ଆମ ଜିଲା ଖବର

ପୋଲରେ ପିଟିହୋଇ ଓଲଟିଲା କାର, ଦୁଇ ଶିଶୁ ସମେତ ଚାରି ଆହତ

ପୁରୁଷୋତ୍ତମପୁର,୯/୨ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୂର୍ତ୍ତବିଭାଗିୟ ଡାକ ବଙ୍ଗଳା ନିକଟରେ ଶୁକ୍ରବାର ଭୋର ପ୍ରାୟ ୩ ଘଣ୍ଟ ସମୟରେ ଏକ କାର ନଂ ଓଡି ୩୩ ଏଏଲ ୮୨୩୭ ଭୁବନେଶ୍ୱରରୁ ହିଞ୍ଜିଳି ଯାଉଥିବା ବେଳେ ଭାରସାମ୍ଯ ହରାଇ...

ବିଜେଡି ଛାଡ଼ିଲେ ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ

ତେଲକୋଇ,୯/୨: ବିଜେଡି ଛାଡିଛନ୍ତି ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ଦଳରେ ଅଣଦେଖା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି।...

ନିଷ୍ପାପ ଶିଶୁର ତଣ୍ଟି କାଟିଦେଲା ମା’, ମେଡିକାଲରେ ଚାଲିଗଲା ଜୀବନ

ବଲାଙ୍ଗୀର, ୯/୨- (ସୁନୀଲ କୁମାର ମହାନ୍ତି) ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ଖଲିଆପାଲି ଗାଁରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ନିଜ ଜନ୍ମ କଲା ୬ ମାସର ଶିଶୁପୁତ୍ରର ତଣ୍ଟି କାଟି...

କରଙ୍ଗାଭଟା ଗାଁରେ ଏବେଠୁ ପାନୀୟ ଜଳ ସଙ୍କଟ

ନୂଆପଡ଼ା,୯।୨(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଗ୍ରୀଷ୍ମ ଋତୁ ନ ଆସିବା ପୂର୍ବରୁ ପାଣିର ଘୋର ସଙ୍କଟ ଦେଖା ଦେଲାଣି। ବସୁଧା ଯୋଜନାରେ ଓଭର ଟାଙ୍କି ନିର୍ମାଣ ହୋଇ ପାଇପ ପୋତା ସରି...

ବିନା ଏନ୍‌ଓସିରେ ଚାଲିଛି ବେସରକାରୀ ସ୍କୁଲ

ରାଉରକେଲା,୯।୨(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ବେସରକାରୀ ବିଦ୍ୟାଳୟ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ତେବେ ଉକ୍ତ ସ୍କୁଲଗୁଡିକ ଆବଶ୍ୟକ ସରକାରୀ ମାନଦଣ୍ଡ ପୂରଣ କରୁ ନ ଥିବାରୁ ସେମାନଙ୍କୁ ଏନ୍‌ଓସି ମିଳିପାରୁନାହିଁ। ଫଳରେ...

ଏବେ ବି ଗଡ଼ୁଛି ଜେଜେବାପାଙ୍କ ସାଇକେଲ

କାମାକ୍ଷାନଗର,୯।୨(ଅମ୍‌ଜାଦ୍‌ ଖାନ୍‌): ଅନେକ ପରିବାରରେ ବରିଷ୍ଠ ନାଗରିକ ଅବହେଳାର ଶିକାର ହେଉଛନ୍ତି। ନିଜର ଲୋକମାନଙ୍କ ଦ୍ୱାରା ଉପେକ୍ଷିତ ହେଉଛନ୍ତି। ଆଦର, ଯତ୍ନ ତ ଦୂରର କଥା ସମ୍ମାନ ଟିକେ ଦେବାକୁ ସେମାନେ ଉଚିତ ମଣୁନାହାନ୍ତି। ଏପରି ଘଟଣା ଏବେ ନିତିଦିନିଆରେ...

ବରିଷ୍ଠ ନେତୃବୃନ୍ଦଙ୍କ ବିନା ଗଗନଙ୍କ ଶକ୍ତି ପ୍ରଦର୍ଶନ

କଟକ, ୯ା୨(ଶିଳ୍ପା ପ୍ରିୟଦର୍ଶିନୀ):ସାଧାରଣ ନିର୍ବାଚନ ଲାଗି ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ଭାଜପାର ଆଶାୟୀଙ୍କ ନାମ ସାମ୍ନାକୁ ଆସି ନ ଥିବାବେଳେ କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ୨୬ନଂ. ଓ୍ବାର୍ଡର କର୍ପୋରେଟର ତଥା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ଗଗନ ଓଝା ଗୁରୁବାର ଜନସମ୍ପର୍କ...

ଖଇରାବାସୀଙ୍କ ଅଦାଲତ ସ୍ବପ୍ନ ମଉଳିଗଲାଣି

ଖଇରା,୯।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକରେ ଦେୱାନୀ ଓ ଫୌଜଦାରୀ କୋର୍ଟ ଖୋଲିବା ଲାଗି ନିର୍ଦ୍ଦେଶନାମାର ଦେଢବର୍ଷ ବିତିଯିବାକୁ ବସିଥିବା ବେଳେ କୋର୍ଟ କାର୍ଯ୍ୟକ୍ଷମ ହୋଇପାରିଲାନି। ଏଭଳି ଅସ୍ଥାୟୀ କୋର୍ଟ ପାଇଁ ଖଇରା ବ୍ଲକ ପରିସରରେ ଥିବା ରାଜୀବ...

ଅଚଳାବାସ୍ଥା ପରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ଝୁଲିଲା

ନୟାଗଡ/ନୂଆଗାଁ ,୯।୨(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିକ୍ରିଡା ପଞ୍ଚାୟତ ବଡବାରଣା ସରକାରୀ ପ୍ରାଥମିକ ବିଦ୍ୟାଳୟ କୃଷ୍ଣପ୍ରସାଦ-୨ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦୀର୍ଘ ୨ମାସ ହେଲା ଲାଗି ରହିଥିବା ଅଚଳାବସ୍ଥା ପରେ କେନ୍ଦ୍ରରେ ଗାଁ ଲୋକ ଗୁରୁବାର ତାଲା...

ଡିଏଚ୍‌ଏଚ୍‌ ଲିଫ୍ଟରେ ନାବାଳିକାଙ୍କୁ ଅସଦାଚରଣ

ନୟାଗଡ଼,୯।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌) ଲିଫ୍ଟରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ସଫେଇ କର୍ମଚାରୀ ଅସଦାଚରଣ କରିଛନ୍ତି। ଏହି ଘଟଣା ଜଣାପଡିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ନାବାଳିକା ଲିଫ୍ଟରେ ଚେତାଶୂନ୍ୟ ହେବାପରେ ଅଭିଯୁକ୍ତ ସ୍ବାସ୍ଥ୍ୟ...

ଭୋଟର କ୍ରମାଗତ ଭିନ୍ନ ଦଳର ନୂଆ ନେତୃତ୍ୱ ବାଛୁଛନ୍ତି

ପଟ୍ଟାମୁଣ୍ଡାଇ, ୯ା୨ (କଳ୍ପତରୁ ନାୟକ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀର ନେତାମାନେ ତତ୍ପର ହୋଇଉଠିଲେଣି। ଏଭଳିସ୍ଥଳେ ପାନଦୋକନଠାରୁ ଆରମ୍ଭ କରି ବାଟଘାଟରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ସେ...

ବ୍ରାହ୍ମଣୀ ନଦୀରୁ ଜଳ ନମୁନା ସଂଗ୍ରହ

ଯାଜପୁର,୯ା୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବ୍ରାହ୍ମଣୀ ଏବଂ ଏହାର ଶାଖା ଖରସ୍ରୋତା ନଦୀତଟବର୍ତ୍ତୀ ଅଞ୍ଚଳର ୯ଟି ସ୍ଥାନରୁ ଗୁରୁବାର ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ(ସିପିସିବି) ପକ୍ଷରୁ ନଦୀଜଳ ନମୁନା ସଂଗ୍ରହ କରାଯାଇଛି। କବାଟବନ୍ଧ, ମାର୍ଥାପୁର, ଦେଉଳକଣା, କୁସୁମପୁର, ଯୋକଡିଆ ଆଦି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri