ଆମ ଜିଲା ଖବର

ସୁରେନ୍ଦ୍ର ବଲାଙ୍ଗୀର ଲୋକ ସଭା ବିଜେଡି ପ୍ରାର୍ଥୀ

ବଲାଙ୍ଗୀର/ସଇଁତଳା,୪ା୪(ବୀରେନ୍ଦ୍ର କୁମାର ଝାଙ୍କର/ରାଖାଲ ପ୍ରସାଦ ଶତପଥୀ)କିଛିଦିନର କଳ୍ପନାଜଳ୍ପନାର ଅବସାନ ଘଟାଇ ବୁଧବାର ବିଜେଡି ପକ୍ଷରୁ ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ ଘୋଷଣା କରାଯାଇଛି। କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ଦଳ ବଲାଙ୍ଗୀର ଲୋକ...

ପରିଶ୍ରମ ତୁଳନାରେ ମିଳୁନି ପ୍ରାପ୍ୟ

କୋକସରା,୪।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ)କଳାହାଣ୍ଡି ଜିଲା କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଆମପାଣି, ବରାଡ଼ଙ୍ଗା, ପୋ ଗୋତମୁଣ୍ଡା, ଡୁଡୁକାଠେଙ୍ଗା, ମହିମା ପଞ୍ଚାୟତର ଉଣାଅଧିକ ସମସ୍ତ ଗାଁରେ ଏବେ ମହୁଲ ଫୁଲ ସଂଗ୍ରହ ହେଉଛି। ଚୈତ୍ର ମାସରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ...

‘ହାରିବା ପ୍ରାର୍ଥୀ ନୁହଁ, ନୂଆ ମୁହଁ ଦିଅ’

ମଙ୍ଗୁଳି-ଜଗତପୁର,୪ା୪(ମାନସ ସାମଲ): କ୍ରମାଗତ ୫ଥର ବିଧାନସଭା ନିର୍ବାଚନରେ ହାରିଥିବା ନୟନ କିଶୋର ମହାନ୍ତିଙ୍କୁ ଚଳିତବର୍ଷ ଷଷ୍ଠ ଥର ପାଇଁ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି। ଏଭଳି ନିଷ୍ପତ୍ତିକୁ ସ୍ଥଗିତ ରଖି ଏହାର ପୁନଃ ବିଚାର କରାଯିବା ପାଇଁ ଜଗତ୍‌ପୁରସ୍ଥିତ...

ଦାବିରେ ରହିଗଲା ମେଡିକାଲ କଲେଜ

ଭଦ୍ରକ, ୪।୪ (ସନାତନ ରାଉତ)ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ୧୯୯୩ ଏପ୍ରିଲ ୩ ତାରିଖରେ ଭଦ୍ରକକୁ ସ୍ବତନ୍ତ୍ର ଜିଲାର ମାନ୍ୟତା ମିଳିଥିଲା। ବାଲେଶ୍ୱର ଜିଲା ବିଭାଜନ ହୋଇ ଭଦ୍ରକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇବାକୁ ଏହା ମଧ୍ୟରେ ୩୧...

ନାଳପାଣି ଭରସାରେ ୪୦ ପରିବାର

ଆନନ୍ଦପୁର,୪ା୪(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ କଣ୍ଟିପାଳ ପଞ୍ଚାୟତ ଝାଲିସାହିରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଖରାର ପ୍ରକୋପ ବଢ଼ିଥିବାରୁ ଗ୍ରାମବାସୀ ପାଣି ପାଇଁ ଡ଼ହଳବିକଳ ହେଉଛନ୍ତି। ଗ୍ରାମରେ ଥିବା ନଳକୂପ ଖରାପ ହୋଇଯାଇଥିବାରୁ ପାହାଡ଼ି...

ମୋ ବସ୍‌ ସେବା: ମାସେ ପରେ ଲୋକେ ଜାଣିଲେ

ବ୍ରହ୍ମପୁର,୪ା୪(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାର ବ୍ୟବସାୟିକ ସହର ବ୍ରହ୍ମପୁରରେ ମୋ ବସ୍‌ ସେବା ଆରମ୍ଭ ହେବାର ମାସେ ପୁରିବାକୁ ଯାଉଛି। ସଚେତନତା ଅଭାବରୁ ପ୍ରଥମେ ଏହି ବସ୍‌ ସଂକ୍ରାନ୍ତରେ ଲୋକେ ଜାଣିପାରୁ ନ ଥିଲେ। ଯାତ୍ରୀଙ୍କ ସଂଖ୍ୟା ବହୁତ କମ୍‌...

ପୁଣି ଝୁଲିଲା ଅନୁଗୋଳ, ତାଳଚେର

ଅନୁଗୋଳ,୪।୪ (ଅମିତ କୁମାର ସାମଲ)ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ବିଜେଡି ଛେଣ୍ଡିପଦା ଓ ପାଲଲହଡ଼ା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା। ଛେଣ୍ଡିପଦାରୁ ବିଧାୟକ ସୁଶାନ୍ତ ବେହେରା ଓ ପାଲଲହଡ଼ାରୁ ବିଧାୟକ ମୁକେଶ ପାଲଙ୍କୁ...

ଭାଜପାରୁ ଇସ୍ତଫା ଦେଲେ ରାମଚନ୍ଦ୍ର ପାଙ୍ଗି

ନନ୍ଦପୁର, ୪।୪(ଶଙ୍କର ପୂଜାରୀ): ପଟାଙ୍ଗି ବିଧାନସଭା ଆସନ ପାଇଁ ଭାଜପା ଟିକେଟ ନ ମିଳିବାରୁ ଆଶାୟୀ ପ୍ରାର୍ଥୀ ତଥା ରାଜ୍ୟ ଭାଜପାର କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ପାଙ୍ଗି ବୁଧବାର ପାର୍ଟିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ...

ଲଢ଼େଇ ମଇଦାନର ସ୍ଥିତି ଏବେ ବି ଅସ୍ପଷ୍ଟ

ଯାଜପୁର,୪ା୪(ହର୍ଷବର୍ଦ୍ଧନ ବେହେରା) :ଅଧିକ ବିଚାର ବିମର୍ଶ ଯାଜପୁର ଜିଲା ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ପରିସ୍ଥିତି ଚଳିତ ନିର୍ବାଚନରେ ବିଜେଡି ଉପରେ...

ବାଲିକୁଦା-ଏରସମା, ପାରାଦୀପ ଅଙ୍କ ଛିଣ୍ଡୁନି

ଜଗତ୍‌ସିଂହପୁର, ୪ା୪(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଏଥିମଧ୍ୟରେ ବିଜେଡି ୨ଟି ଅର୍ଥାତ୍‌ ଜଗତ୍‌ସିଂହପୁର ଏବଂ ତିର୍ତ୍ତୋଲ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହା ପୂର୍ବରୁ ଭାଜପା ତିର୍ତ୍ତୋଲ ଓ ପାରାଦୀପ ଆସନ ପାଇଁ...

ବିଜେଡିରୁ ଇସ୍ତଫା ଦେଲେ ଅସିତ ପଟ୍ଟନାୟକ

ଭଦ୍ରକ,୪।୪(ସନାତନ ରାଉତ): ଭଦ୍ରକ ରାଜନୀତିର ଚର୍ଚ୍ଚିତ ଯୁବ ଚେହେରା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ (ବୁଲୁ ) ବୁଧବାର ରାତିରେ ବିଜେଡିରୁ ଇସ୍ତଫା ଦେଇଛନ୍ତି l ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

ବିଜେଡିର ପୁରୁଖା ବନାମ ବିରୋଧୀଙ୍କ ନୂଆ ନେତା

କେନ୍ଦ୍ରାପଡ଼ା, ୪ା୪ (ଜଗନ୍ନାଥ ଧଳ)ଆସନ୍ତା ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ଅନ୍ୟ ସ୍ଥାନ ପରି ଏହି ଜିଲାରେ ନିର୍ବାଚନ ମଇଦାନରେ ଓହ୍ଲାଇବା ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଇତିମଧ୍ୟରେ ଶାସକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri