ଆମ ଜିଲା ଖବର

‘ଛାଡ଼ପତ୍ରକୁ ସ୍ବୀକାର କରନ୍ତୁ ବର୍ଷା’

କଟକ,୧୧।୧୦(କାର୍ତ୍ତିକ ସାହୁ): କୌଣସି ପ୍ରକାର ଚରିତ୍ର ସଂହାର କରିବାର ଉଦ୍ଦେଶ୍ୟ ମୋର ନାହିଁ। ଏ ଭିଡିଓ ମୁଁ ସମ୍ମାନର ସହ ସୁଟ୍‌ କରୁଛି। ମୋ ବାପା ବହୁତ କଷ୍ଟରେ ଅଛନ୍ତି। ପରିବାରର କେହି ଶୋଇବି ପାରୁ ନାହାନ୍ତି। ଆମ ପରିବାର...

ଜଙ୍ଗଲୀ କନ୍ଦାରୁ ହୋଇପାରିବ ସୁସ୍ବାଦୁ କୁକିଜ,ନମ୍‌କିନ୍‌

କୋରାପୁଟ,୧୧ା୧୦(ଅମିତାଭ ବେହେରା): କୋରାପୁଟ ଜିଲାର ଆଦିମ ଅଧିବାସୀମାନେ ବ୍ୟବହାର କରୁଥିବା ଜଙ୍ଗଲୀ କନ୍ଦାରୁ ଗୁଣାତ୍ମକ ଓ ସୁସ୍ବାଦ କୁକିଜ୍‌ (ବିସ୍କୁଟ) ଓ ନମ୍‌କିନ୍‌ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗ...

ଘରୋଇ କଳିରୁ ସ୍ବାମୀଙ୍କୁ ମାରିଲା ସ୍ତ୍ରୀ

କେନ୍ଦୁଝର,୧୦।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) ଘରୋଇ କଳିରୁ ଏକ ଲୋମ ହର୍ଷଣକାରୀ ଘଟଣା କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କୋଡିପସା ଗ୍ରାମର ଜୁଆଙ୍ଗ ସାହିରେ ଘଟିଛି । ଗ୍ରାମର ସୁନୀତା ଜୁଆଙ୍ଗ ତାର ସ୍ବାମୀ ଟୁରାଙ୍କୁ ଶାବଳରେ ପିଟି ଥିବା...

ମହଙ୍ଗା ପଡିଲା ଛେଳି ଚୋରି : କଙ୍ଗାରୁ କୋର୍ଟରେ ଛେଚା ଖାଇଲେ ଦୁଇ ଯୁବକ

ମୋରଡା,୧୦।୧୦(ସ୍ମାରକ ମାଜୀ): ମହଙ୍ଗା ପଡିଲା ଛେଳି ଚୋରି। ଛେଳି ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ଧୁମ ମାଡ଼ ଖାଇଲେ ଚୋର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ମୋରଡା ଥାନା ଅଧୀନ ଧଡ଼ାସାହି...

୨୬ରୁ ପରବ ମହୋତ୍ସବ

କୋରାପୁଟ, ୧୦।୧୦(ଅମିତାଭ ବେହେରା) ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋସତ୍ବ ପରବ ୨୦୨୩ ଚଳିତମାସ ୨୬ ତାରିଖରେ କୋରାପୁଟ ଜିଲାର ବୋରିଗୁମ୍ମାର ଭୈରବ ମନ୍ଦିରରୁ ଶୁଭାରମ୍ଭ ହେବ। ଏଥିସହ ନଭେମ୍ବର ମାସ ୨୫,୨୬ ଓ ୨୭ ତାରିଖ ୩ଦିନ ବ୍ୟାପି କୋରାପୁଟ...

ଜଙ୍ଗଲି କନ୍ଦାରୁ ହୋଇପାରିବ ସୁସ୍ବାଦୁ କୁକିଜ,ନମକିନ

କୋରାପୁଟ,୧୦।୧୦(ଅମିତାଭ ବେହେରା) କୋରାପୁଟ ଜିଲାର ଆଦିମ ଅଧିବାସୀମାନେ ବ୍ୟବହାର କରୁଥିବା ଜଙ୍ଗଲି କନ୍ଦାରୁ ଗୁଣାତ୍ମକ ଓ ସୁସ୍ବାଦୁ କୁକିଜ (ବିସ୍କୁଟ) ଓ ନମକିନ ହୋଇପାରିବ। ଏପରି ଗବେଷଣା କରି କହିଛନ୍ତି, କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦର...

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ: ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା

ଭୁବନେଶ୍ୱର, ୧୦।୧୦(ଅସମାପିକା ସାହୁ): ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’। ଏହି କାର୍ଯ୍ୟକ୍ରମର ପ୍ରତି ପଞ୍ଚାୟତ, ପ୍ରତି ଗାଁର ସମସ୍ୟାକୁ ଦୃଷ୍ଟି ଦିଆଯିବ।  ଭୁବନେଶ୍ବରରୁ...

ଅଟକିଲା ଅମର୍ଦା ଏୟାରଷ୍ଟ୍ରିପ ଜମି ହସ୍ତାନ୍ତର ପ୍ରକ୍ରିୟା

ମୋରଡା,୧୦।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରସଗୋବିନ୍ଦପୁରଠାରେ ଥିବା ଐତିହାସିକ ଅମର୍ଦା ଏୟାରଷ୍ଟ୍ରିପର ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ଜମି ହସ୍ତାନ୍ତର ପ୍ରକ୍ରିୟା ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମ ମଞ୍ଚରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ବିଭାଗର ଅତିରିକ୍ତ ନିର୍ଦେଶକ...

ଗାଡ଼ି ଯାଞ୍ଚ: ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ଆଦାୟ

ଦାରିଙ୍ଗବାଡି,୧୦।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସ୍ଥାନୀୟ ପୋଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଗାଡ଼ି ଯାଞ୍ଚ କରାଯାଇଛି। ଦାରିଙ୍ଗବାଡ଼ି ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ସହାୟତାରେ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ...

୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୨୩୯ ପ୍ରକଳ୍ପ

ପାଟଣା,୧୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ପରିସରରେ ମଙ୍ଗଳବାର ୫-ଟି ଯୋଜନାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି। ଏହି ଯୋଜନାରେ ପାଟଣା ବ୍ଲକରେ ୧୦କୋଟି ଟଙ୍କା ବ୍ୟୟରେ ୨୩୯ଟି ବିଭିନ୍ନ ଉନ୍ନୟନ ମୂଳକ...

ଶିକ୍ଷକଙ୍କୁ ପିତୃଶ୍ରାଦ୍ଧ ମନା: ଛୁଟିଲିଷ୍ଟରୁ ମହାଳୟା ବାଦ୍‌

ପୁରୁଷୋତ୍ତମପୁର,୧୦।୧୦(ସୀମାଞ୍ଚଳ ମିଶ୍ର ): ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ଏକ ବିଚିତ୍ର ନୀତି ଦେଖିବାକୁ ମିଳିଛି; ଯାହା କି ଓଡ଼ିଆ ପଞ୍ଜିକାର ଆଶ୍ୱିନ ମାସର ମହାଳୟା ତିଥିରେ ପିତୃପୁରୁଷଙ୍କୁ ପିଣ୍ଡଦାନ ସହ ଶ୍ରାଦ୍ଧ ଦେବା ଲାଗି କେଉଁ ଆବାହନ କାଳରୁ...

ଉଦ୍‌ଘାଟିତ ହେଲା ରେଲକୋଚ୍‌ ରେଷ୍ଟୁରାଣ୍ଟ

ରାୟଗଡ଼ା,୧୦।୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନ ପରିସରରେ ପ୍ରଥମ ଥର ପାଇଁ ରେଲକୋଚ୍‌ ରେଷ୍ଟୁରାଣ୍ଟ ଉଦ୍‌ଘାଟନ ହୋଇଯାଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri