ଆମ ଜିଲା ଖବର

ଉଠିଯିବ ଦ୍ୱୀପାଞ୍ଚଳ ଡିଭିଜନ, ଚାଷୀମୁଣ୍ଡରେ ହାତ

କେନ୍ଦ୍ରାପଡ଼ା, ୮ା୨ (ଜଗନ୍ନାଥ ଧଳ)ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଏବେ ଚାଷୀଙ୍କ ପାଇଁ ମରୀଚିକା ପାଲଟିଛି। ପ୍ରକଳ୍ପ ଅଧୀନ କେନାଲ ଉଦ୍‌ଘାଟନକୁ ପ୍ରାୟ ୨ ବର୍ଷ ହୋଇଥିଲେ ମଧ୍ୟ ଖରିଫ ଓ ରବି ଚାଷ ପାଇଁ ବୁନ୍ଦାଏ ପାଣି ଆସିନାହିଁ।...

ଭୂଇଁରୁ ଉଠିପାରୁନି କୋରେଇ ଭବନ

କୋରେଇ,୮।୨(ଚନ୍ଦ୍ରକାନ୍ତ ପତି)ଯାଜପୁର ଜିଲାର ଅନ୍ୟ ନିର୍ବାଚନମଣ୍ଡଳୀରେ ଭବନମାନ ନିର୍ମାଣ ହୋଇଥିବା ବେଳେ କୋରେଇ ଭବନ ନିର୍ମାଣ କାର୍ଯ୍ୟ ରାଜନୈତିକ ଓ ପ୍ରଶାସନିକ ଚାପରେ ଦିଗହରା ହୋଇଥିବା ଅଭିଯୋଗ ହୋଇଛି। ୨୦୦୯ରେ କୋରେଇ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ...

ଅସ୍ତ୍ରୋପଚାର ପରେ ମହିଳାଙ୍କୁ ଚଟାଣରେ ଶୁଆଇଦେଲେ

ରାଜକନିକା,୮ା୨(ସଞ୍ଜୟ କୁମାର ଦାଶ)ଜନସାଧାରଣଙ୍କ ମୌଳିକ ସମସ୍ୟା ମଧ୍ୟରୁ ସ୍ବାସ୍ଥ୍ୟସେବା ପ୍ରମୁଖ । ଏହାକୁ ନଜରରେ ରଖି ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମାଗଣା ଔଷଧ ସହ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ମହିଳା...

ସମସ୍ୟା ବଳୟରେ ବିଧାୟକଙ୍କ ଗ୍ରାମ, ୧୦୦ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭରଶୀଳ

କେନ୍ଦୁଝର, ୭/୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ରାଇକଳା ଗ୍ରାମ ପଞ୍ଚାୟତ ରାଇକଳା ଗ୍ରାମର ଢିପାସାହି ପାଣି ପାଇଁ ଅବ୍ୟବସ୍ଥା। ଏ ସାହିରେ ପାଖାପାଖି ୧୦୦ ପରିବାର ଥିବାବେଳେ ପ୍ରାୟ ଏକ ହଜାର ଲୋକ ବସବାସ କରି ଆସୁଛନ୍ତି...

କୋଣାର୍କରେ ଓଡ଼ିଶା ଟ୍ରାଭେଲ୍‌‌ ବଜାର ୨୦୨୪ ଉଦ୍‌‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ,୭।୨: ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘର ମିଳିତ ସହଯୋଗରେ ଆଜିଠାରୁ କୋଣାର୍କଠାରେ ଓଡ଼ିଶା ଟ୍ରାଭେଲ୍‌‌ ବଜାର ୨୦୨୩-୨୪ର ପଞ୍ଚମ ସଂସ୍କରଣ ଆରମ୍ଭ ହୋଇଛି । ଏହାକୁ...

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର,୭ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍‌ ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ବୁଧବାର ଏକ ୧୪ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ବିଚାର କରି ଦୈତାରୀ ଥାନା ଅନ୍ତର୍ଗତ ନୂଆବେଡ଼ା ଗ୍ରାମର ବିଜୟ କୁମାର ବାରିକ...

କପା ମିଲ୍‌ରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର କପା ପୋଡ଼ି ପାଉଁଶ

କେସିଙ୍ଗା,୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତକେଲା ପଞ୍ଚାୟତର କୋକୋମୁଣ୍ଡା ଛକ ପାଖରେ ଥିବା ଗୋପାଲ ଏଗ୍ରୋ କପା ମିଲ୍‌ରେ ବୁଧବାର ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପା ଜଳି ପାଉଁଶ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, କୋକୋମୁଣ୍ଡାସ୍ଥିତ ଗୋପାଲ...

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

କଟକ,୭ା୨ (କାର୍ତ୍ତିକ ସାହୁ) ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରକଳ୍ପ ଚୟନ ଓ ସେଗୁଡ଼ିକର କାର୍ଯ୍ୟକାରିତା କ୍ଷେତ୍ରରେ ପଞ୍ଚାୟତର ନିର୍ବାଚିତ ଲୋକପ୍ରତିନିଧିଙ୍କର ସହଭାଗିତା ରହିବା ଉଚିତ ବୋଲି ମତ ଦେଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାର ତୃଣମୂଳ...

ଭିନ୍ନମୋଡ଼ରେ ମୋରଡ଼ା ରାଜନୀତି, ବିଧାୟକ ଛାନିଆ

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ହୋଇଥିବାରୁ ଜିଲା ତଥା ରାଜ୍ୟ ରାଜନୀତିରେ ଏହା ଗୁରୁତ୍ୱ ବହନ କରେ। ନିର୍ବାଚନମଣ୍ଡଳୀ ଗଠନ ହେବାଠାରୁ ଏହା ବିଜେଡିର ଗଡ଼ ହୋଇ ରହିଆସିଥିବା ବେଳେ ୨୦୧୯ରେ...

ଜାଣନ୍ତୁ କିଏ ହେଲେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

କଟକ,୭।୨: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ବୁଧବାର ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଶପଥ ନେଇଛନ୍ତି । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ...

ପୁଅର ଜୀବନ ରକ୍ଷା ପାଇଁ ମା’ବାପାଙ୍କ ଗୁହାରୀ

କାଏମା,୬ା୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନୁହୁଡା ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ(୨୦) ବଜ୍ରପାତରେ ଗୁରୁତର ହୋଇ ଆଜକୁ ୫ ମାସ ହେବ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଅର ଚିକିତ୍ସା ପାଇଁ...

ଝିଅକୁ ବଳାତ୍କାର ବେଳେ ମା’ଙ୍କ ହାବୁଡ଼ରେ ପଡ଼ିଲେ ବାପା, ପରେ…

ଅନୁଗୋଳ,୭।୨ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ପୋଲିସ ମଙ୍ଗଳବାର ଜଣେ ବଳାତ୍କାର ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଗତ ୧ ତାରିଖରେ ଅଭିଯୁକ୍ତଙ୍କ ଝିଅ ଏ ନେଇ ଭବାନୀପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ମାମଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri