ଆମ ଜିଲା ଖବର

ମଣ୍ଡି ଖୋଲିନି, ମିଲ୍‌କୁ ଯାଉଛି ଧାନ

ଭେଡ଼େନ,୧୨।୧୧(ସୁଦନ ମହାକୁର)ବରଗଡ଼ ଜିଲାରେ ଆସନ୍ତା ୨୧ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ। ଉକ୍ତ ଦିନ ସମସ୍ତ ମଣ୍ଡି ଖୋଲାଯିବାକୁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ଅତାବିରା ଆର୍‌ଏମ୍‌ସି ଅନ୍ତର୍ଗତ...

ସ୍ମାର୍ଟସିଟିରେ କମୁଛି ଗୋବଂଶ

ରାଉରକେଲା,୧୨।୧୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହରରେ ଦୁଗ୍ଧ ଉପତ୍ାଦନ ହ୍ରାସ ପାଉଥିବା ବେଳେ ଗାଇଗୋରୁ ଓ ଗୋପାଳକଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ୫ବର୍ଷ ତଳେ ସହରରେ ଗୋରୁଙ୍କ ସଂଖ୍ୟା ୧୦ହଜାରରୁ ଊର୍ଦ୍ଧ୍ୱ ଥିବାବେଳେ ବର୍ତ୍ତମାନ ୩୮ଶହରେ ସୀମିତ ରହିଛି। ସହରର...

ଦେଶୀ ଦୀପର ଚାହିଦା

ବାଙ୍ଗିରିପୋଷି, ୧୨।୧୧(ସଞ୍ଜୟ କୁମାର ଅଗ୍ରୱାଲା)-ଆଲୋକର ପର୍ବ ଦୀପାବଳି ପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। କିଏ ଘର ସାଜସଜ୍ଜା ପାଇଁ ସାମଗ୍ରୀ ତ ଆଉ କିଏ ବିଭିନ୍ନ ପ୍ରକାର ରଙ୍ଗିନ ଦୀପ କିଣିବାରେ ବ୍ୟସ୍ତ। ପ୍ରତିବର୍ଷ ଲୋକେ ବିଦେଶୀ ଦୀପ...

ଦାରିଙ୍ଗବାଡ଼ିରେ ମାଣ୍ଡିଆ ଚାଷ ପ୍ରତି ବଢୁଛି ଆଗ୍ରହ

ଦାରିଙ୍ଗବାଡ଼ି,୧୨ା୧୧ (ଅରୁଣ ସାହୁ)ଦାରିଙ୍ଗବାଡ଼ି ଅଞ୍ଚଳରେ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଇଛି। ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକ ଅତୀତରେ ପାରମ୍ପରିକ ଖାଦ୍ୟ ବିଶେଷକରି ମାଣ୍ଡିଆ, କୁଏରୀ, କାଙ୍ଗୁ, ଯଅକୁ ଅଧିକା ପରିମାଣରେ ଚାଷ କରିବା ସହ ଖାଦ୍ୟ ଭାବେ...

ଉଜୁଡ଼ିଲା ଧାନ ଫସଲ

ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର)ବର୍ଷା ଅଭାବରୁ ପାହାଡ଼ ପର୍ବତ ପରିବେଷ୍ଠିତ ନୟାଗଡ଼ ଜିଲାରେ ଧାନ ଫସଲ ଉଜୁଡିଥିଲେ ମଧ୍ୟ ମରୁଡ଼ି ଅଞ୍ଚଳ ଘୋଷଣା କରାଯାଉ ନ ଥି୍‌ବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ଧାର କରଜ, ବ୍ୟାଙ୍କରୁ ଋଣ ଆଣିଥିବା ଚାଷୀକୁ ଋଣ...

ଲକ୍ଷାଧିକ ଟଙ୍କାର ବିଦ୍ୟୁତତାର ଚୋରି ଘଟଣାର ପର୍ଦ୍ଦାଫାଶ: ୫ କୁଖ୍ୟାତ ଚୋର ଗିରଫ

ପାଟଣା,୧୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡିଆନାଳି ବିଦ୍ୟୁତ୍‌ ସବ୍‌ଷ୍ଟେଶନରୁ ଗତ ଅକ୍ଟୋବର ୨୪ ବିଳମ୍ବିତ ରାତିରେ ସଶସ୍ତ୍ର ଆକ୍ରମଣ ଓ ଭୟଭୀତ କରାଇ ଲକ୍ଷାଧିକ ଟଙ୍କାର ଆଲୁମିନିୟମ ବିଦ୍ୟୁତତାର ଚୋରି ଘାଟଣାର ପାଟଣା ପୋଲିସ ଶନିବାର ପର୍ଦ୍ଦାଫାଶ...

କୂଅରୁ ମିଳିଲା ଯୁବକଙ୍କ ମୃତଦେହ

କୋକସରା,୧୧ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଗମ୍ଭାରୀଗୁଡ଼ା ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଗାଁ ନିକଟସ୍ଥ ଏକ କୂଅରୁ ଠାବ ହୋଇଛି। ମୃତ ଯୁବକ ହେଲେ ସେହି ଗ୍ରାମର ଚିନ୍ତାମଣି ପଟେଲଙ୍କ ପୁଅ...

ଖଣିରେ ଅତଡ଼ା ଖସି ମହିଳାଙ୍କ ଜୀବନ ଗଲା

କଣ୍ଟିପାଳ,୧୧ା୧୧(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସୋସୋ ଥାନା ଅଧୀନ ଅସିଆ ଗ୍ରାମର ରମେଶ ମୁଣ୍ଡାଙ୍କ ସ୍ତ୍ରୀ ରୀନା କାଠ ଗୋଟାଇବା ପାଇଁ ନିକଟସ୍ଥ ଏକ ଚୋରା ମୋରମ...

ହାତୀ ମୃତ୍ୟୁ ଘଟଣାରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ

କେନ୍ଦୁଝର,୧୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ଅନ୍ତର୍ଗତ ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ଗାଡିମରା ଜୁଆଙ୍ଗ ସାହି ନିକଟରେ ବିଦ୍ୟୁତ ଆଘାତରେ ଦନ୍ତାହାତୀର ମୃତ୍ୟୁ ଘଟଣାରେ ବନ ବିଭାଗ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜନସନପୁର ଗ୍ରାମର ଚିତ୍ରସେନ ମୁଣ୍ଡା(୩୩),...

କେନ୍ଦୁଝରରୁ ଚୋରି ବୋଲେରୋ କୋଲକାତାରୁ ଜବତ, ଜଣେ ଗିରଫ

କେନ୍ଦୁଝର,୧୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜଗନ୍ନାଥପୁରରୁ ବୋଲେରୋ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ତାଙ୍କଠାରୁ ଚୋରି ବୋଲେରୋ ଜବତ ହୋଇଥିବା ଶନିବାର ଏକ ପ୍ରେସ୍‌ମିଟ୍‌ରେ ପୋଲିସ କହିଛି। ଗିରଫ ଅଭିଯୁକ୍ତଙ୍କ...

ଗଞ୍ଜାମ ସହରରେ ୧୩ ଜଣ ବାଣ ବ୍ୟବସାୟୀଙ୍କୁ ବିକ୍ରି ଲାଗି ଅନୁମତି

ଗଞ୍ଜାମ,୧୧।୧୧(ବିଦ୍ୟାଧର ସାହୁ ): ଚଳିତ ବର୍ଷ ଗଞ୍ଜାମ ସହରର ୧୩ ଜଣ ବାଣ ବ୍ୟବସାୟୀଙ୍କୁ ଜିଲା ପ୍ରଶାସନ ବିକ୍ରି ଅନୁମତି ଦେଇଛି । ମାତ୍ର ତିନି ଦିନ ହିଁ ସେମାନେ ବାଣ ବିକ୍ରି କରି ପାରିବେ। ଏଥିସହ ଫୋଟକା ବାଣ...

ଛାତ୍ରୀଙ୍କୁ ବଳାତ୍କାର କରି ଜେଲ ଗଲେ ୨ ଶିକ୍ଷକ 

ଉମରକୋଟ,୧୧।୧୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟରେ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ଦୁଇ ଶିକ୍ଷକ ଗିରଫ ହୋଇଛନ୍ତି। ଗିରଫ ଶିକ୍ଷକ ହେଲେ ସ୍କୁଲର ପ୍ରଧାନ ଶିକ୍ଷକ ସୁଚନ୍ଦ୍ର ବିଶ୍ୱାସ ଓ ସହକାରୀ ଶିକ୍ଷକ କେଶବ ମାଝି । କୁନ୍ଦେଇ ପୁଲିସ ସେମାନଙ୍କୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri