ଆମ ଜିଲା ଖବର

ଅଗ୍ନିପଥ ଯୋଜନାରେ ଅନଲାଇନ୍‌ ଆବେଦନ ଆରମ୍ଭ: ପରୀକ୍ଷାର୍ଥୀଙ୍କ ପାଇଁ ଏତିକି ରହିଛି ଦେୟ

ଢେଙ୍କାନାଳ,୧୭ା୨(ରତନ ନାୟାର): ଭାରତୀୟ ସେନାର ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ପାଇଁ ୨୦୨୪ ବର୍ଷ ନିମନ୍ତେ ଅନ୍‌ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷାର ପଞ୍ଜୀକରଣ ୧୩ ଫେବୃଆରୀରୁ ଆରମ୍ଭ ହୋଇଥିବା ବେଳେ ଏହା ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ...

ବିଜେଡିରୁ ଭଉଣୀ, କଂଗ୍ରେସରୁ ଭାଇ ଆଶାୟୀ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା): ସାଧାରଣ ନିର୍ବାଚନ ପାଇଁ  ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସରେ ଆଶାୟୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତି ଉପୁଜିଛି ଯେ, ପୁରୁଖା ରାଜନେତାଙ୍କ ପରିବାରରୁ ୨ ଜଣ ଲେଖାଏ...

ବୁଲୁଛି କ୍ଷତାକ୍ତ ହାତୀ: ଗୁଳି ବାଜିଥିବା…

ଛେଣ୍ଡିପଦା,୧୭।୨(ଅଜିତ ଧଳ): ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ବାଗଡ଼ିଆ ଅଞ୍ଚଳରେ ୩ଦିନ ହେବ ଏକ ଗୋଠଛଡ଼ା ଦନ୍ତା ହାତୀ ବୁଲୁଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ଦନ୍ତା ହାତୀଟି ଆଠମଲ୍ଲିକ ଅଞ୍ଚଳରୁ ୩ଦିନ ତଳେ ଛେଣ୍ଡିପଦା ବନାଞ୍ଚଳର କଣଲୋଇ...

ଜିଲାର ସମସ୍ୟା ନେଇ ୧୯ରେ ମହାମେଳି

କେନ୍ଦୁଝର,୧୭ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଖଣିଜ ସମ୍ପଦ ଭରି ରହିଥିଲେ ହେଁ ସମସ୍ୟା କମ ନାହିଁ। ମାଟି ତଳେ ଅପାର ସମ୍ପଦ କିନ୍ତୁ ଉପରେ ଗରିବ ମଣିଷ ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛି। ଅନେକ ଗରିବ ଲୋକଙ୍କୁ ମୌଳିକ...

ରାମଲାଲାଙ୍କୁ ଦର୍ଶନ ପାଇଁ ଗଲେ ୧୫୪୦ ଶ୍ରଦ୍ଧାଳୁ

ବାଲେଶ୍ୱର,୧୭।୨(ମାନସ ବିଶ୍ୱାଳ): ବାଲେଶ୍ୱର ରେଳଷ୍ଟେଶନରୁ ଏକ ସ୍ବତନ୍ତ୍ର ରେଳ (ଆସ୍ଥା ଏକ୍ସପ୍ରେସ) ଯୋଗେ ୧୫୪୦ଜଣ ଶ୍ରଦ୍ଧାଳୁ ଶ୍ରୀରାମ ଲାଲାଙ୍କ ଦର୍ଶନ ନିମନ୍ତେ ଅଯୋଧ୍ୟା ଗସ୍ତ କରିଛନ୍ତି। ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବହୁ ଭାଜପା ନେତା ଓ...

ବିଧାୟକ ପ୍ରତାପ ଜେନାଙ୍କ କ୍ରିମିନାଲ ରିଭିଜନ୍‌ ପିଟିସନ୍‌ ମାମଲା: ଆବେଦନ ଶୁଣାଣିରୁ ଓହରିଲେ ବିଚାରପତି

କଟକ,୧୬ା୨ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ପ୍ରତାପ ଜେନାଙ୍କ ପକ୍ଷରୁ ରୁଜୁ ରିଭିଜନ ପିଟିସନ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ଏଥିରୁ ଓହରି ଯାଇଥିବାରୁ ମୁଖ୍ୟ...

ସାଇକେଲରୁ ପଡ଼ିଯାଇଥିବା ୭ ବର୍ଷର ନାବାଳିକାଙ୍କୁ ମେଡିକାଲ ନେବା ନାଁରେ କଲେ ଗଣବଳାତ୍କାର: ଏନ୍‌ଏଚ୍‌ଆର୍‌ସିରେ ମାମଲା ରୁଜୁ

କଟକ,୧୬ା୨ (କାର୍ତ୍ତିକ ସାହୁ) ମଧୁପାଟଣା ଥାନା ଅଧୀନ ନୂଆପଡ଼ା ବାଲିସାହି ଅଞ୍ଚଳରେ ଜଣେ ୭ ବର୍ଷୀୟ ନାବାଳିକାଙ୍କୁ ଗଣ ବଳାତ୍କାର କରାଯାଇଛି। ସରସ୍ବତୀ ପୂଜାରେ ଏଭଳି ଏକ ସ୍ପର୍ଶକାତର, ଅମାନୁଷିକ କାଣ୍ଡକୁ ନେଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ରେ ଶୁକ୍ରବାର ଏକ...

କାନ୍ଥକୁ ଧରି ଛିଡ଼ା ହେଉହେଉ ପଡ଼ିଗଲେ ୧୦ ମାସର ଶିଶୁପୁତ୍ର, ଚାଲିଗଲା ଜୀନନ  

କୋକସରା,୧୬।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କନ୍ଦାଗଡ଼, ସୁକଳିଭଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।  କାନ୍ଥକୁ ଧରି ଛିଡ଼ା ହେଉହେଉ  ଗଳିପଡ଼ି ୧୦ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଗ୍ରାମର ଗବର...

ଗଛ କାଟି ମଝି ରାସ୍ତାରେ ପକାଇଲେ ଦୁବୃର୍ତ୍ତ : ସିମନବାଡି -ରାଇକିଆ ଯାତାୟତ ଠପ

ଦାରିଙ୍ଗବାଡି, ୧୬ା୨(ଅରୁଣ ସାହୁ): ଦାରିଙ୍ଗବାଡି ଥାନା ପୂର୍ତ୍ତ ବିଭାଗର ରାସ୍ତାର ପଦ୍ମପଲି ଗ୍ରାମ ନିକଟରେ କେହି ଦୁର୍ବୁତ୍ତ ଶୁକ୍ରବାର ସନ୍ଧ୍ୟାରେ ଗଛ କାଟି ପକାଇଥିବାରୁ ସିମନବାଡି ଠାରୁ ରାଇକିଆ ଯାତାୟତ ଠପ ହୋଇଯାଇଛି। ଉକ୍ତ ରାସ୍ତା ଦେଇ ଦାରିଙ୍ଗବାଡିରୁ ଭୁବନେଶ୍ୱର,...

ଆଜି ୬ ଜିଲାକୁ ‘ଲକ୍ଷ୍ମୀ’ ବସ୍‌ ସେବା ଆରମ୍ଭ, ଉପକୃତ ହେବେ ଖୋର୍ଦ୍ଧା-ପୁରୀ-କେନ୍ଦ୍ରାପଡ଼ା-ଭଦ୍ରକ-ଯାଜପୁର-ନୟାଗଡ଼ବାସୀ

ଭୁବନେଶ୍ୱର,୧୬।୨(ଅସମାପିକା ସାହୁ): ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲାରେ ଗଡ଼ିବ ‘ଲକ୍ଷ୍ମୀ ବସ୍‌’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏସବୁ ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଗାଁ...

ଜଳଭଣ୍ଡାରରେ ବୁଡି ଚାଲିଗଲା ଦୁଇ ଶିଶୁ କନ୍ୟାଙ୍କ ଜୀବନ

କୋରୁକୋଣ୍ଡା ୧୬।୨(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନାକାମାମୁ ପଞ୍ଚାୟତ କେନ୍ଦୁଗୁଡ଼ା ଗାଁରେ ଏକ ଅଘଟଣ ଘଟିଛି। ବାଲିମେଳା ଜଳଭଣ୍ଡାରରେ ବୁଡି ୨ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସନିୟା ମୁଦୁଲିଙ୍କ ଝିଅ ସାବିତ୍ରୀ ମୁଦୁଲି(୭) ଏବଂ...

ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ମାମଲା: ୪ ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତି ନିର୍ଦ୍ଦେଶ

କଟକ,୧୬ା୨(କାର୍ତ୍ତିକ ସାହୁ): ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ସେଥିରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଗଣନା ପାଇଁ ଗଠିତ ଉଚ୍ଚ ସ୍ତରୀୟ କମିଟିର ଅଧକ୍ଷ ନିଯୁକ୍ତି ୪ ସପ୍ତାହ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri