ଆମ ଜିଲା ଖବର

ନୀଳପଥର ଲୁଟ୍‌ ରୋକାଯାଉନି

କାଳିଆପାଣି,୯ା୨(ଅସିତ ମହାନ୍ତ): ଯାଜପୁର ଜିଲା ଦୈତାରୀ ସଂରକ୍ଷିତ ଟିକରପଡ଼ା ଜଙ୍ଗଲରୁ ନୀଳପଥର ଲୁଟ୍‌ ଚାଲିଛି। ହେଲେ ଏହାକୁ ରୋକାଯାଉନାହିଁ। ଏହା ଉପରେ ବାହାର ରାଜ୍ୟ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ମାତ୍ର ଏକଥା ବନ ବିଭାଗ ଅଧିକାରୀ ଜାଣି ଅଜଣା...

ମଶା ଉପଦ୍ରବରେ ସହରବାସୀ ନୟାନ୍ତ

ଯାଜପୁର,୯ା୨(ହର୍ଷବର୍ଦ୍ଧନ ବେହେରା): ଘରୋଇକରଣ ହେଲେ ପରିମଳ ବ୍ୟବସ୍ଥା ସୁଧୁରିବ ବୋଲି ବ୍ୟାସନଗର ପୌରାଞ୍ଚଳବାସୀ ବହୁତ ଆଶା ରଖିଥିଲେ। ହେଲେ ଗତ କିଛି ବର୍ଷ ହେଲା ସବ୍ୟସାଚୀ ମହାକୁଡ ନାମକ ଏକ ଘରୋଇ ସଂସ୍ଥାକୁ ସଫେଇ ଦାୟିତ୍ୱ ଦେବା ପରେ ବ୍ୟାସନଗର...

ସମୂହ ଛୁଟିରେ ରହି ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ: ସେବା ନ ପାଇ ଲୋକେ ହଟହଟା

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏଥିରେ ସଂଘର ବରଗଡ଼ ଜିଲା ଶାଖା ମଧ୍ୟ ସାମିଲ ହୋଇଛି । ଗତ ଜାନୁଆରୀ ୧୮ତାରିଖରୁ ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟିରେ ରହି ଜିଲା...

ଦମ୍ପତିଙ୍କ ଉପରକୁ ବୋମାମାଡ଼

ବ୍ରହ୍ମପୁର,୮ା୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅଧୀନ ଆସିକା ରୋଡ଼ ଶ୍ରୀରାମନଗର ନିକଟସ୍ଥ ଜଗନ୍ନାଥ ବିହାର ଚତୁର୍ଥ ଲାଇନ୍‌ରେ ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ବୋମାମାଡ଼ ହୋଇଛି। ଗୋଟିଏ ବାଇକ୍‌ରେ ୨ ଯୁବକ ଆସି ବୋମା ଫିଙ୍ଗିଥିଲେ।...

ଗରିବ ଦିନକୁ ଦିନ ଗରିବ ହୋଇଚାଲିଛି: ରାହୁଲ

ବ୍ରଜରାଜନଗର,୮ା୨(ବିଜୟ ବରାଡ଼)- ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ତୃତୀୟ ଦିବସରେ ଗୁରୁବାର ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଝାରସୁଗୁଡ଼ାରେ ରୋଡ୍‌ ଶୋ କରିଥିଲେ। ସକାଳ ୯ଟାରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଗାନ୍ଧୀ ଛକଠାରେ ନ୍ୟାୟ ଯାତ୍ରା ପହଞ୍ଚତ୍ବା ପରେ...

ସିଏନ୍‌ବିଟିରେ ପ୍ରବେଶ ଶୁଳ୍କ ନ ଦେବାକୁ ମାଲିକ ସଂଘର ନିଷ୍ପତ୍ତି

କଟକ,୮ା୨(କାର୍ତ୍ତିକ ସାହୁ): କଟକ ଘରୋଇ ବସ୍‌ ମାଲିକ ସଂଘ ଏବଂ ମୋଟର ଯାନ କର୍ମଚାରୀ ସଂଘ ମଧ୍ୟରେ ବିବାଦ ଘଟି ସିଏନ୍‌ବିଟିରେ ପ୍ରବେଶ ଶୁଳ୍କ ନ ଦେବାକୁ ମାଲିକ ସଂଘ ନିଷ୍ପତ୍ତି ନେଇଛି। ଏନେଇ ସଂଘ ପକ୍ଷରୁ ସିଏନ୍‌ବିଟି କର୍ତ୍ତୃପକ୍ଷଙ୍କୁ...

ଅର୍ପଣ ରଥରୁ ସଂଗ୍ରହ ହୋଇଛି ୩ କୋଟି ଟଙ୍କା: ଶ୍ରୀମନ୍ଦିର ପ୍ରଶାସନ

ପୁରୀ,୮ା୨: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଅବସରରେ ରାଜ୍ୟବ୍ୟାପୀ ବୁଲିଥିବା ଜଗନ୍ନାଥଙ୍କ ଅର୍ପଣ ରଥରୁ ସଂଗ୍ରହ ଚାଉଳ ଏବଂ ଟଙ୍କା ସଂଗ୍ରହ ତଥା ବ୍ୟବହାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଗୁରୁବାର ସ୍ପଷ୍ଟୀକରଣ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆର୍‌ଟିଓ ଡାଟା ଏଣ୍ଟ୍ରି ଅପରେଟର

ଛତ୍ରପୁର,୮।୨(ସନ୍ତୋଷ ପାଢ଼ୀ/ ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଆର୍‌ଟିଓ କାର୍ଯ୍ୟାଳୟ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢ଼ୀ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମିଳିଥିବା ସୂଚନା ମୁତାବକ, କରୋନା...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ମିଛ ପ୍ରଚାର କରି ପିଇଓ ସସ୍‌ପେଣ୍ଡ

ମୁନିଗୁଡା,୮/୨(ରାଧେଶ୍ୟାମ ଅଗ୍ରୱାଲ): (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା)ବିଏସକେୱାଇ ଯୋଜନା ନାଁରେ ମିଛ ପ୍ରଚାର କରି ସସପେଣ୍ଡ ହେଲେ ପାତ୍ରଗୁଡା ପିଇଓ ପ୍ରଭାକର ନାଲା। ତେବେ ଜିଆରଏସ ଗଣେଶ ପୂଜାରି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ...

ରାସ୍ତା ବନ୍ଦ କରିଦେଲା ପୋଲିସ: ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ

ଛତ୍ରପୁର,୮।୨(ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଅଧୀନ ବିଞ୍ଚଣାପଲ୍ଲୀ, ପାଳିବନ୍ଧ, ପୁରୁଣାବନ୍ଧ ଏବଂ କୁଣ୍ଡାପୁଟୁ ଆଦି ୪ ଗ୍ରାମର ଶତାଧିକ ଲୋକେ ଛତ୍ରପୁର ଆସି ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଏବଂ ଗଞ୍ଜାମ ଜିଲା ଏସ୍‌ପିଙ୍କୁ ଭେଟି...

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଟିଟିଲାଗଡ ଡାକ୍ତରଖାନାରେ ଉତ୍ତେଜନା

ଟିଟିଲାଗଡ,୮ା୨: ଗୁରୁବାର ଦିନ ଚିକିତ୍ସା ଅବହେଳା ହେତୁ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଅଭିଯୋଗରେ ଟିଟିଲାଗଡ ସବ୍-ଡିଭିଜନାଲ ହସ୍ପିଟାଲରେ ପରିସରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ ନାମ ବୋଲାଙ୍ଗୀର ଜିଲାର ସିହିନୀ ଗାଁର ବିମଲ ଛତ୍ରଙ୍କ ପତ୍ନୀ ବିନୋଦିନି...

ମାଲ୍‌ବାହୀ ଟ୍ରେନ୍‌ର ୩ ବଗି ଲାଇନ୍‌ଚ୍ୟୁତ

କୋରାପୁଟ,୮ା୨(ଅମିତାଭ ବେହେରା): ଆନ୍ଧ୍ରର କୋତାବାଲସା-କିରୁଣ୍ଡଲ ରେଳପଥର ବୋରାଗୁହାଲୁ ଷ୍ଟେଶନଠାରେ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନାନୁଯାୟୀ, ଗୁରବାର ଆନ୍ଧ୍ରପ୍ରଦେଶ ବୋରାଗୁହାଲୁ ଷ୍ଟେଶନ ନିକଟରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି। ଏଥିଯୋଗୁ ଆନ୍ଧ୍ରର କୋତାବାଲସା ଷ୍ଟେଶନରେ ବିଶାଖାପାଟଣା-କିରୁଣ୍ଡଲ ଯାତ୍ରୀବାହୀ ଟ୍ରେନ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri