ଆମ ଜିଲା ଖବର

ଜଙ୍ଗଲରୁ ଗୁଳି, ବାରୁଦ ଜବତ: ୪ ଗିରଫ

ଗୋପାଳପୁର,୫ା୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଟାମଣା ଜଙ୍ଗଲରୁ ଗୋଳନ୍ଥରା ଥାନା ପୋଲିସ ବିପୁଳ ପରିମାଣର ଗୁଳି, ବାରୁଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସିଙ୍ଗାବାଡି ଗ୍ରାମର ପୂର୍ଣ୍ଣ ଗାୈଡ ଓରଫ ଚିଆଁ,...

ସରକାରୀ ଅର୍ଥରେ ଦଳୀୟ ପ୍ରଚାର: ଭାଜପା

କଟକ,୫ା୧(ଶିଳ୍ପା ପ୍ରିୟଦର୍ଶିନୀ): ଜନସାଧାରଣଙ୍କ ଟିକସ ଅର୍ଥକୁ ଅପବ୍ୟବହାର କରି ଦଳୀୟ ଭିତ୍ତିରେ ଖର୍ଚ୍ଚ କରାଯାଉଛି ବୋଲି ଭାଜପା ଅଭିଯୋଗ କରିଛି। ଏନେଇ କଟକ ଦୋଳମୁଣ୍ଡାଇସ୍ଥିତ ଏକ ହୋଟେଲରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ପୂର୍ବତନ ରାଜ୍ୟ ମହିଳା ମୋର୍ଚ୍ଚା...

ଘରୋଇ କଳହରୁ ଜୀବନ ହାରିଲେ ବୃଦ୍ଧ

ବେଲଗୁଣ୍ଠା,୫ା୧(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଘରୋଇ କଳହରୁ ଜଣେ ୮୦ ବର୍ଷର ବୃଦ୍ଧ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ସାଦେରା ଗ୍ରାମର ରଘୁ ବିଷୋୟୀ (୮୦)। ରଘୁଙ୍କ ଦୁଇ ଝିଅ ଅନ୍ୟତ୍ର ବାହାହୋଇ...

ଓଲଟିଲା ବିଏସଏଫ ଭ୍ୟାନ୍‌, ୧୭ ଯବାନ ଗୁରୁତର

କୁମହାରି,୫।୧: ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲାରେ ବିଏସଏଫ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭ୍ୟାନ ଓଲଟି ୧୭ ଜଣ ବିଏସଏଫ ଯବାନ ଗୁରୁୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।...

ଚାଷୀମାନଙ୍କ ହକ୍‌ ଲାଗି ତହସିଲ ଅଫିସ ଘେରିବ ଜୟ କିଷାନ ଆନ୍ଦୋଳନ

ପାଇକମାଳ,୫।୧(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ବ୍ଲକର ଜୟ କିଷାନ ଆନ୍ଦୋଳନ ପକ୍ଷରୁ ନୃସିଂହନାଥ ନିଃସର୍ଗ ନିବାସଠାରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚାଷୀମାନଙ୍କ ହକ୍‌, ଅଧିକାର ପାଇଁ ଜୟ କିଷାନ ଆନ୍ଦୋଳନ ଦାବି ପୂରଣ ନ...

କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବି ତେଜିଲା

ବାରିପଦା,୫।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବି ପୁଣି ତେଜିବାରେ ଲାଗିଛି। ଏନେଇ ମୟୂରଭଞ୍ଜ ଜିଲା ବାରିପଦା ମଧୁବନଠାରେ କୁଡୁମୀ ସେନାର ସାଙ୍ଗଠନିକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ମାନ୍ୟତା ଦାବିରେ ଆନ୍ଦୋଳନ ହେବା ନେଇ...

ପୁଣି ଲେଉଟିଲା ଶୀତ, ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ

ଜି.ଉଦୟଗିରି,୫ା୧(ଶିଶିର ପଟ୍ଟନାୟକ): କିଛିଦିନ ବ୍ୟବଧାନ ପରେ ପୁଣି ଜି.ଉଦୟଗିରିକୁ ଲେଉଟିଛି ଶୀତ। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ରହିଛି ବୋଲି ଜି.ଉଦୟଗିରି କୃଷି ଗବେଷଣା କେନ୍ଦ୍ରରେ ଥିବା ପାଣିପାଗ ବିଭାଗ ଅଧିକାରଙ୍କ ଠାରୁ ଜାଣିବାକୁ ମିଳିଛି। ଗୁରୁବାର...

ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା

ବାଲେଶ୍ୱର,୫।୧: ରାଜ୍ୟ ସରକାର ଆର୍ଥିକ ଅନଗ୍ରସର ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ୨୦୧୬ରେ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାଲେଶ୍ବର ରେଳ ଷ୍ଟେଶନରୁ ମଧ୍ୟାହ୍ନରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ...

ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ

ପାଟଣା,୫।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡ଼ା ବ୍ଲକର ଯୁବ ନେତା ତଥା ଜିଲା ବିଜେଡି ଉପ ସଭାପତି କରୁଣା ସାଗର ଖଟୁଆ ଓରଫ ଦିପୁଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ...

ଗଞ୍ଜାମ ଜିଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ଛତ୍ରପୁର,୫ା୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମସ୍ତ ରାଜନୈତିକ ଦଳ ଉପସ୍ଥିତିରେ ଏହି ଚୂଡାନ୍ତ ତାଲିକା ପ୍ରକାଶ କରିଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ୨୯ ଲକ୍ଷ...

ଆଇଡି ବିସ୍ଫୋରଣରେ ୩ ଯବାନ ଗୁରୁତର

ବୌଦ୍ଧ,୫।୧(ଅଜିତ ବାରିକ): ବୌଦ୍ଧ ଜିଲା ମନମୁଣ୍ଡା ଥାନା ବାତେପଙ୍ଗା ଜଙ୍ଗଲରେ ଶୁକ୍ରବାର ଆଇଡି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୩ଜଣ ଯବାନ ଗୁରୁତର ହୋଇଛନ୍ତି। ଯବାନଙ୍କ ସର୍ଚ୍ଚ ଅପରେଶନ ବେଳେ ଏହି ବିସ୍ଫୋରଣ ଘଟିଥିବା ବୌଦ୍ଧ ଏସ୍‌ପି ସୂଚନା ଦେଇଛନ୍ତି। ଗୁରୁତର...

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ

ବଲାଙ୍ଗୀର,୫ା୧(ସୁନୀଲ ମହାନ୍ତି): ଘରୋଇ କଳିରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ରହ୍ମପୁରାଠାରେ। ନଦୀକୁ ଗାଧୋଇ ଯାଉଥିବା ବେଳେ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ । ହତ୍ୟା କରିବା ପରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri