ଆମ ଜିଲା ଖବର

ଘରୋଇ ବସ୍‌ ଧର୍ମଘଟରେ ହନ୍ତସନ୍ତ ହେଲେ ଯାତ୍ରୀ 

ଉମରକୋଟ, ୨।୧୦ (ସନ୍ତୋଷ ଶତପଥୀ): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଚଳାଚଳକୁ ବିରୋଧ କରି ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ ଓ ଅବିଭକ୍ତ କୋରାପୁଟ ଘରୋଇ ବସ୍‌ ମାଲିକ ସଂଘର ୨୪ ଘଣ୍ଟିଆ ବନ୍ଦ ଡାକରାକୁ ଉମରକୋଟ ବସ୍‌...

ଉଦ୍ଧାର ହେଲେ ୧୮ ଦାଦନ ଶ୍ରମିକ

ଲାଠୋର,୨ା୧୦(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ପିପଲବାହାଲର ଜଣେ ଦାଦନ ସର୍ଦ୍ଦାରଙ୍କ ଫାର୍ମ ହାଉସରୁ ପୋଲିସ ବାହାର ରାଜ୍ୟକୁ ଚାଲାଣ ପାଇଁ ରଖାଯାଇଥିବା ୧୮ଜଣ ଦାଦନ ଶ୍ରମିକ ଓ ୬ ଶିଶୁଙ୍କୁ ଉଦ୍ଧାର କରିଛି। ସର୍ଦ୍ଦାର ମୁଜିବ...

ସାପ କାମୁଡ଼ାରେ ଚାଲିଗଲା ଚାଷୀଙ୍କ ଜୀବନ

ଅମରପାଲି,୨।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ପଞ୍ଚାୟତର ତେଲିପାଲି ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବ ଚାଷୀଙ୍କ ସୋମବାର ମୃତ୍ୟୁ ହୋଇଛି। ମୃତକ ହେଲେ ତେଲିପାଲି ଗ୍ରାମର ଅଶୋକ ସହୁ(୩୨)। ଶୁକ୍ରବାର ଅପରାହ୍ନରେ ଜମିରେ ଚାଷ...

ଅଟୋରେ ଗୋଚାଲାଣ, ୧୬ ଗୋରୁ ଜବତ: ଡ୍ରାଇଭରଙ୍କ ସମେତ ୬ ଗିରଫ

ବାଲିଆପାଳ, ୨।୧୦(ଅମୂଲ୍ୟ କୁମାର ଦାସ): ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଜାମଶୁଳୀ ଛକରେ ଚଢାଉ କରି ୩ ମାଲବାହୀ ଅଟୋରେ ଗୋଚାଲାଣ ବେଳେ ୧୬ଟି ଗୋରୁ ଉଦ୍ଧାର କରାଯାଇଛି। ପୋଲିସ ୩ଟି ମାଲବାହୀ ଅଟୋ ଜବତ କରିଛି। ଗତ...

ବ୍ଲକ କାର୍ଯ୍ୟାଳୟରୁ ରାତ୍ରି ଜଗୁଆଳିଙ୍କ ମୃତଦେହ ଜବତ

ବେତନଟୀ,୨ା୧୦(ଧରଣୀଧର ମହାନ୍ତି): ବେତନଟୀ ବ୍ଲକ କାର୍ଯ୍ୟାଳୟ ବାରଣ୍ଡାରୁ ସୋମବାର ସକାଳେ ଜଣେ ରାତ୍ରି ଜଗୁଆଳିଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ବେତନଟୀ ଥାନା ଅଧୀନ ଦାନ୍ତିଆମୁଁହା ଗ୍ରାମର ବୁଧୁ ସିଂ (୩୮)। ସୂଚନା ଅନୁଯାୟୀ, ବୁଧୁ ସିଂ...

କାନ୍ଥ ତଳେ ଚାପି ହୋଇ ଶିଶୁ କନ୍ୟାଙ୍କ  ମୃତ୍ୟୁ 

କୋକସରା,୨।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ  ଆମପାଣି ଥାନା ଅଧୀନରେ ଥିବା କୁସୁମଖୁଣ୍ଟି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ଥିବା ପରିତ୍ୟକ୍ତ କ୍ଲବ ଘର କାନ୍ଥ ଭୁଶୁଡ଼ି ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି।...

୬ଲକ୍ଷ ପ୍ରତିଶ୍ରୁତି ପରେ ଉଠିଲା ମୃତଦେହ

ଟେନ୍‌ସା,୨ା୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଫରେଷ୍ଟ ରେଞ୍ଜରେ ରବିବାର ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଗ୍ରାମବାସୀ ମୃତଦେହ ଉଠାଇବାକୁ ଦେଇ ନ ଥିଲେ। ପରେ ଘଟଣା ସ୍ଥଳରେ ଉତ୍ତେଜନା ଲାଗିବାରୁ କୋଇଡା...

ବୋହୂଙ୍କ ସହିତ ଝଗଡ଼ା କରି ଆସିଥିଲେ: ମିଳିଲା ଝୁଲନ୍ତା ମୃତଦେହ

ମୋରଡା,୨।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅନ୍ତର୍ଗତ ଚିତ୍ରଡ଼ା ଫାଣ୍ଡି ଅଧୀନ ଉଲିଡ଼ିହି ଗ୍ରାମରେ ସୋମବାର ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ଉଲିଡ଼ିହି ଗ୍ରାମର ସାଉନା ମୁର୍ମୁ (୫୫)। ମିଳିଥିବା ସୂଚନା...

ଏମ୍‌କେସିଜି କ୍ୟାନସର୍‌ ୟୁନିଟ ନିର୍ମାଣ କାର୍ଯ୍ୟର ସମୀକ୍ଷା

ବ୍ରହ୍ମପୁର,୨।୧୦(ସୁବାସ ଚନ୍ଦ୍ର ପାଢ଼ୀ): କ୍ୟାନସର୍‌ ପୀଡ଼ିତଙ୍କୁ ଅତ୍ୟାଧୁନିକ ଚିକିତ୍ସାସେବା ଯୋଗାଇବା ପାଇଁ ଏମ୍‌କେସିଜି ମେଡିକାଲ ପରିସରରେ ଏକ କ୍ୟାନସର୍‌ କେୟାର୍‌ ୟୁନିଟ୍‌ ତିଆରି କରାଯାଉଛି। ପ୍ରାୟ ୭୬ କୋଟି ଟଙ୍କା ବ୍ୟୟରେ ତିଆରି ହେଉଥିବା ଏହି ହସ୍ପିଟାଲରେ ସମସ୍ତ ପ୍ରକାର...

ଲକ୍ଷ୍ମୀ ଯୋଜନାକୁ ବିରୋଧ, ୨୪ ଘଣ୍ଟା ପାଇଁ ଘରୋଇ ବସ୍‌ ଚଳାଚଳ ବନ୍ଦ

କୋରାପୁଟ,୨ା୧୦(ଅମିତାଭ ବେହେରା): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅବିଭକ୍ତ କୋରାପୁଟ ଜିଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୋମବାର ଡାକରା ଦିଆଯାଇଥିବା ୨୪ ଘଣ୍ଟା ପାଇଁ ଘରୋଇ ବସ୍‌ ଚଳାଚଳ ବନ୍ଦ ପରିପେକ୍ଷୀରେ କୋରାପୁଟ ଜିଲାରେ...

‘ସୁରକ୍ଷିତ ଓଡ଼ିଶା ଗଠନ ଆମର ମୂଳ ଲକ୍ଷ୍ୟ’

ରାୟଗଡ଼ା,୨ା୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପାତ୍ର ଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରିତ କରିଥିଲେ। ଏହି...

ଡିଜିଟାଲ ଦୁନିଆରେ ବଢୁଛି ସାଇବର କ୍ରାଇମ୍‌

ମୋରଡ଼ା,୨ା୧୦(ସ୍ମାରକ ମାଜୀ): ଆଜିର ଡିଜିଟାଲ ଦୁନିଆରେ ଦିନକୁ ଦିନ ସାଇବର କ୍ରାଇମ୍‌ ବଢ଼ିଚାଲିଛି। ସାଇବର ଅପରାଧୀଙ୍କୁ ଧରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ମୋରଡ଼ା ଥାନା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri