ଆମ ଜିଲା ଖବର

ଓଡ଼ଗାଁରେ ପ୍ରବଳ ଗ୍ରୀଷ୍ମପ୍ରବାହ: ଆଦର୍ଶ ଥାନା ପକ୍ଷରୁ ଦହିପଣା ଷ୍ଟଲ୍‌ର ଶୁଭାରମ୍ଭ

ଓଡ଼ଗାଁ,୧୫।୫(ସ୍ବ.ପ୍ର.): ସମ୍ପ୍ରତି ଦିନକୁ ଦିନ ସ୍ଥାନୀୟ ସଦର ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ଆଖପାଖ ଅଞ୍ଚଳରେ ପାରଦ ୪୨ରୁ ୪୩ ଡିଗ୍ରୀ ଛୁଇଁଛି । ଗ୍ରୀଷ୍ମପ୍ରବାହରେ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି। ଏପରିସ୍ଥଳେ ସ୍ଥାନୀୟ ଆଦର୍ଶ ଥାନା ଆନୁକୂଲ୍ୟରେ ଏକ ୧୭...

ମନ୍ଥର ଗତିରେ ଚାଲିଛି ବୁଢ଼ାବଳଙ୍ଗ ପୋଲ ନିର୍ମାଣ କାର୍ଯ୍ୟ : ନିମ୍ନମାନର ଅଭିଯୋଗ, ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା

ବାରିପଦା ଅଫିସ, ୧୫ା୫ : ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ବାରିପଦା ସହର ବୁଢ଼ାବଳଙ୍ଗ ନଦୀରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି।  ଗତ ୨୦୧୬ ଅକ୍ଟୋବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଳିଆପଦା ଗସ୍ତରେ ଆସିଥିଲେ।...

ଆସନ୍ତା ୧୯ରେ ମୟୂରଭଞ୍ଜର ୫ ବୁଥ୍‌ରେ ହେବ ସାନି ମତଦାନ

ବାରିପଦା ଅଫିସ,୧୫।୫: ମୟୂରଭଞ୍ଜ ଜିଲାରେ ଆସନ୍ତା ୧୯ ତାରିଖରେ ହେବ ସାନି ମତଦାନ। ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ୪ ବୁଥ ଓ ବଙ୍ଗରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀର ଗୋଟିଏ ବୁଥରେ ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ଜିଲା ନିର୍ବାଚନ ଅଧିକାରୀ...

ରୁଗ୍‌ଣ ଅବସ୍ଥାରେ ମାଟି କାରିଗରୀ

ମାଲକାନଗିରି,୧୫।୫(ଡି.ଏନ.ଏ)-ମାଟିର ମହକ ନିଆରା । ରୋଷେଇ ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ବସ୍ତୁ ତିଆରିରେ ବ୍ୟବହାର ହୁଏ ମାଟି| ଦିନଥିଲା କୁମ୍ଭାର ମାନେ ସାହି ସାହି ବୁଲି   ନିଜ ହାତ ଗଢା ମାଟି ପାତ୍ରକୁ ବିକ୍ରି  କରୁଥିଲେ  ା...

ମାନସିକ ବିକାରଗ୍ରସ୍ତ ଭଉଣୀଭାଇଙ୍କୁ ସହାୟତା

ଅନୁଗୋଳ ଅଫିସ, ୧୫।୫- ଅନୁଗୋଳ ପୌରପାଳିକା ୧୬ ନମ୍ବର ଓ୍ବାର୍ଡ  ସୌଭାଗ୍ୟନଗରର ମାନସିକ ବିକାରଗସ୍ତ ସରୋଜିନୀ ଓ ଭାଇ ପ୍ରଫୁଲ୍ଲ ବେହେରାଙ୍କୁ ଥଇଥାନ କରିବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ‘ଜୀବନ ସଂଗ୍ରାମରେ ମାନସିକ ବିକାରଗସ୍ତ ଭଉଣୀଭାଇ, ପଡୋଶୀ ଦେଲେ...

ବାତ୍ୟାଞ୍ଚଳ ବୁଲିଲେ କୃଷକ ମୋର୍ଚ୍ଚା ପ୍ରତିନିଧି: ‘କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ’

ଢେଙ୍କାନାଳ ଅଫିସ, ୧୫।୫- ବାତ୍ୟା ‘ଫନୀ’ ପ୍ରଭାବରେ ଢେଙ୍କାନାଳ ଜିଲାର ଆମ୍ବ, କାଜୁ, ପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ୟରେ ସରକାରୀସ୍ତରରେ କ୍ଷୟକ୍ଷତି ଆକଳନ ଶେଷ ହୋଇଥିବାବେଳେ ମଙ୍ଗଳବାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ...

ବିଦ୍ୟୁତ୍‌ ବିଭ୍ରାଟରେ ହନ୍ତସନ୍ତ ତାଳଚେରବାସୀ: ସହରରେ ୧୦ ଘଣ୍ଟା ରହୁନି ବିଜୁଳି

ତାଳଚେର, ୧୫ା୫(ନି.ପ୍ର.)- ତତଲା ତାଓ୍ବାରେ ତାଳଚେର। ଡହ ଡହ ଖରାରେ ଡହଳବିକଳ ହେଉଛନ୍ତି ଲୋକେ। ପ୍ରତ୍ୟେକ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜନସାଧାରଣ ସନ୍ତୁଳି ହେଉଛନ୍ତି। ହେଲେ ଏ ସବୁ ପ୍ରତି ଏନ୍‌ଜେନ୍‌ର...

ପାଣି ଚିନ୍ତାରେ ପୌରାଞ୍ଚଳବାସୀ: ଶିଳ୍ପ ଶୋଷୁଛି, ପିଇବାକୁ ମିଳୁନି

ଢେଙ୍କାନାଳ ଅଫିସ,୧୫।୫- ଶିଳ୍ପରେ ସମୃଦ୍ଧ। ପାଣ୍ଠିର ଅଭାବ ନାହିଁ। ତଥାପି ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଢେଙ୍କାନାଳ ସହରବାସୀ। ପାନୀୟ ଜଳର ବୃହତ୍ତମ ସାଧନ ବ୍ରାହ୍ମଣୀ ନଦୀ ଜଳକୁ ଶିଳ୍ପସଂସ୍ଥା ଶୋଷୁଥିବାବେଳେ ଖରାଦିନେ ଜଳସଙ୍କଟ ତୀବ୍ର ହେବାରେ...

ବାତ୍ୟାରେ ଉଜୁଡ଼ିଲା କାଜୁ ବଗିଚା

ଢେଙ୍କାନାଳ ଅଫିସ, ୧୫।୫- ଢେଙ୍କାନାଳ ଜିଲାର କାଜୁ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି ସାମୁଦ୍ରିକ ବାତ୍ୟା ‘ଫନୀ’। ଫସଲ ହରାଇ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଥିବାବେଳେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ସଦର ବ୍ଲକ ନଡ଼ିଆଳୀ ଗ୍ରାମର ୩...

ଉତ୍କଟ ଜଳ ସଙ୍କଟରେ କନ୍ୟାବେଡାବାସୀ: ୨ ବର୍ଷ ହେଲା ପାଣି ଯୋଗାଣ ବନ୍ଦ

ବଅଁରପାଳ, ୧୫।୫ (ଡି.ଏନ୍‌.ଏ.)- ଉତ୍କଟ ପାନୀୟ ଜଳ ସମସ୍ୟାରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକର କନ୍ୟାବେଡା ଗ୍ରାମବାସୀ। ଗ୍ରାମରେ ଥିବା ନଳକୂଅ ଲୋକଙ୍କ ଆବଶ୍ୟକତା ମେଣ୍ଟାଇପାରୁ ନ ଥିବାରୁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଲୋକେ। ଏପରିସ୍ଥିତିରେ ଗ୍ରାମକୁ...

ଖୋଲାକୂଅରୁ ୫ ମୃତ ବାର୍‌ହା ଉଦ୍ଧାର

ବଇଣ୍ଡା,୧୫।୫(ଡି.ଏନ.ଏ.)- କିଶୋରନଗର ବ୍ଲକ ବାମୁର ରେଞ୍ଜ ଶାହାଜବାହାଳି ଗ୍ରାମର  ଅକ୍ଷୟ ସାହୁଙ୍କ ଖୋଲାକୂଅରୁ  ମଙ୍ଗଳବାର ବାମୁର ବନବିଭାଗ ୫ଟି ବାର୍‌ହାର ମୃତଦେହ ଉଦ୍ଧାର କରିଛି। ଘଟଣାରୁ ଜଣାପଡ଼ିଛି, ଅକ୍ଷୟ ତାଙ୍କ ଜମିରେ ପାଣି ମଡ଼ାଇବା ପାଇଁ ଏକ ଖୋଲାକୂଅ ନିର୍ମାଣ...

ରାଶନ କାର୍ଡ ହିତାଧିକାରୀଙ୍କୁ ରିଲିଫ

କୃଷ୍ଣପ୍ରସାଦ,୧୫ା୫(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକସ୍ଥ ବ୍ରହ୍ମପୁର ପଞ୍ଚାୟତ ଅଧୀନ ଖିରିସାହି ଗ୍ରାମରେ ରାଶନ କାର୍ଡ ହିତାଧିକାରୀଙ୍କୁ ମଙ୍ଗଳବାର ରିଲିଫ ପ୍ରଦାନ କରାଯାଇଛି| ପ୍ରତି କାର୍ଡ ପିଛା ୫୦କେଜି ଚାଉଳ, ୨ହଜାର ଟଙ୍କା, ପଲିଥିନ୍‌ ଯୋଗାଇ ଦିିଆଯାଇଛି ା ପଞ୍ଚାୟତ କାର୍ଯ୍ୟନିର୍ବାହୀ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri