ଆମ ଜିଲା ଖବର

ଜିଲା ମୁଖ୍ୟ ଡାକ୍ତରଖାନା ରାସ୍ତାରେ ବେଧଡକ ବାଜୁଛି ଲାଉଡସ୍ପିକର ଓ ଡିଜେ ସାଉଣ୍ଡ, ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି

କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଶ୍ରୁତିକଟୁ ଶଦ୍ଦ ସୃଷ୍ଟି କରୁଥିବା ଲାଉଡସ୍କିକର, ଡିଜେ ଉପରେ କଟକଣା କରାଯାଇଛି। ଏହା ସତ୍ୱେ କେନ୍ଦୁଝର ସହରରେ ବେଧଡକ ଡିଜେ ଓ ଲାଉଡସ୍ପିକର ବାଜୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ବିଶେଷ...

ଲକ୍ଷ୍ମୀମନ୍ଦିରରୁ ହୁଣ୍ଡି ତାଡି ଚୋରି

କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର କାଶିପୁର ନିକଟ ଲକ୍ଷ୍ମୀମନ୍ଦିରରୁ ଗତକାଲି ଦୁବୃର୍ତ୍ତମାନେ ହୁଣ୍ଡିତାଡି ଟଙ୍କା ଓ ସୁନା ଚୋରି କରି ନେଇଛନ୍ତି। ଦୁବୃର୍ତ୍ତମାନେ ମନ୍ଦିର ପରିସରରେ ଥିବା ହୁଣ୍ଡି ବାହାରକୁ ଘୋଷାରି ନେଇଥିଲେ। ପରେ ଏହାକୁ ତଳେ ପକାଇ...

ମା’ ଆଖି ଆଗରେ ଦେଢ ବର୍ଷର ଶିଶୁ ପୁତ୍ରର ଜୀବନଗଲା

ଛତ୍ରପୁର,୩।୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ସ୍ଥିତ ଓଡ୍ରାଫ କଲୋନୀଠାରେ ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି । ପାଣି ଡ୍ରମରେ ବୁଡି ଜଣେ ଦେଢବର୍ଷର ଶିଶୁର ମୃତ ଘଟିଛି । ମୃତ ଶିଶୁ...

ବାଲିଚୋରି ଲାଗି କୂଳଘାଇକୁ ହାଣିଦେଲେ ବାଲିମାଫିଆ

ପୁରୁଷୋତ୍ତମପୁର,୩।୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୁଲ୍ୟା ନଦୀକୁ ବାଲିମାଫିଆମାନେ କବଜାକରି ବିଭିନ୍ନ ସ୍ଥାନରେ କୂଳଘାଇକୁ ଭାଙ୍ଗି ବାଲିଚୋରି କରି ନେବାରେ ଲାଗିଛନ୍ତି। ଏହି ବାଲିକୁ ଚଢାଦରରେ ବିକି ମୋଟା ଅଙ୍କର ଅର୍ଥ ରୋଜଗାର କରିବାରେ ଲାଗିଛନ୍ତିା ଏପରିକି...

୧୧୦ର କେଜି ମାଛ ଦେଖିବା ପାଇଁ ଭିଡ

ବାଲେଶ୍ୱର,୩।୧୦: ମତ୍ସ୍ୟଜୀବୀଙ୍କ ଜାଲରେ ୧୧୦ କେଜିର ବିରାଟ ମାଛ ପଡ଼ିଛି। ଯାହାକୁ ଦେଖିବାକୁ ଦୀଘା ମୁହାଣରେ ଥିବା ମାଛ ମାର୍କେଟରେ ଲୋକଙ୍କ ଭଡ଼ି ଜମିଥିବା ଦେଖିବାକୁ ମିଳିଥିଲା। ଏହି ବିରାଟ ମାଛଟିକୁ ଭୋଲା ମାଛ ବୋଲି କୁହାଯାଉଛି। ପାରାଦ୍ୱୀପ ପୋର୍ଟରୁ...

ନିଚୁଆପଦାରେ ଉଦ୍‌ଘାଟନ ହେଲା ଛଉ ନୃତ୍ୟ ତାଲିମ କେନ୍ଦ୍ର

ମୋରଡା,୩।୧୦(ସ୍ମାରକ ମାଜୀ): ଭାରତ ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନରେ ଛଉ ନୃତ୍ୟ ତାଲିମ କେନ୍ଦ୍ର ଉଦଘାଟନ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଜଳଶକ୍ତି ଓ଼ ଆଦିବାସୀ ଶସକ୍ତିକରଣ ମନ୍ତ୍ରୀ...

ରାଇରଙ୍ଗପୁର ଡି.ଏଫ.ଓ. ନଳିନୀକାନ୍ତ ବେହେରାଙ୍କ ଦେହାନ୍ତ

ରାଇରଙ୍ଗପୁର,୩।୧୦( ମାନସ ମହାନ୍ତି ) ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡି. ଏଫ. ଓ ନଳିନୀ କାନ୍ତ ବେହେରା (୪୬)ଙ୍କ ଦେହାନ୍ତ ହୋଇଛି। ସୋମବାର ବିଳମ୍ବିତ ରାତି ୧.୩୦ ସମୟରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ...

ଟ୍ରେନ ରହଣୀ ଦାବିରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ

ହେମଗିର,୩।୧୦(ଚୈତନ୍ୟ ପଟେଲ୍‌): ସୁନ୍ଦରଗଡ ଜିଲାସ୍ଥିତ ହେମଗିର ରେଳଷ୍ଟେସନରେ ଟ୍ରେନ ରହଣୀ ଦାବିକୁ ନେଇ ମଙ୍ଗଳବାର ରେଲଓ୍ବେ ସଂଗ୍ରାମ ସମିତି ହେମଗିର ତରଫରୁ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପଯ୍ୟନ୍ତ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ କରାଯାଇଛି । ଏହି...

ହସ୍ପିଟାଲ ଭିତରେ ପାଣି

ବାଲେଶ୍ୱର,୩।୧୦: ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ସୋମବାର ଠାରୁ ବର୍ଷା ଲାଗିରହିଛି । ଜଳେଶ୍ୱର ନୂଆବଜାର ଠାରେ ରାସ୍ତାର ସମ୍ପ୍ରସାରଣ ପାଇଁ ଠିକାଦାରର ପାଣି ନିଷ୍କାସନ ପାଇଁ ଥିବା ଡ୍ରେନକୁ ପୋତି ଦେଇଥିବାରୁ ମଙ୍ଗଳବାର ବର୍ଷା ପାଣି ଜଳେଶ୍ୱର ଜିକେ...

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା:  ୫ ଜିଲାରୁ ଯିବେ ୧ ହଜାର ତୀର୍ଥଯାତ୍ରୀ 

ଛତ୍ରପୁର,୩।୧୦(ସନ୍ତୋଷ ପାଢ଼ୀ,ଦିଲ୍ଲୀପ ସାମଲ): ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲାର ବରିଷ୍ଠ ନାଗରିକମାନେ ତୀର୍ଥ କରିବାକୁ ଯିବେ। ଉକ୍ତ ୫ ଜିଲାର  ୧ ହଜାର ବରିଷ୍ଠ ନାଗରିକ ବ୍ରହ୍ମପୁର ରେଲୱେ ଷ୍ଟେଶନରୁ...

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ଜଣେ ମୃତ

ବଡ଼ଗାଁ,୩।୧୦(ଅଶୋକ ଷଡ଼ଙ୍ଗୀ): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଧୀନ ଜରଙ୍ଗଲୋଇ ଗ୍ରାମରେ ରହୁଥିବା କୁରୁନାଥ କଣ୍ଟାଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ କାନ୍ଥ ତଳେ ଚାପି ହୋଇ କୁରୁନାଥଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ସମ୍ପର୍କୀୟ...

୨୩ ଦିନରେ ପହଞ୍ଚିଲା ଆମରଣ ଅନଶନ

ଛତ୍ରପୁର,୩।୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅଧୀନ ଆର୍ଯ୍ୟପଲ୍ଲୀ ରାଜସ୍ବ ଗ୍ରାମବାସୀ ଜମି ପଟ୍ଟା ପ୍ରଦାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଳିଥିବା ଆମରଣ ଅନଶନ ମଙ୍ଗଳବାର ୨୩ ଦିନରେ ପହଞ୍ଚିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri