ଆମ ଜିଲା ଖବର

ରାଷ୍ଟ୍ରପତିଙ୍କ ଆଖିରେ ଲୁହ ମହାପ୍ରଭୁଙ୍କୁ ଦେଖୁ ଦେଖୁ …

ପୁରୀ,୪।୧୨( ଅଜିତ୍ କୁମାର ମହାନ୍ତି):୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର...

ରାସ୍ତା ମଝିରେ ଜଳିଗଲା ଗ୍ୟାସ ସିଲିଣ୍ଡର ଟ୍ରକ

ଗଞ୍ଜାମ,୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ପୁଇଁତଳା ଛକରେ ବୁଧବାର ଏକ ଅଘଟଣ ଘଟିଛି। ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଚଳନ୍ତା ଟ୍ରକରେ ନିଆଁ ଲାଗିଯାଇଥିଲା l ମିଳିଥିବା ସୂଚନା ମୁତାବକ, ଏକ ଏଲ୍‌ପିଜି...

ଆଗକୁ ବଢ଼ିଲା ମୂଳଖରସ୍ରୋତା ପୁନରୁଦ୍ଧାର ପ୍ରକ୍ରିୟା

ରସୁଲପୁର,୪।୧୨(ରଂଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ଟିକରପଡ଼ାଠାରେ ମୂଳଖରସ୍ରୋତା ନଦୀ ଉପର ମୁଣ୍ଡରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ପ୍ରକ୍ରିୟା ଆଉ ପାଦେ ଆଗକୁ ବଢିଛି। ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ଓ ନଦୀ ପୁନରୁଦ୍ଧାର ପ୍ରକଳ୍ପକୁ ବୈଷୟିକ ମଞ୍ଜୁରୀ...

ବିଜେଡିକର୍ମୀଙ୍କୁ ଘେରି ଖଣ୍ଡାରେ ହାଣି ପକାଇଲେ

ଦିଗପହଣ୍ଡି,୪।୧୨(ଅଶେଷ ନାଥ ମିଶ୍ର): ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ବିଜେଡି କର୍ମୀ ଜି.ବଂଶୀ ଦୋରାଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରାଯାଇଛି। ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ବଂଶୀ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରୁ କାମସାରି ବାଇକ ଯୋଗେ ଘରକୁ...

ଏନ୍‌ଏସିରେ ହୋଇପାରୁନି ବିକାଶ

ଧାମନଗର,୪।୧୨(ସନ୍ତୋଷ କୁମାର ମହାପାତ୍ର): ଗତ ସାଧାରଣ ନିର୍ବାଚନ ପରଠାରୁ ଧାମନଗର ଏନ୍‌ଏସିରେ ଦିନକୁ ଦିନ ବିପର୍ଯ୍ୟସ୍ତ ଅବସ୍ଥା ଦେଖିବାକୁ ମିଳୁଛି। ବହୁ କୋଟି ଟଙ୍କା ମହଜୁଦ ଥାଇ ମଧ୍ୟ କାର୍ଯ୍ୟ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଅଧ୍ୟକ୍ଷା...

ବନ୍ଦର ବିରୋଧରେ ତେଜୁଛି ଅସନ୍ତୋଷ

ବାଲିଆପାଳ, ୪।୧୨(ଗୋପାଳ ଚନ୍ଦ୍ର ସାହୁ):ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ ଚଉମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ଚଳିତ ମାସ ୧୭ ତାରିଖ ହେବାକୁ ଥିବା ଜନଶୁଣାଣିରେ ବନ୍ଦରକୁ ବିରୋଧ କରି ଭିଟାମାଟିକୁ ସୁରକ୍ଷା ଦେବା ପାଇଁ...

ଦିବ୍ୟାଙ୍ଗଙ୍କୁ ଜୀବନଜୀବିକାରେ ସ୍ବାବଲମ୍ବୀ ପାଇଁ ପ୍ରୟାସ: ସୋଲାର ଚାଳିତ ଯନ୍ତ୍ରପାତିରେ ସ୍ବାବଲମ୍ବୀ

ଦାରିଙ୍ଗବାଡି,୪।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ଦିବ୍ୟାଙ୍ଗମାନଙ୍କୁ ଜୀବନଜୀବିକାରେ ସ୍ବାବଲମ୍ବୀ କରିବାକୁ ପ୍ରୟାସ ଆରମ୍ଭ କରାଯାଇଛି ବିଶେଷକରି ଦିବ୍ୟାଙ୍ଗମାନେ ଘରେ ବସି ରୋଜଗାର କରିବା ପାଇଁ କିମ୍ବା ଭ୍ରାମ୍ୟମାଣ ବ୍ୟବସାୟ କରିବାକୁ ଯୋଜନା କରାଯିବା ସହ...

ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୪ଜଣଙ୍କୁ ଜାମିନ

ଯାଜପୁର ଟାଉନ,୪।୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲାରେ ମଙ୍ଗଳବାର ୧୪ଜଣଙ୍କ ଜାମିନ ମଞ୍ଜୁର ହୋଇଛି। ଏହି ଘଟଣାରେ ଯାଜପୁର ପୋଲିସ ୧୪ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଥିଲା। ଗତ ନଭେମ୍ବର...

ଜୈବିକ ପଦ୍ଧତିରେ ମୂଳା ଚାଷ ଦେଇଛି ରୋଜଗାର

ଦାରିଙ୍ଗବାଡି, ୪।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଉଦ୍ୟାନ ଚାଷୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି ଆଗରୁ କେବଳ ଜୈବିକ ହଳଦୀ, ଅଦା, ସୋରିଷ ଆଦି ଚାଷ କରୁଥିବା ବେଳେ ଏବେ ଉଦ୍ୟାନ ଚାଷ ପାଇଁ...

କାର ସହ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ: ୩ ଗିରଫ

ଦେବଗଡ,୪।୧୨(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲା ରିଆମାଳ ଥାନା ତେଲିମୁଣ୍ଡା ଛକରୁ ଏକ ସ୍ବିଫ୍ଟ କାର ସହିତ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ। ଏହି ଘଟଣାରେ ୩ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ରିଆମାଳ ଥାନା ବାଲିଜୋରି...

ଶିମିଳିପାଳରେ ୨ କଳାବାଘ ଶାବକ

ବାରିପଦା, ୪ା୧୨:(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମିଲେନାଷ୍ଟିକ ଟି-୨୪ ପ୍ରଜାତି ବାଘର ୨ ଶାବକ ମା’ ସହ ବୁଲୁଥିବା ଏଆଇ କ୍ୟାମେରାରେ କଏଦ ହୋଇଛି। ଏନେଇ ଖୁସି ପ୍ରକଟ କରି ପ୍ରଧାନ ମୁଖ୍ୟ...

୨୦ ବର୍ଷ ଦେଶସେବା ସାରି ଭିଟାମାଟିକୁ ଫେରିଲେ ଯବାନ,ଗାଁ ଦାଣ୍ଡରେ…

କୋକସରା,୩ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମର ସ୍ବର୍ଗତ ହୃଷୀକେଶ ଦଳପତିଙ୍କ ବଡ଼ପୁଅ ଭୋଳାନାଥ ଦଳପତି ଭାରତ ସରକାରଙ୍କ ଆସାମ ରାଇଫଲରେ ସିଆର୍‌ପିଏଫ୍‌ ଯବାନ ଭାବେ ୨୦୦୪ରେ ଯୋଗଦାନ କରିଥିଲେ। ଦେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri