ଆମ ଜିଲା ଖବର

ମନ୍ଦିରରୁ ପଡ଼ି ରଙ୍ଗ କାରିଗରଙ୍କ ଜୀବନ ଗଲା

କୋକସରା,୧୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆସନ୍ତା ନଭେମ୍ବର ୪ ତାରିଖରେ ପ୍ରଭୁ ବୁଢ଼ାରଜା ଠାକୁରଙ୍କ ବାର୍ଷିକ ଦଶହରା ଥିବାରୁ ମନ୍ଦିର ଉପରେ ସାଥୀ ଶ୍ରମିକଙ୍କ ସହ ରଙ୍ଗ ମାରୁଥିବା ବେଳେ ଅସାବଧାନତା କାରଣରୁ ମନ୍ଦିର ଉପରୁ ଖସି ପଡ଼ି ଜଣେ ରଙ୍ଗ...

ଘାଟିରେ ଓଲଟିଲା କାଠବୋଝେଇ ଟ୍ରକ୍‌

ବାଲିଗୁଡ଼ା,୧୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଗୋପାଳପୁରଠାରୁ ରାୟପୁର ଦେଇ ଯାଇଥିବା ୫୯ ନଂ. ଜାତୀୟ ରାଜପଥ ଗଦ୍ରିଙ୍ଗିଆ ଘାଟିରେ ଏକ କାଠବୋଝେଇ ଟ୍ରକ୍‌ ନଂ. ୟୁପି-୬୭-ଟି- ୮୮୫୧ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଟ୍ରକ୍‌ଟିର...

ବିଜୁଳି ସମସ୍ୟା ସମାଧାନ ଦାବି ନେଇ ଏସ୍‌ଡିଓ ଅଫିସ ସମ୍ମୁଖରେ ବିକ୍ଷୋଭ

ସିଂହପୁର,୧୮ା୧୦(ଅନଙ୍ଗ ଉଦୟ ବେଉରିଆ): ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କନ୍‌ଜ୍ୟୁମର ଆସୋସିଏଶନ ଆଞ୍ଚଳିକ କମିଟି ଜରୀ-ଛନ୍ଦାମୁଣ୍ଡ କମିଟିର ସମ୍ପାଦକ ବ୍ରହ୍ମାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ବାଳମୁକୁଳି ଇଲେକ୍ଟ୍ରିକାଲ ଏସ୍‌ଡିପିଓ ଅଫିସ୍‌ ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ କରାଯାଇଛି। ଘନଘନ ବିଜୁଳି କାଟ୍‌ ବନ୍ଦ,...

ଅର୍ଡର ନ ଦେଇ ଆସିଲା ପାର୍ଶଲ, ଭିତରୁ ବାହାରିଲା…

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ଯୁବକ ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ସେ ଜଣେ ପ୍ରତିଷ୍ଠିତ ପେଟ୍ରୋଲ ପମ୍ପ୍‌ ମାଲିକ ଓ ହୋଟେଲ ବ୍ୟବସାୟୀ ହୋଇଥିବା ବେଳେ ସଦାବେଳେ ନିଜ ବ୍ୟବସାୟକୁ ନେଇ ବ୍ୟସ୍ତ ରୁହନ୍ତି।...

ମୃତ କର୍ମଚାରୀଙ୍କ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ଦ୍ୱିତୀୟ ଦିନରେ ଧାରଣା

ଛତ୍ରପୁର,୧୮ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ମାଟିଖାଲସ୍ଥିତ ଭାରତୀୟ ବିରଳ ମୃତ୍ତିକା (ଆଇଆର୍‌ଇଏଲ୍‌)କମ୍ପାନୀର କର୍ମଚାରୀଙ୍କ ମୃତ୍ୟୁ ପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ଦେବାରେ ଅହେତୁକ ଅବହେଳା ଯୋଗୁ ମୃତକ ପରିବାର ସଦସ୍ୟମାନେ ମଙ୍ଗଳବାରଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି।...

ରସୁଲପୁର ତହସିଲରେ ଚାଲିଛି ବେଆଇନ ବାଲିଘାଟ

ରସୁଲପୁର,୧୮।୧୦(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ତହସିଲ ଅଧୀନ ସମସ୍ତ ବାଲିଘାଟର ନିଲାମ ରାଜସ୍ବ ବିଭାଗ ଦ୍ୱାରା ହୋଇପାରିବ ନାହିଁ। ଆଗକୁ ତହସିଲ ପକ୍ଷରୁ ବାଲିଘାଟ ହାତେଇ ଥିବା ସମସ୍ତ ଲିଜଧାରୀମାନଙ୍କୁ ଘାଟର ନିଲାମ ପାଇଁ ଅନୁମତି ଯାଜପୁର ରୋଡସ୍ଥିତ...

ଟ୍ରଲି ଉପରେ ବନ୍ଧାପଡ଼ିଛି ଜୀବନ

ରସୁଲପୁର,୧୮।୧୦(ରଞ୍ଜିତ ରାଉତ): ବିଭିନ୍ନ ଗାଁ ଗଣ୍ଡା, ଜାତୀୟ ରାଜପଥ, ଭୋଜିଭାତ ହେଉଥିବା ଘର ଓ ମଣ୍ଡପ, ମେଳା ମହୋତ୍ସବ ପଡ଼ିଆ ବୁଲି ପଲିଥିନ, ପ୍ଲାଷ୍ଟିକ ବ୍ୟାଗ୍‌ ଓ ବୋତଲ ଆଦି ଗୋଟାଇ ଜୀବନ ବଞ୍ଚାନ୍ତି ସେମାନେ। ଏହା ସେମାନଙ୍କ ଜୀବିକା।...

ରାଜନଗରରେ ୨ ରାଜନୈତିକ ଦଳର ବିକ୍ଷୋଭ

ରାଜନଗର, ୧୮।୧୦ (ଭାସ୍କର ରାଉତରାୟ): ଆସନ୍ତା ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନଗର ରାଜନୀତିରେ ଅନେକ ରାଜନୈତିକ ଦୃଶ୍ୟ ଏବେ ଦେଖିବାକୁ ମିଳୁଛି। ମଙ୍ଗଳବାର ଦିନତମାମ ରାଜନଗର ବ୍ଲକରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଥିଲା। ଗୋଟିଏ ପଟରେ ବିଜେଡି...

ଲାଓସ୍‌ରେ ଫସିରହିଥିବା ପ୍ରବାସୀଙ୍କ ଫେରିବା ବାଟକୁ ଚାହିଁଛନ୍ତି ପରିବାର

କେନ୍ଦ୍ରାପଡ଼ା, ୧୮।୧୦ (ଜଗନ୍ନାଥ ଧଳ):  କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଞ୍ଚଳର ୨୫ ଶ୍ରମିକ ମ୍ୟାନ୍‌ମାର ଓ ଚାଇନା ମଧ୍ୟବର୍ତ୍ତୀ ଲାଓସ୍‌ରେ ଫସି ରହିଛନ୍ତି। ସେମାନଙ୍କ ନିର୍ଯାତନା କାହାଣୀ ଜାଣିବା ପରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଫେରି ଆସିବେ ବୋଲି...

ଚାଷୀଙ୍କୁ ସାର ଚିନ୍ତା

ପଟ୍ଟାମୁଣ୍ଡାଇ,୧୮।୧୦(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବର୍ତ୍ତମାନ ଧାନ ଫସଲ ପାଇଁ ୟୁରିଆ, ଗ୍ରୋମୋର ଓ ଡିଏପି ସାରର ଆବଶ୍ୟକ ହେଉଛି। ପ୍ରାଥମିକ ସମବାୟ ସମିତି (ସୋସାଇଟି)ଗୁଡ଼ିକରେ ସାର ମିଳୁ ନ ଥିବା ବେଳେ ବଜାର ଡିଲରମାନଙ୍କ ପାଖରେ...

ବିକ୍ରି ହେଉଛି ଅନୁପଯୋଗୀ ପାନୀୟଜଳ

ପାରାଦୀପ,୧୮।୧୦(ଶରତ ରାଉତ): ପାରାଦୀପ ବନ୍ଦର ସହରରେ ଏବେ ଖୋଲାରେ ୨୦ ଲିଟର ବିଶିଷ୍ଟ ପାନୀୟ ଜଳ ବିକ୍ରି ହେଉଛି। ପାରାଦୀପଗଡ ଠାରୁ ଆରମ୍ଭ କରି ଷଣ୍ଢକୁଦ ପର୍ଯ୍ୟନ୍ତ ୧୫ରୁ ଅଧିକ ବ୍ୟବସାୟୀ ଭୂତଳ ଜଳକୁ ସାମାନ୍ୟ ଶୋଧନ କରିବା ପରେ...

ଢେଙ୍କାନାଳକୁ ଆସିବ ପୁରୀ ତାଳଧ୍ୱଜ ରଥ ଚକ

ଢେଙ୍କାନାଳ,୧୮।୧୦(ରତନ ନାୟାର): ୨୦୨୦ ମସିହାରେ ପୁରୀ ରଥଯାତ୍ରାର ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଗୋଟିଏ ଚକ ଢେଙ୍କାନାଳକୁ ଅଣାଯିବ। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଢେଙ୍କାନାଳ ସହରସ୍ଥିତ ଶ୍ରୀବଳଦେବ ଜୀଉ ମନ୍ଦିର କର୍ତ୍ତୃପକ୍ଷଙ୍କୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri