ଆମ ଜିଲା ଖବର

ଛାତ୍ରୀଙ୍କୁ ଅସଦାଚରଣ, ଶିକ୍ଷକ ଗିରଫ

ବଡବିଲ,୧୭।୧୦ (ଦେବପ୍ରିୟ ରଣା): ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ ଲାଗିଛି। ଏଭଳି ଏକ ଲଜ୍ଜାକର ଘଟଣା କେନ୍ଦୁଝର ଜିଲା ବଡ଼ବିଲ ଥାନାଞ୍ଚଳରେ ଦେଖିବାକୁ ମିଳିଛି। ବଡ଼ବିଲ ଥାନା ଅନ୍ତର୍ଗତ ଭୁଷୁଗାଁସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ...

ଚାରି ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ମାଟି ତଳେ ପୋତିଦେଲେ ମାଆ

ବାଲିଗୁଡ଼ା,୧୭।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): ଚାରି ବର୍ଷର ଶିଶୁ କନ୍ୟାକୁ ହତ୍ୟା କରିଛି ନିଜ ଜନ୍ମ କଲା ମାଆ । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ...

ରୋଗୀ ଲହୁଲୁହାଣ

ଦିଗପହଣ୍ଡି,୧୭।୧୦(ସଞ୍ଜୀବ କୁମାର ପାତ୍ର) ୫୭ ବର୍ଷିୟ ବ୍ୟକ୍ତିଙ୍କୁ କେହି ଜଣେ ଅଜଣା ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ସ୍ଥଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦିଗପହଣ୍ଡି...

ଗୋରୁ ଗାଡି ଧରିଲେ ଗ୍ରାମବାସୀ, ଏନଏଚ ୪୯ ପାଲଟିଛି ଗୋ ମାଫିଆଙ୍କ ପାଇଁ ସୁରକ୍ଷିତ ପଥ

କେନ୍ଦୁଝର, ୧୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) : ରବିବାର ରାତିରେ ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଛକ ନିକଟରେ ଏନଏଚ ୪୯ରେ ପାଲଲହଡା ଆଡୁ କେନ୍ଦୁଝର ଦେଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ଟ୍ରକକୁ ସ୍ଥାନୀୟ ଲୋକମାନେ...

ଗୋରୁ ବୋଝେଇ ଗାଡ଼ି ଛାଡ଼ି ଦୌଡ଼ିଲେ ଡ୍ରାଇଭର

ଛତ୍ରପୁର,୧୭।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ରେଲୱେ ଗେଟ ନିକଟରୁ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ ହୋଇଛି । ଏଥିରୁ ୧୧ରୁ ଊଦ୍ଧର୍‌ବ ଗାଈ ଉଦ୍ଧାର କରାଯାଇଛି । ଅପରପକ୍ଷରେ ଡ୍ରାଇଭର ଦୌଡ଼ିକି...

ଶାଳମଞ୍ଜି କ୍ରୟ ପ୍ରାପ୍ୟ ମିଳି ନ ଥିବାରୁ ଜନ ଅସନ୍ତୋଷ

ବାଲିଗୁଡା,୧୭।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ତଥା ଏହାର ଆଖପାଖ ଅଞ୍ଚଳରେ ଅଧିକାଂଶ ଅଧିବାସୀ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ । ଜଙ୍ଗଲକାତ ଦ୍ରବ୍ୟକୁ ଲୋକେ ଉଚିତ ଦରରେ ବିକ୍ରି କରିବେ ସେଥିପାଇଁ ସରକାରଙ୍କ ତରଫରୁ ଦର...

ବିଧାୟକଙ୍କ ପାଖରେ ମୋରଡା ବ୍ଲକର ହିସାବ ନାହିଁ

ମୋରଡ଼ା,୧୭।୧୦(ସ୍ମାରକ ମାଜୀ): ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଗ୍ରାମାଞ୍ଚଳର ବିକାଶ ପ୍ରକ୍ରିୟା ଆଗକୁ ହେବାକୁ ଥିବା ବେଳେ ଆଜି ମୟୁରଭଞ୍ଜ ଜିଲାରେ ଏହାର ଶୁଭାରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ମୋରଡ଼ା ବ୍ଲକ ଅଧୀନ ପାଟପୁରସ୍ଥିତ...

ଦୁଇଦୁଇ ପଦବୀରେ କିପରି ହେଲେ ସଭାନେତ୍ରୀ, ଅଭିଯୋଗ ଆଣିଲା ଭାଜପା ମହିଳା ମୋର୍ଚ୍ଚା

ଭଦ୍ରକ,୧୭।୧୦(ସନାତନ ରାଉତ ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବିଜେଡି ସଭାନେତ୍ରୀ ମିଶନ ଶକ୍ତିର ଚାନ୍ଦବାଲି ବ୍ଲକ ସ୍ତରୀୟ ଫେଡେରେଶନର ସଭାନେତ୍ରୀ ଅଛନ୍ତି। ନିୟମ ଅନୁଯାୟୀ ଜଣେ ରାଜନୈତିକ ବ୍ୟକ୍ତି ମିଶନ ଶକ୍ତି ବ୍ଲକ ଫେଡେରେଶନରେ କୌଣସି ପଦବୀରେ ରହିପାରିବେ...

ପିଉସୀ ଘରେ ସ୍ତ୍ରୀ ମୁଣ୍ଡକୁ ଶାବଳରେ ଛେଚିଦେଲେ ସ୍ବାମୀ 

ମୋରଡା,୧୭।୧୦(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ସମାଇଡ଼ିହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ବାମୀ ସ୍ତ୍ରୀକୁ ଏକ ଶାବଳରେ ଛେଚି ନିର୍ମମ ଭାବେ ହତ୍ୟା କରିବା ଅଞ୍ଚଳରେ ଆଲୋଡନ ସୃଷ୍ଟି...

କଳାହାଣ୍ଡିରେ ଗଡ଼ିବ ୬୩ଟି ଲକ୍ଷ୍ମୀ ବସ୍‌: ଜାଣନ୍ତୁ କେବେ କରିବେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ

ଭବାନୀପାଟଣା,୧୭।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ୧୩ଟି ବ୍ଲକରେ ଗଡିବ ରାଜ୍ୟ ସରକାରଙ୍କ ୬୩ଟି ଲକ୍ଷ୍ମୀ ବସ୍‌। ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ପରେ ଜିଲାରେ ଗଡ଼ିବ ଲକ୍ଷ୍ମୀ ବସ୍‌। ମାସ ଶେଷ...

ଶୁଦ୍ଧି କ୍ରିୟାରେ ଯୋଗଦେବାକୁ ଯାଇ ଫେରିଲେନି, ହତ୍ୟା ସନ୍ଦେହ କରି…

ପାଟଣା,୧୭।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଆହାରପଡ଼ା ଫିଲଡ ସାହି ବାଉଁଶ ବୁଦା ନିକଟରୁ ମଙ୍ଗଳବାର ସକାଳୁ ଜଣେ ୪୫ ବର୍ଷୀୟା ବିଧବାଙ୍କ ସନ୍ଦେହ ଜନକ ଭାବେ ମୃତଦେହ ଜବତ ହୋଇଛି। ମହିଳା ଜଣକ ହେଉଛନ୍ତି ଆହରପଡା...

ଏବେ ଭୟଙ୍କର ସ୍ଥିତିରେ ଲମ୍ଫି ଭାଇରସ୍‌

କୁତ୍ରା,୧୬ା୧୦(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅଞ୍ଚଳରେ ମାଡି ଚାଲିଛି ଲମ୍ଫି ଭାଇରସ୍‌। ଏହି ଭାଇରସ୍‌ ଅଞ୍ଚଳରେ ଗତ ୩ମାସରୁ ଊର୍ଦ୍ଧ୍ୱ ହେବ ଦେଖାଦେଇଛି। ଏଥିରେ ଏକାଧିକ ଗୋରୁ ମୃତ୍ୟୁବରଣ କରିଥିବାବେଳେ ସୋମବାର ପୁଣି ଏକ ଗୋରୁ ଦେହରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri