ଆମ ଜିଲା ଖବର

ପେଟ ପାଇଁ ଜରି, ପ୍ଲାଷ୍ଟିକ୍‌ ବୋତଲ ଗୋଟାଉଛନ୍ତି ଶିଶୁ

ଯାଜପୁରରୋଡ୍‌,୩୦ା୧୦(ପବିତ୍ର ରଞ୍ଜନ ମହାନ୍ତି): ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳିତ ଶିଶୁଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ସେ ସବୁ ଯୋଜନା କେତେକ ସ୍ଥାନରେ କେବଳ କାଗଜକଲମରେ ସୀମିତ ରହୁଥିବା ଅଭିଯୋଗ ହେଉଛି। ଯାହାର ନିଚ୍ଛକ ଦୃଶ୍ୟ...

ପ୍ରଦୂଷଣରେ ଭାରାକ୍ରାନ୍ତ ମାନପୁର ବ୍ରିଜ୍‌

ଯାଜପୁର,୩୦।୧୦(ହର୍ଷବର୍ଦ୍ଧନ ବେହେରା) :ଶିଳ୍ପ ପ୍ରଦୂଷଣର ଭୟାବହତା ଏବେ କଳିଙ୍ଗନଗରବାସୀଙ୍କୁ କବଳିତ କରିଛି। ଚତୁଃପାର୍ଶ୍ୱରୁ ଶିଳ୍ପ କାରଖାନା ଘେର ମଧ୍ୟରେ ରହି କାଳ କାଟୁଥିବା ୩୦ ରୁ ଊର୍ଦ୍ଧ୍ୱ ଗାଁ ଲୋକେ ପ୍ରଦୂଷଣ ମଧ୍ୟରେ ଘାଣ୍ଟି ହେଉଛନ୍ତି । ବାୟୁ ଓ...

ଭକ୍ତଙ୍କୁ ଧୋତି ପିନ୍ଧାଇଲେ ସେବାୟତ

ପୁରୀ ଅଫିସ, ୨୯।୧୦(ଅଜିତ୍‌ ମହାନ୍ତି) : ଶ୍ରୀମନ୍ଦିରକୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ମହାପ୍ରଭୁଙ୍କ ଦର୍ଶନ କରିବା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହେବା ପରେ ବର୍ତ୍ତମାନ ଭକ୍ତମାନଙ୍କୁ ଏନେଇ ସଚେତନତା କରାଯାଉଛି। ଏହି ନିୟମ ଆସନ୍ତାବର୍ଷ ଜାନୁୟାରୀରୁ...

କାର୍ତ୍ତିକ ବ୍ରତ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୩ ହଜାରରୁ ଊର୍ଦ୍ଧ୍ୱ ହବିଷିଆଳିଙ୍କ ପାଇଁ ହୋଇଛି ରହିବା ବ୍ୟବସ୍ଥା

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): କାର୍ତ୍ତିକ ମାସ ରବିବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ପୁରୀରେ ହବିଷିଆଳିମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି। ସାରା ରାଜ୍ୟରୁ କାର୍ତ୍ତିକ ବ୍ରତ କରିବା ପାଇଁ...

ଟ୍ରେନ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି, ଶତାଧିକ ଆହତ

ରାୟଗଡ଼ା,୨୯।୧୦(ଆଶିଷ ରଞ୍ଜନ ପଣ୍ଡା): ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍‌କୁ ଅନ୍ୟ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କା ଦେଇଛି। ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି।...

ଷ୍ଟେଶନରେ ପଶିଲା ହାତୀ

ରାୟଗଡ଼ା,୨୯।୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍‌ ରେଳ ଷ୍ଟେଶନକୁ ଏକ ହାତୀ ବାଟବଣା ହୋଇ ପଶିଆସି ଦୀର୍ଘ ସମୟ ଧରି ବୁଲିଥିଲା। ରବିବାର ଭୋରରେ ରେଳ ଷ୍ଟେଶନରେ ହାତୀକୁ ଦେଖି ରେଳ କର୍ମଚାରୀ ଓ ଯାତ୍ରୀ...

ବିଶାଖାପାଟଣା-ରାୟଗଡ଼ା ଟ୍ରେନ ଲାଇନ୍‌ଚ୍ୟୁତ: ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରେନ୍‌, ୩ ମୃତ, ୧୦ ଆହତ

ରାୟଗଡ଼ା,୨୯।୧୦(ଆଶିଷ ରଞ୍ଜନ ପଣ୍ଡା): ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ରାୟଗଡ଼ା ଅଭିମୁଖେ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଂଟକାପଲ୍ଲୀଠାରେ ରବିବାର ଲାଇନ୍‌ଚ୍ୟୁତ ହୋଇଛି । ଫଳରେ ଟ୍ରେନର ୩ଟି ବଗି ପରସ୍ପରକୁ ଧକ୍କା ଦେଇ ଓଲଟି ପଡିଥିବା ସୂଚନା...

ମେଳା ଦେଖିବାକୁ ଯାଇଥିଲେ ପରିବାର ଲୋକେ: ଏପଟେ ଜଳିଗଲା ଘର

ମୋରଡ଼ା,୨୯।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିକିଟାମାଟିଆ ପଞ୍ଚାୟତ ବାଘାଝରଣ ଗ୍ରାମର ଡାହିସାହିରେ ଏକ ଅଘଟଣ ଘଟିଛି। ନିଆଁ ଲାଗି ଘରଟି ସମ୍ପୂର୍ଣ୍ଣ ଜଳି ଯାଇଛି l ମିଳିଥିବା ସୂଚନା ମୁତାବକ, ଗତକାଲି ଉକ୍ତ ସାହିର ସ୍ବର୍ଗତ...

ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, କାତି ମାଡ଼

ହିଞ୍ଜିଳିକାଟୁ,୨୯।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କଣ୍ଟେଇକୋଳି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। କାତିମାଡ଼ରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ କୃଷ୍ଣ ସାହୁ। କୃଷ୍ଣଙ୍କ ମୁଣ୍ଡରେ ଗଭୀର...

ସ୍ପଷ୍ଟ ଦିବାଲୋକରେ ହୋଟେଲ ତାଲା ଭାଙ୍ଗି ସବୁ ଲୁଟିନେଲେ ଦୁର୍ବୃତ୍ତ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ମୋରଡ଼ା,୨୯ା୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଧାନଶୋଳ-ଛୋଟରାୟପୁର ରାସ୍ତା କଡ଼ରେ ବନ୍ଦ ଥିବା ଏକ ହୋଟେଲରୁ ଚୋରି ହୋଇଥିବାର  ମୋରଡା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଉକ୍ତ ହୋଟେଲର ମାଲିକ ବିଦ୍ୟାଧର ମହାନ୍ତ ରବିବାର ଅପରାହ୍ନରେ...

ମାଡ଼ିଚାଲିଛି ଚକଡ଼ା, ଗଣ୍ଠି ପୋକ: କୀଟନାଶକ ସିଞ୍ଚନ ପରେ ବି ହେଉନି ଫସଲ ନିୟନ୍ତ୍ରଣ

ଭେଡ଼େନ,୨୯।୧୦(ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ବ୍ଲକର ଚାଷୀ ଓ ଚାଷକୁ ପ୍ରାକୃତିକ ବିପର୍ଯ୍ୟୟ ପିଛା ଛାଡୁନାହିଁ। କେତେବେଳେ ବର୍ଷା ଅଭାବ ତ’ ବିଦ୍ୟୁତ୍‌ ବିଭ୍ରାଟ ସାଙ୍ଗକୁ ରୋଗପୋକ ଦାଉରୁ ଫସଲ ବଞ୍ଚାଇବା ପାଇଁ ଚାଷୀ ସଂଘର୍ଷ ଜାରି ରଖିଛି...

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲା ପୁଣି ରାଜ୍ୟରେ ପ୍ରଥମ

ଛତ୍ରପୁର, ୨୯/୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ)- ଗଞ୍ଜାମ ଜିଲାକୁ ପୁଣିଥରେ ଜିଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଓଡିଶା ରାଜ୍ୟ ବିପର୍ଯ୍ୟୟପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri