ଆମ ଜିଲା ଖବର

ଗାଁରେ ବ୍ୟାପୁଛି ଚର୍ମ ରୋଗ: ଡାକ୍ତରୀ ଦଳ ପହଞ୍ଚି ଆରମ୍ଭ କଲେ ଚିକିତ୍ସା

ତୁମୁଡିବନ୍ଧ,୨୬।୧୦(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଧୀନ ଲଙ୍କାଗଡ଼ ପଞ୍ଚାୟତ ବାଡ଼ିଙ୍ଗାଲୁ ଗ୍ରାମରେ ଚର୍ମ ରୋଗ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏନେଇ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ପରେ ତୁମୁଡିବନ୍ଧ ଏବଂ...

ଦାୟିତ୍ୱ ନେଲେ ପୋଲସରାର ନୂଆ ବିଡିଓ

ପୋଲସରା,୨୬ା୧୦(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ବ୍ଲକ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦବୀ ଖାଲି ରହିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡ଼ା ଦାୟିତ୍ୱ ନିର୍ବାହ କରି ଆସୁଥିଲେ। ଗୁରୁବାର ନୂତନ ଭାବେ...

ମଦ ପିଇ ଚଳାଉଥିଲେ ଗାଡ଼ି, ୨୧ ଜଣଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୨୬ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଗଞ୍ଜାମ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଥିବା ବେଳେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ମଦ୍ୟପ ଚାଳକଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଛି ପୋଲିସ। ଗଞ୍ଜାମ ଏସ୍‌ପି...

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର

ଗଞ୍ଜାମ/ଛତ୍ରପୁର,୨୬ା୧୦(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ଥାନା ସମ୍ମୁଖ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗୁରୁବାର ଏକ କାର୍‌ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଛତ୍ରପୁର ଉପଖଣ୍ଡ...

ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ

ନୀଳଗିରି,୨୬ା୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୧ରୁ ନୀଳଗିରି ଉପଖଣ୍ଡର କୁଲଡିହା ଅଭୟାରଣ୍ୟ ଖୋଲିବ। ବାଲେଶ୍ୱର ସହରରୁ ପ୍ରାୟତଃ ୪୦ କିଲୋମିଟର ଦୂରରେ ଥିବା ନୀଳଗିରି ଉପଖଣ୍ଡର ଏହି ଅଭୟାରଣ୍ୟ ନଭେମ୍ବର ପହିଲାରେ ପର୍ଯ୍ୟଟକଙ୍କୁ ୯ଟାରେ...

ବାକି ଟଙ୍କା ନ ଦେବାରୁ ମହିଳାଙ୍କୁ ବଳାତ୍କାର

ଗୋପ, ୨୬ା୧୦(ଭାରତୀ ଭୂଷଣ ଉପାଧ୍ୟାୟ)ବାକି ଟଙ୍କା ପରିଶୋଧ ନ କରିବାରୁ ଗୋପ ଥାନା ଅଞ୍ଚଳରେ ଜଣେ ୪୫ ବର୍ଷୀୟା ବିବାହିତା ମହିଳା ବଳାତ୍କାରର ଶିକାର ହୋଇଛନ୍ତି। ଏ ନେଇ ଗୋପ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ଅଭିଯୋଗ ଅନୁଯାୟୀ...

ବାଡ଼ିଙ୍ଗଲୁ ଗ୍ରାମରେ ବ୍ୟାପୁଛି ଚର୍ମ ରୋଗ

ତୁମୁଡିବନ୍ଧ,୨୬ା୧୦(ଦୀପକ କୁମାର ପରାସେଠ)ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତର ବାଡିଙ୍ଗଲୁ ଗ୍ରାମରେ କାଚୁ କୁଣ୍ଡିଆ ବ୍ୟାପିବାରେ ଲାଗିଛି। ଏଥିପାଇଁ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝି ବୁଧିବାର ଉକ୍ତ ଗ୍ରାମକୁ ଯାଇ ପୀଡ଼ିତ ଲୋକଙ୍କୁ ଭେଟିଛନ୍ତି। ବୁଡିଙ୍ଗଲୁ ଗ୍ରାମରେ ୪୦ପରିବାରର କୁଟିଆ...

ଭଗ୍ନ ଅବସ୍ଥାରେ ପରିବା ମାର୍କେଟ

ଛତ୍ରପୁର,୨୬ା୧୦(ଦିଲୀପ ସାମଲ)ଛତ୍ରପୁର ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ବହୁ ପୁରାତନ ମାର୍କେଟଟି ଦୀର୍ଘଦିନ ଧରି ଭଗ୍ନ ଅବସ୍ଥାରେ ପଡିରହିଛି। ଫଳରେ ପରିବା ବ୍ୟବସାୟୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟବସାୟୀମାନେ ଏ ନେଇ ବାରମ୍ବାର ଅଭିଯୋଗ...

ଏ ଫର୍ମକୁ ଚାପି ଦେଇ ଦୁର୍ନୀତି ଅଣାୟତ୍ତ

ଯାଜପୁର,୨୬ା୧୦(ହର୍ଷବର୍ଦ୍ଧନ ବେହେରା): ବିଷାକ୍ତ ମଦ ତିଆରି ହେଉ ବା ବିକ୍ରୀ କରିବା ଯେପରି ଏକ ଗର୍ହିତ ଅପରାଧ, ସେହିଭଳି ମଦ ବିକ୍ରୀ ନାମରେ ବିପୁଳ ଟଙ୍କା ରାଜସ୍ବ ଅତ୍ମସାତ୍‌ କରିବା ମଧ୍ୟ ଗୁରୁତର ଦେଶଦ୍ରୋହ କାର୍ଯ୍ୟ। ସରକାର ଅବକାରୀ ବିଭାଗକୁ...

ଉଷ୍ମ ଜଳବାୟୁ, ଚିନ୍ତାରେ କୋବିଚାଷୀ

ରସୁଲପୁର,୨୬ା୧୦(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଞ୍ଚଳ ଏକ କୃଷି ପ୍ରଧାନ ବ୍ଲକ ଭାବେ ପରିଚିତ। ପରିବା ଚାଷ ପାଇଁ ରାଜ୍ୟରେ ଏହି ଅଞ୍ଚଳର ସ୍ବତନ୍ତ୍ର ପରିଚୟ ରହିଛି। ବାରବାଟୀ ଅଞ୍ଚଳରୁ ଉତ୍ପାଦିତ କୋବି ବ୍ୟବସାୟ ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ପରିବହନ...

ମହେଶ୍ୱରପୁର ପଞ୍ଚାୟତରେ ନାନା ସମସ୍ୟା

ବ୍ରହ୍ମବରଦା,୨୬ା୧୦(ଯଯାତି କେଶରୀ ବେହେରା):ରସୁଲପୁର ବ୍ଲକ୍‌ର ମହେଶ୍ୱରପୁର ପଞ୍ଚାୟତରେ ନାନା ସମସ୍ୟା ଲାଗି ରହିଛି। ୧୩ ୱାର୍ଡର ୫ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ନେଇ ଗଠିତ ଏହି ପଞ୍ଚାୟତ କାର୍ଯ୍ୟାଳୟଟି ୪ ନମ୍ବର ୱାର୍ଡର ମଦରସା ମସଜିଦ ନିକଟରେ ଅବସ୍ଥିତ। ପଞ୍ଚାୟତ...

ସମବାୟ ସମିତି ସମ୍ପାଦକଙ୍କ ଏକଚାଟିଆ ନୀତି

ପଟ୍ଟାମୁଣ୍ଡାଇ, ୨୬ା୧୦ (କଳ୍ପତରୁ ନାୟକ)ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରାୟ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଚଳନ୍ତି। କୃଷିର ଉନ୍ନତି ହିଁ ଗ୍ରାମାଞ୍ଚଳ ଚାଷୀମାନଙ୍କ ଆର୍ଥତ୍କ ମାନଦଣ୍ଡ ସୁଦୃଢ କରି ପାରିବାକୁ ନେଇ କୃଷି ଉତ୍ପାଦନ ବୃଦ୍ଧି ପାଇଁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri