ଆମ ଜିଲା ଖବର

ବାର୍ଡ ଫ୍ଲୁ ପାଇଁ ନମୁନା ସଂଗ୍ରହ ହେଉଛି

କେନ୍ଦ୍ରାପଡ଼ା,୨୯ା୧୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗରସ୍ଥିତ ଜାତୀୟ ଉଦ୍ୟାନ ଭିତରକନିକାରେ ବହିରାଗତ ପକ୍ଷୀଙ୍କ ସମାବେଶ ହୋଇଛି। ଆସନ୍ତା ୬ ତାରିଖଠାରୁ ଏହି ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହେବ। ଏହା ପୂର୍ବରୁ ରାଜନଗର ବ୍ଲକ ଅଞ୍ଚଳରେ କେତେକ କାଉ...

ଅଲୋଡ଼ା ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ

ମହାକାଳପଡ଼ା,୨୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଦେଇ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ଯାଇଛି। ଏହି କେନାଲରେ ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ଶାସକ ବିଦେଶରୁ ଖାଦ୍ୟ ଶସ୍ୟ ନେଇ କଟକ ଯୋବ୍ରାରେ ପହଞ୍ଚାଇ ଗୋଦାମ ଘରେ ଗଚ୍ଛିତ ରଖୁଥିଲେ। ପରେ...

ଘରୋଇକରଣ ନାଁରେ ଦାୟିତ୍ୱହୀନତା

ଯାଜପୁର/ଯାଜପୁରରୋଡ,(ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି),୨୯ା୧୨ : ଘରୋଇକରଣ ବ୍ୟାସନଗର ମ୍ୟୁନିସିପାଲିଟିକୁ ଦାୟିତ୍ୱରୁ ଖସିବା ସୁଯୋଗ ଦେଇଛି । ସହରର ୨୬ଟି ୱାର୍ଡର ପରିମଳ ଦାୟିତ୍ୱର ଘରୋଇକରଣ କରି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ସହରବାସୀଙ୍କ ପାଇଁ ବଡ କାର୍ଯ୍ୟ କରିଛନ୍ତି ଭାବି ଆତ୍ମତୃପ୍ତିରେ...

ଗର୍ଭବତୀଙ୍କୁ ଦେଲେ ଏକ୍ସପାଏରି ଛତୁଆ

ବଲାଙ୍ଗୀର,୨୯ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାରେ ଏକ୍ସପାଏରୀ ଛତୁଆ ଏବଂ ନିମ୍ନମାନର ବାଦାମ ଲଡୁ ବଣ୍ଟନ କରାଯାଉଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଦେଓଗଁାର ଜଣେ ଗର୍ଭବତୀ ପ୍ରିୟଙ୍କା ଦୋରା। ସେ ବଣ୍ଟନ କରାଯାଇଥିବା ଏକ୍ସପାଏରୀ ଛତୁଆ ଏବଂ ନିମ୍ନମାନର...

ଅକଳରେ ୪ ପୁରୁଷ ବିଧାୟକ

ଜଗତ୍‌ସିଂହପୁର,୨୯ା୧୨(ପ୍ରମୋଦ କୁମାର ନାୟକ): ଗତ ସେପ୍ଟେମ୍ବରରେ ମହିଳା ସଂରକ୍ଷଣ ବିଲ୍‌ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ପାରିତ ହୋଇ ଆଇନରେ ପରିଣତ ହୋଇଛି। ହେଲେ ଏହା ୨୦୨୯ରେ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। କିନ୍ତୁ ଓଡ଼ିଶାରେ ବିଜୁ...

ଡାକ୍ତରୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର, ୨୮ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଶେଷବର୍ଷ ଛାତ୍ର ତଥା ହାଉସ ସର୍ଜନ ବିଶ୍ୱରଞ୍ଜନ ସାହୁଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ କରାଯାଇଛି। ହସ୍ପିଟାଲରୁ କଲେଜ ହଷ୍ଟେଲକୁ ଫେରୁଥିବା ବେଳେ ବାଟରେ ଛପି ରହିଥିବା...

ବାପ, ପୁଅଙ୍କୁ ଏସିଡ୍‌ ମାଡ଼

ଫୁଲବାଣୀ,୨୮ା୧୨(ରାକେଶ କୁମାର ରାଉତ): ଫୁଲବାଣୀ ସହରରେ ବାପ, ପୁଅଙ୍କୁ ଏସଡ୍‌ ମାଡ଼ ହୋଇଛି। ବାପ, ପୁଅ ଗୁରୁତର ଥିବାବେଳେ ଜଣେ ସାଙ୍ଗ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ ଆକ୍ରମଣକାରୀଙ୍କୁ ଧରି ନିସ୍ତୁକ...

ନୃସିଂହନାଥଙ୍କୁ ନିମନ୍ତ୍ରଣ କଲେ ସେବାୟତ

ପଦ୍ମପୁର,୨୮।୧୨(ପ୍ରଦୀପ୍ତ ଦାଶ): ପୁରୀ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବ ଆସନ୍ତା ଜାନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ପୁରୀରୁ ବଡ଼ଠାକୁରଙ୍କ ସେବାୟତମାନେ ଆସି ପ୍ରଭୁ ନୃସିଂହନାଥଙ୍କୁ ନିମନ୍ତ୍ରଣ କରିଛନ୍ତି। ନୂଆପଡ଼ାରୁ ନୃସିଂହନାଥଙ୍କ ମନ୍ଦିର ଅଭିମୁଖେ ଆସିଥିବା...

ଗୋମାଂସ ସନ୍ଦେହରେ ଅଟକାଯାଇଥିଲା ଟ୍ରକ୍‌: ଯାହା ମିଳିଲା…

ଧର୍ମଶାଳା,୨୮ା୧୨(ବଟକୃଷ୍ଣ ପରିଡ଼ା): ଗୋମାଂସ ବୋଝେଇ ହୋଇଯାଉଥିବା ସନ୍ଦେହ କରି ଏକ ଟ୍ରକ୍‌କୁ ଅଟକାଇବା ପରେ ଏଥିରୁ ମାଛ ଖାଦ୍ୟ ଓ ମଲା ଟସର ପୋକ ମିଳିଛି। ଏହି ଘଟଣା ଏଠାରେ ଆଲୋଚ୍ୟର ବିଷୟ ହୋଇଛି। ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ...

କାରାଗାର ୪ ମହଲା କୋଠାରୁ ଖସି ପଡ଼ିଲେ ଶ୍ରମିକ

କୋରାପୁଟ,୨୮।୧୨(ଅମିତାଭ ବେହେରା ): କୋରାପୁଟ ମଣ୍ଡଳ କାରାଗାର ନିର୍ମାଣଧୀନ ଏକ ୪ ମହଲା କୋଠାରୁ ଖସି ପଡି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଶ୍ରମିକ ଜଣକ ହେଲେ ଆର୍‌ ପ୍ରଧାନ। ମିଳିଥିବା ସୂଚନା...

ବ୍ୟବସାୟୀଙ୍କ ଘରେ ଜିଏସ୍‌ଟି ଟିମ୍‌

ମୋରଡ଼ା,୨୮।୧୨(ସ୍ମାରକ ମାଜୀ): ଟିକସ୍‌ ଫାଙ୍କିବା ଅଭିଯୋଗରେ ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟର ଟିମ୍‌ ଚଢ଼ାଉ କରିଛି l ସୂଚନା ଅନୁଯାୟୀ, ଜିଏସ୍‌ଟି ବିଭାଗ ଡେପୁଟି କମିଶନର କୁଳମଣି ମଲ୍ଲିକ ଏବଂ ସହକାରୀ କମିଶନର...

ଟ୍ରକ୍‌କୁ ଧକ୍କା ଦେଲା ପିକ୍‌ନିକ୍‌ ବସ୍‌: ୨୦ ଆହତ, ୨ ଗୁରୁତର

ଘସିପୁରା,୨୮।୧୨(ନିରଞ୍ଜନ ସାହୁ): ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅଧୀନ ଭାଲୁକୁମା ଛକଠାରେ ଟ୍ରକ୍‌କୁ ପଛପଟୁ ଏକ ପିକନିକ୍‌ ବସ୍‌ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୨ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri