ଆମ ଜିଲା ଖବର

ଢେଙ୍କାନାଳ ମିନି ଷ୍ଟାଡିୟମରେ କଳ୍ପନାଙ୍କ ମରଶରୀର: ‘କଳ୍ପନା ଅମର ରହେ ’ଧ୍ୱନିରେ ପ୍ରକମ୍ପିତ ସାରା ସହର

ଢେଙ୍କାନାଳ ଅଫିସ,୨।୬: ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚିଥିଲା। ପରେ ତାଙ୍କ ଜନ୍ମମାଟି ଢେଙ୍କାନାଳକୁ ନିଆଯାଇଥିଲା। ଢେଙ୍କାନାଳ ମିନି ଷ୍ଟାଡିୟମରେ ମରଶରୀର ୧୧ଟା ୫୫ ମିନିଟ୍‌ରେ ପହଞ୍ଚିବା ପରେ ସେଠାରେ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। କଳ୍ପନା...

ରେଳଧାରଣା କଡରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୨।୬: ଅନୁଗୋଳ ଜିଲା ଚଣ୍ଡୀବଜାର ନିକଟସ୍ଥ ରେଳ ଧାରଣା କଡରୁ ରବିବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଏଯାବତ୍‌ ମିଳିପାରି ନାହିଁ। ତେବେ ଏହା ଏକ ହତ୍ୟାକାଣ୍ଡ କି ଆତ୍ମହତ୍ୟା ତାହା ସ୍ପଷ୍ଟ...

ହଳଦିଆପଦର ରେଳଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୨।୬: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳବାଇ ପୋଲିସ ରବିବାର ସକାଳେ ହଳଦିଆପଦର ରେଳଧାରଣା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଟ୍ରେନ ଆଗକୁ...

ରାତିପାହିଲେ ସାବିତ୍ରୀ: କେନ୍ଦୁଝର ବଜାରରେ ବଢ଼ୁଛି ଜଙ୍ଗଲୀ ଫଳର ଚାହିଦା

କେନ୍ଦୁଝର,୨।୬( ସ୍ବ.ପ୍ର.): ରାତିପାହିଲେ ସାବିତ୍ରୀ ବ୍ରତ। ଏହି ଉପଲକ୍ଷେ କେନ୍ଦୁଝର ସହରର ଫଳ ବଜାରରେ ଲୋକଙ୍କ ଭିଡ଼ ଲାଗିଛି। ଏହା ମଧ୍ୟରେ ଜଙ୍ଗଲୀ ଫଳର ଆସର ରାସ୍ତା କଡ଼ ତଥା ହାଟ ବଜାରରେ ଦେଖିବାକୁ ମିଳୁଛି। ବନବାସୀ ଜଙ୍ଗଲ ଓ...

ଶୋଇଥିବା ବେଳେ କାମୁଡ଼ିଲା ସାପ, ନାବାଳିକା ମୃତ

ଝରିଗାଁ, ୨।୬(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଚଚା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରବି ହରିଜନଙ୍କ ଝିଅ ଇନ୍ଦୁ ହରିଜନ(୧୨)। ଘରେ ପରିବାର ଲୋକଙ୍କ...

ରସୁଲପୁର ବିଡିଓଙ୍କ ସ୍ବଚ୍ଛତା ବାର୍ତ୍ତା: କର୍ମୀଙ୍କ ସହ ମିଶି ବ୍ଲକ ପରିସରରୁ ହଟାଇଲେ ଅଳିଆ

ରସୁଲପୁର, ୨ା୬(ଡି.ଏନ.ଏ.)- ସ୍ବଚ୍ଛ ପରିବେଶ ସୁସ୍ଥ ସମାଜ ଗଠନରେ ସହାୟକ ହୁଏ। ପ୍ରତ୍ୟେକ ଲୋକ ପରିବେଶର ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ନିଜର ପାରିପାର୍ଶ୍ୱିକ ପରିବେଶକୁ ସଫାସୁତୁରା ରଖିଲେ ରୋଗମୁକ୍ତ ମସାଜ ନିର୍ମାଣ ସମ୍ଭବ ହୋଇପାରିବ। ଏହି ବାର୍ତ୍ତା...

ଶ୍ମଶାନ ଜମି ଜବରଦଖଲକୁ ନେଇ ଉତ୍ତେଜନା: ପାଚେରି ଭାଙ୍ଗି ପଥର ନେଇଗଲେ ଗ୍ରାମବାସୀ

ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.),୨ା୬- ନୟାଗଡ଼ ଜିଲା ରଣପୁର ବ୍ଲକ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ରମାବିଲ ଗାଁରେ ଶ୍ମଶାନ ଜମିକୁ କେନ୍ଦ୍ର କରି ଶନିବାର ଉତ୍ତେଜନା ଦେଖାଦେଇଥିଲା। ଗାଁର ସର୍ବସାଧାରଣ ବ୍ୟବହାର କରୁଥିବା ଶ୍ମଶାନ ଜମିକୁ ରାଜସୁନାଖଳାର ଜଣେ ବ୍ୟକ୍ତି ଜବରଦସ୍ତ...

କୋରାପୁଟ ମେଡିକାଲ : ବିଜୁଳି ଗଲେ ଟର୍ଚ୍ଚ ଲାଇଟରେ ଚିକିତ୍ସା

କୋରାପୁଟ,୨ା୬(ସ୍ବ.ପ୍ର.)କୋରାପୁଟ ମେଡିକାଲ ବର୍ତ୍ତମାନ ବିଭିନ୍ନ ସମସ୍ୟା ଘେରରେ ଚାଲିଛି। କେତେବେଳେ ମେଡିକାଲରେ ବିଦ୍ୟୁତ କଟିଗଲେ ମେଡିକାଲ ସେବା ଟର୍ଚ୍ଚ ଲାଇଟରେ କରାଯାଉଛି ତ ପୁଣି କେତେବେଳେ ବିଭିନ୍ନ ବିଭାଗ ଥାଇ ମଧ୍ୟ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ଉପଯୁକ୍ତ ସେବା...

ମୁକୁଳା ପଡିଛି ୧୯୯ କିମି ନଦୀବନ୍ଧ

ସୋନପୁର,୨ା୬(ନି.ପ୍ର.)ସୁବର୍ଣ୍ଣପୁର ଜିଲାରେ ମହାନଦୀ, ତେଲନଦୀ, ସୁକତେଲ, ଅଙ୍ଗ ଓ ନିବୃତି ଯୋର ପ୍ରବାହିତ ହେଉଛି। ଜିଲାରେ ଏହି ୫ଟି ନଦୀର ମୋଟ ୨୩୩ କିଲୋମିଟର ଲମ୍ବ ନଦୀ ଆଡି ରହିଛି। ବଲାଙ୍ଗୀର ଜଳସେଚନ ବିଭାଗ ପକ୍ଷରୁ ୩୦.୨୯କି.ମି. ନଦୀ ବନ୍ଧକୁ...

ଦାସିଗଁ। ମଣ୍ଡି: କୁଇଣ୍ଟାଲ ପିଛା ୫କି.ଗ୍ରା କଟନି ଅଭିଯୋଗ

ଜୁନାଗଡ଼/ଦାସିଗଁ।,୧।୬(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଦାସିଗଁ। ମଣ୍ଡି ନାନା ଅବ୍ୟବସ୍ଥା ମଧ୍ୟଦେଇ ଚାଲିଛି। ମଣ୍ଡିରେ ନିଯୁକ୍ତ ସ୍ଥାନୀୟ ମିଲର୍ସ ଏବଂ ଏଜେଣ୍ଟମାନେ ମନଇଚ୍ଛା କାମ କରୁଥିବା ଅଭିଯୋଗ ହୋଇଛି। ଚିହ୍ନା ଚାଷୀଙ୍କ ଧାନ ପ୍ରଥମେ ଉଠାଉଥିବାରୁ ଚାଷୀ ମହଲରେ...

ଜାତୀୟ ରାଜପଥ କାମ ଅଧାପନ୍ତରିଆ

ନୂଆପଡା ଅଫିସ,୨ା୬- ନୂଆପଡ଼ାର ଲାଇଫ ଲାଇନ କୁହାଯାଉଥିବା ୩୫୩ ନମ୍ବର ଜାତୀୟ ରାଜପଥ କାମ ଯେତିକି ଲମ୍ବି ଚାଲିଛି ଜିଲାବାସୀଙ୍କ ମୁଣ୍ଡ ବ୍ୟଥା ସେତିକି ବଢିଚାଲିଛି ା ଏହାକୁ ନେଇ ବିଭିନ୍ନ ସମୟରେ ଦାବି ପ୍ରତିବାଦ ଚାଲିଥିଲେ ମଧ୍ୟ ଅବସ୍ଥା...

ଦୁର୍ଦ୍ଦଶା ବଢାଉଛି ବିଦ୍ୟୁତ୍‌ କାଟ : ସକାଳ ୬ରୁ ମଧ୍ୟାହ୍ନ ୧୨ ସଂଯୋଗ ବିଚ୍ଛିନ୍ନ

ବଇଣ୍ଡା,୨।୬(ଡି.ଏନ.ଏ.)- ଗ୍ରୀଷ୍ମ ପ୍ରବାହ ଅପେକ୍ଷା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଲୋକଙ୍କ ଦୁର୍ଦ୍ଦଶା ବଢାଉଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସଂଯୋଗ କାଟି ଦିଆଯାଉ ଥିବାରୁ ଉପଭୋକ୍ତା ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି, ଯାହା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri