ଆମ ଜିଲା ଖବର

ସମସ୍ୟାରେ ଉବୁଟୁବୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ

ପଟ୍ଟାମୁଣ୍ଡାଇ,୧୭ା୧୧(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌର ପରିଷଦର ସୌନ୍ଦର୍ଯ୍ୟକରଣ ନାମରେ ପ୍ରହସନ ଚାଲୁଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅର୍ଥ ଘୋଟାଲା ହେଉଥିଲେ ମଧ୍ୟ ଏଥିପ୍ରତି ପୌର ପରିଷଦ ଦୃଷ୍ଟି ନ ଦେବା ଏକ...

ବର୍ଷା ସାଙ୍ଗକୁ ପବନ, ଚିନ୍ତାରେ ଚାଷୀ

କୁଜଙ୍ଗ,୧୭।୧୧(ମନୋଜ ପ୍ରଧାନ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଜଗତ୍‌ସିଂହପୁର ଜିଲାର ଉପକୂଳବର୍ତ୍ତୀ ବ୍ଲକ କୁଜଙ୍ଗ ଓ ଏରସମା ଅଞ୍ଚଳରେ ଗୁରୁବାର ସକାଳୁ ଝିପି ଝିପି ବର୍ଷା ସାଙ୍ଗକୁ ୫୦ କି.ମି. ବେଗରେ ପବନ ବହୁଛି। ଏନେଇ ଧାନଚାଷୀ ଚିନ୍ତାରେ ପଡିଛନ୍ତି।...

ନିର୍ମାଣାଧୀନ ରାସ୍ତାର ସ୍ଥାୟିତ୍ୱ ନେଇ ଆଶଙ୍କା

ନାଉଗାଁ,୧୭ା୧୧(ସୁଧା ବେହୁରା): ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଥିବା ବେଳେ ଠିକାଦାରଙ୍କ ମନମୁଖି କାମ ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ଉଦାହରଣ ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର-ତିରୁଣା ରାସ୍ତା କାମରେ ଦେଖିବାକୁ...

ଶୁଖିଲା ପଡ଼ିଲାଣି ମହାନଦୀ, ବ୍ରାହ୍ମଣୀ ସିଷ୍ଟମ୍‌

କେନ୍ଦ୍ରାପଡ଼ା, ୧୭ା୧୧ (ଜଗନ୍ନାଥ ଧଳ): ନଭେମ୍ବର ପ୍ରଥମ ସପ୍ତାହରୁ ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଜଳସଙ୍କଟ ଦେଖାଦେଇଛି। ବୈତରଣୀ ନଦୀରେ ବ୍ୟାରେଜ ନିର୍ମାଣ ପରେ ଏହି ଜଳସଙ୍କଟ କେନ୍ଦ୍ରାପଡ଼ା ଜିଲା ପାଇଁ ମହରଗ ହେବ। ଶୀତଋତୁ ଆରମ୍ଭରୁ ମହାନଦୀ ଓ...

ଆଜିଠୁ ନାଟମଣ୍ଡପ ମରାମତି

ପୁରୀ,୧୭ା୧୧(ଅଜିତ୍‌ ମହାନ୍ତି): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ନାଟମଣ୍ଡପର ମରାମତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶୁକ୍ରବାରଠାରୁ ବିଧିବଦ୍ଧ ଭାବେ ଏଏସ୍‌ଆଇ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିବ।...

ଭଡ଼ା ଘରୁ ୫ ଛାତ୍ରଙ୍କୁ ଉଠାଇନେଲା ବେଙ୍ଗାଲୁରୁ ନାର୍କୋଟିକ୍ସ ଟିମ୍‌

ଜୟପୁର,୧୫ା୧୧ (ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ସହର ପାରବେଡାର ଏକ ଭଡ଼ା ଘରୁ ବୁଧବାର ବେଙ୍ଗାଲୁରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ୍‌ ୫ ଜଣ ଛାତ୍ରଙ୍କୁ ଉଠାଇ ନେଇଛି। ସେମାନେ ହେଲେ ହିମାଂଶୁ ଶେଖର ନାୟକ, ରାଜା ମଣ୍ଡଳ,...

ଧାର ଟଙ୍କା ଫେରସ୍ତ ମାଗିବାରୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ

ଭବାନୀପାଟଣା,୧୬।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଭଙ୍ଗାବାରୀ ନିକଟରେ ଧାର ଟଙ୍କା ଫେରସ୍ତ ମାଗିବାକୁ ଯାଇ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଦୁର୍ବୃତ୍ତ ଜଣକ ଟଙ୍କା ଦେବା ତ ଦୂରର କଥା ଯୁବକଙ୍କୁ ପେଟ୍ରୋଲ ଢ଼ାଳି ନିଆଁ...

ଷ୍ଟେଶନ ନିକଟରୁ ମିଳିଲା ୨ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

କୋରାପୁଟ,୧୬।୧୧(ଅମିତାଭ ବେହେରା): କୋରାପୁଟ-କିରାଣ୍ଢୁଲ ରେଳଲାଇନର ଜରଟି ଷ୍ଟେଶନ ନିକଟ ରେଳଧାରଣା ପାଖରୁ ଗୁରୁବାର ସକାଳେ ୨ ଜଣ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଛି। ଗୋଟିଏ ମୃତଦେହର ଅଣ୍ଟାରୁ ଗଣ୍ଡି ଅଲଗା ହୋଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ମୃତଦେହର ଗୋଡ଼...

ଗାଡ଼ି ଧକ୍କାରେ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ, ଅନ୍ୟଜଣେ ଗୁରୁତର

ହିଞ୍ଜିଳିକାଟୁ,୧୬ା୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଭାବନ୍ଧ- ନନ୍ଦିକ ୩୬ ନମ୍ବର ରାଜପଥର ଧୋବାବି-ପାଟପୁର ନିକଟରେ ଏକ ଗାଡ଼ି ଧକ୍କାରେ ଜଣେ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ମୃତକ ହେଲେ ଆସିକା...

ଯୁକ୍ତ ୩ କଲେଜ ଛାତ୍ରୀଙ୍କୁ ଆକ୍ରମଣ: ବନ୍ଧା ହେଲେ ୨ ଯୁବକ

ଛତ୍ରପୁର,୧୬ା୧୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ମହିଳା ମହାବିଦ୍ୟାଳୟ ପାଖରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀଙ୍କୁ ୨ଜଣ ଯୁବକ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ମାଡ଼ ମାରୁଥିଲେ। ଯୁବକ...

ଡାକ୍ତର ନିଯୁକ୍ତି ନେଇ ଦାବିପତ୍ର

କେନ୍ଦୁଝର,୧୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଘସିପୁରା ବ୍ଲକ ଅନ୍ତର୍ଗତ ବାତୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ପଞ୍ଚାୟତବାସୀ ସିଡିଏମ୍‌ଓ କେନ୍ଦୁଝର ଡାକ୍ତର କେ.ସି. ପୃଷ୍ଟିଙ୍କୁ ଲିଖିତ ଦାବିପତ୍ର ଦେଇ ସମାଧାନ କରିବାକୁ ଦାବି କରିଛନ୍ତି। ଭାଜପା ଜିଲା ଉପସଭାପତି ତଥା...

ଗଙ୍ଗା ଯାତ୍ରାର ସହଯାତ୍ରୀ ଚିତ୍ତରଞ୍ଜନ ଭୋଇ, ଅସ୍ଥି ବିସର୍ଜନ ପାଇଁ ଯିବାକୁ ଚାହୁଁଥିଲେ ପଡ଼ନ୍ତି ଖୋଜା

ସମ୍ବଲପୁର,୧୬ା୧୧ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକର ଚିତ୍ତରଞ୍ଜନ ଭୋଇ। ବୟସ ୫୯ ହେବ। ବୃତ୍ତିରେ ସେ ଜଣେ ବିଡି ମୁନ୍‌ସି। ହେଲେ ଧାର୍ମିକ କାମରେ ନିଃସ୍ବାର୍ଥପର ସହଯୋଗ ପାଇଁ ସେ ବେଶ୍‌ ପରିଚିତ। ବିଶେଷ କରି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri