ଆମ ଜିଲା ଖବର

ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ ନୈରାଶ୍ୟଜନକ

ଯାଜପୁର,୭ା୧୧(ହର୍ଷବର୍ଦ୍ଧନ ବେହେରା): ଆଦିବାସୀମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ୨୦୦୮ରୁ ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ-୨୦୦୬ କାର୍ଯ୍ୟକାରୀ ହେଉଛି। ଏହି ଆଇନରେ ଜଙ୍ଗଲ ଉପରେ ନିର୍ଭରଶୀଳ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କୁ ଜଙ୍ଗଲ ଜମି ଉପରେ ବ୍ୟକ୍ତିଗତ ଓ...

ଧରାପଡ଼ିଲେ ନକଲି ଡାକ୍ତର

କାମାକ୍ଷାନଗର,୭।୧୧(ସୁଧୀର କୁମାର ପରିଡା): ବିନା ଡାକ୍ତରୀ ପାଠ ପଢାରେ କରୁଥିଲେ ଚିକିତ୍ସା। ଦୀର୍ଘବର୍ଷ ଧରି ସ୍ବାସ୍ଥ୍ୟସେବା ନାଁରେ ନିରୀହ ଲୋକଙ୍କୁ କରୁଥିଲେ ଶୋଷଣ। ଏପରି ଅଭିଯୋଗ ଆସିବା ପରେ କଙ୍କଡାହାଡ଼ ପୋଲିସ ସମ୍ପୃକ୍ତ ନକଲି ଡାକ୍ତରଙ୍କୁ ସୋମବାର ଗିରଫ କରି...

ଖାକିରେ ବଢ଼ୁଛି କଳାଦାଗ

ବ୍ରହ୍ମପୁର,୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଲୋକଙ୍କ ବିଶ୍ୱାସଭାଜନ ହୋଇଥିବା ବ୍ରହ୍ମପୁର ପୋଲିସର ନିର୍ମଳ ଓ ସ୍ବଚ୍ଛ ଭାବମୂର୍ତ୍ତି ଦିନକୁ ଦିନ ମଳିନ ହେବାକୁ ଲାଗିଛି। ବିଭିନ୍ନ କାରଣ ଯୋଗୁ ପୋଲିସ ଏବେ ସାଧାରଣରେ ସମାଲୋଚନାର ଶିକାର ହେଉଛି।...

ଉତ୍ପାତ କରୁଛନ୍ତି ୪୦ ହାତୀ

ଚମ୍ପୁଆ,୭ା୧୧(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନର ପତଳା ଜଙ୍ଗଲରେ ୪୦ ଟିକିଆ ହାତୀପଲ ତିନି ଦିନ ଧରି ଉତ୍ପାତ କରୁଛନ୍ତି। ବ୍ୟାପକ ପାଚିଲା ଧାନ ନଷ୍ଟ କରିସାରିଲେଣି। ଫଳରେ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ଦେଖାଯାଇଛି। ବନ...

୧୦ ମାସ ହେଲା ମିଳିନି ଭତ୍ତା ଟଙ୍କା

ବାଲିଆପାଳ, ୭ା୧୧: (ଅମୂଲ୍ୟ କୁମାର ଦାସ): ବୃଦ୍ଧାବୃଦ୍ଧ, ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇ ସରକାର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରୁଛନ୍ତି। ତେବେ ସରକାରଙ୍କର ବିଭିନ୍ନ ନୀତିନିୟମ ଭିତରେ ଛନ୍ଦି ହୋଇ ଅନେକ ହିତାଧିକାରୀ ଦୁଃଖକଷ୍ଟରେ ଦିନ କାଟୁଛନ୍ତି। ଏଭଳି...

ହୋଟେଲରୁ ଚୋରିକରି ମହିଳାଙ୍କ ସମେତ ୨ ଗିରଫ

ମୋରଡ଼ା, ୬।୧୧ (ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଧାନଶୋଳ-ଛୋଟରାୟପୁର ରାସ୍ତାପାର୍ଶ୍ୱ ଏକ ହୋଟେଲରୁ ଚୋରି ଘଟଣାରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ଯଶିପୁର ଥାନା...

ନନ୍ଦନକାନନରେ ଚିତ୍ରା ହରିଣ ଶାବକ ଜନ୍ମ

ବାରଙ୍ଗ,୬।୧୧(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀଉଦ୍ୟାନର ୬୯ନମ୍ବର ଏନ୍‌କ୍ଲୋଜରରେ ରହୁଥିବା ମାଈ ଚିତ୍ରା ହରିଣ ସୋମବାର ଅପରାହ୍ନରେ ଗୋଟିଏ ଶାବକ ଜନ୍ମ ଦେଇଛି। ଉଭୟ ମାଆ ଓ ଛୁଆ ସୁସ୍ଥ ଥିବାବେଳେ ଛୁଆଟିର ଲିଙ୍ଗ ଚିହ୍ନଟ ହୋଇନାହିଁ। ଏହି ଶାବକଟି ଜନ୍ମ...

କୋଇଲା ବୋଝେଇ ଟ୍ରକ୍‌ ଜବତ

ଭଣ୍ଡାରିପୋଖରୀ, ୬।୧୧ (ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପୋଲିସ ଏକ ବେଆଇନ କୋଇଲା ବୋଝେଇ ଟ୍ରକ୍‌ ଜବତ କରିଛି। ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ନେତୃତ୍ୱରେ ପାଟ୍ରୋଲିଂ ଚାଲିଥିବା ବେଳେ ଛତାବର ଟୋଲ୍‌ଗେଟ ନିକଟରୁ କୋଇଲା...

ଟ୍ରକକୁ ଧକ୍କା ଦେଲା ହାଇଓ୍ବା

ବାହାନଗା, ୬ା୧୧(ଅରୂପ କୁମାର  ଦାସ): ୧୬ନଂ. ଜାତୀୟ ରାଜପଥ ଶେରଗଡ ନିକଟସ୍ଥ ଟୋଲଗେଟ୍‌ଠାରେ ଶନିବାର ରାତିରେ  ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇ ହାଇଓ୍ବା ଡ୍ରାଇଭର ଗୁରୁତର ହୋଇଛନ୍ତି। ଦମକଳବାହିନୀ ତାଙ୍କୁ ଉଦ୍ଧାର  କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ...

ବ୍ୟାଙ୍କରୁ ଋଣ ଟଙ୍କା ଉଠାଇ ଫେରୁଥିଲେ: ବାଟରୁ ଛଡାଇ ନେଲେ…

ପାଇକମାଲ,୬।୧୧(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମର ମା’ ଦୁର୍ଗା ସ୍ବୟଂ ସହାୟିକା ମହିଳା ଗ୍ରୁପ୍‌ର ସଦସ୍ୟାମାନେ ପାଇକମାଲ ଷ୍ଟେଟ ବ୍ୟାଙ୍କରୁ ସୋମବାର ୯୯ ହଜାର ଋଣ ବାବଦ ଟଙ୍କା ଉଠାଇ ଗାଁକୁ ଆସୁଥିଲେ। ହେଲେ ବ୍ୟାଙ୍କଠାରୁ...

ଗାଈ ଚରାଳୀଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ଧରାକୋଟ,୬ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ ଥାନା ଅଧୀନ ମଥୁରା ଗ୍ରାମର ସନିଦେବ ମନ୍ଦିର ନିକଟସ୍ଥ ହରଭଙ୍ଗି କେନାଲରୁ ସୋମବାର ଜଣେ ଗାଈ ଚରାଳୀଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ମଛାକୋଟ ପଞ୍ଚାୟତ...

ବ୍ରୋଞ୍ଜ, ରୌପ୍ୟ ଜିତିଲେ ସୁବ୍ରତ

ଗଞ୍ଜାମ,୬ା୧୧(ବିଦ୍ୟାଧର ସାହୁ): ବ୍ରହ୍ମପୁର ଡ଼ିଏଭି ସ୍କୁଲରେ ଅନୁଷ୍ଠିତ ଜିଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଗଞ୍ଜାମର ସୁବ୍ରତ କୁମାର ପାଢ଼ୀ ୧୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଏବଂ ଲଙ୍ଗଜମ୍ପରେ (୪.୨୦ମିଟର ) ରୌପ୍ୟ ପଦକ ହାସଲ କରିଛନ୍ତି। ୧୪ରୁ ୧୭ବର୍ଷ ବାଳକ ବିଭାଗରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri