ଆମ ଜିଲା ଖବର

ରିଭଲଭରରୁ ଗୁଳି ଚଳାଇ ଜୀବନ ହାରିଲେ ସବଇନସ୍ପେକ୍ଟର

ନୂଆପଡ଼ା,୨୯।୧୦: ନୂଆପଡ଼ା ଜିଲା ବୋଡ଼େନ ଥାନା ଖଡୁପାଣି ସିଆରପିଏଫ କ୍ୟାମ୍ପରେ ଏକ ଅଘଟଣ ଘଟିଛି । ନିଜ ରିଭଲଭରରୁ ଗୁଳି ଚଳାଇ ସିଆରପିଏଫ -୧୯ ବାଟାଲିୟନର ଏସଆଇ (ସବଇନସ୍ପେକ୍ଟର) ଡି. ଗୁନ୍ନାସେକରନ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ...

ବାପାଙ୍କ ଗୋଇଠା ମାଡ଼ରେ ଚାଲିଗଲା ଗର୍ଭବତୀ ଝିଅଙ୍କ ଜୀବନ 

ମୟୂରଭଞ୍ଜ,୨୯।୧୦: ବାପାଙ୍କ ଗୋଇଠା ମାଡ଼ରେ ଗର୍ଭବତୀ ଝିଅଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ପଥରଖଣି ଗାଁରେ । ପାରିବାରିକ କହଳରୁ ଏପରି ଘଟଣା ଘଟିଥିବା କୁହାଯାଉଛି।  ସ୍ବାମୀଙ୍କ ମୃତ୍ୟୁପରେ ଝିଅ ଶାଶୁଘର ଛାଡ଼ି...

ମାଉଜର ଲଗାଇ ୨୩ହଜାର ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ,୨୯।୧୦(ବିଦ୍ୟାଧର ସାହୁ): ବାଇକ ଆରୋହୀକୁ ଅନ୍ଧାରର ସୁଯୋଗ ନେଇ ମୁଣ୍ଡରେ ମାଉଜର ଲଗାଇ ୨୩ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଯାହା ଗଞ୍ଜାମ ସହରରେ ଆଲୋଚନାର ବିଷୟ ପାଲଟିଛି। ଘଟଣା ଘଟିଛି ଗଞ୍ଜାମ ଥାନା ଇଲାକାରେ। ମିଳିଥିବା ସୂଚନା ଅନୁଯାୟୀ,...

ମଧ୍ୟବିତ୍ତଙ୍କୁ ଅପହଞ୍ଚ ଆବାସ ପ୍ରକଳ୍ପ

ରାଉରକେଲା,୨୯।୧୦(ସଙ୍ଗୀତା ଜେନା)ସ୍ମାର୍ଟସିଟି ରାଉରକେଲା ଆଧୁନିକ କୌଶଳ ସମ୍ପନ୍ନ ସହର ଭାବେ ଖ୍ୟାତି ଲାଭ କରିଛି। ଏଠାରେ ଇସ୍ପାତ କାରଖାନା, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଏବଂ ଅନ୍ୟ ଶିଳ୍ପ ପ୍ରତିଷ୍ଠାନ ରହିଛି। ତେବେ ସହରରେ ସରକାରଙ୍କ ସେଭଳି ଆବାସ ପ୍ରକଳ୍ପ...

ଶହଶହ ବୋଦା ବଳିରେ ସୁନାଦେଇ ପୀଠ ରକ୍ତରଞ୍ଜିତ

ନୂଆପଡ଼ା,୨୯।୧୦ (ମକାରୁ ବେମାଲ)ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଚକୋଟିଆ ଭୂଞ୍ଜିଆ ଆଦିବାସୀ ସମ୍ପ୍ରଦାୟର ଇଷ୍ଟଦେବୀ ମା’ ସୁନାଦେଇଙ୍କ ନବରାତ୍ରି ପୂଜା ଅନୁଷ୍ଠିତ ହୋଇଯାଇଛି। ଆଶ୍ୱିନ ଅମାବାସ୍ୟାଠାରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଦିନ...

ସର୍ଭେରେ ସୀମିତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ପୋଲ ନିର୍ମାଣ

ନବରଙ୍ଗପୁର,୨୯।୧୦(ସଦାଶିବ ପ୍ରହରାଜ)ନବରଙ୍ଗପୁର ଓ ରାୟଗଡ଼ା ଜିଲା ସହ ଗମନାଗମନର ସୁଗମ କରିବା ପାଇଁ ରାଜ୍ୟ ସରକାର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଏକ ସେତୁ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ। ଘୋଷଣାକୁ ୩ ବର୍ଷ ବିତିଗଲାଣି। ଏ ପର୍ଯ୍ୟନ୍ତ ସେତୁ କାମ...

ଜଳଭଣ୍ଡାର ତଳେ ଜଳକଷ୍ଟ

କୋରାପୁଟ,୨୯ା୧୦(ଅମିତାଭ ବେହେରା)କୋରାପୁଟ ବ୍ଲକ ଅଧୀନରେ ରହିଛି ବଡ଼ କେରଙ୍ଗା ପଞ୍ଚାୟତର ପୁକି ଗ୍ରାମ। କୋଲାବ ଜଳଭଣ୍ଡାରଠାରୁ ମାତ୍ର ୨ କି.ମି. ଦୂରେ ଥିବା ପୁକି ଓ ନୁଆଁପୁକି ଗ୍ରାମରେ ଥିବା ୬୦ ପରିବାର ଭୋଗୁଛନ୍ତି ଜଳକଷ୍ଟ। ୩୫୦ରୁ ଊର୍ଦ୍ଧ୍ୱ ଲୋକ...

ଜେଲରୁ ଆସି ଭାଇଗିରି କରୁଥିଲେ ଦୁନିଆ

ବ୍ରହ୍ମପୁର,୨୯ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ବାଲିପଡ଼ା ନିକଟସ୍ଥ ନାରାୟଣପୁର ଗ୍ରାମରେ ଶୁକ୍ରବାର ରାତିରେ ଦୁନିଆ ସାହୁ, ତାଙ୍କ ଭାଇ ଆଲୋକ ସାହୁ ଓ ମା’ କୁନି ସାହୁଙ୍କୁ ସଂଘବଦ୍ଧ ଭାବେ ଘାତକ ଆକ୍ରମଣ ହୋଇଥିଲା।...

ଡାକ୍ତର ଅଭାବ, ରୋଗୀସେବା ବିପର୍ଯ୍ୟସ୍ତ

ଛେଣ୍ଡିପଦା,୨୯।୧୦(ଅଜିତ ଧଳ)ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ଦୀର୍ଘଦିନ ହେବ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହେଉଛି। ଏହାର ପ୍ରତିବାଦରେ ଶନିବାର ରାତିରେ...

ନନ୍ଦିନୀ ଦେବୀଙ୍କୁ ମରଣୋତ୍ତର ଢେଙ୍କାନାଳ ଗୌରବ ସମ୍ମାନ

ଢେଙ୍କାନାଳ,୨୯ା୧୦(ରତନ ନାୟାର)ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୮ତମ ନଟରାଜ କୁମାରୋତ୍ସବ ଶନିିବାର ଉଦ୍‌ଘାଟିତ ହୋଇଯାଇଛି। ଢେଙ୍କାନାଳ ସାମ୍ବାଦିକ ସଂଘ, ଜିଲା ସଂସ୍କୃତି ପରିଷଦ, ରାଜ୍ୟ ସଂସ୍କୃତି ବିଭାଗ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ସଙ୍ଗୀତ...

ଡମ୍ପ ମାଟି ଧସି ଗ୍ରାମବାସୀ ନୟାନ୍ତ

ଯାଜପୁର,୨୯ା୧୦(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ସୁକିନ୍ଦା ବ୍ଲକ ଓଡ଼ିଶା ଖଣି ନିଗମ(ଓଏମସି) ଦକ୍ଷିଣ କାଳିଆପାଣି ଖଣିର ଡମ୍ପ ଧସିବା ଯୋଗୁ ଆଖପାଖ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାରେ ରୁନ୍ଧି ହେଉଛନ୍ତି। ଏନେଇ ପ୍ରଭାବିତ ଗ୍ରାମବାସୀ ପୂର୍ବରୁ ଜିଲା ପ୍ରଶାସନ ଏବଂ...

କାର୍ଯ୍ୟକ୍ଷମ ହୋଇପାରୁନି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର

ବ୍ରହ୍ମବରଦା,୨୯ା୧୦(ଯଯାତି କେଶରୀ ବେହେରା):ବ୍ରହ୍ମବରଦା କଲେଜ ନିକଟରେ ପ୍ରତିଷ୍ଠା ହୋଇଥିବା ୩୩/୧୧କେଭି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର କାମରେ ଲାଗି ପାରୁନାହିଁ। ଫଳରେ ଏହାକୁ ନେଇ ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ଜୁନ ୮ରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri