ଆମ ଜିଲା ଖବର

କାଳହେଲା ଶିବରାତ୍ରି ଯାତ୍ରା: କୁସୁମୁଣ୍ଡା ଘାଟିରେ ଓଲଟିଲା ଟ୍ରାକ୍ଟର, ୩୦ରୁ ଊର୍ଦ୍ଧ୍ୱ ଗୁରୁତର

ତୁମୁଡିବନ୍ଧ,୯।୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବେଲଘରରୁ ମହାଶିବରାତ୍ରି ଯାତ୍ରା ଦେଖି ଟ୍ରାକ୍ଟରରେ ଫେରୁଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। କୁସୁମୁଣ୍ଡା ଘାଟି ବୁଲନ୍ତିଆଠାରେ ଶନିବାର ସକାଳେ  ଟ୍ରାକ୍ଟର ଓଲଟି ୩୦ରୁ ଊର୍ଦ୍ଧ୍ୱ  ଗୁରୁତର ହୋଇଛନ୍ତି। ଗୁରୁତରମାନେ...

ମହିଳାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଲା ହାତୀ

ଟେନସା,୯।୩(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜଲା କୋଇଡ଼ା ରେଞ୍ଜ ଅଧୀନ କାଳଟା ପଞ୍ଚାୟତ ଅନ୍ତର୍ଗତ ଗାଁରେ ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ କୁଣ୍ଡୁପୋଖରୀ ଗାଁର ଅତୁଆରୀ ବୋଦ୍ରା(୩୮)। ମିଳିଥିବା ସୂଚନା...

ନିଆଁ ଲିଭାଉଥିବା ବେଳେ ଜିୟନ୍ତା ଜଳିଗଲେ ବୃଦ୍ଧ

ପାଟଣା,୯।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଏକ ଅଘଟଣ ଘଟିଛି। ବିଲରେ ନିଆଁ ଲିଭାଉଥିବା ବେଳେ ଜଣେ ୭୦ବର୍ଷୀୟ ବୃଦ୍ଧ ଜିଅନ୍ତା ଜଳିଯାଇଛନ୍ତି। ମୃତକ ହେଲେ ଗ୍ରାମର ଦୂତ ମହାନ୍ତ। ମିଳିଥିବା ସୂଚନା...

ଶ୍ରୀମନ୍ଦିରରୁ ଖସିଲା ପଥର

ପୁରୀ,୯।୩: ବଡଦେଉଳକୁ ଲାଗି ରହିଥିବା ବରାହ ମନ୍ଦିରରୁ ଶନିବାର ଭୋରରୁ ଏକ ପଥର ଖସିଛି। ଯାହାର ଓଜନ ପ୍ରାୟ ଏକ କେଜିରୁ ଅଧିକ ହେବ। ତେବେ ପଥରଟିକୁ ଶ୍ରୀମନ୍ଦିରର କମାଣ୍ଡର ସଂଗ୍ରହ କରି ରଖିଛନ୍ତି। ଏନେଇ ଏଏସଆଇକୁ ସୂଚନା ଦେଇଛନ୍ତି।...

ସମ୍ଭାବ୍ୟ ମେଣ୍ଟ: ଦ୍ୱନ୍ଦ୍ୱରେ ବିଜେଡି, ଭାଜପା ନେତା

କେନ୍ଦୁଝର,୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜେଡି ଓ ଭାଜପା ମେଣ୍ଟକୁ ନେଇ ଉଭୟ ବିଜେଡି- ଭାଜପା ଦଳର ନେତା ଓ କର୍ମୀ ନିରାଶ ହୋଇଥିବା ବେଳେ କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। ମେଣ୍ଟ ହେବା ଘଟଣା ପ୍ରସାରିତ ହେବା ପରେ...

ପାରାଦୀପ ବନ୍ଦର ବାଟେ ବିଶ୍ୱସ୍ତରୀୟ କଣ୍ଟେନର ସର୍ଭିସ୍‌ ଆରମ୍ଭ

ପାରାଦୀପ,୯ା୩(ଶରତ ରାଉତ): ପାରାଦୀପ ବନ୍ଦର ବାଟେ ଶୁକ୍ରବାର ବିଶ୍ୱସ୍ତରୀୟ କଣ୍ଟେନର ପଣ୍ୟ କାରବାର ଆରମ୍ଭ ହୋଇଛି। ଏନେଇ ପାରାଦୀପ ବନ୍ଦର ଏବଂ ଓଡ଼ିଶା ସରକାରଙ୍କ ସହ ବିଶ୍ୱର ସର୍ବବୃହତ ଭୂମଧ୍ୟସାଗରୀୟ ଶିପିଂ କମ୍ପାନୀ ଏମ୍‌ଏସ୍‌ସି (ମେଡିଟାରାନ ଶିପିଂ କମ୍ପାନୀ)ବୁଝାମଣାପତ୍ର କରିଛି।...

ମେଣ୍ଟ ଚର୍ଚ୍ଚା ଭିତରେ ୨ ସାମଲ

ବନ୍ତ,୯।୩(ହରି ନାରାୟଣ ମହାନ୍ତି): ରାଜ୍ୟରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ନେଇ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଯଦି ମେଣ୍ଟ ହୁଏ, ତେବେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା ଆସନ କାହା ଭାଗରେ ପଡ଼ିବ...

ଆସନ ବୁଝାମଣାରେ ଅଟକିଛି 

ଭୁବନେଶ୍ୱର, ୯।୩(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି। ପ୍ରଥମ ପର୍ଯ୍ୟାୟରେ ବିଜେଡିର ଆଗଧାଡ଼ିର ନେତାଙ୍କ ସହ ନବୀନ ନିବାସରେ ବୈଠକ ହୋଇଥିଲା। ସମାନ ଦିନରେ ଅର୍ଥାତ୍‌ ଗତ...

ବୋଲେରୋ ଧକ୍କାରେ ଚାଲିଗଲା ଫେରିବାଲାଙ୍କ ଜୀବନ

ଧରାକୋଟ,୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ କୁସରାବ ଛକରେ ଶୁକ୍ରବାର ଏକ ବୋଲେରୋ ଗାଡି ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ଶେଖ ମିରଜ। ମିରଜ ସାଇକେଲରେ ଯାଉଥିବା ବେଳେ...

ସମ୍ବଲପୁରବାସୀଙ୍କୁ ମିଳିବ ‘ମୋ-ବସ୍‌’ ସେବା: ପ୍ରଥମ ପର୍ଯ୍ୟାୟରେ ଗଡ଼ିବ ୧୫ ବସ୍‌, ଜାଣନ୍ତୁ କେଉଁ ନମ୍ବର ବସ୍‌ କେଉଁଠିକି ଯିବ…

ସମ୍ବଲପୁର,୮ା୩(ପ୍ରମୋଦ ବହିଦାର): ଶନିବାରଠାରୁ ସମ୍ବଲପୁର ମହାନଗର ଅଞ୍ଚଳରେ ‘ମୋ-ବସ୍‌’ ସେବା ଆରମ୍ଭ ହେବ। ଏହାକୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଏଠାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଇିତିମଧ୍ୟରେ ବସ୍‌ଗୁଡ଼ିକ...

ନ୍ୟାୟ, ସୁରକ୍ଷା ଦାବିରେ ଅନଶନ

କେନ୍ଦୁଝର ୮।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ନ୍ୟାୟ ଓ ସୁରକ୍ଷା ଦାବିରେ ସନ୍ତୋଷ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅମରଣ ଅନଶନରେ ବସିଛନ୍ତି। ଏନେଇ ସେ ଗତ ୨ ତାରିଖରେ ଜିଲାପାଳଙ୍କୁ ଲିଖିତ...

ମହାଶିବରାତ୍ରିରେ ମହାଦେବଙ୍କ ଅଲୌକିକ ଦର୍ଶନ: ମହାନଦୀରୁ ମିଳିଲା ବୃଷଭ, ୬୦ ନାଗ ମୂର୍ତ୍ତି

ବାଙ୍କି, ୮।୩: ମହାଶିବରାତ୍ରିରେ ମହାନଦୀରୁ ୬୦ ନାଗ ମୂର୍ତ୍ତି ଉଦ୍ଧାର କରାଯାଇଛି। ବାଙ୍କି ଜାତମୁଣ୍ଡିଆ ବ୍ରିଜ୍‌ ନିକଟ ମହାନଦୀରୁ ନାଗ ମୂର୍ତ୍ତି ସହ ବୃଷଭ ଉଦ୍ଧାର ହୋଇଛି। ମତ୍ସ୍ୟଜୀବୀ ମାଛ ଧରିଲା ବେଳେ ପ୍ରଥମେ ତାଙ୍କ ଜାଲରେ ନାଗମୂର୍ତ୍ତି ଲାଗିଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri