ଆମ ଜିଲା ଖବର

ନାବାଳିକା ଅପହରଣ ଘଟଣା: ଏଯାବତ୍‌ ମିଳିନି ପତ୍ତା, ଥାନା ଘେରିଲେ ମହିଳା

ହାଟଡିହୀ,୨୮।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗତ ୧୪ ତାରିଖରେ ଅପହରଣ କରାଯାଇଥିଲା। ଏ ନେଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ସେ କେତେ ଜଣ ଯୁବକଙ୍କ...

କପିଳେଶ୍ୱରପୁରରେ ଗାଈ ମଡ଼କ: ୫ ମୃତ, ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନିରାକାରପୁର, ୨୮।୫(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ ପରେ ଦୂଷିତ ପାଣି, ଅସ୍ବାସ୍ଥ୍ୟକର ପରିବେଶ ଓ ଭୀଷଣ ଗରମ ଯୋଗୁ ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତସ୍ଥିତ ବାଲିଗାଁ(କପିଳେଶ୍ୱରପୁର)ଗ୍ରାମରେ ଗାଈ ମଡ଼କ ଦେଖାଦେଇଛି। ଏଥିରେ ୫ରୁ ଊର୍ଦ୍ଧ୍ୱ ଗାଈ ମରିବା ସହିତ ୧୦ରୁ ଊର୍ଦ୍ଧ୍ୱ...

କୋଇଲା ଅନ୍‌ଲୋଡ ବେଳେ ଶ୍ରମିକ ଗୁରୁତର: ଟ୍ରେନ ଚଳାଚଳ ବନ୍ଦ

ବାହାନଗା,୨୮।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡାସ୍ଥିତ ରେଳଷ୍ଟେଶନରେ ଲୋପ୍‌ଲାଇନରେ କୋଇଲା ବୋଝେଇ ଟ୍ରେନରୁ ମଙ୍ଗଳବାର ଶ୍ରମିକମାନେ କୋଇଲା ଅନ୍‌ଲୋଡ କରୁଥିଲେ। ଏହି ସମୟରେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ସେ ହେଲେ ନଈଛଣପୁର ଗ୍ରାମର ଉମେଶ...

ମାଲକାନଗିରିରେ କାଳବୈଶାଖୀ ଯୋଗୁ ବହୁ କ୍ଷୟକ୍ଷତି: ସହାୟତା ପାଇଁ ଦାବି

ମାଲକାନଗିରି, ୨୮।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସୋମବାର କାଳବୈଶାଖୀ ଯୋଗୁ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ଏଥିରେ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବହୁ ଘର ଭାଙ୍ଗି ଯିବା ସହ ଚାଳ ଛପର ଉଡ଼ିଯାଇଛି। ବହୁ ଲୋକେ ବେଘର ହୋଇଯାଇଛନ୍ତି।...

ହେଲ୍‌ମେଟ ନ ପିନ୍ଧିଲେ ଘରକୁ ଯିବ ଚାଲାଣ

ଅନୁଗୋଳ ଅଫିସ, ୨୮।୫ ରାସ୍ତା ଦୁର୍ଘଟଣାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସାସେବା ଯୋଗାଇ ଦିଆଯିବ ସେ ସମ୍ପର୍କରେ ଗଠିତ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟିର ବୈଠକ ସୋମବାର ଜିଲାପାଳ...

ପୃଥକ୍‌ ଦୁର୍ଘଟଣାରେ ୪ ମୃତ

ଢେଙ୍କାନାଳ ଅଫିସ,୨୮ା୫ଢେଙ୍କାନାଳ ସହରରେ ସୋମବାର ଦୁଇଟି ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ଏକ ଟ୍ରକ୍‌ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏକ ଟିପ୍ପର ମାଡ଼ି ଯିବାରୁ ଆଉ ୨ ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ମୋଟଙ୍ଗା...

ରକ୍ତ ନମୁନା ସଂଗ୍ରହ, ଔଷଧ ବଣ୍ଟନ

ଭୁବନ, ୨୮ା୫(ଡି.ଏନ୍‌.ଏ.)ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ଓ୍ବାର୍ଡରେ ଜଣ୍ଡିସ ରୋଗ ବ୍ୟାପୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏହାର ନିୟନ୍ତ୍ରଣ ପାଇଁ ଜିଲା ସ୍ବାସ୍ଥ୍ୟ, ଜନସ୍ବାସ୍ଥ୍ୟ ଓ ପରିମଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସୋମବାର...

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ

ଅନୁଗୋଳ ଅଫିସ, ୨୮।୫ ମା’ ବାପାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ପିଲାବେଳୁ ପିଉସୀଙ୍କ ଘରେ ରହି ପାଠ ପଢ଼ୁଥିବା ଜଣେ ଛାତ୍ରୀ ସୋମବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦଶମରେ ଗ୍ରେଡ୍‌ -ବିରେ ଉତ୍ତୀର୍ଣ୍ଣ...

ଆଈଅଜା କୋଳରେ ମା’ ଛେଉଣ୍ଡ ନାତୁଣୀ

ଅନୁଗୋଳ ଅଫିସ, ୨୮।୫ ଜନ୍ମ ବେଳେ ଝିଅର ଦୁଇ ଗୋଡ଼ ଲାଗି ଯାଇଥିଲା। ତିନି ଦିନ ପରେ ତା ମା’ ବି ମରିଯାଇଥିଲା। ସେହିଦିନୁ ମା ଛେଉଣ୍ଡ ଛୁଆଟିକୁ କୋଳେଇ ନେଇଛୁ ଆମେ ଆଈ ଅଜା। ବହୁ କଷ୍ଟକରି ଅସ୍ତ୍ରୋପଚାର...

ମୁହଁ ମୋଡ଼ିଛନ୍ତି ୬ ପ୍ରତିଶତ ମତଦାତା

ଅନୁଗୋଳ ଅଫିସ, ୨୮।୫୧୯ ବର୍ଷ ହେଲା ବିଜେଡି ଅନୁଗୋଳ ନିର୍ବାଚନମଣ୍ଡଳୀକୁ ନିଜର ଗଡ଼ କରିଆସିଛି। ୨୦୦୦ ମସିହାରେ ଅଦ୍ୱୈତ୍ୟ ପ୍ରସାଦ ସିଂ ବିଜେଡିରୁ ନିର୍ବାଚିତ ହୋଇଥିଲେ। ଏହାପରଠାରୁ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଅଦ୍ୱୈତ୍ୟ ପ୍ରସାଦଙ୍କ ପୁଅ...

ଦିନ ଦ୍ୱିପ୍ରହରରେ ଖଟୁଛନ୍ତି ଶ୍ରମିକ

ଛେଣ୍ଡିପଦା,୨୮।୫(ସ୍ବ.ପ୍ର)ସରକାରୀ ନିୟମକୁ ଫୁ। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ଶ୍ରମିକଙ୍କୁ ନ ଖଟାଇବା ପାଇଁ ସରକାରଙ୍କ ପକ୍ଷରୁ କଟକଣା ରହିଥିବାବେଳେ ଏହାକୁ ଖୋଲାଖୋଲି ଉଲ୍ଲଘଂନ କରୁଛି ଗାୟତ୍ରୀ କନଷ୍ଟ୍ରକସନ କମ୍ପାନୀ। ବତ୍ତର୍ର୍ମାନ ତାପମାତ୍ରା ୪୦ ଡିଗ୍ରୀରୁ...

୯ ସମବାୟ ସମିତିରେ ବିହନ ନାହିଁ

ବଅଁରପାଳ, ୨୮ା୫(ଡି.ଏନ.ଏ.)ବଅଁରପାଳ ବ୍ଲକର ଚାଷୀଙ୍କୁ ମିଳୁନି ଧାନ ବିହନ। ଜମିରେ ଚାଷ ଆରମ୍ଭ ହୋଇଥିଲେ ମଧ୍ୟ ବିହନ ଅଭାବ ସେମାନଙ୍କ ଚିନ୍ତା ବଢାଇଛି। ବ୍ଲକ ଅଧୀନରେ ମୋଟ ୧୩ଟି କୃଷି ସମବାୟ ସମିତି ଥିଲେ ମଧ୍ୟ ୯ଟିରେ ଚାଷୀଙ୍କୁ ଧାନ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri