ଆମ ଜିଲା ଖବର

ଆଜି ମହାଶିବରାତ୍ରି: ଝଲସୁଛି ଶୈବପୀଠ

କଟକ,୮ା୩(ଶିଳ୍ପା ପ୍ରିୟଦର୍ଶିନୀ): ଶୁକ୍ରବାର ମହାଶିବରାତ୍ରି। ବିଭିନ୍ନ ଶୈବପୀଠରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ଏଥିପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡିଥିବାବେଳେ ଗୁରୁବାର ସୁଦ୍ଧା ପ୍ରସ୍ତୁତି ଶେଷ ହୋଇଛି। ମନ୍ଦିରଗୁଡିକ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସି ଉଠୁଛି। ବିଶେଷକରି...

ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରୁ ମାଓବାଦୀ କ୍ୟାମ୍ପ ଠାବ

ରାଉରକେଲା, ୭ା୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ଅଞ୍ଚଳରେ ମାଓବାଦୀ ଉପଦ୍ରବ ଜାରି ରହିଛି। ସୁରକ୍ଷାବଳଙ୍କୁ ଆକ୍ରମଣ କରିବା ଓ ବିସ୍ଫୋରକ ବିଛାଇବା ଆଦି ମାଓବାଦୀମାନେ କରୁଥିବା ବେଳେ ଗୁରୁବାର ସକାଳେ ସୀମାନ୍ତରୁ ଏକ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଏଥିରେ...

ପାହାନ୍ତିଆରେ ଉଠିବ ବିଶ୍ୱେଶ୍ୱର ବାବାଙ୍କ ମହାଜାଗର ଦୀପ

ସରଣ୍ଡା, ୭।୩(ଯୁଧିଷ୍ଠିର ମହାପାତ୍ର): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ଶୈବପୀଠ ସରଣ୍ଡାରେ ବିରାଜିତ ମହାପ୍ରଭୁ ଶ୍ରୀଶ୍ରୀ ବିଶ୍ୱେଶ୍ୱରଙ୍କ ମହାଶିବରାତ୍ରି ଓ ଜାଗର ମହୋତ୍ସବ ପାଳନ ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୂଜାନୀତି କାର୍ଯ୍ୟ ନିର୍ଘଣ୍ଟ ସ୍ଥିରୀକୃତ...

ବିଧାୟକ ଶ୍ରୀକାନ୍ତଙ୍କ ବିରୋଧରେ ଯୌନ ଶୋଷଣ ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସଂଯୁକ୍ତା

କଟକ,୭ା୩(କାର୍ତ୍ତିକ ସାହୁ): ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ମାମଲାର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ନେତ୍ରୀ ସଂଯୁକ୍ତା ମହଲା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ନିଷ୍କ୍ରିୟତା ବିରୋଧରେ ସେ...

ବୁଲେଟ ଚକାରେ ଓଢ଼ଣି ଲାଗି ୮ ବର୍ଷର ଝିଅର କଟିଗଲା ହାତ

କେସିଙ୍ଗା,୭।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲାସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଅଘଟଣ ଘଟିଛି। ଏକ ବୁଲେଟ ଚକାରେ ଓଢ଼ଣି ଲାଗି ୮ ବର୍ଷର ଝିଅର ହାତ କଟି ଯାଇଛି। ବୁଲେଟରେ ସ୍ବାମୀ, ସ୍ତ୍ରୀ ଓ...

ଭିଡିଓ ଭାଇରାଲ ପରେ ବାତିଲ ହେଲା ଟେଣ୍ଡର ପ୍ରକ୍ରିୟା

ମାଲକାନଗିରି,୭ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକରେ ଗତ ଫେବୃଆରୀ ୧୯ରେ ଅତିରିକ୍ତ ଶ୍ରେଣୀଗୃହ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବିଭିନ୍ନ ମୂଲ୍ୟର ମୋଟ ୧୮ କାର୍ଯ୍ୟ ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଯାହା ବୁଧବାର ୬ ତାରିଖରେ ଆବେଦନ...

ରାସ୍ତା ନାହିଁ ତ ଭୋଟ ନାହିଁ

ଆର.ଉଦୟଗିରି,୭ା୩(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନୁଗୁର ପଞ୍ଚାୟତ ଅନ୍ତର୍ଗତ ୧୦ରୁ ଊଦ୍ଧର୍‌ବ ଗାଁ ଜୟପୁର, ହାତୀକୁଦା, ତରଜସିଂ, ଜାମ୍ଭସାହି, କେଡିପଦର, ପଟେଗୁଡା, ହାରୁମା, ହୁଡାସିଂ, ଅନୁପୁର, ମାଣିକପୁର, ଜାମ୍ଭଗୁଡା ଓ ଅନ୍ୟାନ୍ୟ ଗ୍ରାମର ଶତାଧିକ ମହିଳା...

 ଛାତ୍ରୀ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ମା’

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦିମାଳ ଜବାହର ନବୋଦୟ ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଅର୍ପିତା ବେହେରାଙ୍କ ଗତ ୨ ତାରିଖରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ୫ ଦିନ ପରେ ମୃତ ଅର୍ପିତାଙ୍କ ମା’ ପୁଷ୍ପଲତା ବେହେରା...

ହୃଦଘାତରେ ଚାଲିଗଲା ପିଇଓଙ୍କ ଜୀବନ: ଆଖି ଦାନ କଲେ ପରିବାର

ମୋରଡ଼ା,୭।୩(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡି ଅଧୀନ ହଳଦୀପାଳ ଗ୍ରାମରେ ଜଣେ ପିଇଓଙ୍କ ଅକାଳ ବିୟୋଗ ଘଟିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ମୃତକ ଜଣକ ହେଲେ ହଳଦୀପାଳ ଗ୍ରାମର ଅଜୟ...

୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଆରସି

ବଲାଙ୍ଗୀର, ୭।୮(ସୁନୀଲ ମହାନ୍ତି): ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ବଲାଙ୍ଗୀର ଜିଲା ଦେଓଗାଁ ବିଆରସି ମଧୁସୂଦନ ପଟେଲ। ବଲାଙ୍ଗୀର ପ୍ୟାଲେସ ଲାଇନର ଏମଡି ଆଶିଷ ନାମକ ଜଣେ ବ୍ୟକ୍ତିଙ୍କଠାରୁ ସେ ଲାଞ୍ଚ ନେବାବେଳେ ଭିଜିଲାନ୍ସ...

ଯୁବ ବ୍ୟବସାୟୀଙ୍କ ଘରେ ଇଡି ଚଢାଉ

ଛତ୍ରପୁର,୭।୩(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଏଟି ଗ୍ରୁପ (ଅର୍ଥତତ୍ତ ଚିଟ୍‌ଫଣ୍ଡ) ଚିଟଫଣ୍ଡ ଠକେଇ ମାମଲାରେ ପରିବହନ ଠିକାଦାର ତଥା ପୂର୍ବତନ ସଂସ୍ଥା ଅଧିକାରୀ ଅହିଭୂଷଣ ସାହୁ ଓରଫ ବାବୁଲି ସାହୁଙ୍କ କାଳିଆବାଲି ଛକ ବାସଭବନରେ ଗୁରୁବାର ଇଡି ଚଢାଉ ହୋଇଛି। ଆଜି...

ଦୁଆରଶୁଣୀ ଘାଟିରେ ବସ୍‌-ଟ୍ରକ୍‌ ଦୁର୍ଘଟଣା

ବାରିପଦା,୭।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ବାଙ୍ଗରିପୋଷି ଦୁଆରଶୁଣୀ ଘାଟିରେ ଯାତ୍ରୀବାହି ବସ ଓ ଟ୍ରକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନାଯୋଗ୍ୟ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri