ଆମ ଜିଲା ଖବର

ବାହାର ଜିଲାକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଦୁଇ ଗିରଫ

ଦାରିଙ୍ଗବାଡ଼ି,୧ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦେଇ ବାହାର ଜିଲାକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ପୋଲିସ ଦୁଇ ଜଣକୁ ଗିରଫ କରିବା ସହ ସେମାନଙ୍କଠାରୁ ୫ କେଜି ଗଞ୍ଜେଇ ଜବତ କରିଥିବା ଦାରିଙ୍ଗବାଡ଼ି ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା...

ବଡ଼ବିଲ-ପୁରୀ ଟ୍ରେନ୍‌ ଟାଇମ୍‌ ବଦଳିଲା

କେନ୍ଦୁଝର,୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଟ୍ରେନ୍‌ ନମ୍ବର ୧୮୪୧୫ ବଡ଼ବିଲ-ପୁରୀ ଏକ୍ସପ୍ରେସ ଟ୍ରେନର ସମୟ ତାଲିକା ବଦଳିଛି। ପୁରୁଣା ସମୟର ଏକ ଘଣ୍ଟା ପୂର୍ବରୁ ଏହି ଟ୍ରେନ୍‌ ଚାଲିବ। ଟ୍ରେନ୍‌ ସକାଳ ୯ଟା ୩୦ରେ ବଡ଼ବିଲ ଛାଡ଼ିବ ଏବଂ ଅପରାହ୍ନ ୧.୨୫ରେ...

ନିଜ କାର୍ଯ୍ୟାଳୟ ସ୍ବଚ୍ଛତାକୁ ନେଇ ପଦାରେ ପଡ଼ିଲେ ବ୍ୟାଙ୍କ କର୍ମଚାରୀ

ଦାରିଙ୍ଗବାଡ଼ି,୧ା୧୦(ଅରୁଣ ସାହୁ):  ଦାରିଙ୍ଗବାଡ଼ିରେ ରବିବାର ସଫେଇ କାର୍ଯ୍ୟ କରାଯିବା ବେଳେ ଦାରିଙ୍ଗବାଡି ବଜାର ଭିତରେ ରହିଥିବା ବ୍ୟାଙ୍କ କାର୍ଯ୍ୟାଳୟ ମଧ୍ୟରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ିରହିଥିଲା। ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଆଇଆଇଆସି ଆନନ୍ଦ ଚନ୍ଦ୍ର...

ଆମରଣ ଅନଶନରୁ ଲୋକଙ୍କୁ ଉଠାଇନେଲା ପୋଲିସ

ଛତ୍ରପୁର,୧ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅଧୀନ ଆର୍ଯ୍ୟପଲ୍ଲୀ ରାଜସ୍ବ ଗ୍ରାମର ଲୋକେ ପଟ୍ଟା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ୨୧ ଦିନରେ ପହଞ୍ଚିଛି। ତେବେ ଅନଶନରେ ବସିଥିବା ଲୋକଙ୍କୁ ଛତ୍ରପୁର ଥାନା ପୋଲିସ...

କାରରୁ ୮୮ କିଲୋ ଗଞ୍ଜେଇ ଜବତ

ମାଲକାନିଗିର,୧।୧୦: ମାଲକାନିଗିରି ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ଧରାପଡ଼ିଛି। ଏହି ସମୟରେ ଗୌଡଗୁଡା ଛକ ନିକଟରେ ଏକ କାରଟିକୁ ଅବକାରୀ ବିଭାଗ ଅଟକାଇ ଥିଲା । ଯାଞ୍ଚ ପରେ ସେଥିରୁ ୮୮ କିଲୋ ଗଞ୍ଜେଇ...

କେନାଲରୁ  ମିଳିଲା ଯୁବକଙ୍କ ରଶିରେ ବନ୍ଧା ମୃତଦେହ

ଯାଜପୁର,୧।୧୦: ଯାଜପୁର ଜିଲା ବିଞ୍ଝାରପୁର ଥାନା ସିଂହପୁର ଖରସ୍ରୋତା ମହାବିଦ୍ୟାଳୟ ପଛ କେନାଲରୁ ଯୁବକଙ୍କ ରଶିରେ ବନ୍ଧା ମୃତଦେହ ମିଳିଛି ।   ବିଞ୍ଝାରପୁର ପୋଲିସର ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ସିଂହପୁର ଖରସ୍ରୋତା ମହାବିଦ୍ୟାଳୟ ପଛ କେନାଲରେ ଜଣେ...

ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌

ବାଲେଶ୍ୱର,୧।୧୦(ମାନସ ବିଶ୍ୱାଳ): ବାଲେଶ୍ବର  ଜିଲା ରେମୁଣା ଅଞ୍ଚଳରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମକୁ ସମ୍ପୂର୍ଣ କାଟିଦେଇଛନ୍ତି । ଅନ୍ୟପକ୍ଷେ ଏହି ଏଟିଏମ୍‌ଟି  ଫାଣ୍ଡିରୁ ୩୦...

ଲକ୍ଷ୍ୟଠୁ ଦୂରରେ, ମିଳୁନି ଚିକିତ୍ସାସେବା

ରାଉରକେଲା,୧।୧୦(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜଗଦା ସ୍ଥିତ ସାମୂଦାୟିକ କଲ୍ୟାଣ ସୋସାଇଟି (ସିଡବ୍ଲ୍ୟୁଏସ୍‌) ଜେନେରାଲ ହସ୍ପିଟାଲ ଅବ୍ୟବସ୍ଥାରେ ଚାଲିଛି। ଏଠାକୁ ଆସୁଥିବା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଏହି ହସ୍ପିଟାଲ ତାର ମୂଳଲକ୍ଷ୍ୟରୁ...

ଚାଷ ଫୁଟାଉଛି ହସ

ବଲାଙ୍ଗୀର,୧।୧୦(ବୀରେନ୍ଦ୍ର କୁମାର ଝାଙ୍କର)ନୂଆଁଖାଇ ତିହାର ପରେ ବଲାଙ୍ଗୀର ଜିଲାର ଦାଦନ ଶ୍ରମିକ ସମସ୍ୟା ଚର୍ଚ୍ଚାକୁ ଆସିଯାଏ। ଜିଲାରୁ ବହୁ ଦାଦନ ଶ୍ରମିକ ରାଜ୍ୟ ବାହାରକୁ କାମ ଅନ୍ବେଷଣରେ ଚାଲିଯାଆନ୍ତି। ଦଶନ୍ଧି ଦଶନ୍ଧି ଧରି ଏହି ସାମୂହିକ ଶ୍ରମିକ ପଳାୟନ ମୁଣ୍ଡବ୍ୟଥାର...

ଘର ଗୋଟିଏ, ବିଲ୍‌ ଆସୁଛି ଦୁଇଟି

ନନ୍ଦପୁର, ୧।୧୦(ଶଙ୍କର ପୂଜାରୀ)ଟିପିଏସ୍‌ଓଡିଏଲ୍‌ର ଅଜବ ନୀତି ନନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଘର ଓ ବିଦ୍ୟୁତ୍‌ ମିଟର ଗୋଟିଏ ଥିବା ବେଳେ ପରିବାରର ସ୍ବାମୀ ସ୍ତ୍ରୀଙ୍କ ନିକଟକୁ ଅଲଗା ଅଲଗା ଦୁଇଟି ଲେଖାଏ ବିଦ୍ୟୁତ୍‌ ବିଲ୍‌ ପ୍ରଦାନ କରାଯାଉଛି। ବିଲ୍‌ରେ...

ପାର୍ବଣରେ ବଢୁଛି ଶବ୍ଦ, ଜଳ ପ୍ରଦୂଷଣ

କେନ୍ଦ୍ରାପଡ଼ା, ୧।୧୦ (ଜଗନ୍ନାଥ ଧଳ)ଗଣେଶ ପୂଜା ଠାରୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଏହି ପୂଜା ପାର୍ବଣରେ ଉଚ୍ଚ ସ୍ବରରେ ମାଇକ ବାଜିବା ଶବ୍ଦ ପ୍ରଦୂଷିତ କରୁଥିବା ବେଳେ ମୂର୍ତ୍ତି ନିର୍ମାଣରେ ବ୍ୟବହୃତ ରାସାୟନିକ ରଙ୍ଗ, ପ୍ଲାଷ୍ଟିକ ବ୍ୟବହାର, ଭସାଣି...

ରାଜନୈତିକ ଆକ୍ରୋଶ ରଖି ବଦନାମ କରାଯାଉଛି: ସୁଧାଂଶୁ

ବନ୍ତ,୧।୧୦(ହରିନାରାୟଣ ମହାନ୍ତି): ରାଜନୈତିକ ଆକ୍ରୋଶ ରଖି ଶାସକ ବିଜେଡି ତାଙ୍କୁ ବଦନାମ କରୁଛି ବୋଲି ଶନିବାର ଭଦ୍ରକ ଜିଲା ବନ୍ତଠାରେ ଖବରଦାତା ସମ୍ମିଳନୀରେ ଭାଜପା ନେତା ଡ. ସୁଧାଂଶୁ ଶେଖର ନାୟକ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ପତ୍ନୀ ତଥା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri