ଆମ ଜିଲା ଖବର

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ବ୍ୟବସାୟୀ ଗିରଫ

ସୋର, ୨୮ା୫(ଡି.ଏନ.ଏ.)-ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ କମରପୁର ଗ୍ରାମର ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ସୋର ପୋଲିସ ରବିବାର ଜଣେ ବ୍ୟବସାୟୀ ଭଦ୍ରକରୁ ଗିରଫ କରିଛି। ଏହି ଗ୍ରାମର ସୁରେଶ ଗାୟନ୍‌ ଉକ୍ତ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ସଂପୃକ୍ତ ମହିଳା ସୋର...

କନିଅଆଁ ଟୁସୁଙ୍କ ନୌବିହାର ମନମୋହିଲା

ବାଲେଶ୍ୱର ଅଫିସ, ୨୮।୫-ବାହାଘର ପାଇଁ ସରିଛି ଲଗ୍ନଧରା ଓ ଗୁଆମଙ୍ଗଳା। ଆସନ୍ତା ୩୦ତାରିଖରେ ଶୁଭ ପରିଣୟ। ବଧୂ ବେଶ ସାଜି ଝଲସି ଉଠିବେ ଟୁସୁ। ବାଜା, ରୋଷଣିରେ ଚାରିଦିଗ ଦୁଲୁକାଇ ବର ବେଶ ହୋଇ ଆସିବେ ଶଙ୍କର। ଏହି ବିବାହ...

କାଟୁ କରୁନି ସରକାରୀ କଟକଣା ପଲିଥିନ୍‌ ବିଷବଳୟରେ ପଦ୍ମପୁର ସହର

ପଦ୍ମପୁର, ୨୮।୫ (ଡି.ଏନ୍‌.ଏ.)ପଲିଥିନ୍‌ର ବିଷବଳୟ ମଧ୍ୟରେ ପଦ୍ମପୁର ସହର। କାଟୁ କରୁନି ସରକାରଙ୍କ କଟକଣା। ପ୍ରଦୁଷିତ ହେଉଛି ପରିବେଶ। ଛୋଟ ଚା’ ଦୋକାନଠାରୁ ଆରମ୍ଭ କରି ବଡ ବଡ ବ୍ୟବସାୟିକ ଅନୁଷ୍ଠାନ, ସବୁଠି ପଲିଥିନ୍‌ର ବ୍ୟବହାର। ଚା’, ଲସି ଓ...

ବିପଦ୍‌ ଅବସ୍‌ତାରେ ବାଲସି ସ୍ବାସ୍ଥ୍ୟସେବା କେନ୍ଦ୍ର

କେସିଙ୍ଗା, ୨୮।୫ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବାର ବାଲସି ସ୍ବାସ୍ଥ୍ୟସେବା କେନ୍ଦ୍ର ବହୁତ ବଛର ହେଲା ବିପଦ ଅବସ୍‌ତାରେ ପଡ଼ିରହିଛେ। ସୂଚନା ଅନ୍‌ସାରେ ଇ ସ୍ବାସ୍ଥ୍ୟସେବା କେନ୍ଦ୍ରରର ଥାପନା ୧୯୮୫...

ବାପ୍‌ କିଡ଼୍‌ନୀ ରୁଗୀ, ଝି’ ହୁରୁଦ୍‌ରୋଗ୍‌ରେ ପୀଡ଼ିତ: ଚିକିସତ୍ା ସାହାଯ୍‌ ଲାଗି ଜିଲାପାଲକୁଁ ଗୁହାରି

ବରଗଡ଼ ଅଫିସ୍‌,୨୮।୫-ବରଗଡ଼ ଜିଲା ବରଡୋଲ ପଁଚେତ ଅଧୀନ ପିପିଲିପାଲି ବନ୍ଧପାଲି ଗଁ।ର ରାଜେଶ ରାଓ। ସେ ଝନେ ନିହାତି ଗରିବ୍‌, କୁଲି ମଜୁରି କରି ନିଜର କୁଟୁମ ପୁଷୁଛନ୍‌। ପରିବାର କହେଲେ ମାଏକିନା, ତିନ୍‌ ଝି’ ବିନ୍ଦୁ, ଡଲି, ସୀତା...

ଫେରାର୍‌ ମଦ ବେପାରୀ ଗିରଫ

ଶଙ୍କରାଖୋଲ,୨୭।୫(ଡି.ଏନ୍‌.ଏ.)- ଟିକାବାଲି ଥାନା ଟୁଡୁବାଲି ଗ୍ରାମର ବେଆଇନ୍‌ ବିଦେଶୀ ମଦ ବିକ୍ରି ଅଭିଯୋଗରେ ଫେରାର୍‌ ଥିବା ଅଭିଯୁକ୍ତଙ୍କୁ ସୋମବାର ପୋଲିସ କୋର୍ଟଚାଲାଣ କରିଛି। ସେ ହେଲେ ଅରକ୍ଷିତ ଭୋଇ। ଏ ନେଇ ନଂ. ୪୭/୧୯ରେ ମାମଲା ରୁଜୁ ହୋଇଛି। ଗତ...

ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବାଲିଗୁଡ଼ା ବିଧାୟକ

କ.ନୂଆଗଁ।,୨୭।୫(ଡି.ଏନ୍‌.ଏ.)- କ.ନୂଆଗଁ। ବ୍ଲକର ଅଧ୍ୟକ୍ଷ ଚକ୍ରମଣି କହଁର ବାଲିଗୁଡ଼ା ବିଧାୟକ ଭାବେ ନିର୍ବାଚିତ ହେବା ପରେ ସୋମବାର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଗତ ପଞ୍ଚାୟତ ନିର୍ବାଚନରେ ଶିକ୍ଷକ ପଦବୀରୁ ଇସ୍ତଫା ଦେଇ ନିଜ ପଞ୍ଚାୟତ ସାଇନପଡ଼ାରୁ ସମିତିସଭ୍ୟ...

ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା

ଉଲୁଣ୍ଡା, ୨୭ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ସଦର ଥନାପତି ପଡାରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ପରିବାରର ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ବିପନ୍ନମାନେ ହେଲେ ପଡାର ଚମ୍ପେଶ୍ୱର ଥନାପତି ଏବଂ ଆଲୋକ ଦେହେରି।...

ଏନଏଚ ୩୫୩ ପାଇଁ ଅର୍ଥନୈତିକ ଅବରୋଧ୮ ଘଣ୍ଟା ପରେ ଓହରିଲା

ନୂଆପଡା ଅଫିସ,୨୭ା୫: ସରକାର ଦିନକୁ ୩୦ କି.ମି. ଜାତୀୟ ରାଜପଥ ନିର୍ମାଣ କରୁଥିବା କହୁଥିବା ବେଳେ ନୂଆପଡା ଜିଲାର ଲାଇଫ ଲାଇନ କୁହାଯାଉଥିବା ଜାତୀୟ ରାଜପଥ ୩୫୩ କାମ (୬୫ କି.ମି.) ଆଜକୁ ୫ ବର୍ଷ ହେବ ଶେଷ ହେବାର...

ଗଙ୍ଗାଧର ମେହେର ଜୁନିୟର କଲେଜ ସ୍ଥାନାନ୍ତର, ବିଭାଜନକକୁ ବିରୋଧ

ସମ୍ବଲପୁର, ୨୭।୫ (ବ୍ୟୁରୋ): ଗଙ୍ଗାଧର ମେହେର ଜୁନିୟର କଲେଜକୁ ଅନ୍ୟତ୍ର ସ୍ଥାନାନ୍ତର ଓ ବିଭାଜନକୁ ବିରୋଧ କରାଯାଇଛି । ସୋମବାର ଏ ନେଇ କଲେଜ ଛାତ୍ରୀଛାତ୍ର ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ...

କେସାପାଲି-ଭାଲିଆକଟା ରାସ୍ତା କାମରେ ଅନିୟମିତତା

ସମ୍ବଲପୁର,୨୫ା୫ (ବ୍ୟୁରୋ): ଗ୍ରାମାଞ୍ଚଳରେ ଗମନା ଗମନ ସୁବିଧା ପାଇଁ ସରକାର ରାସ୍ତା ନିର୍ମାଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ରାଜକୋଷରୁ ଟଙ୍କା ଦେଉଛନ୍ତି । ହେଲେ ଯେଉଁ ବିଭାଗ ମାଧ୍ୟମରେ କାମ ହେଉଛି ସେହି ବିଭାଗର ଅଧିକାରୀ ହିଁ ଠିକାଦାର...

ଚିପିଲିମା ଘଣ୍ଟେଶ୍ୱରୀ ସ୍ବାଗତ ଫାଟକରୁ ପଥର ପ୍ଲେଟ୍‌ ଖସୁଛି

ଚିପିଲିମା, ୨୭।୫ (ଡି.ଏନ.ଏ):ସମ୍ବଲପୁର ଜିଲା ଚିପିଲିମାସ୍ଥିତ ମୁଖ୍ୟ ଛକରେ ଥିବା ଘଣ୍ଟେଶ୍ୱରୀଙ୍କ ପୀଠର ସ୍ବାଗତ ଫାଟକ ଅସୁରକ୍ଷିତ। ହେଲେ ଏହି ଫାଟକରୁ କିଛି ଦିନ ହେଲା ନିୟମିତ ପ୍ଲେଟ ଖସୁଛି। ଏଣୁ ଏହି ରାସ୍ତାରେ ଯାଉଥିବା ପର୍ଯ୍ୟଟକ ତଥା ଜନସାଧାରଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri