ଆମ ଜିଲା ଖବର

୮ ଦିନରେ ସରିଗଲା ସଂସାର: ନବବଧୂଙ୍କ ମୃତଦେହ ଉଦ୍ଧାର

ବଅଁରପାଳ,୧୧।୫(ଡି.ଏନ.ଏ.)-  ମାତ୍ର ୮ ଦିନ ତଳେ ବିବାହ କରିଥିଲେ। ନୂଆ ଘର, ବରକୁ ନେଇ କେତେ କ’ଣ ସ୍ବପ୍ନ ଦେଖିଥିଲେ। ହେଲେ ୮ ଦିନରେ ସରିଗଲା ସଂସାର। ସୁଖ ଦୁଃଖର ଦୁନିଆକୁ ସାଥିରେ ନେଇ ଚାଲିବା ଆଗରୁ ଦୁନିଆ ଛାଡ଼ିଦେଲେ...

କଲବଲ କରୁଛି ଗୁଳୁଗୁଳି

ଢେଙ୍କାନାଳ ଅଫିସ, ୧୧ା୫- ବାତ୍ୟା ‘ଫନୀ’ ପରେ ପୁଣିଥରେ ବଢ଼ିବା ଆରମ୍ଭ କରିଛି ତାପମାତ୍ରା। ସପ୍ତାହେ ହେଲା ଢେଙ୍କାନାଳ ସହରର ପାରଦ ୪୩ ଡିଗ୍ରୀ ପାଖାପାଖି ରହୁଛି। ଦିନସାରା ଉତ୍ତପ୍ତ ଝାଞ୍ଜି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସହରବାସୀ  କଲବଲ ହେଉଥିବାବେଳେ...

ହାତୀର ଗଳିତ ମୃତଦେହ ଉଦ୍ଧାର

ବନ୍ତଳା, ୧୧ା୫(ଡି.ଏନ.ଏ.)-ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ବିଟ୍‌ ପଣସ ତଇଳାରେ ଶୁକ୍ରବାର ଅପରାହ୍ନରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ସୂଚନାରୁ ପ୍ରକାଶ, ରବିବାର ଠାରୁ ହାତୀର ମୃତ୍ୟୁ ହୋଇଛି। ୭...

ବାତ୍ୟା ବିପନ୍ନଙ୍କ ଲାଗି ଜିଲା ପ୍ରଶାସନର ସହାୟତା : ନୂଆପଡ଼ା, ଚିଲିକା ଗଲେ ୮ ଡାକ୍ତର

ଛତ୍ରପୁର,୧୧ା୫(ଡି.ଏନ.ଏ)-ବାତ୍ୟା ‘ଫନୀ’ ପ୍ରଭାବିତ ଲୋକଙ୍କୁ ବିିଭିନ୍ନ ସାହାର୍ଯ୍ୟ ଓ ବାତ୍ୟା ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସହାୟତା ପ୍ରଦାନ କରାଯାଉଛି। ଜିଲାବାସୀ ସାହାର୍ଯ୍ୟ ଓ ସହଯୋଗ କରିବା କରିବାକୁ  ଜିଲାପାଳ ବିଜୟ ଅମୃତା...

ମ୍ୟାଲେରିଆ ନିରାକରଣ ପାଇଁ ଆରମ୍ଭ ହେଲା ‘ଦମନ’

ବ୍ରହ୍ମପୁର ଅଫିସ୍‌,୧୧ା୫-ଗଞ୍ଜାମ ଜିଲାରେ ମ୍ୟାଲେରିଆକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଛି । ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆକୁ ମୂଳପୋଛ କରିବା ପାଇଁ ଆରମ୍ଭ ହୋଇଯାଇଛି ‘ଦମନ’ । ଜିଲାର ୭ଟି ବ୍ଲକ ଯଥା ଧରାକୋଟ, ଚିକିଟି, କୁକୁଡ଼ାଖଣ୍ଡି, କୋଦଳା,...

ବଲାତ୍କାରୀ ଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୧ା୫-ଜଣେ ନାବାଳିକାଙ୍କୁ ବଳାତ୍କାର  ମାମଲାର ବିଚାର କରି ଡେଜିଗନେଟେଡ୍‌ ପୋକ୍‌ସୋ ଜଜ୍‌ ଦୀପକ କୁମାର ଅଭିଯୁକ୍ତ କାଳିଆ ଦାସଙ୍କୁ ଶୁକ୍ରବାର ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହେଇଛି।...

ଏସ୍‌ଏଚ୍‌ଜି ମହିଳାଙ୍କୁ ଦିଆଯିବ ବିପର୍ଯ୍ୟୟ ମୁକାବିଲା ତାଲିମ

ବ୍ରହ୍ମପୁର ଅଫିସ୍‌,୧୧ା୫-ବଙ୍ଗୋପସାଗର ଉପକୂଳରେ ଥିବା ଗଞ୍ଜାମ ଜିଲାକୁ ପ୍ରତି ବର୍ଷ ବାତ୍ୟା ଏବଂ ବନ୍ୟାର ଭୟ ଦେଖାଦେଇଥାଏ । ୨୦୧୩ରେ ଫାଇଲିନ୍‌, ୨୦୧୪ରେ ହୁଡ୍‌ହୁଡ୍‌ ହେଉ ଅବା ୨୦୧୮ରେ ତିତ୍‌ଲି  ଏବଂ ପୁଣି ୨୦୧୯ରେ ଫନୀ ବାତ୍ୟାରେ ପ୍ରବଳ ଧନଜୀବନ...

ଫନୀ ଉଜାଡ଼ିଦେଲା କଦଳୀ କ୍ଷେତ

ପଦ୍ମପୁର, ୧୧।୫ (ଡି.ଏନ.ଏ.) – ବାତ୍ୟା ‘ଫନୀ’ ପ୍ରଭାବରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ଗ୍ରାମର ଶଶିଭୂଷଣ ଦାଶଙ୍କର କଦଳୀ କ୍ଷେତ ଉଜୁଡ଼ି ଯାଇଛି। ହଜାର ହଜାର ଗଛ ଧରାଶାୟୀ ହୋଇଛି। ଗଛରେ କଦଳୀ କାନ୍ଦୀ ବାହାରିଥିବା ବେଳେ...

ଫନୀ ପରେ ତାତି ଭୟ

ଆରଡ଼ି, ୧୧।୫ (ଡି.ଏନ.ଏ.) – ଫନୀ ପରେ ଏବେ ଖରା ତାତି ଭୟ। ଅସହ୍ୟ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ। ଗରମରେ ସିଝୁଛନ୍ତି ଲୋକେ। କେହି ଘରୁ ବାହାରୁ ନାହାନ୍ତି। ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ଓ...

‘ଫନୀ’ର ପ୍ରଭାବ : ଉପୁଡିଲା ଗଛ, ଆଶ୍ରୟ ସ୍ଥଳରେ ଲୋକଙ୍କ ଥଇଥାନ

ଓଡଗାଁ, ୩।୫(ସ୍ବ.ପ୍ର.): ଗୁରୁବାର ଅପରାହ୍ନରୁ ‘ଫନୀ’ର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ହାଲୁକା ପବନ ସାଙ୍ଗକୁ ଲଗାତର ବର୍ଷା ଲାଗିରହିଛି । ଶୁକ୍ରବାର ଭୋରରୁ ବର୍ଷାର ପରିମାଣ ବୃଦ୍ଧି ପାଇଛି । ସେହିପରି ପବନର ଗତିରେ ମଧ୍ୟ ପରିବର୍ତ୍ତନ ହୋଇଛି ।...

ବଦଳିଲା ଷ୍ଟ୍ରଙ୍ଗରୁମ୍‌

ପାରଳାଖେମୁଣ୍ଡି, ୧।୫(ସ୍ବ.ପ୍ର.): ବାତ୍ୟା ଫନୀକୁ ନଜରରେ ରଖି ପାରଳାଖେମୁଣ୍ଡି ସହରର ମହାରାଜାଙ୍କ ବାଳକ ଉଚ୍ଚ  ବିଦ୍ୟାଳୟରେ ଥିବା ଇଭିଏମ୍‌ଗୁଡିକୁ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି। ଏହି ସମୟରେ ଜିଲାପାଳ ଅନୁପମ ଶାହଙ୍କ ସମେତଙ୍କ ବିଭନ୍ନ...

ବିବାହ କାର୍ଯ୍ୟରୁ ଫେରୁଥିବା କାର୍‌ ଦୁର୍ଘଟଣାଗସ୍ତ

ପାପଡାହାଣ୍ଡି,୧।୫(ଡି.ଏନ୍‌.ଏ.): ବିବାହ କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ଏକ କାର୍‌ ନବରଙ୍ଗପୁର ଜଲା ପାପଡାହାଣ୍ଡି ବ୍ଲକ  ତୁମ୍ବର୍ଲା ଫାଣ୍ଡି ନିକଟରେ ବୁଧବାର ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ଡ୍ରାଇଭର ବିଦ୍ୟା ହରିଜନ ଗୁରୁତର ହୋଇଛନ୍ତି। ତାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri