ଆମ ଜିଲା ଖବର

ବରୀ ବିଜେଡି: ଆଶାୟୀଙ୍କ ଭିତରେ ଲଢ଼େଇ

ରସୁଲପୁର, ୨୯।୧(ରଞ୍ଜିତ ରାଉତ): ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀମାନେ କସରତ ଆରମ୍ଭ କରିଦେଲେଣି। ଶାସକ ବିଜେଡିରେ ଅନେକ ଆଶାୟୀ ବିରୋଧୀଙ୍କୁ ସୁହାଇବା ଭଳି ମନେହେଉଛନ୍ତି।...

ଆଜିଠୁ ଶ୍ରୀଜଗନ୍ନାଥ ବସ୍‌ରେ ପୁରୀ ଆସିବେ ଶ୍ରଦ୍ଧାଳୁ

ପୁରୀ,୨୯ା୧(ଅଜିତ୍‌ ମହାନ୍ତି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଥିଲେ। ଏହାପରେ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଦେଖି ଖୁସି ବ୍ୟକ୍ତ କରୁଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ...

ମିଳନ ପୂର୍ବରୁ ସାର୍କ ପାଇଁ କାଳ ସାଜିଛି ବେଆଇନ ଟ୍ରଲର,ବୋଟ୍‌

ମହାକାଳପଡ଼ା,୨୯୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ପ୍ରକୃତିର ଅନବଦ୍ୟ ସୃଷ୍ଟି ଓ ସାମୁଦ୍ରିକ ଜୀବଜନ୍ତୁମାନଙ୍କ ପାଇଁ ଭୃସ୍ବର୍ଗ। ବିସ୍ତୀର୍ଣ୍ଣ ଲୁଣା ହେନ୍ତାଳ ଜଙ୍ଗଲ, ଗଭୀର ସମୁଦ୍ରର ନୀଳ ଜଳ ରାଶି ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। ଗହୀରମଥାର ଜୈବ...

ପାସେଞ୍ଜର ଟ୍ରେନରୁ ଦ୍ରୁତଗାମୀ ଭଡ଼ା ଅସୁଲ

ଯାଜପୁର,୨୯ା୧(ହର୍ଷବର୍ଦ୍ଧନ ବେହେରା): କରୋନା ଲକ୍‌ଡାଉନ୍‌ ସମୟରେ ଅର୍ଥାତ୍‌ ୨୦୨୧ ଏପ୍ରିଲରୁ ଓଡ଼ିଶାର ସମସ୍ତ ଯାତ୍ରୀବାହୀ ଓ ମେମୁ ପାସେଞ୍ଜର ଟ୍ରେନକୁ ସ୍ପେଶାଲ/ଦ୍ରୁତଗାମୀ କରାଯାଇଛି। ଆଜି ପର୍ଯ୍ୟନ୍ତ ସାଧାରଣ ଜନତାଠାରୁ ଦ୍ରୁତଗାମୀ ଭଡା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ରେଲଓ୍ବେର ଏଭଳି...

୫୦ ହଜାର ଦିଅ, ଗୁଣ୍ଠେ ଜମି ନିଅ

କଳିଙ୍ଗନଗର,୨୯।୧: ଯାଜପୁର ଜିଲାର ଦାନଗଦି ତହସିଲ ତଥା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜନସଂଖ୍ୟା ବଢିବା ସାଙ୍ଗକୁ ସହରର କଳେବର ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କ ଘର ପାଇଁ ଜମିର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହର...

ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ

ଭୁବନେଶ୍ୱର, ୨୮।୧(ଅସମାପିକା ସାହୁ) : ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ତା’ର ରଣନୀତି ସ୍ବରୂପ ଭୁବନେଶ୍ୱରରେ ‘ଓଡ଼ିଶା ବଞ୍ଚାଅ’ ସମାବେଶ କରୁଛି।...

୨୨୦ ତୀର୍ଥ ଯାତ୍ରୀଙ୍କ ଗୟା, ବାରାଣସୀ ଯାତ୍ରା

ଭବାନୀପାଟଣା,୨୮।୧(ଉତ୍ତମ କୁମାର ଦାଶ): ଭବାନୀପାଟଣାସ୍ଥିତ ରେଡକ୍ରସ କଲ୍ୟାଣ ମଣ୍ଡପଠାରେ କଳାହାଣ୍ଡି ଜିଲାର ୨୨୦ ତୀର୍ଥ ଯାତ୍ରୀଙ୍କ ଗୟା ଓ ବାରାଣସୀ ଯାତ୍ରା ଆରମ୍ଭ କରିଛନ୍ତି। ଭତୀର୍ଥ ଯାତ୍ରୀ ବାନୀପାଟଣାରୁ ୬ଟି ବସ୍‌ ଯୋଗେ ରାୟଗଡ଼ାକୁ ଯାଇ ସେଠାରୁ ରେଳ ଯୋଗେ...

ଜେସିବି ତଳେ ଚାପିହୋଇ ଚାଲିଗଲା ଜୀବନ

ତିହିଡି,୨୮।୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ତାଳପଦା ଗ୍ରାମରେ ରବିବାର ଜେସିବି ତଳେ ଚାପିହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବୋଧ ଜେନା(୩୨)। ମିଳିଥିବା ସୂଚନା ମୁତାବକ, ସୁବୋଧ ଜେସିବି ଉପରେ ବସିଥିବା ବେଳେ...

ମାନଚିତ୍ରରେ ଥାଇ ରେକର୍ଡରେ ନାହିଁ ଗାଁ

ମାଲକାନଗିର,୨୮ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାନଚିତ୍ରରେ ଏକ ଗାଁ ଥାଇ ରେକର୍ଡରେ ଉଲ୍ଲେଖ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଆନ୍ଧ୍ର ସୀମାନ୍ତକୁ ଲାଗି ଜୁମଡାଙ୍ଗ ଗ୍ରାମ ରହିଛି। ଏହା ଓଡ଼ିଶା ମାନଚିତ୍ରରେ ଥିବା...

କୂଅରୁ ମିଳିଲା ମୃତଦେହ: ହତ୍ୟା ପରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ

ହେମଗିର,୨୮।୧(ଚୈତନ୍ୟ ପଟେଲ: ସୁନ୍ଦରଗଡଡ଼ ଜିଲା ହେମଗିର ଥାନା ଅଧୀନ ଛତାବର ଡୁଙ୍ଗୁରିପଡା ନିକଟ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ରବିବାର ଉଦ୍ଧାର କରିଛି। ମୃତକ ହେଲେ ଛତାବର ଗ୍ରାମର ହୃଷୀକେଶ ମାଝି(୪୮)। ତେବେ ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିରୁ...

ଖାକିରେ ଲାଗିଲା ଦାଗ: ବ୍ୟବସାୟୀଙ୍କଠାରୁ ୩୦ ଲକ୍ଷ ଲୁଟ୍‌ ଉଦ୍ୟମ, କନ୍‌ଷ୍ଟେବଲଙ୍କ ସମେତ ୨ ଗିରଫ

ପାରଳାଖେମୁଣ୍ଡି ୨୮ା୧ (ଗିରିଧାରୀ ପରିଛା): ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ମିଥ୍ୟା ପ୍ରଲୋଭନ ଦେଖାଇ ଜଣେ ଆନ୍ଧ୍ର ବ୍ୟବସାୟୀଙ୍କଠାରୁ ୩୦ଲକ୍ଷ ଟଙ୍କା ଲୁଟ୍‌ ଉଦ୍ୟମ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣେ କନଷ୍ଟେବଲଙ୍କ ସହିତ ଆନ୍ଧ୍ରର ଜଣେ ଯୁବକଙ୍କୁ ଗିରଫ...

ରାମଲାଲାଙ୍କ ଦର୍ଶନ ପାଇଁ ଦିନକୁ ୪୦ରୁ ୫୦ କି.ମି ଚାଲିବାକୁ ପଡୁଥିଲା

ମାଲକାନଗିରି,୨୮।୧(ଦୁର୍ଯ୍ୟୋଧନ ପାତ୍ର): ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଅବସରରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ୧୬୦୦ କି.ମି. ପଦଯାତ୍ରା କରି ରବିବାର ମାଲକାନଗିରି ଫେରିଛନ୍ତି ଦୁଇ ଶ୍ରଦ୍ଧାଳୁ। ସେମାନେ ହେଲେ ମାଲକାନଗିରି ସଦର ମହକୁମାର ଦିନେଶ ପଟ୍ଟନାୟକ ଏବଂ ଲୁଲୁ ଭାଇ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri