ ହଲ୍‌ରେ ଇତିମଧ୍ୟରେ ଆୟୋଜିତ ଏସିଆ ପାସିଫିକ କାର୍ଯ୍ୟକ୍ରମର ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରି ପ୍ରଥମ ହୋଇଛନ୍ତି। ଏଥିସହିତ...

ପରିବେଶ ମଞ୍ଜୁରୀ ଓ ରାଜସ୍ବ ଆଦାୟକୁ ଅଣଦେଖା; ବେଲଗାମ୍‍ ହେଉଛି ବାଲି ଉଠାଣ

କେନ୍ଦ୍ରାପଡା ଅଫିସ, ୩।୧୨: କେନ୍ଦ୍ରାପଡ଼ା ଜିଲାରେ ଗତ ୨ ବର୍ଷ ମଧ୍ୟରେ ୪ଟି ଏନ୍‌ଜିଟି (ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ) ମାମଲା ଜିଲା ପ୍ରଶାସନକୁ ଅଡୁଆରେ ପକାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ବାଲିଉଠାଣ, ମାର୍ଶାଘାଇ ବ୍ଲକ ମଣିକୁଣ୍ଡା...

ଜାତୀୟ ପ୍ରଦୂଷଣ ନିବାରଣ ଦିବସ

ପାରାଦୀପ,୩ା୧୨(ସ୍ବ.ପ୍ର.): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୋମବାର ଜାତୀୟ ପ୍ରଦୂଷଣ ନିବାରଣ ଦିବସ ପାଳିତ ହୋଇଛି। ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା ସଭାରେ ଶିଳ୍ପସଂସ୍ଥା ପ୍ରତିନିଧି, ଶିକ୍ଷୟିତ୍ରୀଶିକ୍ଷକ, ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ ସଙ୍ଗଠନ ସଦସ୍ୟ ପ୍ରମୁଖ ଭାଗ...

କୁଜଙ୍ଗରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ଜଗତ୍‌ସିଂହପୁର ଅଫିସ୍‌,୩ା୧୨: ଜିଲା ପ୍ରଶାସନ ପକ୍ଷରୁ ସୋମବାର କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ଅଭିଯୋଗ ଉପରେ...

ନାଉଗାଁରେ ନାହିଁ ଉଦ୍ୟାନ କୃଷି କାର୍ଯ୍ୟାଳୟ: ଉଚିତ ପରାମର୍ଶ ପାଉନାହାନ୍ତି ଚାଷୀ

ନାଉଗାଁ,୩ା୧୨(ସ୍ବ.ପ୍ର.): ଚାଷୀଙ୍କୁ ଆଧୁନିକ ପ୍ରଣାଳୀରେ ଚାଷ କରିବା ପାଇଁ କୃଷି ବିଭାଗ ପକ୍ଷରୁ ବିଭିନ୍ନ ପରାମର୍ଶ ଦିଆଯାଇଥାଏ। ସେହିପରି କୃଷି ବିଭାଗ ସହିତ ଉଦ୍ୟାନ କୃଷି ଅଙ୍ଗାଙ୍ଗି ଭାବେ ଜଡିତ। ମାତ୍ର ନାଉଗଁା ବ୍ଲକରେ ଉଦ୍ୟାନ କୃଷି କାର୍ଯ୍ୟାଳୟ ନାହିଁ।...

ମିନି ଜାମ୍ବୋରୀ ଉଦ୍‌ଘାଟିତ ‘ସେବା ମାଧ୍ୟମରେ ବିଶ୍ୱକୁ ଏକାଠି କରିହେବ’

ଖୋର୍ଦ୍ଧା ଅଫିସ,୩ା୧୨: ପୂରା ବିଶ୍ୱ ଓ ବ୍ରହ୍ମାଣ୍ଡ ଏକ। ସେବା ମାଧ୍ୟମରେ ବିଶ୍ୱକୁ ଏକାଠି କରିବାକୁ ପଡିବ। ଆସନ୍ତୁ ଏକାଠି ହୋଇ ଆଗକୁ ବଢ଼ିବା। ଏଥିରେ ଭେଦଭାବ ନ ଥିବ। ସେବା ମାଧ୍ୟମରେ ବିଶ୍ୱକୁ ଏକାଠି କରିବାର ଯେଉଁ ଉପକ୍ରମ...

୧୬ କେଜି ଗଞ୍ଜେଇ ଜବତ, ୪ ଗିରଫ

ଖୋର୍ଦ୍ଧା ଅଫିସ,୩ା୧୨: ଖୋର୍ଦ୍ଧା ଅବକାରୀ ସ୍କ୍ବାଡ୍‌ ଓ ଜିଲା ମୋବାଇଲ ସ୍କ୍ବାଡ୍‌ ମିଳିତଭାବେ ସୋମବାର ଖୋର୍ଦ୍ଧାର ୪ ସ୍ଥାନରେ ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ମାଲଦା ଜିଲା କାଳିଆ...

କୋଣାର୍କରେ ଉପସ୍ଥାନ – ଗୋପରେ ପାଠପଢ଼ା; ୪ ଛାତ୍ର ବେସରକାରୀ ଛାଡ଼ି ସରକାରୀ ସ୍କୁଲକୁ ଗଲେ

ଗୋପ,୩ା୧୨(ଡି.ଏନ.ଏ.): ଗୋପ ଅଞ୍ଚଳରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରାୟ ସମୟରେ ନାନା ଘଟଣା ଯୋଗୁ ପ୍ରଶାସନ ପକ୍ଷରୁ ତାଗିଦ ହେଉଥିବା କଥା ନଜରକୁ ଆସିଛି। ଏବେ ପୁଣି ଏକ ଏଭଳି ଘଟଣା ଘରୋଇ ଶିକ୍ଷାନୁଷ୍ଠାନର ବେନାମ କାରନାମା ପଦାରେ ପଡ଼ିଛି। କୋଣାର୍କର...

ଆନ୍ନାକୋଣ୍ଡାର ସ୍ବାସ୍ଥ୍ୟାବସ୍ଥା ପରଖିଲେ ମାଡ୍ରାସ ଚିକିତ୍ସକ

ବାରଙ୍ଗ,୩ା୧୨(ଡି.ଏନ୍‌.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ନୂଆ ଅତିଥି ଭାବେ ଆସିଥିବା ଦୁଇଟି ଆନ୍ନକୋଣ୍ଡାର ମୃତ୍ୟୁ ଘଟଣାକୁ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛନ୍ତି। ଏ ନେଇ ସୋମବାର ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟରୁ ସହକାରୀ ନିର୍ଦ୍ଦେଶକ ତଥା କୁମ୍ଭୀର ବିଶେଷଜ୍ଞ ଡ.ଅଜୟ...

୨୫୯ ଅଭିଯୋଗ ଶୁଣିଲେ ଜିଲାପାଳ

ନିଆଳି,୩ା୧୨(ଡି.ଏନ୍‌.ଏ)- ନିଆଳି ବ୍ଲକ ପରିସର ମଧ୍ୟରେ ଥିବା ରାଜୀବ ଭବନଠାରେି ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ଅଶୋକ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଜିଲାପାଳ ଭାବନୀ ଶଙ୍କର ଚଇନି ଏଥିରେ ଯୋଗଦେଇ ୨୫୯ଟି ଅଭିଯୋଗ ଶୁଣିଥିଲେ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri