ଆମ ଜିଲା ଖବର

ପାଣିପାଗ ସୂଚନା ମିଳିବାରେ ବ୍ୟତିକ୍ରମ

ନୂଆଗାଁ,୨୯।୧୦ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକର କାପ୍ତାପଲି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପାଣିପାଗର ପୂର୍ବାନୁମାନ ସୂଚନା ଓ କୃଷି ସୂଚନା ଦେବା ନିମନ୍ତେ ଗ୍ରାମ ବିକାଶ ସଂସ୍ଥା ତରଫରୁ କାପ୍ତାପଲ୍ଲୀ ଗ୍ରାମରେ ସୂଚନା ଫଳକର ବ୍ୟବସ୍ଥା କରାଯାଇଛି...

ମନରୁ ଲିଭୁନି ଲୋମଟାଙ୍କୁରା ଦୃଶ୍ୟ

ଏରସମା,୨୯।୧୦(ଦୀପ୍ତି ରଞ୍ଜନ ଖଣ୍ଡୁଆଳ)୧୯୯୯ ମହାବାତ୍ୟାକୁ ରବିବାର ୨୪ ବର୍ଷ ପୂରିବ। ଏହା ମଧ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇଛି। କିନ୍ତୁ ଏବେବି ସେଦିନର ସ୍ମୃତି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ। ବିଶେଷକରି ଜଗତ୍‌ସିଂହପୁର ଜିଲା ଏରସମାରେ ମହାବାତ୍ୟା କରାଳରୂପ...

ସୀମାନ୍ତରେ ଆଇଇଡି ନିଷ୍କ୍ରିୟକଲେ ଯବାନ

ମାଲକାନଗିରି,୨୯ା୧୦ (ଦୁର୍ଯ୍ୟୋଧନ ପାତ୍ର)ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ଘୋଟୁଲପାରାରେ ଖଞ୍ଜାଯାଇଥିବା ଏକ ୪ କେଜିର ଆଇଇଡି ବୋମାକୁ ଶନିବାର ଯବାନମାନେ ନିଷ୍କ୍ରିୟ କରିଛନ୍ତି। ସୂଚନା ଅନୁଯାୟୀ, ଛତିଶଗଡ଼ ବିଧାନସଭା ନିର୍ବାଚନ ଥିବାରୁ ମାଓବାଦୀ ଦମନ ସର୍ଚ୍ଚ ଅପରେଶନକୁ ଯବାନମାନଙ୍କୁ ପକ୍ଷରୁ...

ଥାନା ଭିତରେ ବ୍ଲେଡ୍‌ରେ ଆଇଆଇସିଙ୍କ ଗଳା କାଟିଲେ ଚୋରି ଅଭିଯୁକ୍ତ

ବିଶୋଇ,୨୮ା୧୦(ଅମିତ ଦାସ): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧିକାରିଣୀ (ଆଇଆଇସି) ମିନି ଭୋଇଙ୍କୁ ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚୋରି ଘଟଣାରେ ପଚରାଉଚରା ପାଇଁ ଆସିଥିବା ଜଣେ ଅଭିଯୁକ୍ତ ଥାନା ମଧ୍ୟରେ...

ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ବନ୍ଧାହେଲେ ଆଇନଜୀବୀ

ସିମୁଳିଆ,୨୮ା୧୦(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ଖଇରା ବ୍ଲକ ଅଞ୍ଚଳର ଜଣେ ବିଧବା ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଘଟଣାରେ ସିମୁଳିଆ ପୋଲିସ ଭଦ୍ରକ ଅଞ୍ଚଳର ଅନନ୍ତ ନାରାୟଣ ପଣ୍ଡା ନାମକ ଜଣେ ଆଇନଜୀବୀଙ୍କୁ ଗିରଫ କରିଛି।...

ପାଇପ୍‌ ଫାଟି ରାସ୍ତାରେ ବୋହୁଛି ପାଣି

କେନ୍ଦୁଝର,୨୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ମୁଖ୍ୟ ବଜାର ନିକଟ ଧର୍ମଶାଳା ରାସ୍ତାରେ ଦୀର୍ଘମାସ ହେଲା ପାଣି ପାଇପ୍‌ ଫାଟି ଯାଇଥିଲେ ହେଁ ସଜଡ଼ା ଯାଉ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଧିରେ ଧିରେ ପାଇପ୍‌ରୁ...

ପୁରୁଷୋତ୍ତମପୁର ଅଞ୍ଚଳରେ ପ୍ରଥମ: ଚାନ୍ଦି ଗହଣାରେ ଶୋଭା ପାଇଲେ ମା’ ଗଜଲକ୍ଷ୍ମୀ, ସାଢେ ଛଅ କେଜି ରୁପା ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦେଲେ ଦର୍ଶନ

ପୁରୁଷୋତ୍ତମପୁର, ୨୮/୧୦ (ସିମାଞ୍ଚଳ ମିଶ୍ର) ପବିତ୍ର କୁମାର ପୂର୍ଣମା ଓ ଗଜଲକ୍ଷ୍ମୀ ପୂଜା ଲାଗି ଶନିବାର ସମଗ୍ର ପୁରୁଷୋତ୍ତମପୁର ଅଞ୍ଚଳ ଚଳ ଚଞ୍ଚଳ ହୋଇ ଉଠିଛିା କୁମାରୀ ଯୁବତୀ ମାନେ ଜହ୍ନିଓଷା ବ୍ରତକୁ ଉଦଯାପନରେ ଲାଗିପଡିଥିବା ବେଳେ ବିଭିନ୍ନ ପୂଜା...

୯ କିଲୋ ଓଜନର ରୂପା ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଲେ ମା’ ସୁରେଶ୍ୱରୀ

ସୋନପୁର,୨୮ା୧୦(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀ ୯ କିଲୋ ଓଜନର ରୂପା ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କୁ ଜଣେ ଭକ୍ତ ଏହି ରୁପା ଅଳଙ୍କାର ଦେଇଛନ୍ତି। ଅଳଙ୍କାର ମଧ୍ୟରେ ପରଭା, ଛତ୍ର, ପଦ୍ମ...

ଇଣ୍ଡିଆନ ଆଇଡଲ ଗୋଲ୍‌ଡେନ ଟିକଟ ପାଇଥିବା ଅଜୟଙ୍କୁ ବଲାଙ୍ଗୀର ଜିଲାପାଳଙ୍କ ଶୁଭେଚ୍ଛା

ବଲାଙ୍ଗୀର,୨୮ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ଜାତୀୟ ସ୍ତରର ମର୍ଯ୍ୟଦାଜନକ କଣ୍ଠସଙ୍ଗୀତ ପ୍ରତିଯୋଗିତା ଇଣ୍ଡିଆନ୍‌ ଆଇଡଲ ସିଜନ୍‌ ୧୪ର ଅଡିଶନ୍‌ ରାଉଣ୍ଡରେ ବଲାଙ୍ଗୀରର ଉଦୟୀମାନ ଯୁବ କଣ୍ଠଶିଳ୍ପୀ ଏବଂ ସଙ୍ଗୀତଜ୍ଞ ଅଜୟ ଅମର ସିଂଦେଓ ଗୋଲଡେନ୍‌ ଟିକଟ ପାଇଛନ୍ତି। ସୋନି ଟିଭି ପ୍ରାୟୋଜିତ...

ରାସ୍ତା, ନେଟୱର୍କ ସମସ୍ୟା ପର୍ଯ୍ୟଟକଙ୍କୁ କରୁଛି ନିରାଶ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ): ପ୍ରାକୃତିକ ଶୋଭାର ଗନ୍ତାଘର କଳାହାଣ୍ଡି। ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ, ଜଳ ପ୍ରପାତ ରହିଛି। ସେଥିମଧ୍ୟରୁ ରାବଣଧର ଜଳପ୍ରପାତ ଅନ୍ୟତମ। ଭବାନୀପାଟଣା ମୁଖ୍ୟାଳୟରୁ ୧୧ କି.ମି. ଦୂର ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ପଞ୍ଚାୟତରେ ରହିଛି ରାବଣଦର ଜଳପ୍ରପାତ।...

ବାଇକ୍‌ ସହ ୩ ଚୋରଙ୍କୁ ଧରି ପୋଲିସ ଜିମାଦେଲେ ଲୋକେ

ପୁରୁଷୋତ୍ତମପୁର,୨୮।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଟ୍ରକ, ବସ୍‌ଗୁଡିକରୁ ଡିଜେଲ ଚୋରି କରୁଥିବା ୩ ଜଣିଆ ଚୋର ଗ୍ୟାଙ୍ଗକୁ ଧରି ଲୋକେ ପୋଲିସରେ ଜିମା ଦେଇଛନ୍ତି। ଏହାସହ ସେମାନେ ଆଣିଥିବା ଏକ ବ୍ୟାରେଲ, ପଲସର ବାଇକ୍‌(ନଂ.ଓଡି୦୭ଏଜେ-୭୦୨୯)କୁ ଲୋକେ ଜବତ...

ଢେଙ୍କାନାଳରେ ମା’ ଲକ୍ଷ୍ମୀଙ୍କ ଧରାବତରଣ

ଢେଙ୍କାନାଳ,୨୮ା୧୦(ରତନ ନାୟାର): ଢେଙ୍କାନାଳରେ ଧରାବତରଣ କରିବେ ମା’ ଲକ୍ଷ୍ମୀ। ଶନିବାରଠାରୁ ସହରରେ ଆରମ୍ଭ ହେବ ମା’ଙ୍କ ଆରାଧନା। ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର ଢେଙ୍କାନାଳ। ସହରରେ ଶେଷ ହୋଇଛି ସମସ୍ତ ସାଜସଜ୍ଜା। ଚଳିତବର୍ଷ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ୮୦ ବର୍ଷରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri