ଆମ ଜିଲା ଖବର

ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପାଟଣା,୧୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ପରିସରରେ ମଙ୍ଗଳବାର ୫ଟି ଯୋଜନା ‘ଆମ ଓଡ଼ିଶା, ନବୀନ ଓଡିଶା’ କାର୍ଯ୍ୟକ୍ରମର ଉଦଘାଟନ ହୋଇଛି। ଏହି ଯୋଜନାରେ ପାଟଣା ବ୍ଲକରେ ୧୦କୋଟି ଟଙ୍କା ବ୍ୟୟରେ ୨୩୯ଟି ବିଭିନ୍ନ ଉନ୍ନୟନ ମୂଳକ...

ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୦।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ କେନ୍ଦୁଝର ଜିଲା ପାଇଁ ୧୪୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୫ଶହ ୬୮ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଜିଲାର ୧୩ଟି...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ

ଠାକୁରମୁଣ୍ଡା, ୧୦।୧୦ (ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ଖୁଦିଶିଳା ଗ୍ରାମରେ ମଙ୍ଗଳବାର ସକାଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ମାଣିକ କାର୍ଜିଙ୍କ ସ୍ତ୍ରୀ...

ଆତଙ୍କ ସୃଷ୍ଟି କରୁଛି ସ୍କ୍ରବ ଟାଇଫସ

ସୁନ୍ଦରଗଡ଼,୧୦।୧୦: ଆତଙ୍କ ସୃଷ୍ଟି କରୁଛି ସ୍କ୍ରବ ଟାଇଫସ । ୨୪ ଘଣ୍ଟାରେ ପୁଣି ସୁନ୍ଦରଗଡ଼ରେ୧୬ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍କ୍ରବ ଟାଇଫସ ଆକ୍ରାନ୍ତ ସଂଖ୍ୟା ୩୯୦ରେ ପହଞ୍ଚିଛି । ପରୀକ୍ଷା ହୋଇଥିବା ୧୧୪ ରକ୍ତ ନମୁନାରୁ...

ବ୍ରିଜ୍‌ ତଳକୁ ଖସିଲା ଟ୍ରଲର

ଢେଙ୍କାନାଳ,୧୦।୧୦: ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚୁପଟି ନିକଟରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବ୍ରିଜ ତଳକୁ ୧୬ ଚକିଆ ଟ୍ରଲର ଖସିପଡ଼ିଲା। ଜୀବନ ବଞ୍ଚାଇବାକୁ ଦୁର୍ଘଟଣା ପୂର୍ବରୁ ଡେଇଁ ପଡିଲେ ଡ୍ରାଇଭର ଓ...

ରାଜ୍ୟ ସଭାପତିଙ୍କ ସମ୍ମୁଖରେ ଦୁଇଗୋଷ୍ଠୀ ମାରପିଟ୍‌

ବଲାଙ୍ଗୀର,୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାରେ ଦୀର୍ଘଦିନ ହେଲା କୁହୁଳୁ ଥିବା ଗୋଷ୍ଠୀ ବିବାଦ ସୋମବାର ଅପରାହ୍ନରେ ସାଂଘାତିକ ରୂପ ନେଇଛି। ରାଲି ଚାଲିଥିବା ବେଳେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ସମ୍ମୁଖରେ ଦୁଇ ଗୋଷ୍ଠୀର ବରିଷ୍ଠ...

ଉଲଗ୍ନ ଅବସ୍ଥାରେ ବୁଲୁଥିବା ମା’ଝିଅ ଗଲେ ଘରକୁ

ସୁନ୍ଦରଗଡ଼,୧୦।୧୦ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ମା’ ଓ ଝିଅ ତାଙ୍କ ଘର  ଛତିଶଗଡ଼ ଫେରିଛନ୍ତି । ମଙ୍ଗଳବାର ସକାଳେ ଆସ୍ଥା ଗୃହରୁ ବିଧି ବ୍ୟବସ୍ଥା ଅନୁସାରେ ଜିଲା ପ୍ରଶାସନ ପରିବାରକୁ ହସ୍ତାନ୍ତର କରିଛି । ଛତିଶଗଡ଼ ଆସିଥିବା ପରିବାର...

ଦୁର୍ଗମ ଅଞ୍ଚଳକୁ ଯାଉନାହାନ୍ତି ଡାକ୍ତର

ରାୟଗଡ଼ା, ୧୦।୧୦(ଆଶିଷ ରଞ୍ଜନ ପଣ୍ଡା): ଗ୍ରାମାଞ୍ଚଳରେ ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ହେଲେ ଅଧିକାଂଶ ପିଏଚ୍‌ସିରେ ଡାକ୍ତର ନ ଥିବା ଯୋଗୁ ଗ୍ରାମାଞ୍ଚଳ ଲୋକେ ଉଚିତ ସ୍ବାସ୍ଥ୍ୟସେବା ପାଇପାରୁ ନ ଥିବା ଅଭିଯୋଗ...

ଡିଏଫ୍‌ଓ କ୍ୱାର୍ଟର୍ସ ନିର୍ମାଣରେ ଦୁର୍ନୀତି

ନୟାଗଡ଼,୧୦।୧୦(ଲୋକନାଥ ମିଶ୍ର): ନୟାଗଡ ଡିଏଫ୍‌ଓଙ୍କ କ୍ୱାର୍ଟର୍ସ (ସରକାରୀ ବାସଭବନ) ନିର୍ମାଣରେ ଦୁର୍ନୀତି ଅଭିଯୋଗ ଉଠିଛି। ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସ ଥାଉ ଥାଉ ନୟାଗଡ଼ ଡିଆରଡିଏ ରୋଡର ଜିଲାପାଳଙ୍କ ବାସଭବନ ପାଖ ନର୍ସରୀରେ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ କାହିଁକି କରାଗଲା...

୧୧ରୁ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା

ଅନୁଗୋଳ,୧୦।୧୦(ଅମିତ କୁମାର ସାମଲ): ଅନୁଗୋଳ ଫରେଷ୍ଟ ରେଞ୍ଜର ଟ୍ରେନିଂ କଲେଜ ପଡ଼ିଆରେ ଆସନ୍ତା ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲାରୁ ୧୮ଶହ ଛାତ୍ରୀଛାତ୍ରଙ୍କ ସହ ଅଫିସିଆଲ୍‌ ଯୋଗଦେବାର...

ଫାଇଲିନ୍‌ରେ ଲିଭି ନ ଥିଲା ଅଖଣ୍ଡ ଦୀପ

ବ୍ରହ୍ମପୁର,୧୦ା୧୦(ସ୍ମୃତି ରଞ୍ଜନ ମହାଲିକ): କମାପଲୀର ଦୁର୍ଗା ପୂଜା ୬୦ ବର୍ଷରେ ପହଞ୍ଚିଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ ଦୁର୍ଗତିନାଶିନୀଙ୍କ ଆଗମନ ପାଇଁ କମାପଲୀ ଦୂର୍ଗା ପୂଜା କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଚଳିତ ମାସ ଆରମ୍ଭରୁ କମିଟି...

ନଦୀପାଣିକୁ ରୋଷେଇ, ପିଇବାକୁ ନେଉଛନ୍ତି ଗ୍ରାମବାସୀ

ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ): ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ଭଞ୍ଜନଗର ବ୍ଲକ ଗୋହିରିବା ଗ୍ରାମବାସୀ ଦୈନନ୍ଦିନ ଲୋହରାଖଣ୍ଡି ନଦୀରୁ ପାଣି ଆଣି ରୋଷେଇ ଏବଂ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି। ନଦୀ ତଟବର୍ତ୍ତୀ ଅନେକ ଗ୍ରାମରେ ଏହିଭଳି ସମସ୍ୟା ଦେଖିବାକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri