ଆମ ଜିଲା ଖବର

ସ୍କ୍ରାପ୍‌, ଗଛ, ଲୁହା ବ୍ୟବହାର କରି ନୌସେନାର ଜାହାଜ ନିର୍ମାଣ କଲେ ଛାତ୍ରୀଛାତ୍ର

ଛତ୍ରପୁର,୪ା୧୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ସରକାରୀ ଆଇଟିଆଇ ଛାତ୍ରୀଛାତ୍ର ଏକ ସ୍ବତନ୍ତ୍ର କାର୍ଯ୍ୟ କରି ଦେଖାଇଛନ୍ତି। ଅଦରକାରୀ ସ୍କ୍ରାପ୍‌, ଗଛ, ଲୁହା ଆଦିକୁ ବ୍ୟବହାର କରି ଅବିକଳ ନୌସେନାର ସ୍ବଦେଶୀ ଯୁଦ୍ଧ ଜାହାଜ ନିର୍ମାଣ କରିଛନ୍ତି। ସୋମବାର...

ଭେଣ୍ଡିଂ ଜୋନ୍‌ରେ ଅସାମାଜିକଙ୍କ ଆଡ୍ଡା

ରାଉରକେଲା,୪।୧୨(ଦିନେଶ ମିଶ୍ର): ରାସ୍ତାକଡ ଉଠା ବ୍ୟବସାୟୀମାନଙ୍କୁ ଥଇଥାନ କରିବା ପାଇଁ ଆରଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି। ଏହି ଭେଣ୍ଡିଂ ଜୋନରେ ବ୍ୟବସାୟ କରି ବ୍ୟବସାୟୀ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ସହାୟତା...

ପଟ୍ଟା ନାହିଁ, ଆକାଉଣ୍ଟକୁ ଛଡାଯାଉନି ଦ୍ୱିତୀୟ କିସ୍ତି

କୁନ୍ଦୁରା,୪ା୧୨(ସନ୍ତୋଷ ପ୍ରହରାଜ): ଗ୍ରାମାଞ୍ଚଳଗୁଡିକରେ ବର୍ତ୍ତମାନ ସୁଦ୍ଧା ଘରବାରି ପଟ୍ଟା ସମସ୍ତଙ୍କୁ ମିଳିନାହିଁ। ଯିଏ ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ଗୃହ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିଥିଲା। ପରେ ହିତାଧିକାରୀ ଗୃହ ନିର୍ମାଣ ଆରମ୍ଭ...

ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣା ଏହେସାନ୍‌: ଅଖା ସିଲେଇ କରି ପରିବାର ଚଳାଉଛନ୍ତି

ଚମ୍ପୁଆ,୪।୧୨(ମହେଶ୍ୱର ଦାସ): ରବିବାର ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ହୋଇଛି। ଭିନ୍ନକ୍ଷମମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ବେସରକାରୀ ସଂସ୍ଥାଗୁଡ଼ିକ ପ୍ରୟାସ ଜାରି ରଖିଛନ୍ତି। ଏଭଳି କ୍ଷେତ୍ରରେ ଜଣେ ଦିବ୍ୟାଙ୍ଗ ହୋଇ ଦିବ୍ୟାଙ୍ଗମାନଙ୍କ...

ଦିନରୁ ରାତିଯାଏ ଅସମ୍ଭାଳ ଭିଡ଼

କଟକ,୪ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଐତିହାସିକ କଟକ ବାଲିଯାତ୍ରାର ସପ୍ତମ ଦିନ ରବିବାର ସମ୍ପୂର୍ଣ୍ଣ ଭିନ୍ନ ଥିଲା, ଯାହାକୁ ନ ଦେଖିଲେ କଥାରେ କହି ବୁଝାଇ ହେବ ନାହିଁ। ଯୁଆଡ଼େ ଚାହିଁଲେ ଜନସମୁଦ୍ର। ରବିବାର ଛୁଟିଦିନ ଥିବାରୁ ଦିନରୁ ରାତି ପର୍ଯ୍ୟନ୍ତ ଅସମ୍ଭାଳ...

ସଙ୍କଟରେ ଜାତୀୟ ପ୍ରାଣୀ ବାଘ

ନୟାଗଡ଼,୪ା୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ରହିଥିବା ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ, ନୟାଗଡ଼ ବନଖଣ୍ଡର ଜଙ୍ଗଲ ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ଜାତୀୟ ପ୍ରାଣୀ ବାଘ ବିପଦରେ ରହିଛି ବୋଲିି ଅଭିଯୋଗ ହୋଇଆସୁଛି। ଦୁଇ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ...

ବଡ଼ମୂଳ ଅଞ୍ଚଳରୁ ମୁହଁ ଫେରାଉଛନ୍ତି ଇଣ୍ଡିୟାନ ସ୍କିମର

ଗଣିଆ,୪ା୧୨(ସନ୍ତୋଷ କୁମାର ପ୍ରଧାନ: ଶୀତଋତୁ ଆସିଲେ ସାତକୋଶିଆ ଗଣ୍ଡର ବଡ଼ମୂଳଠାରେ ବହୁ ଦେଶୀୟ ପକ୍ଷୀଙ୍କ ସହ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଥାଏ। ଏହି ବିଦେଶାଗତ ଅତିଥି ପକ୍ଷୀମାନଙ୍କ ମଧ୍ୟରେ ସାଇବେରିଆ ଅଞ୍ଚଳରୁ ଆସୁଥିବା ଇଣ୍ଡିୟାନ ସ୍କିମର...

ଚୋରା ବାଲି ଚାଲାଣକାରୀଙ୍କ ଟାର୍ଗେଟରେ ନଦୀଶଯ୍ୟା

ପଟ୍ଟାମୁଣ୍ଡାଇ,୪ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଚୋରା ବାଲି ଚାଲାଣକାରୀଙ୍କ ଟାର୍ଗେଟରେ ବ୍ରାହ୍ମଣୀ ନଦୀଶଯ୍ୟା। ଦୈନିକ ବେଆଇନ ଭାବେ ବ୍ରାହ୍ମଣୀ ନଦୀରୁ ଉତ୍ତୋଳନ ହେଉଛି ଶତାଧିକ ଟ୍ରିପ୍‌ ବାଲି। ଫଳରେ ସରକାର ରାଜସ୍ବ ହରାଉଥିବା ବେଳେ...

ଘାଇ ଆଶଙ୍କାରେ ନଈକୂଳିଆବାସୀ ଆତଙ୍କିତ

ଡେରାବିଶ,୪ା୧୨(ବେବର୍ତ୍ତା ଅଜୟ ଦାସ): ବିରୂପା ନଦୀର ଡେରାବିଶ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ତ୍ରିପୁରାରିପୁର ଗ୍ରାମ ଘଣ୍ଟପଦାସ୍ଥିତ ଶାଗୁଣାଘାଇଠାରେ ଶନିବାର ଅପରାହ୍ନରେ ନଦୀବନ୍ଧ ନିକଟରେ ଥିବା ପଠାରେ ୧୦୦ଫୁଟରୁ ଊର୍ଦ୍ଧ୍ୱ ଲମ୍ବ ଓ ୧୫ ଫୁଟରୁ ଊର୍ଦ୍ଧ୍ୱ ଗଭୀରର ଫାଟ...

ନିଜକୁ ଜେଇ କହି ନାବାଳିକାଙ୍କୁ ପ୍ରେମରେ ଫସାଇଲେ ଏହି ବ୍ୟକ୍ତି : ସ୍ତ୍ରୀ ଖୋଲିଦେଲେ ଗୁମର

କୋଟଗଡ଼,୩ା୧୨(ସରୋଜ ବଳିୟାରସିଂ)- ଜେଇ ପରିଚୟ ଦେଇ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ କୋଟଗଡ ପୋଲିସ ରବିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ମୁନା ମିଶାଲ। ନାବାଳିକାଙ୍କ ମା’ଙ୍କ ଏତଲା ଅନୁଯାଇ, ମୁନା ନିଜକୁ ଜେଇର ପରିଚୟ ଦେଇ...

ସରକାରୀ ଡାକ୍ତରଖାନାରେ ଅନ୍ଧାରରେ ରୋଗୀ ସେବା

ରାଉରକେଲା,୩।୧୨(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସରକାରୀ ଡାକ୍ତରଖାନା ଅନ୍ତଃବିଭାଗରେ ରବିବାର ପୂର୍ବାହ୍ନରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ କାଟ୍‌ ଯୋଗୁ ରୋଗୀସେବା ବ୍ୟାହତ ହୋଇଥିଲା। ବିଭାଗରେ କାର୍ଯ୍ୟରତ ନର୍ସ କକ୍ଷ ମଧ୍ୟ ଅନ୍ଧାର ରହିଥିଲା। ଏ ନେଇ ଆରଜିଏଚ୍‌ ନିର୍ଦ୍ଦେଶକ...

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଦମ୍ପତିଙ୍କ ଜୀବନ

ନୂଆପଡ଼ା,୩।୧୨(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ମାନିଗୁଡ଼ା ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ରବିବାର ଟ୍ରକ୍‌-ବାଇକ୍‌ ମୁହାଁମୁହିଁ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ଜୋଙ୍କ ଥାନା ଅଇଲାଯୁବା ଗାଁର ଜୟରାମ ମାଝି (୫୨)...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri