ଆମ ଜିଲା ଖବର

ଭକ୍ତଙ୍କୁ ଭଲ ଆଚରଣ ଦେଖାଇବେ ସେବାୟତ, କର୍ମଚାରୀ

ପୁରୀ, ୨୩ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିରରେ ସଂସ୍କାର ପାଇଁ ପ୍ରଶାସନ ପୁଣି ଏକ ନୂତନ ପଦକ୍ଷେପ ନେବାକୁ ଯାଉଛି। ପୂର୍ବରୁ ଶ୍ରୀମନ୍ଦିର ପରିସରକୁ ମୋବାଇଲ ଫୋନ ନେବା, ସେବାୟତ, କର୍ମଚାରୀ ଓ ଭକ୍ତ ପାନ, ଗୁଟ୍‌ଖା ଆଦି ସେବନ କରିବା, ପଲିଥିନ,...

କାମ ନ ସରୁଣୁ ଉଠିଯାଉଛି ପିଚୁ

ଯାଜପୁର,୨୩ା୧(ହର୍ଷବର୍ଦ୍ଧନ ବେହେରା):ବ୍ୟୟ ଅଟକଳ ଅନୁଯାୟୀ ସୁଗମ ଓ ସୁଦୃଢ଼ ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ବା ଆର ଆଣ୍ଡ ବି ଉପରେ ଜନସାଧାରଣଙ୍କ ଅତୁଟ ବିଶ୍ୱାସ ରହିଛି। ତେଣୁ ରାଜ୍ୟ ସରକାର ଗ୍ରାମ୍ୟ ନିର୍ମାଣ ଓ ଜଳସେଚନ ବିଭାଗର...

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ, ବ୍ରାହ୍ମଣୀରୁ ଉଠୁଛି ବାଲି

ପଟ୍ଟାମୁଣ୍ଡାଇ,୨୩ା୧(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳ ବ୍ରାହ୍ମଣୀ ନଦୀପଠା ବାଲି ଖାଦାନରୁ ବେଧଡ଼କ ବେଆଇନ ଭାବେ ହେଉଛି ବାଲି ଚୋରା ଚାଲାଣ। ପ୍ରଶାସନ ଆଖିରେ ଧୂଳି ଦେଇ ବାଲି ବ୍ୟବସାୟୀ ମାଲାମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ଯୋଗୁ...

ଆବେଦନକାରୀଙ୍କୁ ଶୋଷୁଛନ୍ତି ଜନସେବା କେନ୍ଦ୍ର

ରସୁଲପୁର,୨୩।୧(ରଞ୍ଜିତ ରାଉତ):ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ସାମିଲ ପାଇଁ ଅନ୍‌୍‌ଲାଇନ୍‌ ଆବେଦନ ଜାରି ରହିଛି। ରସୁଲପୁର ବ୍ଲକର ୨୮ ପଞ୍ଚାୟତରେ ଅନୂ୍ୟନ ୨ହଜାରରୁ ଊର୍ଦ୍ଧ୍ୱ କାରିଗର ଆବେଦନ କରି ସାରିଲେଣି। ଆବେଦନ ପାଇଁ କାରିଗରମାନେ ଜନସେବା କେନ୍ଦ୍ରର ସହାୟତା ଲୋଡୁଛନ୍ତି। ଜନସେବା...

ଲକ୍ଷ୍ୟଠାରୁ ଦୂରରେ ୩ ସାମୁଦ୍ରିକ ଥାନା

କେନ୍ଦ୍ରାପଡ଼ା, ୨୩ା୧ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ୪୮ କିଲୋମିଟର ତଟାଞ୍ଚଳରେ ୩ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି। ଅନୁପ୍ରବେଶ ରୋକିବା ସହିତ ସ୍ଥାନୀୟ ଅଞ୍ଚଳର ଆଇନଶୃଙ୍ଗଳା ପରିସ୍ଥିତିର ସମୀକ୍ଷା ସହ କାର୍ଯ୍ୟାନୁଷ୍ଠାନ କରିବା ଏହାର ଲକ୍ଷ୍ୟ ଥିଲା। ତେବେ ଥାନା...

ପ୍ରମୁଖ ୩ ଦଳର ନଜର ପରଜା ଭୋଟର

ପଟ୍ଟାଙ୍ଗି ୨୩ା୧(ଶରତ ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀ ନନ୍ଦପୁର, ଶେମିଳିଗୁଡ଼ା, ପଟ୍ଟାଙ୍ଗି ବ୍ଲକ ସହ କୋରାପୁଟ ବ୍ଲକର ୪ ପଞ୍ଚାୟତକୁ ନେଇ ଗଠିତ। ଏହା ତଫସିଲଭୁକ୍ତ ଜନଜାତି ପାଇଁ ସଂରକ୍ଷିତ। ଟିକେ ଅତୀତକୁ ଫେରିଲେ ପଟ୍ଟାଙ୍ଗିରେ ଜୟରାମ ପାଙ୍ଗୀଙ୍କ...

ସମ୍ବଲପୁର ଅଯୋଧ୍ୟା ସରୋବର ଘାଟରେ ଜଳିଲା ୧ଲକ୍ଷରୁ ଊର୍ଦ୍ଧ୍ୱ ଦୀପ

ସମ୍ବଲପୁର,୨୨ା୧(ପ୍ରମୋଦ ବହିଦାର): ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସୋମବାର ସନ୍ଧ୍ୟାରେ ସମ୍ବଲପୁର ମହାନଦୀର ମାରୱାଡ଼ିପଡ଼ା ଅଯୋଧ୍ୟା ସରୋବର ଘାଟରେ ୧ ଲକ୍ଷ ୧୧ ହଜାର ୧୧୧ ପ୍ରଦୀପ ପ୍ରଜ୍ୱଳିତ ହୋଇଛି। ଏକ ଧାର୍ମିକ ପରିବେଶ ମଧ୍ୟରେ ମାରୱାଡ଼ି ଯୁବା...

ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ପରଲୋକ

କଟକ,୨୨ା୧(କାର୍ତ୍ତିକ ସାହୁ): ବରିଷ୍ଠ ସାମ୍ବାଦିକ, ସାହିତି୍ୟକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡାଙ୍କର ୭୬ବର୍ଷ ବୟସରେ କଟକ ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେବ କର୍କଟ ରୋଗରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ।...

‘ସତ୍ୟମେବ ଜୟତି’ର ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା

କଟକ,୨୨ା୧ (କାର୍ତ୍ତିକ ସାହୁ) ଜାତୀୟତାର ପ୍ରତୀକ ବହନ କରୁଥିବା ଚିହ୍ନରେ ଲେଖାଥିବା ‘ସତ୍ୟମେବ ଜୟତି’ ଉକ୍ତିର ଅପବ୍ୟବହାର କରାଯାଉଛି। ଏନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛି ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡିର ଏକ ସ୍ବେଚ୍ଛାସେବୀ ସଂଗଠନ ଏଲୋନ୍‌ ଟ୍ରଷ୍ଟ। ଟ୍ରଷ୍ଟ ପକ୍ଷରୁ...

ଚୋରି କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୨୨ା୧(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି କରଣ ସାହିରେ ରବିବାର ରାତିରେ ଘରେ ଏକାକୀ ଥିବା ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ସେ ହେଲେ ସରୋଜିନୀ ପଟ୍ଟନାୟକ(୭୦)। ଶରୀରରେ କ୍ଷତ ଚିହ୍ନ ଥିବା ଓ ଘର ସାରା ଲଙ୍କାଗୁଣ୍ଡ ପଡିଥିବାରୁ...

ବଧୂ ହତ୍ୟା ମାମଲା: ଗିରଫ ହେଲେ ଶିକ୍ଷକ ସ୍ବାମୀ

ନବରଙ୍ଗପୁର,୨୨।୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ଭିମା ସାହିରେ ବଧୂ ହତ୍ୟା ଅଭିଯୋଗରେ ପାପଡ଼ାହାଣ୍ଡି ପୋଲିସ ଶିକ୍ଷକ ସ୍ବାମୀ ସୁଦାମ ସେଠୀଙ୍କୁ ଜୟପୁରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଶାଶୁ, ନଣନ୍ଦ...

ପୁଣି ଫେରିଲେ ୨ ଗୋଠଛଡ଼ା ଦନ୍ତା

ବଣାଇଁ, ୨୨ା୧ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ରେଞ୍ଜ ଅଧୀନ ଧରଣୀଧର ସେକ୍ସନରେ ଦୀର୍ଘଦିନ ଧରି ହାତୀ ଉପଦ୍ରବ ବୃଦ୍ଧି ପାଉଛି। ହାତୀ ବହୁ ଘର ଭାଙ୍ଗିବା ସହ ବ୍ୟାପକ ଧାନ, ଚାଉଳ ଖାଇ ନଷ୍ଟ କରିବା ଏକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri