ଆମ ଜିଲା ଖବର

ରାଜ୍ୟର ସ୍ବାର୍ଥ ରକ୍ଷା ପାଇଁ ସଂଗ୍ରାମ କରୁଛି ବିଜେଡି: ସଞ୍ଜୟ

ଭଦ୍ରକ,୩।୧(ସନାତନ ରାଉତ): କୃଷି, ଜଳସେଚନ, ଗମନାଗମନ, ସ୍ବାସ୍ଥ୍ୟ, ଶିକ୍ଷା, ରେଳ ବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ହକ୍‌ ପ୍ରଦାନ ଓ ରାଜ୍ୟ ସ୍ବାର୍ଥ ରକ୍ଷା ପାଇଁ ବିଜେଡି ସବୁବେଳେ ସଂଗ୍ରାମ ଜାରି ରଖିଛି ବୋଲି ମଙ୍ଗଳବାର ଭଦ୍ରକସ୍ଥିତ ଦଳୀୟ...

ଗଞ୍ଜାମ ଜିଲାରେ ମିଲେଟ ମିଶନର ଆଦୃତି

ବ୍ରହ୍ମପୁର,୩।୧(ଅଶୋକ କୁମାର ସାହୁ): ରାଜ୍ୟରେ ୨୦୧୭-୧୮ରେ ଆରମ୍ଭ ହୋଇଥିବା ମିଲେଟ ମିଶନରେ ସାମିଲ ହୋଇଥିବା ଜିଲାଗୁଡିକ ମଧ୍ୟରେ ଗଞ୍ଜାମ ରହିଛି। ପ୍ରଥମେ ଜିଲାର ୪ଟି ବ୍ଲକରେ ଏହି ମିଶନ କାର୍ଯ୍ୟ କରୁଥିବା ବେଳେ ୨ବର୍ଷ ତଳେ ଆଉ ୩ଟି ବ୍ଲକ...

ରାସ୍ତା ନିର୍ମାଣ ନ ହେଲେ ଭୋଟ ବର୍ଜନ

କେନ୍ଦୁଝର,୩।୧: (ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗଁା ଗଣ୍ଡାର ଉନ୍ନତି କରିଥିବା କଥା ବଡ଼ ବଡ଼ ପୋଷ୍ଟର ବ୍ୟାନର ମାରି ପ୍ରଚାର ପ୍ରସାର କରିଚାଲିଛନ୍ତି। କିନ୍ତୁ ଦୁର୍ଭାଗ୍ୟର...

ସମାନ ହିତାଧିକାରୀଙ୍କୁ ଏକାଧିକ ଥର ଗୃହ ଆବଣ୍ଟନ

ସୋନପୁର,୪।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ନିୟମ ଉଲ୍ଲଂଘନ କରି ହିତାଧିକାରୀ ଚୟନ କରାଯାଇଛି। ଜଣେ ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ଗୋଟିଏ ଘର ମିଳିବାର...

ସୋନପୁରରେ ହାଇୱା ଟ୍ରକ୍ ଧକ୍କାରେ ଦୁଇ ମୃତ, ପୋଲିସ୍ ଭ୍ୟାନ୍କୁ ଭଙ୍ଗାରୁଜା କଲେ ସ୍ଥାନୀୟ ଲୋକ

ସୋନପୁର,୨।୧: ଏକ ଦୁଖଦଃ ଘଟଣାରେ ମଙ୍ଗଳବାର ସୋନପୁର ଜିଲାରେ ଟ୍ରକ ଧକ୍କା ହେବା ପରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାସ୍ଥଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ବେଳେ ଲୋକମାନେ ପୋଲିସ୍ ଭ୍ୟାନ୍ ଭଙ୍ଗାରୁଜା କରିଥିଲେ। ଖବର ଅନୁଯାୟୀ, ସୋନପୁର...

ପ୍ରେମିକ ସହିତ ବୁଲିବାକୁ ଯାଇଥିଲେ, ୧୩ ଜଣ କଲେ ଗଣବଳାତ୍କାର

ଭୁବନେଶ୍ୱର,୨।୧: ଆନ୍ଧ୍ରପ୍ରଦେଶରେ ଗଣବଳାତ୍କାର ଶିକାର ହେଲେ ଓଡ଼ିଶାର ୧୭ ବର୍ଷୀୟ ନାବାଳିକା। ବଏଫ୍ରେଣ୍ଡ ସହିତ ବିଶାଖାପାଟଣାର ଆର.କେ ବିଚ୍ ବୁଲିବାକୁ ଯାଇଥିଲା ବେଳେ ଏଭଳି ଛାତି ଥରା ଘଟଣାର ସାମ୍ନା କରିଛନ୍ତି ନାବାଳିକା। ପୋଲିସ ସୂଚନା ମୁତାବକ ନାବାଳିକାଙ୍କୁ ୧୩...

ବିଦ୍ୟାଳୟକୁ ଛାଡ଼ିଲେନି, ଏକ୍ସ ମାସ ଛୁଟିର ଫାଇଦା ଉଠାଇଲେ ଚୋର

ଜୟପୁର,୨ା୧ (ପବନ ପାଣିଗ୍ରାହୀ ): ଜୟପୁର ସହରର ହରିଜନ ସାହିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ନିକଟରେ ଚୋରି ହୋଇଛି। ଏନେଇ ଟାଉନ ଥାନାରେ ବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ଅଭିଯୋଗ କରାଯାଇଛି। ପ୍ରଧାନଶିକ୍ଷୟିତ୍ରୀ ଅନିମା ମିଶ୍ର ଅଭିଯୋଗ କରିଛନ୍ତି ଯେ,...

ଋଣ ଆଣି କରିଥିଲେ ଚାଷ: ଜଳିଗଲା ଫସଲ

ଚାନ୍ଦବାଲି,୨ା୧(କିଷାନ ପାତ୍ର): ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାଲିଦାଣ୍ଡି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୨ଟି ଧାନଗଦା ଜଳିଯାଇଛି। ଗ୍ରାମର ଦେବେନ୍ଦ୍ର ନାୟକ ୫ ଏକର ଜମିର ଦୁଇଟି ଧାନ ଗଦା ବିଲରେ ରଖିଥିବା ବେଳେ ନିଆଁ ଲାଗି ଯାଇଥିଲା।...

ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ, ଅଶ୍ଲୀଳ ଭାଷା କହି ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ଯାଜପୁର,୨।୧: ଛାତ୍ରୀଙ୍କୁ ପ୍ରେମ ନିବେଦନ ପ୍ରଧାନ ଶିକ୍ଷକଙ୍କୁ  ମହଙ୍ଗା ପଡ଼ିଛି। ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମନିବେଦନ ସହ  ପ୍ରଧାନ ଶିକ୍ଷକ ଅଶ୍ଲୀଳ ଭାଷାରେ କିଛି କହିଥିଲେ। ଯାହାର ଅଡିଓ ବର୍ତ୍ତମାନ ଭାଇରାଲ ହେଉଛି। ଏଭଳି ଘଟଣା ଘଟିଛି ଯାଜପୁର ସଦର...

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ମାମଲା: ସିବିଆଇ ତଦନ୍ତ ନେଇ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

କଟକ,୨।୧: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସତୀ ହତ୍ୟାକାଣ୍ଡ ମାମଲା ସିବିଆଇ ତଦନ୍ତ ନେଇ ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ହୋଇଛି। ମାମଲାର ଶୁଣାଣି କରି କାହିଁକି ସିବିଆଇ ତଦନ୍ତ ହେବ ନାହିଁ ବୋଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ମାର୍ଚ୍ଚ ୫ରେ...

କଟକ-ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନିଶ୍ଚିନ୍ତକୋଇଲି,୨।୧(ଅଶୋକ କୁମାର ମହାପାତ୍ର): କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା ନିକଟ କଳାପୋଲ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାଣ ହରାଇଥିବା ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇବା ସହ ଶୋକ...

ଶିଶୁ କନ୍ୟାଙ୍କୁ ବୋରୱେଲରେ ଫୋପାଡ଼ିଥିବା ମା’ଙ୍କ ପରିଚୟ ମିଳିଲା

ସମ୍ବଲପୁର,୨।୧: ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲରିପାଲିର ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଏକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ମା’ଙ୍କ ପରିଚୟ ମିଳିଛି। ସମ୍ବଲପୁର ଏସ୍‌ପି ଏହି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri