ଆମ ଜିଲା ଖବର

ପୋଲିଂ ବୁଥ୍‌କୁ ଗଲେ ଅଧିକାରୀ, କର୍ମଚାରୀ

ବାଲେଶ୍ୱର ଅଫିସ, ୨୮।୪-ରାଜ୍ୟର ୧୬ତମ ବିଧାନସଭା ନିର୍ବାଚନ ୨୦୧୯ର ଚତୁର୍ଥ ପର୍ଯ୍ୟାୟରେ ବାଲେଶ୍ୱର ଜିଲାରେ ୨୯ତାରିଖରେ ଅନୁଷ୍ଠିତ ହେବ। ଜିଲାର ୧୨ଟି ବ୍ଲକରେ ୧୮୮୭ଟି ପୋଲିଂ ବୁଥ୍‌ ମଧ୍ୟରୁ ୧୦୪ଟି ଅତିସମ୍ବେଦନଶୀଳ ବୁଥ୍‌ ଏବଂ ୨୭୫ଟି ସମ୍ବେଦନଶୀଳ ବୁଥ୍‌ ଥିବା...

ବଳାତ୍କାରୀଙ୍କୁ ୭ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୨୮।୪-ଏକ ବଳାତ୍କାର ମାମଲାର ବିଚାର କରି ଶନିବାର ବାଲେଶ୍ୱର ସ୍ବତନ୍ତ୍ର ଜଜ୍‌ ପୋକ୍ସୋ ଅଦାଲତରେ ଜିଲା ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଅଭିଯୁକ୍ତଙ୍କୁ ୭ବର୍ଷ ଜେଲଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଆଦେଶ...

କୋରାପୁଟ,୨୭।୪(ସ୍ବ.ପ୍ର.): ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ କୋରାପୁଟ ଜିଲାର ବହୁ ଗ୍ରାମବାସୀ ଏବେ ବି ମୌଳିକ ସମସ୍ୟା ଭିତରୁ ମୁକୁଳି ପାରୁନାହାନ୍ତି। ସେମାନେ ଅବହେଳିତ ଜୀବନ କାଟୁଛନ୍ତି। ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। କୋରାପୁଟ...

ପ୍ରକଳ୍ପରେ ସରୁଛି ଅନୁଦାନ, ମେଣ୍ଟୁନି ଲୋକଙ୍କ ଶୋଷ

ବୈପାରୀଗୁଡ଼ା,୨୭।୪(ଡି.ଏନ୍‌.ଏ.): ବୈପାରୀଗୁଡ଼ା ବ୍ଲକ ସଦରରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ପ୍ରଶାସନ ଏ ଦିଗରେ ନିରବଦ୍ରଷ୍ଟା ସାଜିବା ଉଦ୍‌ବେଗର ବିଷୟ ପାଲଟିଛି। କେବଳ ପ୍ରକଳ୍ପ ଉପରେ ପ୍ରକଳ୍ପ କରାଯାଇ ଏ ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସରକାରୀ...

ଗଁ। ସ୍କୁଲରୁ ଦୁଇଥର ଟିସି ନେଲେ:ଆଦର୍ଶ ବିଦ୍ୟାଳୟରେ ନଁ। ଲେଖାବାରୁ ବଁଚିତ୍‌ ଛାତ୍ର ଦିବ୍ୟରଞ୍ଜନ

ଲୋଇସିଂହା,୨୭।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ଗଁାର ଛାତ୍ର ଦିବ୍ୟରଞ୍ଜନ ନାଗକଁର ଭବିଷତ ସଂଗେ ଆଦର୍ଶ ବିଦ୍ୟାଳୟ କତୁରପକ୍ଷ ଖେଲ୍‌ ଖେଲୁଥିବାର ଅଭିଯୋଗ ହେଇଛେ। ତାହାକୁ ଆଡମିଶନ ଲାଗି ଆଦର୍ଶ ବିଦ୍ୟାଳୟ ତରଫୁ ଦୁଇଦୁଇ ଥର ଡାକରା ହେଇଥିଲା।...

ଗରିବ୍‌ ଦୁଖିକର ଲାଗି ଦୁରଲଭ ହେଲାନ ପଖାଲ

ଜାମଟିକ୍ରା, ୨୭।୪ (ଡି.ଏନ୍‌.ଏ.): ଓଡ଼ିଶାରେ ଗଁାଗଁଲିନୁ ଆରମ୍‌ କରି ସହର ତକ୍‌ ସମକର ପସନ୍‌ ପଖାଲ। ଖରାଦିନ୍‌ ଆରମ୍‌ ହେଲେ ସମ୍‌କର ମନ୍‌ ପଖାଲ ଖାଏବାକେ ଘିଚି ହେସି। ହେଲେ ଦିନୁଦିନ୍‌କେ ସାମାଜିକ ଥିତି ବଦଲିବାର ସଂଗେ ଆମର ଖାଏଦ୍‌ପାନ୍‌...

ପିଇଲା ପାଏନ୍‌ ଲାଗି ହଟହଟା ବିନିକା ସହରବାସୀ

ବିନିକା,୨୭ା୪(ଡି.ଏନ୍‌.ଏ): ଏହେଦ୍‌କା ସାରା ରାଏଜେ ଖରାର ତେଜ୍‌ ବଢ଼ତେଲ ଯାଉଛେ। ବଡ଼ଭାଗି ସହରମାନକର ତାପମାନ ୪୦ ଡିଗ୍ରୀ ଉପରେ ରହୁଛେ। ଏନ୍‌ତାଥି ବିନିକା ସହରର ତାପ୍‌ମାନ ବି ଦିନାକେତେ ହେଲା ୪୦ ଡିଗ୍ରୀ ଉପରେ ରହୁଛେ। ଲୋକ୍‌ ଦିନର ୧୦...

ଆକାଉଣ୍ଟରେ ଟଙ୍କା ପଠାଇଲେ ଯୁକ୍ତ ୨ ପାସ୍‌ : ଫୋନ୍‌ରେ ଦାବି କରାଯାଉଛି ୩ରୁ ୬ ହଜାର ଟଙ୍କା

ନୟାଗଡ଼ ଅଫିସ,୨୭ା୪- ନୟାଗଡ଼ ଜିଲାର ଯୁକ୍ତ ୨ ପରୀକ୍ଷା ଦେଇଥିବା ବିଭିନ୍ନ ପିଲାଙ୍କ ନିକଟକୁ ଆସୁଛି ଫୋନ୍‌ କଲ୍‌। ପରୀକ୍ଷାରେ ଗୋଟିଏ ବିଷୟରେ ତୁମେ ଫେଲ୍‌ ହୋଇଯାଇଛ, ପାସ୍‌ କରିବା ପାଇଁ ଆକାଉଣ୍ଟରେ ୩ରୁ ୬ ହଜାର ଟଙ୍କା ପଠାଇବାକୁ...

ନାଲ୍‌କୋ ହସ୍ପିଟାଲରେ ଡାକ୍ତର ଅଭାବ: ୫ ବର୍ଷ ହେଲା ନାହାନ୍ତି ଅସ୍ଥିଶଲ୍ୟ ବିଶେଷଜ୍ଞ

ବଅଁରପାଳ, ୨୭।୪ (ଡି.ଏନ୍‌.ଏ.)- ନବରତ୍ନ ଲାଭଦାୟକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ହସ୍ପିଟାଲରେ ଲାଗି ରହିଛି ଡାକ୍ତର ଅଭାବ ସମସ୍ୟା। ଦୀର୍ଘ ଦିନ ହେଲା ଏଠାରେ ବିଭିନ୍ନ ବିଭାଗରେ ଡାକ୍ତର, ବିଶେଷଜ୍ଞ ପଦବୀ ଖାଲିପଡିଥିବାରୁ ଏହା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ...

ବିମୋହିତ କଲା ଶିବ ତାଣ୍ଡବ

ତାଳଚେର,୨୭ା୪(ନି.ପ୍ର.)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୭ତମ ଲୋକ ମହୋସତ୍ବର ଅଷ୍ଟମ ସନ୍ଧ୍ୟା ବେଶ ଚିତ୍ତାକର୍ଷକ ଥିଲା। ମୁଖ୍ୟଅତିଥି ଭାବରେ ପାଲଲହଡ଼ା ଉପଜିଲାପାଳ ଅଜିତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବରେ କଣିହାଁ ତହସିଲଦାର ଅଂଶୁମାନ ଶତପଥୀ, କଣିହଁା...

ସରିଲା ମା’ ହିଙ୍ଗୁଳାଙ୍କ ଶୀତୁଳା ପୂଜା: ଅନ୍ତିମ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ତାଳଚେର,୨୭ା୪(ନି.ପ୍ର.)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନ ବ୍ୟାପୀ ଚାଲିଥିବା ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଶୁକ୍ରବାର ଶେଷ ହୋଇଛି। ଅନ୍ତିମ ଦିବସରେ ମା’ଙ୍କ ଶୀତୁଳା ପୂଜା ସମ୍ପନ୍ନ ହୋଇଛି। ଅପରାହ୍ନରେ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଶୋଭାଯାତ୍ରାରେ ଦିଅଁଘରୁ ପୀଠକୁ...

କୁଶୁପଦାକୁ ଜଳଯନ୍ତ୍ରଣା

ଢେଙ୍କାନାଳ ଅଫିସ, ୨୭।୪- ‘ସକାଳୁ ଉଠିଲେ ସେହି ଗୋଟିଏ ଚିନ୍ତା, ଘରକୁ ପାଣି ଆସିବ କେମିତି। ଅନ୍ୟଦିନ କଥା ଅଲଗା, କିନ୍ତୁ ଖରାଦିନ ଆସିଲେ ଚଡ଼କ ପଡୁଛି। ମହିଳାମାନେ ଖଇଫୁଟା ଖରା, ଝାଞ୍ଜିମାଡ଼ ସହି ଦେଢ଼ କିଲୋମିଟର ଯାଇ ନାଳରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri