ଆମ ଜିଲା ଖବର

ଅଣସରରେ ତିନି ଠାକୁର

ଖଣ୍ଡପଡ଼ା,୧୯ା୬(ସ୍ବ.ପ୍ର.)-ଜ୍ୟେଷ୍ଠ ପୂର୍ଣ୍ଣମୀ ଅବସରରେ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ପାର୍ଶ୍ୱ ଠାକୁର ଭାବେ ବିରାଜିତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦେବସ୍ନାନ ଯାତ୍ରା ସୋମବାର ପାରମ୍ପାରିକ ରୀତିରେ ସମ୍ପନ୍ନ ହୋଇଯାଇଛି ା ଗଜାନନ ବେଶ ହୋଇଥିବା ଶ୍ରୀ ଜୀଉମାନେ ଅଧିକ ସ୍ନାନ...

ଖରାରେ ଓଭରବ୍ରିଜ୍‌ ଉପରେ କାମ କରୁଛନ୍ତି ଶ୍ରମିକ: ବିପଜ୍ଜନକ କାର୍ଯ୍ୟ ସତ୍ତ୍ୱେ ନୀରବ ଶ୍ରମ ବିଭାଗ

ନିରାକାରପୁର,୧୯ା୬(ଡି.ଏନ୍‌.ଏ.)-ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ତାତି କମିନାହିଁ। ତେଣୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିପଜ୍ଜନକ ଭାବେ କୌଣସି ଶ୍ରମିକ କାର୍ଯ୍ୟ କରିବା ସରକାରୀ ନିୟମ ବିରୁଦ୍ଧ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର ଷ୍ଟେଶନ...

ଜଗତ୍‌ସିଂହପୁରରେ କାୟାମେଲୁଛି ବ୍ରାଉନ ସୁଗାର ର଼୍ୟାକେଟ: ୩ ଗିରଫ, ୪.୭୩ ଗ୍ରାମ ବ୍ରାଉନ ସୁଗାର ଜବତ

ଜଗତ୍‌ସିଂହପୁର ଅଫିସ,୧୯ା୬: ଜଗତ୍‌ସିଂହପୁର ଜିଲାରେ ଏବେ ବ୍ରାଉନ ସୁଗାର ର଼୍ୟାକେଟ୍‌ କାୟା ମେଲିବାରେ ଲାଗିଛି। ବିଶେଷକରି କମ୍‌ ବୟସର ଯୁବକମାନେ ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ଉପାର୍ଜନ ଲକ୍ଷ୍ୟରେ ଏହି କାରବାରରେ ସାମିଲ ହେଉଛନ୍ତି। ଏହି କାରବାର ଦିନେ କି...

ଅଗ୍ନି ବିପନ୍ନଙ୍କୁ ମିଳୁନି ସହାୟତା: ଗୋଟିଏ ଘରେ ଗାଈ-ମଣିଷ

ନାଉଗାଁ,୧୯ା୬(ସ୍ବ.ପ୍ର.): ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଭାସିଆକୁଦ ଗ୍ରାମର ବଟକୃଷ୍ଣ ଜେନା। ପରିବାର କହିଲେ ସ୍ତ୍ରୀ, ପିଲାଛୁଆ ଓ ଭାଇ କେଦାର, ଭାଉଜ ଓ ସେମାନଙ୍କ ପିଲାଛୁଆ ମିଶି ୧୪ ଜଣ। ୨ ଭାଇ ଗାଈ ରଖି ନିଜ ଗୁଜୁରାଣ...

ବିନା କାମ୍‌ରେ ସୂଚନା ଫଲକ

କୁଚିଣ୍ଡା, ୧୯।୬ (ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଗୋଛରା ପଁଚେତ୍‌ ଅଧୀନ ଲଇଗୁରା ଗଁାର ପାଏନ୍‌ ଖିଆ ବଁଧର ଉନ୍‌ନତିକରନ କାମ୍‌ ୪ ଲାଖ୍‌ ଟଁକା ଖରଚ ଅଟକଲରେ କରାଯାଉଛେ। ଇଆଡ଼େ ସରକାରୀ ନିୟମକେ ଦେଖ୍‌ଲେ ଜୁନ ୧୫ ଉତାରୁ ମାଟି...

ପଁଚେତ୍‌ରୁ ବ୍ଲକ ତକ୍‌ ଗୁହାରି କରି ନିରାଶ: ଆବାସ ଯୋଜନାରୁ ବଁଚିତ୍‌ ଟିକ ହରିଜନ

ଭବାନୀପାଟଣା/କଲମପୁର,୧୯।୬(ଡି.ଏନ.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ଅସାହାମାନକର ଲାଗି ଭିନେ ଭିନେ ଯୋଜନା ତିଆର କରି ଥଇଥାନ କରୁଛନ୍‌। ଇଥିରଲାଗି ସର୍ଭେ କରି ତାଲିକା ତିଆର କରୁଛନ୍‌। ହେଲେ ସର୍ଭେରେ ଭୁଲ ହେଉ କି ଯୋଜନା କାଯ୍‌କାରୀ...

ଆବାସ ଘର ସାତ୍‌ସପନ: ନଡ଼ାଛପର ଘରେ ବିତୁଛେ ଜୀବନ୍‌

ଅତାବିରା, ୧୯।୬ (ଡି.ଏନ.ଏ)- ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ନିଅଁାସିମାନକର ଲାଗି ଅବାସ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ସର୍ଭେରେ ଭୁଲଭଟକା, ଯୋଜନା କାଯ୍‌କାରୀ କରୁଥିବାର ଅଧ୍‌କାରୀ, କରମ୍‌ଚାରୀକର ଖାମଖିଆଲି ମନଭାବ ଲାଗି ଅନେକ ହକ୍‌ଦାର...

ବଏସ୍‌ ୭୦: ଭତାର ଲାଗି ଫର୍ମ ଭରି ନିହାଲ

ଅତାବିରା, ୧୯।୬ (ଡି.ଏନ.ଏ): ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗଁାନୁ ସହର ତକ୍‌ ବାସ କରୁଥିବାର ବୁଢ଼ାବୁଢ଼ି, ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକୁ ଇନ୍ଦିରା ଗାନ୍ଧୀ, ବଧୁବାବୁ ପେନସନ ଯୋଜନାରେ ଭତା ଯୁଗେଇ ଦେଉଛନ୍‌। ହେଲେ କେତେ ଜାଗାରେ ଅଧ୍‌କାରୀ,...

ରାତିଅଧିଆ ପ୍ରେମ ବେଳେ ନିସ୍ତୁକ ମାଡ଼: ପ୍ରେମିକ ଗୁରୁତର, ୨ ଗିରଫ

ଛେଣ୍ଡିପଦା,୧୯।୬(ସ୍ବ.ପ୍ର.) – ପ୍ରେମିକଙ୍କୁ ମହଙ୍ଗା ପଡ଼ିଛି ରାତିଅଧିଆ ପ୍ରେମ। ପ୍ରେମିକାଙ୍କ ବାପା ଓ ଅଜାଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି ଜଣେ ପ୍ରେମିକ। ଖବରପାଇ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଏଥିସହ ପ୍ରେମିକଙ୍କ ବାପାଙ୍କ...

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ଅନୁଗୋଳ ଅଫିସ, ୧୯।୬- ଅନୁଗୋଳ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସ କୋର୍ଟ ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତ ମଣ୍ଟୁ ଓରଫ କିଶୋର କୁମାର ସିଂ(୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ...

ସୋମ୍‌ ହିରୋ ପକ୍ଷରୁ ନୂତନ ବାଇକ୍‌ ବଜାର ପ୍ରବେଶ

ଢେଙ୍କାନାଳ ଅଫିସ, ୧୯।୬- ଢେଙ୍କାନାଳ କୁଞ୍ଜକାନ୍ତସ୍ଥିତ ସୋମ୍‌ ହିରୋ ଶୋ’ରୁମ ପରିସରରେ ହିରୋ କମ୍ପାନୀ ପକ୍ଷରୁ ନୂତନ ଜ୍ଞାନକୌଶଳରେ ନିର୍ମିତ ୩ ବାଇକ୍‌ ଓ ସ୍କୁଟର ମଙ୍ଗଳବାର ଅପରାହ୍ନରେ ବଜାର ପ୍ରବେଶ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଶୋ’ରୁମର...

କମୁଛି ପରିବାର କଲ୍ୟାଣ ଅସ୍ତ୍ରୋପଚାର ସଂଖ୍ୟା: ଲକ୍ଷ୍ୟ ଥିଲା ୮ଶହ, ହୋଇଛନ୍ତି ୬୧

ବଅଁରପାଳ,୧୯।୬ (ଡି.ଏନ୍‌.ଏ.) – ପରିବାର କଲ୍ୟାଣ ଅସ୍ତ୍ରୋପଚାର ହେଲେ ମିଳିବ ଅନେକ ସୁବିଧା ସୁଯୋଗ। ପ୍ରୋତ୍ସାହନ ରାଶି ଆକାରରେ ନଗଦ ଅର୍ଥ ଦିଆଯିବ ସରକାରଙ୍କ ପକ୍ଷରୁ। ହେଲେ ଏହି ଯୋଜନାର ସୁବିଧା ସୁଯୋଗ ନେବା ପାଇଁ ଆଉ ପୂର୍ବଭଳି ଆଗ୍ରହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri