ଆମ ଜିଲା ଖବର

ପରିସ୍ରା କରିବାକୁ ଆସି ଅନ୍ଧାରରେ କୂଅରେ ଖସିପଡ଼ିଲେ ବ୍ୟକ୍ତି, ଚାଲିଗଲା ଜୀବନ

ନିରାକାରପୁର,୧୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ବଡ଼ବଜାରସ୍ଥିତ ଗଣେଶ ପଡ଼ିଆଠାରେ ଥିବା କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଟକ ଝାଞ୍ଜିରି ମଙ୍ଗଳା ହନୁମାନ ମନ୍ଦିରସ୍ଥିତ ସମରେନ୍ଦ୍ର ମହାନ୍ତି(୪୪)। ସୂଚନାଯୋଗ୍ୟ,...

ନିରାକାରପୁର ବଜାରରେ ଆୟକର ବିଭାଗର ଚଢ଼ାଉ

ନିରାକାରପୁର,୧୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ବଜାରରେ ଶନିବାର ଜଟଣୀ ଆୟକର ବିଭିଗ ପକ୍ଷରୁ ଦିନ ତମାମ ଏବଂ ସନ୍ଧ୍ୟାରେ ମଧ୍ୟ ଚଢାଉ ଜାରି ରହିଛି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବିଭାଗ ପକ୍ଷରୁ ସ୍ପେଶାଲ ପୋଲିସ ସ୍କ୍ବାଡ...

ଜୁଆଆଡ୍ଡାରେ ଚଢ଼ାଉ: ନଗଦ ୪୫ ହଜାର ଟଙ୍କା ଜବତ, ୫ ଗିରଫ

ଗୋପାଳପୁର,୧୮ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ପୋଲିସ ଏକ ଜୁଆଆଡ୍ଡାରେ ଚଢ଼ାଉ କରି ୫ ଜୁଆଡ଼ିଙ୍କୁ କାବୁ କରିବା ସହ ନଗଦ ୪୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଥିବା  ସୂଚନା ଦେଇଛି। ୫ ଜଣ ହେଲେ ଗୋବିନ୍ଦନଗର...

ଚାଷଜମିରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ଘସିପୁରା,୧୮ା୧୧(ନିରଞ୍ଜନ ସାହୁ): କେନ୍ଦୁଝର ଜିଲାର ଆନନ୍ଦପୁର ଦେଇ ପ୍ରବାହିତ ବୈତରଣୀ ନଦୀ ତଟ ଘସିପୁରା ଥାନା ଅଧୀନ ପଞ୍ଚୁପଲ୍ଲୀ ଗାଁରେ ବାଘ ଆତଙ୍କକୁ ନେଇ ଭୟର ବାତାବରଣ ଦେଖାଯାଇଛି। ଶୁକ୍ରବାର ବାଘ ପରି ଏକ ପ୍ରାଣୀ ଚାଷଜମିରେ ଚାଲି ଚାଲି...

ପୁରୀ ସମୁଦ୍ରରେ ଭାସିଗଲେ ୪ ପର୍ଯ୍ୟଟକ

ପୁରୀ,୧୮।୧୧: ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ୪ ଜଣ ପର୍ଯ୍ୟଟକ ଭାସିଯାଇଛନ୍ତି। ସେକ୍ଟର ୩ରେ ଗାଧୋଇଲା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ୪ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର...

ଏଣିକି ଓଷଧ  ପହଞ୍ଚାଇବ ଡ୍ରୋନ୍‌: ରାୟଗଡ଼ାରେ ହେଲା ଶୁଭାରମ୍ଭ 

ରାୟଗଡ଼ା,୧୮।୧୧(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଜିଲାରେ ସ୍ବାସ୍ଥ୍ୟସେବାକୁ  ଅଧିକ ଗୁରୁତ୍ୱ ଦିଆଯାଇଛି। (ୟୁଏସ୍‌ଏଆଇଡି ) ସମର୍ଥିତ ସମରିଧ  ଏବଂ ଆଇପିଇ  ଗ୍ଲୋବାଲ ଦ୍ୱାରା କାର୍ଯ୍ୟକାରୀ ସଂସ୍ଥା ରେଡଓ୍ବିଙ୍ଗ   ଭଳି ଅଗ୍ରଣୀ ଷ୍ଟାର୍ଟଅପ ଅନୁଷ୍ଠାନ ସହଯୋଗରେ ବାରିଝୋଲା ସ୍ଥିତ ଜଲା ମୁଖ୍ୟ ଚିକିତ୍ସାଳୟ...

ଟିମ୍‌ ଇଣ୍ଡିଆକୁ ବାଲୁକା କଳାରେ ଶୁଭେଚ୍ଛା ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ, ବେଳାଭୂମିରେ ଆଙ୍କିଲେ ୫୬ ଫୁଟର ବିଶ୍ୱକପ୍‌

ପୁରୀ,୧୮।୧୧: ଆସନ୍ତା ନଭେମ୍ବର ୧୯ ଅର୍ଥାତ ରବିବାର ଦିନ ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ବିଶ୍ୱକପ୍‌ ୨୦୨୩। ଏହି ରୋମାଞ୍ଚକର ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ। ତେବେ ଖ୍ୟାତନାମା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ...

କୋଶଲ ରାଜ୍ୟ ଗଠନ ନ ହେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ

କର୍ଲାମୁଣ୍ଡା:୧୮।୧୧(ପ୍ରଦୀପ କୁମାର ସାହୁ): ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶନିବାର ଦିଆଯାଇଥିବା କୋଶଲ ମହାବନ୍ଦର ପ୍ରଭାବ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଦେଖିବାକୁ ମିଳିଛି। ସକାଳ ୬ଟାରୁ ଦୋକାନ, ବଜାର...

ଛଟ୍‌ ପାଇଁ ସଜେଇ ହେଉଛି ରାଉରକେଲା

ରାଉରକେଲା,୧୮।୧୧(ସଙ୍ଗୀତା ଜେନା): ଛଟ୍‌ ପର୍ବ ପାଳନ ପାଇଁ ରାଉରକେଲାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପର୍ବ ୪ଦିନ ବ୍ୟାପୀ ପାଳନ କରାଯିବ। ଏ ନେଇ ରାଉରକେଲା ଇସ୍ପାତ କାରଖାନା, ରାଉରକେଲା ମହାନଗର ନିଗମ, ବିଭିନ୍ନ ସାମାଜିକ ଓ ଧାର୍ମିକ...

ବିଧାନସଭା ପୂର୍ବରୁ ଲୋକଙ୍କ ମତ ଲୋଡିଲେ ନରସିଂହ

ବଲାଙ୍ଗୀର,୧୮ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ଆସନ୍ତା ନଭେମ୍ବର ୨୧ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ବଲାଙ୍ଗୀର ସମେତ ସମଗ୍ର ପଶ୍ଚିମ ଓଡିଶାର ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟା ଏବଂ ବୃଦ୍ଧି ପାଇଚାଲିଥିବା ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ...

୧୦ ଫୁଟ ତଳକୁ ଖସିଲା ଟ୍ରକ

ଛତ୍ରପୁର,୧୮।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ଟ୍ରକ୍‌ ଓଲଟି ପଡ଼ିଛି। ଏଥିରେ ଡ୍ରାଇଭର ଆହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଟିଏନ୍‌ଏଡବ୍ଲ୍ୟୁ ୨୩୫୦ ନମ୍ବର ବିଶିଷ୍ଠ ଲୁହା କଏଲ ବୋଝେଇ ୧୪...

ରୁଟିରେ ଦର୍ଶନ ଦେଲେ ଜଗନ୍ନାଥ

ଭଦ୍ରକ,୧୮।୧୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକ ମଙ୍ଗୁଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ରୁଟିରେ ଜଗନ୍ନାଥ ଦର୍ଶନ ଦେଇଛନ୍ତି। ସୂଚନା ମୁତାବକ ଶୁକ୍ରବାର ରାତିରେ ତାଙ୍କ ବୋହୁ ରୁଟି ସେକୁଥିବା ବେଳେ ରୁଟିର କିଛି ଅଂଶ ପୋଡ଼ିଯାଇ ଜଗନ୍ନାଥଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri