ଆମ ଜିଲା ଖବର

ନାକେଦମ କରିବ ତାତି

ବ୍ରହ୍ମପୁର,୧ା୪(ଅଶୋକ କୁମାର ସାହୁ): ଗ୍ରୀଷ୍ମର ପ୍ରକୋପ ଧିରେ ଧିରେ ବଢ଼ୁଛି। ରାଜ୍ୟରେ ବିିଭିନ୍ନ ସହରର ତାପମାତ୍ରା ଏବେ ୩୫ରୁ ୪୦ ଡିଗ୍ରୀ ମଧ୍ୟରେ ରହୁଛି। ବାୟୁ ମଣ୍ଡଳରେ ଆର୍ଦ୍ରତା ୭୦ ପ୍ରତିଶତ ରହୁଥିବାରୁ ପ୍ରବଳ ଗରମ ଅନୁଭୂତ ହେଉଥିବା ପାଣିପାଗ...

୨ କି.ମି. ଚାଲିଲେ ମିଳୁଛି ବାଲ୍‌ଟିଏ ପାଣି

ହାଟଡ଼ିହୀ,୧ା୪(ପାର୍ଥ ସୌରଭ ସା): ସର୍ବନିମ୍ନ ଆବଶ୍ୟକତା ତଥା ପାନୀୟ ଜଳ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି। ଗାଁ ଗାଁରେ ପ୍ରକଳ୍ପ କରି ଅନେକ ଅର୍ଥ ବ୍ୟୟ ମଧ୍ୟ କରୁଛନ୍ତି। କିନ୍ତୁ ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତ...

ବିଜେଡିରେ ଆଶାୟୀ ସଂଖ୍ୟା ବଢ଼ି ଚାଲିଛି

ଜଗତ୍‌ସିଂହପୁର,୧ା୪(ପ୍ରମୋଦ କୁମାର ନାୟକ): ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଆଶାୟୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ନିର୍ବାଚନମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁନନ୍ଦନ ଦାସ ବିଧାୟକ ଅଛନ୍ତି। ସେ ଏଥର...

ଆଠମଲ୍ଲିକ ଭାଜପାରେ ବଢ଼ୁଛି ଦ୍ୱନ୍ଦ୍ୱ

ବଇଣ୍ଡା, ୧ା୪ (ପରିକ୍ଷିତ ସାହୁ): ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀକୁ ବିଜେଡି ଦୀର୍ଘବର୍ଷ ହେଲା ତାହାର ଗଡ଼ କରିଆସିଛି। ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡି ସମସ୍ତ ଜିଲା ପରିଷଦ ଆସନ କବ୍‌ଜା କରି ଭାଜପାର ସ୍ବପ୍ନକୁ ଧୂଳିସାତ...

ବ୍ରହ୍ମପୁର ପୋଲିସ ପକ୍ଷରୁ ପାଳିତ ହେଲା ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ

ବ୍ରହ୍ମପୁର,୧ା୪(ସୁବାସ ଚନ୍ଦ୍ର ପାଢ଼ୀ): ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ପ୍ରତିଷ୍ଠା ହୋଇଥିଲା। ସେବା ଯୋଗାଇବା ସହିତ ସମାଜରେ ନିରପେକ୍ଷତା ଏବଂ ସୁରକ୍ଷା ପ୍ରଦାନରେ ପୋଲିସ ବାହିନୀ ଗୁରୁଦାୟିତ୍ୱ ତୁଲାଉଛି। ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ। ଜନସାଧାରଣଙ୍କ ସହଯୋଗରେ ପୋଲିସର...

ମୌଳିକ ସୁବିଧାରୁ ବଞ୍ଚିତ ମାରାଣ୍ଡି ଗ୍ରାମବାସୀ

ପାରଳାଖେମୁଣ୍ଡି,୧ା୪ (ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମ୍ବାଣ ପଞ୍ଚାୟତ ଅନ୍ତର୍ଗତ ମାରାଣ୍ଡି ଗ୍ରାମବାସୀ ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ। ସରକାରୀ ଯୋଜନା ଏହି ଦୁର୍ଗମ ଅପହଞ୍ଚ ଗ୍ରାମବାସୀଙ୍କ ପାଇଁ ସାତ ସପନ। ଗ୍ରାମକୁ ଯିବାକୁ...

ସରକାରୀ ଗାଡ଼ିରେ ପରିବାର ସହ ବୁଲୁଛନ୍ତି ରେଞ୍ଜ ଅଫିସର

ରାଜନଗର,୧ା୪(ଭାସ୍କର ରାଉତରାୟ): ସରକାରୀ ଗାଡ଼ିରେ ଡ୍ୟୁଟି ଛାଡି ବାବୁ କରୁଛନ୍ତି ଭ୍ରମଣ। ବିନା ଛୁଟିରେ କାହାକୁ ନ ଜଣାଇ ସରକାରୀ ଗାଡ଼ି ନେଇ ପରିବାର ସଦସ୍ୟଙ୍କ ସହ କଟକ ଓ ଭୁବନେଶ୍ୱର ଘୁରି ବୁଲିବା ସହ ବିଳମ୍ବିତ ରାତ୍ରି ଯାଏଁ...

ଆଦିବାସୀଙ୍କ ଉପାସନାର ପୀଠ ପଥର ସଦୃଶ ମନ୍ଦିର

ମାଲକାନଗିରି,୧ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ସାବେରୀ ନଦୀ ନିକଟରେ ଏକ ମନ୍ଦିର ଦେଖିବାକୁ ମିଳିଛି, ଯାହାକି ଲୁକାୟିତ ଅବସ୍ଥାରେ ରହିଛି। ଏହି ମନ୍ଦିରରେ ଆଦିବାସୀମାନେ ପୂଜା କରନ୍ତି। ସେମାନଙ୍କର ବିଶ୍ୱାସ ଆମମାନଙ୍କ ପାଇଁ ଭଗବାନ ଏବଂ ପ୍ରକୃତି...

ଘୁଷୁରି ପଲଙ୍କ ସହ ଶୈଶବ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୨ବର୍ଷର ଆଦିବାସୀ ବାଳକ ରାହୁଲ ସିଂ। ନିଜ ଘର ବାଲେଶ୍ୱର। ଘରର ଆର୍ଥିକ ସ୍ଥିତି ଏତେ ଦୟନୀୟ ଥିଲା ଯେ ଜନ୍ମ କଲା ମା’ ଜଣେ ବ୍ୟକ୍ତିଙ୍କୁ ତାଙ୍କୁ ମାତ୍ର ୫୦ ହଜାର ଟଙ୍କାର ଟେକି...

ରାଜନଗର ନିର୍ବାଚନମଣ୍ଡଳୀ: ପ୍ରାର୍ଥୀ ଚୟନରେ ବିଳମ୍ବ,ଭାଜପା କର୍ମୀ ନିରାଶ

ପଟ୍ଟାମୁଣ୍ଡାଇ,୧ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଏବେ ସମସ୍ତଙ୍କ ନଜର କଂଗ୍ରେସ ଓ ଭାଜପା ଉପରେ ରହିଛି। ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ...

ଆଳିପିଙ୍ଗଳ ନିକଟରେ ୪ ବେଆଇନ ବାଲିଘାଟ

ଜଗତ୍‌ସିଂହପୁର,୧ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହରଠାରୁ ମାତ୍ର ୬/୭ କିଲୋମିଟର ଦୂର ଦେବୀ ନଦୀର ଆଳିପିଙ୍ଗଳ ନିକଟରେ ୪ଟି ବେଆଇନ ବାଲି ଘାଟ ଚାଲିଛି। ଯେଉଁ କାରଣରୁ ପ୍ରତ୍ୟହ ବହୁ ହାଇୱା, ଟ୍ରକ, ଟ୍ରାକ୍ଟର ଓ ୪୦୭ ଆଦିରେ ବାଲି...

ତୃଣମୂଳସ୍ତରରେ ପହଞ୍ଚୁ ନାହିଁ ବିକାଶ

କେନ୍ଦ୍ରାପଡ଼ା,୧ା୪ (ଜଗନ୍ନାଥ ଧଳ): ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୩ ଏପ୍ରିଲ ୧ରେ ଅବିଭକ୍ତ କଟକ ଜିଲାକୁ ଭାଗ କରି କେନ୍ଦ୍ରାପଡ଼ାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ଏହି ଜିଲା ମାନ୍ୟତାକୁ ୩୧ ବର୍ଷ ବିତିଛି। ଜିଲା ଗଠନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri