ଆମ ଜିଲା ଖବର

ଅଧାପନ୍ତରିଆ ରାସ୍ତାର ଉଦ୍‌ଘାଟନ

ବାଲେଶ୍ୱର,୨୦।୩(ମାନସ ବିଶ୍ୱାଳ): ବାଲେଶ୍ୱର ସଦର ବ୍ଲକ ଅଧୀନ କଷାଫଳ ପଞ୍ଚାୟତର ଜନସାଧାରଣଙ୍କ ଦୀର୍ଘଦିନର ଦାବି କ୍ରମେ ଦତ୍ତ ଘର ମୁଖ୍ୟରାସ୍ତାଠାରୁ ଗୌରାଙ୍ଗ ଦଳେଇ ଘର ଦେଇ ସାରଙ୍ଗଦେବ ମନ୍ଦିର ପର୍ଯ୍ୟନ୍ତ ୫ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବରଠାରୁ...

ଦୁଇ ଦିନ ଧରି ଲାଗି ରହିଛି ବର୍ଷା: ରାସ୍ତାରେ ଜମିରହିଛି ପାଣି

ଭଦ୍ରକ,୨୦।୩(ସନାତନ ରାଉତ): ଭଦ୍ରକରେ ମଙ୍ଗଳବାରଠାରୁ ବର୍ଷା ଲାଗି ରହିଛି। ମଙ୍ଗଳବାର ସକାଳେ ଝିପିଝିପି ବର୍ଷା ହୋଇଥିଲା। ମାତ୍ର ରାତିରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଥିଲା। ବୁଧବାର ମଧ୍ୟ ବର୍ଷା ଲାଗି ରହିଛି । ଏ ନେଇ ସହରର ସମସ୍ତ ସାହିବସ୍ତିରେ...

ଅଧ ରାତିରେ ପଞ୍ଚଲିଙ୍ଗେଶ୍ୱର ମହାଦେବଙ୍କ ହୁଣ୍ଡିବାକ୍ସ କାଟିନେଲେ

ନୀଳଗିରି,୨୦।୩(ପ୍ରଶାନ୍ତ କୁମାର ବିଶ୍ବାଳ): ଦିଅଁ, ଦେବତା, ଠାକୁର ଠାକୁରାଣୀଙ୍କୁ ବି ଭୟ ନାହିଁ। ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରି ନିକଟସ୍ଥ ବାବା ପଞ୍ଚଲିଙ୍ଗେଶ୍ୱରଙ୍କର ପୀଠରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଅଧ ରାତିରେ ପଞ୍ଚଲିଙ୍ଗେଶ୍ୱର ମହାଦେବଙ୍କ ହୁଣ୍ଡିବାକ୍ସକୁ କଟର...

ଦାରିଙ୍ଗବାଡ଼ିରେ ପୁଣି ଶୀତର ପ୍ରକୋପ: ନିଆଁ ଲଗାଇ ବସୁଛନ୍ତି ଲୋକେ 

ଦାରିଙ୍ଗବାଡ଼ି,୨୦।୩(ଅରୁଣ ସାହୁ): ଓଡ଼ିଶାର କଶ୍ମୀର  କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଗତ ୩ ଦିନ ହେଲା ଅଞ୍ଚଳରେ ପାଗ କୋହଲା  ରହୁଛି। ବର୍ଷା ଯୋଗୁ ଶୀତର ପ୍ରକୋପ ବୃଦ୍ଧି ପାଇ ହଠାତ ତାପମାତ୍ରା ହ୍ରାସ...

ନାବାଳିକାଙ୍କୁ ବଳାତ୍କାର କରି ନାଟକ ମାଷ୍ଟର ଗଲେ ୨୦ ବର୍ଷ ଜେଲ

ବ୍ରହ୍ମପୁର,୨୦।୩ (ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ମଙ୍ଗଳବାର ଏକ ବଳାତ୍କାର ମାମଲାରେ ଦୋଷୀଙ୍କୁ ୨୦ବର୍ଷ ଜେଲଦଣ୍ଡ ସହିତ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୮ ମାସ କାରାଦଣ୍ଡ ଭୋଗିବାକୁ ଜଜ୍‌...

ଏସ୍‌ସିବିରେ ଅମ୍ବୋଦର ପାଇଲେ ନୂଆ ଜୀବନ

କଟକ,୨୦।୩(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଏସ୍‌ସିବି ମେଡିକାଲର କାର୍ଡିଆଥେରିକ୍‌ ଭାସ୍କୁଲାର ସର୍ଜରି ବିଭାଗରେ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳର ଅମ୍ବୋଦର ମାରାଣ୍ଡି ନୂଆ ଜୀବନ ପାଇଛନ୍ତି। ରବିବାର ସନ୍ଧ୍ୟାରେ ସେ ମହୁଲ ତୋଳିବା ପାଇଁ ଗଛରେ ଚଢିଥିଲେ। ହଠାତ୍‌ ଗଛର ଡାଳ...

କେନ୍ଦ୍ରାପଡ଼ା ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ କମ୍‌

କେନ୍ଦ୍ରାପଡ଼ା, ୨୦ା୩ (ଜଗନ୍ନାଥ ଧଳ): ଓଡ଼ିଶାରେ ୧୬ଥର ବିଧାନସଭା ଓ ୧୭ଥର ଲୋକ ସଭା ଆସନ ପାଇଁ ନିର୍ବାଚନ ହୋଇଛି। ତେବେ କେନ୍ଦ୍ରାପଡ଼ା ଜିଲା ରାଜନୀତିରେ ସାଂସଦ ଓ ବିଧାୟିକା ଭାବେ ମହିଳାଙ୍କୁ କମ୍‌ ପ୍ରତିନିଧିତ୍ୱ ମିଳିଛି। ସ୍ବାଧୀନତା ସଂଗ୍ରାମ,...

କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାରକଲେ

ଉମରକୋଟ, ୨୦।୩(ସନ୍ତୋଷ ଶତପଥୀ): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ଉମରକୋଟ ଗସ୍ତ କରିଥିଲେ। ସେ ପ୍ରଥମେ ସ୍ଥାନୀୟ ଏକ ଚା’ ଦୋକାନରେ ଦଳୀୟ କର୍ମୀଙ୍କ ସହ ଏକାଠି ଚା’ ପିଇଥିଲେ। ସେଠାରୁ ଏକ ହୋଟେଲରେ ବ୍ୟବସାୟୀମାନଙ୍କ ସହ ଆଲୋଚନା...

ଏକାଧିକ ଆଶାୟୀ, ଛକାପଞ୍ଝାରେ ସୁନନ୍ଦା-ବିଶ୍ୱରଞ୍ଜନ

ବରୀ,୨୦ା୩ (ମହେନ୍ଦ୍ର ସ୍ବାଇଁ): ଆସନ୍ତା ଜୁନ ୧ରେ ବରୀ ନିର୍ବାଚନମଣ୍ଡଳୀର ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟ ଚିତ୍ର ଅସ୍ପଷ୍ଟ ରହିଥିବା ବେଳେ ଶାସକ ଦଳରେ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ...

ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା

ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ କରିଛନ୍ତି ଆୟତ୍ତ। ଏଥିପାଇଁ ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଇଛି। ଅନୁଗୋଳ ଜିଲା...

୯ ଜଣଙ୍କୁ ଗୁ୍‌ଡ୍‌ ସ୍ମାରିଟାନ୍‌ରେ ସମ୍ମାନିତ କଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୧୯ା୩(ସନ୍ତୋଷ ପାଢୀ/ଦିଲ୍ଲୀପ ସାମଲ ): ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ପଠାଇଥିବା ନେଇ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଗୁଡ୍‌ ସ୍ମାରିଟାନ୍‌ ଭାବେ ସମ୍ମାନିତ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ୯ ଜଣ...

୨ କାର ମୁହାଁମୁହିଁ ଧକ୍କା, ୬ ଗୁରୁତର

କୋଟପାଡ,୧୯ା୩(କେ. ରାଜଶେଖର ରାଓ)-କୋରାପୁଟ ଜ଼ିଲା କୋଟପାଡରେ ମଙ୍ଗଳବାର ଅପରାନ୍ନ ୫ଟାରେ ସହରଠାରୁ ୧୨ କି.ମି. ଦୂର ସର୍ଗିଗୁଡା ପଞ୍ଚାୟତଠାରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଏଥିରେ ୬ଜଣ ଗୁରୁତର ହୋଇଛନ୍ତି। କୋଟପାଡ଼ ଅଞ୍ଚଳରୁ ଜୟପୁର ଯାଉଥିବା ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri