ଆମ ଜିଲା ଖବର

ଗୁଣାତ୍ମକ ଶିକ୍ଷା ପାଇଁ ମିଳିବ ନିର୍ଭରଯୋଗ୍ୟ ବିଜୁଳି

ବାଲେଶ୍ୱର,୨୨।୧୧ (ମାନସ ବିଶ୍ୱାଳ): ଟିପି ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିଏନଓଡିଏଲ) କେନ୍ଦୁଝର ଇଞ୍ଜିନିୟରିଂ କଲେଜ ଛାତ୍ରୀଛାତ୍ରଙ୍କ ଦୀର୍ଘଦିନ ଧରି ବିଦ୍ୟୁତ୍‌ ସରବରାହ ସମସ୍ୟାର ସମାଧାନ ହୋଇଛି ବୋଲି ବାଲେଶ୍ୱର ଜିଲା ରେମୁଣା ଗୋଲେଇସ୍ଥିତ ଟିପିଏନଓଡିଏଲ ସିଇଓ ଭାସ୍କର ସରକାର...

୩ ନୂତନ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ରାଇରଙ୍ଗପୁର (ମାନସ ମହାନ୍ତି),୨୨।୧୧:ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଇରଙ୍ଗପୁର ଉପଖଣ୍ଡ ଅଧୀନ ଜନ୍ମ ଓ କର୍ମଭୂମିରେ ୩ ନୂତନ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ ସାଙ୍ଗକୁ...

ଦନ୍ତାକୁ ମାରି ଦାନ୍ତ କାଢ଼ିନେଲେ

ବାରିପଦା, ୨୨।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ କୋର୍‌ ଅଞ୍ଚଳରେ ଶିକାରୀମାନେ ବିଷବୋଳା ତୀର ବିଦ୍ଧ କରି ଏକ ଦନ୍ତାହାତୀକୁ ମାରିବା ପରେ ଏସିଡ୍‌ ଢାଳି ତା’ର ଦାନ୍ତ କାଢ଼ି ନେଇଛନ୍ତି। ବନବିଭାଗ ଏହି ଘଟଣା ଲୁଚାଇ...

ବୌଦ୍ଧରେ ମାଓବାଦୀ ପୁଣି ସକ୍ରିୟ

ବୌଦ୍ଧ,୨୨ ।୧୧(ଅଜିତ କୁମାର ବାରିକ ): ଗତ କିଛିଦିନର ବ୍ୟବଧାନ ପରେ ବୌଦ୍ଧ ଜିଲାରେ ମାଓବାଦୀଙ୍କ ଉପସ୍ଥିତି ଥିବା ଜଣାପଡ଼ିଛି। ମାଓବାଦୀ ଜିଲାରେ ଥିବା ନେଇ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି।...

ଚୋର ସନ୍ଦେହ: ୨ ଜଣଙ୍କୁ ପିଟି ହତ୍ୟା

ବରଗଡ଼,୨୨।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ଅଧୀନ ସାହୁଟିକ୍ରା ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଚୋର ସନ୍ଦେହରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକମାନେ ଠେଙ୍ଗା, ବାଡ଼ି ଆଦି ମାରଣାସ୍ତ୍ରରେ ପିଟି ପିଟି ୨ଜଣ ଯୁବକଙ୍କୁ ହତ୍ୟା କରିଛନ୍ତି।...

ଶ୍ରେଣୀଗୃହରେ ଉଠବସ୍‌: ଛାତ୍ରଙ୍କ ମୃତ୍ୟୁ

ରସୁଲପୁର,୨୨।୧୧(ରଞ୍ଜିତ ରାଉତ): ଯାଜପୁର ଜିଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ସାନଓରାଳି ସୂର୍ଯ୍ୟନାରାୟଣ ନୋଡାଲ ଉପ୍ରା ବିଦ୍ୟାଳୟର ଶ୍ରେଣୀ କକ୍ଷରେ ଉଠବସ୍‌ବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ହେଲେ ସାନଓରାଳି ଗ୍ରାମର ନିତ୍ୟାନନ୍ଦ ସେଠୀଙ୍କ ପୁଅ...

ଅଭାବୀ ବିକ୍ରିର ଶିକାର ହେଉଛନ୍ତି ମକାଚାଷୀ

କୋକସରା,୨୧।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ପର୍ଯ୍ୟାପ୍ତ ମାତ୍ରାରେ ମକାଚାଷ ବିଗତ କିଛିବର୍ଷ ହେବ କରାଯାଉଛି। କୋକସରା ବ୍ଲକର ଅନେକ ପଞ୍ଚାୟତରେ ଧାନ ଚାଷ ପାଇଁ ଜଳସେଚନର କୌଣସି ସୁବିଧା...

ଗଞ୍ଜାମ ଜିଲାକୁ ମରୁଡ଼ି ଘୋଷଣା କରି ସହାୟତା ଦେବା ନେଇ ଦାବି

ଛତ୍ରପୁର,୨୧।୧୧(ସନ୍ତୋଷପାଢ଼ୀ, ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାକୁ ମରୁଡ଼ି ଘୋଷଣା କରି ସହାୟତା ଦେବା ଲାଗି ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବି ହୋଇଛି। ଏ ନେଇ ଜ଼ିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲାରେ ୭୫...

ଉପବାଚସ୍ପତି ପ୍ରାର୍ଥୀଙ୍କୁ ସାକ୍ଷାତ କଲେ ସୋରଡା ବିଧାୟକ

ସୋରଡ଼ା,୨୧।୧୧(ଲମ୍ବୋଦର ପାଣିଗ୍ରାହୀ ): ରାଜ୍ୟ ଉପବାଚସ୍ପତି ପ୍ରାର୍ଥୀ ତଥା ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ମଙ୍ଗଳବାର ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଭୁବନେଶ୍ବରରେ ସାକ୍ଷାତ କରିଛନ୍ତି। ତାଙ୍କୁ ସ୍ବାଗତ କରିବାସହ ବିକଶିତ ଭାବନାରେ ଆଗେଇଯିବାକୁ ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା...

ପଲିଥିନ୍‌ ବଳୟରେ ରାଉରକେଲା ସହର

ରାଉରକେଲା,୨୧।୧୧(ଦିନେଶ ମିଶ୍ର): ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଏବେ ପଲିଥିନ୍‌ ବ୍ୟବହାର ବଢିବାରେ ଲାଗିଛି। ସହରର ବିଭିନ୍ନ ଅଳିଆଗଦା ହେଉ କି ଡଷ୍ଟବିନ ସବୁଠି କୁଢ କୁଢ ପଲିଥିନ ପଡିଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ...

୯ ହିତାଧିକାରୀଙ୍କ ୫ ମାସର ଭତ୍ତା ଟଙ୍କା ହଡ଼ପ ଅଭିଯୋଗ

ନନ୍ଦପୁର, ୨୧ା୧୧(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପୋଡେଇ ଗ୍ରାମର ଭତ୍ତା ହିତାଧିକାରୀ ୫ ମାସର ଭତ୍ତା ପାଇ ନ ଥିବା ଅଭିଯୋଗ କରିଛନ୍ତି। କୁଲାରସିଂ ପଞ୍ଚାୟତର ପୋଡେଇ ଗ୍ରାମର ସନାଇ କିର୍ଷାନୀ, ନାରଦ ଖେମୁଣ୍ଡୁ, ସାନମତି କିର୍ଷାନି,...

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ

ଗଞ୍ଜାମ,୨୧।୧୧(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲକ ମଙ୍ଗଳବାର ଘେରାଉ କରିଥିଲା ଭାଜପା। ଛତ୍ରପୁର ନିର୍ବାଚନ ମଣ୍ଡଳୀ ବରିଷ୍ଠ ଭାଜପା ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଦଳୀୟ ନେତୃବୃନ୍ଦ ଜୟଶ୍ରୀ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବଜାର ପରିକ୍ରମା କରି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri