ଆମ ଜିଲା ଖବର

ବେଆଇନ ଟ୍ରେନ୍‌ ଟିକେଟ୍‌ କାଟି ଅଡୁଆରେ ଯୁବକ: କମ୍ପ୍ୟୁଟର ଜବତ, ଜଣେ ଅଟକ

ସିଂହପୁର,୩ା୧(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ବଜାରର ମହେଶ୍ୱର ପଣ୍ଡା ନାମକ ଦୋକାନୀ ନିଜ ଆଇଡିରୁ ବାରମ୍ବାର ଟ୍ରେନ୍‌ ଟିକେଟ କାଟୁଥିବା ରେଳବାଇ ପୋଲିସ ପାଖରେ ସୂଚନା ଥିଲା। ବୁଧବାର ଇନ୍ସିପେକ୍ଟର ଏ.କେ ସିଂଙ୍କ...

ଭୋଟ୍‌ ବର୍ଜନ ଚେତାବନୀ ଦେଲେ ହରିଯୋଡ଼ି-କନକନା ଗ୍ରାମବାସୀ

କେନ୍ଦୁଝର,୩ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିତପୁର ପଞ୍ଚାୟତ ଦେଓଝର ହରିଡ଼ାଯୋଡ଼ି ଓ କନକନା ଗ୍ରାମର ବାସିନ୍ଦା ବିଭିନ୍ନ ସମସ୍ୟାକୁ ନେଇ ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଏହି ସବୁ ଗ୍ରାମରେ ପାଖାପାଖି ୧୫ ଶହ ଭୋଟର...

ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍

ନୟାଗଡ଼, ୩।୧: ନୟାଗଡ଼ ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ଟ୍ୟାଗ ମାନ୍ୟତା। କଣ୍ଟିଲୋ ଅଞ୍ଚଳରେ ଏହି ସ୍ୱତନ୍ତ୍ର କଣ୍ଟେଇମୁଣ୍ଡି ବାଇଗଣ ହୋଇଥାଏ। ଜିଲାରେ ଫଳୁଥିବା ଏହି ସ୍ୱତନ୍ତ୍ର କିସମର...

ଆଲୁଓ୍ବାଲିଆ ପ୍ଲାଣ୍ଟ ଇଣ୍ଡକ୍ସନ ଫର୍ନେସ୍‌ରେ ବିସ୍ଫୋରଣ

ବଡ଼ବିଲ,୩ା୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅନ୍ତର୍ଗତ ବରପଦାସ୍ଥିତ କେଜେଏସ୍‌ ଆଲୁଓ୍ବାଲିଆଙ୍କ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ବୁଧବାର ଅପରାହ୍ନରେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏଥିରେ କାରଖାନାର କେହି ମୃତାହତ ହୋଇ ନ ଥିବା ବେଳେ ଏକ ଟ୍ରକର ଡାଲା...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଲାଙ୍ଗୀର,୩।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବଲାଙ୍ଗୀର ଜିଲାରେ ୨୭୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ୫୨୮୪ କିମି ଦୀର୍ଘ ଜଳସେଚନ ବ୍ୟବସ୍ଥା ସହ ୧ ଲକ୍ଷ...

ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ଉପରେ ଲାଗିବ କଟକଣା

ସମ୍ବଲପୁର,୩।୧: ଚଳିତ ମାସ ଶେଷ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇଙ୍କ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏ ନେଇ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି । ଏ ନେଇ ରାଜ୍ୟର ବିଭିନ୍ନ ଦେବାଳୟକୁ...

ମଝି ଚିଲିକାରେ ଫସିଲା ଡଙ୍ଗା

ବ୍ରହ୍ମଗିରି,୩।୧: ମଝି ଚିଲିକାରେ ଡଙ୍ଗା ଫସିଯାଇଛି । ଯାତ୍ରୀବାହୀ ଡଙ୍ଗାର ମେଶିନ ଖରାପ ଯୋଗ ଏପରି ଘଟିଛି। ଡଙ୍ଗାରେ ପ୍ରାୟ ୨୫ ଜଣ ଯାତ୍ରୀ ୧୦ଟି ବାଇକ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ବୁଧବାର ସକାଳେ ସାତପଡ଼ାଠାରୁ ଯାତ୍ରୀମାନଙ୍କୁ ନେଇ ଚିଲିକା...

ବନକର୍ମଚାରୀଙ୍କ ସହ ବନ ବିଭାଗ ଗାଡ଼ିକୁ  ଅଟକାଇଲେ ଗ୍ରାମବାସୀ

ପାଟଣା,୩।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ୨ ସପ୍ତାହରୁ ଊଦ୍ଧର୍‌ବ ସମୟ ହେବ ୨୩ ଟିକିଆ ବଣୁଆ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଏଥିରେ ଅତିଷ୍ଠ ହୋଇ ଉତ୍ୟକ୍ତ ଗାଁଲୋକେ ବୁଧବାର ସକାଳୁ ପାଟଣା ସାହାରପଡ଼ା...

ରାଜ୍ୟରେ ଗଞ୍ଜାମ ପୋଲିସ ଲାଗି ଗୌରବ ଆଣିଲେ ଏସଡିପିଓ ରଜନିକାନ୍ତ ସାମଲ, ପ୍ରଗତି ମାର୍କିଂରେ ପ୍ରଥମ ସ୍ଥାନରେ ପୁରୁଷୋତ୍ତମପୁର ଏସଡିପିଓ

ପୁରୁଷୋତ୍ତମପୁର,୩/୧( ସିମାଞ୍ଚଳ ମିଶ୍ର) ସମଗ୍ର ଓଡିଶାରେ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୧୧୯ ଗୋଟି ଏସଡିପିଓ ସମେତ କମିସନେରେଟ ପୋଲିସ ଏସିପି କାର୍ଯ୍ୟାଳୟ ରହିଛି। ସେଥିମଧ୍ୟରୁ ୨୦୨୩ ମସିହାରେ ଅପରାଧ ନିୟନ୍ତ୍ରଣରେ ଗଞ୍ଜାମ ପୋଲିସ ଜିଲାର ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ...

ରାଜପଥରେ ଛାଇ ହୋଇଛି ଘରୋଇ ପ୍ରଚାରପତ୍ର

ରସୁଲପୁର,୩।୧(ରଞ୍ଜିତ ରାଉତ): ଜାତୀୟ ରାଜପଥରେ ଛାଇହୋଇଛି ଘରୋଇ ପ୍ରଚାରପତ୍ର। ନିଜର ପ୍ରଚାର ପାଇଁ ବ୍ୟବହାର ହେଉଛି ରାଜପଥ। ରସୁଲପୁର ବ୍ଲକ ଅଞ୍ଚଳ ଦେଇ ଯାଇଥିବା ୨ ଜାତୀୟ ରାଜପଥ ପ୍ରଚାର ହୋଡିଂର ପ୍ରମୁଖ ସ୍ଥାନ ପାଲଟିଛି। ନେତା ଓ ବ୍ୟବସାୟିକ...

ପାସେଞ୍ଜର ଟ୍ରେନରେ ୨ଗୁଣା ଭଡ଼ା ଆଦାୟ

ଯାଜପୁର,୩୧(ହର୍ଷବର୍ଦ୍ଧନ ବେହେରା): ରେଳ ବିଭାଗର ପୂର୍ବତଟ ରେଳ ଡିଭିଜନ ପକ୍ଷରୁ ଗତ ୩ା୪ା୨୦୨୧ରୁ ଯାତ୍ରୀଙ୍କଠାରୁ ଦୁଇଗୁଣା ଭଡ଼ା ଆଦାୟ କରାଯାଉଛି। ସମସ୍ତ ପାସେଞ୍ଜର ଓ ମେମୁ ଟ୍ରେନଗୁଡ଼ିକୁ ଦ୍ରୁତଗାମୀ ସ୍ପେଶିଆଲ ଟ୍ରେନ ଘୋଷଣା କରି ଗରିବ, ଖଟିଖିଆ, ରୋଗୀ, ଛାତ୍ରୀଛାତ୍ର,...

ପ୍ରାଚୀନ ପଥର ଭାଙ୍ଗୁଥିବାରୁ ଅସନ୍ତୋଷ

ଢେଙ୍କାନାଳ,୩।୧(ରତନ ନାୟାର): ରାଜ୍ୟର ପ୍ରସିଦ୍ଧ ଶୈବପୀଠ ତଥା ଢେଙ୍କାନାଳ ଜିଲାର କପିଳାସସ୍ଥିତ ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମୁଖ୍ୟ ମନ୍ଦିର ଗର୍ଭଗୃହ ଓ ମା’ ପାର୍ବତୀଙ୍କ ମନ୍ଦିର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ମରାମତି ନିଷ୍ପତ୍ତିର ୫ ମାସ ପରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri