ଆମ ଜିଲା ଖବର

ବଟି ପାଇଁ ୧୯ ବସ୍‌କୁ ୫ଘଣ୍ଟା ଅଟକାଇଲେ

ନିରାକାରପୁର,୧୮।୧(ମାନସଚନ୍ଦ୍ର ପଟ୍ଟନାୟକ)ଖୋର୍ଦ୍ଧା ଜିଲା ବଡ଼ ପୋଖରିଆ ଛକ ୧୬ ନଂ. ଜାତୀୟ ରାଜପଥଠାରେ ବୁଧବାର ସକାଳ ସାଢେ ୫ଟାରୁ ୯ଟା ପର୍ଯ୍ୟନ୍ତ ଏକ ଯାତ୍ରୀବାହୀ ବସ୍‌କୁ କିଛି ବ୍ୟକ୍ତି ବଟି ଆଦାୟ ପାଇଁ ଅଟକାଇଥିଲେ। ଫଳରେ ବ୍ରହ୍ମପୁରଠାରୁ ଭୁବନେଶ୍ୱର ଓ...

ରାୟଗଡ଼ା ଜିଲାରେ ଥମୁନି ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ୨ ଗର୍ଭବତୀ

ରାୟଗଡ଼ା,୧୮।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା । ରାୟଗଡ଼ା ଜିଲା ଗଠନ ହେବାର ୩୨ବର୍ଷ ବିତିଗଲାଣି, ହେଲେ ଆଜି ବି ବହୁ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ।  ବିଶେଷକରି ଜିଲାର କାଶୀପୁର ଓ କଲ୍ୟାଣସିଂହପୁର...

ଗୁଡ଼ି ସୂତା ଲାଗି କଟିଲା ୭ବର୍ଷର ଶିଶୁର ବେକ

ବାଲେଶ୍ୱର, ୧୮।୧(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ନହରପାଟଣା ଛକରେ ଗୁଡ଼ି ସୂତା ଲାଗି ଏକ ୭ବର୍ଷର ଶିଶୁର ବେକ କଟିଯାଇଛି। ଶିଶୁଟି ତାଙ୍କ ବାପାଙ୍କ ସହିତ ବାଇକ୍‌ରେ ଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଗୁରୁତର...

ଅର୍ପଣ ରଥରୁ ସଂଗ୍ରହ ଚାଉଳ, ଗୁଆ ଗଲାନି ପୁରୀ; ଭକ୍ତମାନଙ୍କ ଅସନ୍ତୋଷ

ନବରଙ୍ଗପୁର,୧୮।୧ (ସଦାଶିବ ପ୍ରହରାଜ): ଜଗନ୍ନାଥ ଭକ୍ତଙ୍କ ଆସ୍ଥା ସହ ଖେଳ । ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳ, ଗୁଆ, ଟଙ୍କା ଓ ନଡ଼ିଆ ପୁରୀକୁ ଯାଇ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ହେବ ବୋଲି କୁହାଯାଇଥିଲା। ନବରଙ୍ଗପୁର ଜିଲାରେ ସଂଗ୍ରହ...

ଅମୃତ ବାରିରେ ଦେବାଶୀର୍ବାଦ

ଭୁବନେଶ୍ୱର,୧୮।୧(ଅନିଲ ଦାସ)ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମିଳିଛି ମହାପ୍ରଭୁଙ୍କ ଆଶୀର୍ବାଦ। ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଓ ମହାଯଜ୍ଞର ପୂର୍ଣ୍ଣାହୁତିର ଠିକ୍‌ ପୂର୍ବରୁ ପୁରୀ ଆକାଶରୁ ଦେବାଶୀର୍ବାଦ ସ୍ବରୂପ ଝରିଛି ଅମୃତ ବାରି। ଟୋପାଟୋପା ବର୍ଷା ଭକ୍ତ, ଶ୍ରଦ୍ଧାଳୁ, ପୂଜକ, ସେବାୟତଙ୍କୁ ଦେଇଛି...

‘ସାମୁଦ୍ରିକ ଥାନାରେ ଖାଲି ପଦବୀ ସଂକ୍ରାନ୍ତରେ ଜଣାଅ’

କଟକ,୧୮ା୧ (କାର୍ତ୍ତିକ ସାହୁ)ସାମୁଦ୍ରିକ ଥାନାରେ ଖାଲି ପଡ଼ିଥିବା ପଦବୀ ସଂକ୍ରାନ୍ତୀୟ ତଥ୍ୟ ଏବଂ ସେଗୁଡ଼ିକର ପୂରଣ ପାଇଁ ଗ୍ରହଣ କରୁଥିବା ପଦକ୍ଷେପ ସଂକ୍ରାନ୍ତରେ ଜଣାଇବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ....

ଅଜଣା ମୃତଦେହର ଶେଷ ଠିକଣା ଗୋକର୍ଣ୍ଣେଶ୍ୱର ଶ୍ମଶାନ

ବ୍ରହ୍ମପୁର,ତା୧୮ା୧(ସୁବାସ ଚନ୍ଦ୍ର ପାଢ଼ୀ)ପ୍ରତ୍ୟେକ ମଣିଷଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ଠିକଣା ହେଉଛି ଶ୍ମଶାନ ଘାଟ ବା ସମାଧି ସ୍ଥଳ। କିନ୍ତୁ ଏମିତି କେତେ ଲୋକଙ୍କ ମୃତଦେହକୁ ବ୍ରହ୍ମପୁର ସହରର ଏକ ନିର୍ଦ୍ଦିଷ୍ଟ ଶ୍ମଶାନରେ ହିଁ ସତ୍କାର କରାଯାଉଛି। ଯେଉଁମାନଙ୍କ...

ପାତିସୁନାପୁରକୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ାଯାଉ

ବ୍ରହ୍ମପୁର,୧୮ା୧(ନରସିଂହ ସାହୁ)ଗଞ୍ଜାମ ଜିଲା ଉପକୂଳ ତଥା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମତ୍ସ୍ୟଜୀବୀ ବହୁଳ ସୁନାପୁର ଓ ପାତିସୁନାପୁର ନିକଟସ୍ଥ ବଙ୍ଗୋପସାଗରରେ ଅଞ୍ଚଳରେ ପ୍ରବାହିତ ବାହୁଦା ନଦୀ ମିଶୁଛି । ଏହି ମୁହାଣର ଦୃଶ୍ୟ ଦେଖାଣାହାରୀଙ୍କୁ ମନମୋହୁଛି। ଶୀତଦିନେ ବିରଳ...

ନାହାନ୍ତି ଡାକ୍ତର, ମିଳୁନି ଚିକିତ୍ସା

ବଇଣ୍ଡା,୧୮ା୧ (ପରିକ୍ଷିତ ସାହୁ)ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଠାରେ ନିଯୁକ୍ତ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଯାଇଥିବାବେଳେ ତାଙ୍କ ବଦଳରେ କାହାକୁ ନିଯୁକ୍ତ କରାଯାଇ ନାହିଁ। ଫଳରେ ରୋଗୀସେବା ବ୍ୟାହତ ହେଉଛି।...

କାମରେ ଲାଗୁନି ରାତ୍ର ଆଶ୍ରୟସ୍ଥଳ

କେନ୍ଦ୍ରାପଡ଼ା,୧୮ା୧(ଜଗନ୍ନାଥ ଧଳ)ଜାନୁଆରୀ ମାସ ରାତି ସମୟରେ ବାହାରେ ପ୍ରବଳ ଥଣ୍ଡା। ଚାରିଆଡେ କୁହୁଡି ବର୍ଷୁଛି। କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକର ଏକ ଔଷଧ ଦୋକାନ ପିଣ୍ଡାରେ ଜଣେ ମହିଳା ମୁଣ୍ଡ ତଳେ କିଛି କପଡା ଦେଇ ଶୋଇଛନ୍ତି। ଖଡିଅଙ୍ଗସ୍ଥିତ ମେଡିକାଲ...

ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ମହଙ୍ଗା ମାଡ଼

ପଟ୍ଟାମୁଣ୍ଡାଇ,୧୮ା୧ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ କିଛିଦିନ ହେବ ଅଣ୍ଡା ଦର ହୁ ହୁ ହୋଇ ବଢ଼ି ଚାଲିବା ସହ ଡାଲି ଓ ପରିବା ଦର କ୍ରମାଗତ ଭାବେ ବଢ଼ିଛି। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ସରକାରଙ୍କ ପକ୍ଷରୁ...

ଇ-ନିଲାମରେ ଲୁହାପଥର ବ୍ୟବସାୟୀ ମାଲାମାଲ

ଯାଜପୁର,୧୮ା୧(ହର୍ଷବର୍ଦ୍ଧନ ବେହେରା)ସ୍ଥାନୀୟ ଇସ୍ପାତ କାରଖାନାଗୁଡ଼ିକ ଚାଲିବାପାଇଁ ଲୁହାପଥର କଞ୍ଚାମାଲ ରୂପରେ ଆବଶ୍ୟକ କରିଥାନ୍ତି। ଏହି ଆବଶ୍ୟକତାକୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଦୀର୍ଘ ବର୍ଷ ହେଲା ପୂରଣ କରିଆସୁଛି। ହେଲେ ବିଡ଼ମ୍ବନା ଯେ, ଗୋଟିଏ ପଟେ ସ୍ଥାନୀୟ ଇସ୍ପାତ କାରଖାନାଗୁଡିକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri