ଆମ ଜିଲା ଖବର

ଭୁଲ୍‌ ଇଞ୍ଜେକ୍‌ଶନ ଯୋଗୁ ପାର୍ଶ୍ୱ ପ୍ରତିକ୍ରିୟା

ସୋର, ୭ା୧୦(ଜନ୍ମେଜୟ ମିଶ୍ର): ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଜଙ୍ଗଲ ପାଦଦେଶରେ ରହୁଥିବା ଗ୍ରାମବାସୀଙ୍କ ଛେଳି ଓ ଗୋରୁଙ୍କୁ ଗତ ଗୁରୁବାର ଇଞ୍ଜେକ୍ସନ ଦିଆଯାଇଥିବା ବେଳେ ଏହାର ପ୍ରଭାବରେ ଗତ ଦୁଇଦିନ ମଧ୍ୟରେ ୮ ଛେଳି ମରିଯାଇଥିବା ଗ୍ରାମବାସୀ...

ଇଲିଶି ସାତସପନ

ପାରାଦୀପ, ୭।୧୦ (ଶରତ ରାଉତ): ଓଡ଼ିଆ ଲୋକକଥାରେ କୁହନ୍ତି, ମାଛ ଖାଇବ ଇଲିଶି ଚାକିରି କରିବ ପୋଲିସ। ଯେଉଁ ଇଲିଶି ମାଛର ସର୍ବାଧିକ ଚାହିଦା ଆମିଷାଷୀଙ୍କ ପାଖରେ ଥାଏ ତାହା ଆଉ ସମୟାନୁସାରେ ମିଳୁନାହିଁ। ଏଥିଯୋଗୁ ଏହି ମାଛର ଦାମ...

ମରାମତି ଅଭାବ: କଚେରି ପୋଖରୀ କଚଡ଼ାପୂର୍ଣ୍ଣ

ପଟ୍ଟାମୁଣ୍ଡାଇ,୭ା୧୦ (ଅକ୍ଷୟ ବିଶ୍ୱାଳ): ପଟ୍ଟାମୁଣ୍ଡାଇର ଐତିହାସିକ କଚେରି ପୋଖରୀ ପୁନର୍ନିର୍ମାଣ ଦାବିରେ ସହରବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଛି। ଏ ନେଇ ପଟ୍ଟାମୁଣ୍ଡାଇ ପୌର କର୍ତ୍ତୃପକ୍ଷ, ତହସିଲଦାର, ବିଡିଓ ଓ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ...

ଦୋଛକିରେ ବାଣ ନିର୍ମାଣକାରୀଙ୍କ ଜୀବିକା

କେନ୍ଦ୍ରାପଡ଼ା, ୭ା୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତସ୍ଥ ଖଣ୍ଡିଆବନ୍ଧ ଗ୍ରାମରେ ଗୁରୁବାର ବାଣ ବିସ୍ଫୋରଣ ହୋଇଥିଲା। ଏଥିରେ ଏହି ଗ୍ରାମର ଡା. ସୁଜିତ କୁମାର ସାମଲ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଏବେବି...

ସାପ କାମୁଡ଼ାରେ ଚାଲିଗଲା ମା’ ଝିଅଙ୍କ ଜୀବନ

ହିଞ୍ଜିଳିକାଟୁ,୭।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ସାପ କାମୁଡ଼ାରେ ମା’ କେ.ବାସନ୍ତୀ ପାତ୍ର ଏବଂ ତାଙ୍କର ୨ ବର୍ଷର ଶିଶୁକନ୍ୟା ଦେବସ୍ମିତାଙ୍କ ଅକାଳ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ,...

ଟ୍ରାଫିକ ସମସ୍ୟାରେ ଲୋକେ ଅତିଷ୍ଠ

ଯାଜପୁର,୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଦୁଇ ପ୍ରମୁଖ ସହର ଯାଜପୁର ଟାଉନ୍‌ ଏବଂ ବ୍ୟାସନଗରରେ ରୂପରେଖ ବଦଳିବାରେ ଲାଗିଛି। କିନ୍ତୁ ଏହି ଦୁଇ ସହରରେ ଟ୍ରାଫିକ ସମସ୍ୟା କିଛି ନୂଆ କଥା ନୁହେଁ। ପୌର ପରିଷଦ, ପ୍ରଶାସନ ଓ ପୋଲିସର...

ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ୍‌

ଯାଜପୁରରୋଡ୍‌,୭ା୧୦(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଅଣଛାତ୍ରମାନଙ୍କ ଅବାଧ ପ୍ରବେଶ ଉପରେ ରୋକ୍‌ ଲଗାଯାଇଛି। ଯେଉଁ ଅଣଛାତ୍ର ବିନା କୌଣସି କାର୍ଯ୍ୟରେ କଲେଜକୁ ପ୍ରତିଦିନ ଆସୁଛନ୍ତି ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ...

କାର୍ଯ୍ୟାଦେଶ ଅଛି, ସହାୟତା ନାହିଁ

ଯାଜପୁର,୭ା୧୦(ହର୍ଷବର୍ଦ୍ଧନ ବେହେରା): ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ସର୍ବହରାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡିଆ ଓ ବିଜୁ ପକ୍କାଘର ଯୋଜନା ପ୍ରଣୀତ ହୋଇଛି। ହେଲେ ୧୭ ବର୍ଷ ହେଲା କାର୍ଯ୍ୟାଦେଶ ପାଇ...

ଡିସେମ୍ବର ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ପୁରୀ,୭ା୧୦(ଅଜିତ୍‌ ମହାନ୍ତି): ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ଭୋରରୁ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆସନ୍ତା ଡିସେମ୍ବର ସୁଦ୍ଧା ପରିକ୍ରମା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଗଣତନ୍ତ୍ର ଏବେ ରଣତନ୍ତ୍ର ପାଲଟିଛି

ଢେଙ୍କାନାଳ,୭ା୧୦ (ରତନ ନାୟାର): ଗଣତନ୍ତ୍ର ଏବେ ରଣତନ୍ତ୍ର, ଜଣତନ୍ତ୍ର ଓ ଭୋଗତନ୍ତ୍ରରେ ପରିଣତ ହେଲାଣି। ଧରିତ୍ରୀର ୫୦ ବର୍ଷ ପାଳନ ଅବସରରେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ”ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢି“ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ମୁଖ୍ୟ...

ସିକିମ୍‌ରେ ଫସି ରହିଛନ୍ତି ନୀଳଗିରିର ସତ୍ୟସୁନ୍ଦର

ନୀଳଗିରି,୭ା୧୦(ପ୍ରଶାନ୍ତ ବିଶ୍ୱାଳ): ସିକିମରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଫସି ରହିଛନ୍ତି ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଯୁବ ଇଞ୍ଜିନିୟର ସତ୍ୟସୁନ୍ଦର ବାରିକ। ତାଙ୍କ ସହ ବିଭିନ୍ନ ରାଜ୍ୟର ଆଉ ୭ଜଣ ଯୁବକ ଷ୍ଟାଫ୍‌ କ୍ୱାର୍ଟର୍ସରେ ଫସି ରହିଛନ୍ତି। ଚାରିଆଡେ ଖାଲି...

ସରପଞ୍ଚଙ୍କ ସମେତ ୫ ନିର୍ଦ୍ଦୋଷ

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ)-ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସନ୍ଦୀପ କୁମାର ମହାନ୍ତି ଶୁକ୍ରବାର ଏକ ଆକ୍ରମଣ ମାମଲାର ଅଭିଯୁକ୍ତ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରୋହିଗାଁ ପଞ୍ଚାୟତର ସରପଞ୍ଚ ଓ ତାଙ୍କର ୫ ସହଯୋଗୀଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri