ଆମ ଜିଲା ଖବର

ହଷ୍ଟେଲରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର ୧୩।୧: ହଷ୍ଟେଲରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ଅଞ୍ଚଳ ବରୁହାଁ ଗାଁରେ ଥିବା ସରକାରୀ ଆଇଟିଆଇ କଲେଜରେ। ମୃତ ଛାତ୍ର ଜଣକ ହେଲେ ନଗେନ ଦାସ...

ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଲା ନିଆଁ

କେନ୍ଦ୍ରାପଡ଼ା ୧୩।୧: ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଲେ ପାଚିକାଙ୍କ ସମେତ ଶିକ୍ଷୟିତ୍ରୀ ଓ ଛାତ୍ରୀଛାତ୍ର। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ପୌରପାଳିକା ୮ନଂ ୱାର୍ଡ ଅଧୀନ ମନକରପୁର...

ରାଶନ କାର୍ଡ଼ ନ ଥିବା ଲୋକେ ପାଇବେ ବିଜୁ ସ୍ବାସ୍ଥ୍ୟକାର୍ଡ

ସମ୍ବଲପୁର,୧୪ା୧(ପ୍ରମୋଦ ବହିଦାର): ଗ୍ରାମାଞ୍ଚଳରେ ରାଶନ କାର୍ଡ ନ ଥିବା ଲୋକେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିବେ ବୋଲି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ସମ୍ବଲପୁର ରେମେଡଠାରେ ଏକ ସାଧାରଣ ସଭାରେ ଯୋଗଦେଇ...

ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ବେଡଶିଟ୍‌

ନୟାଗଡ,୧୩।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ) ଶର୍ଜରୀ, ମେଡିସିନ୍‌, ଶିଶୁ ଓ ପ୍ରସୂତି ପରି ୱାର୍ଡରେ ରୋଗୀଙ୍କୁ ବେଡଶିଟ୍‌ ଦିଆଯାଉନାହିଁ। ୩ଦିନ ହେଲା ଖାଲି ଶଯ୍ୟାରେ ରୋଗୀ ଶୋଇବା ପରି ଚିତ୍ର ନଜରକୁ ଆସିଛି। ନୂଆ ଏଜେନ୍ସ ନେଲା...

ଝାଡ଼େଶ୍ୱରୀ ଦେବୀ ପୀଠ ବନ୍ଧରେ ଘୁରି ବୁଲୁଛନ୍ତି ୧୩ ଟିକିଆ ହାତୀପଲ

ଶରଣକୁଳ/ନୟାଗଡ଼,୧୩।୧( ଦୀପକ କର/ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ପଞ୍ଚରିଡା ରେଞ୍ଜର ଶରଣକୁଳ କାର୍ଯ୍ୟାଳୟ ନିକଟସ୍ଥ ଝାଡେଶ୍ୱରୀ ଦେବୀ ପୀଠ ବନ୍ଧରେ ହାତୀପଲକୁ ଶୁକ୍ରବାର ରାତିରେ ଦେଖିବାକୁ ମିଳିଛି। ହାତୀପଲରେ ଦନ୍ତାହାତୀ, ୨ ଛୋଟ ପିଲା ସମେତ ୧୩ଟି ହାତୀ ରହିଥିବା...

ଗୋଟିଏ ରେଲ୍‌ୱେ ଓଭରବ୍ରିଜ୍‌ ଦୁଇଥର ଉଦ୍‌ଘାଟିତ

ଜଳେଶ୍ୱର, ୧୩।୧(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଚାଲନ୍ତିଠାରେ ଶୁକ୍ରବାର ଇସ୍ପାତ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ରେଲୱେ ଓଭର୍‌ବ୍ରିଜ ଉଦ୍‌ଘାଟିତ ହୋଇଛି। ୨୦୧୭ମସିହାରୁ ୬୨,୫୨କୋଟି...

‘ଘରେ ମନାନ୍ତର ନ ଥିଲା’

ସିମୁଳିଆ, ୧୩।୧(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁର ୨୪ଘଣ୍ଟା ପରେ ମଧ୍ୟ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୨/୨୪) ରୁଜୁ କରିଛି। ପୋଲିସ ଶୁକ୍ରବାର ମଧ୍ୟାହ୍ନରେ ବିଡିଓଙ୍କ...

ଡାକ୍ତରଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳର ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଶୁକ୍ରବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ)୩ ରାଜ କୁମାର ଦାଶ ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷୀକେଶ ତ୍ରିପାଠୀ,...

ବ୍ରାହ୍ମଣବରଣ କଲେ ଗଜପତି

ପୁରୀ,୧୩ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ ୧୨ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରେ ବ୍ରାହ୍ମଣବରଣ ଓ ଗୁଆଟେକା କରିଛନ୍ତି। ବିଧିବିଧାନ ଅନୁଯାୟୀ ଗଜପତି ମହାରାଜା ରାଜଗୁରୁଙ୍କୁ ଗୁଆ ଟେକିବା...

ଷଣ୍ଢକୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ବାଲିଆପାଳ, ୧୨।୧(ଅମୂଲ୍ୟ କୁମାର ଦାସ)-ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଡିଗ୍ରିପାହୀ ଗ୍ରାମରେ ଏକ ଷଣ୍ଢକୁ କେହି ଅଜଣା ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ଷଣ୍ଢକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ପ୍ରାଣୀ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି।...

ମିଲିସିଆ ସେକ୍ସନ କମାଣ୍ଡର ଶାମେଲଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୨ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ଶୁକ୍ରବାର ମାଓବାଦୀ ସଙ୍ଗଠନ ମିଲିସିଆ ସେକ୍ସନର କମାଣ୍ଡର ଶାମେଲ ତେଲାମ ଓରଫ ମିଥୁନ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ପୋଲିସ ପକ୍ଷରୁ ମାଓବାଦୀ ଦମନ ସମୟରେ ସେ ପୋଲିସ ନିକଟରେ...

କାମାକ୍ଷାନଗର ବାର୍‌ ଆସୋସିଏଶନ୍‌ ନିର୍ବାଚନ ମାମଲା: ବାର୍‌ ସଭାପତି, ନିର୍ବାଚନ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

କଟକ,୧୨ା୧ (କାର୍ତ୍ତିକ ସାହୁ)- ଢେଙ୍କାନାଳ ଜିଲା କାମାକ୍ଷାନଗର ବାର୍‌ ଆସୋସିଏଶନ୍‌ ନିର୍ବାଚନ ମାମଲାରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବାର୍‌ ସଭାପତି ଧର୍ମାନନ୍ଦ ମଲ୍ଲିକ ଓ ନିର୍ବାଚନ ଅଧିକାରୀ ପ୍ରଭାସ ରଞ୍ଜନ ମିଶ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri