ଆମ ଜିଲା ଖବର

ମିଳିଲା ଚନ୍ଦନଙ୍କ ମୃତଦେହ : କୁନି ଝିଅର ମିଳୁନି ପତ୍ତା 

ଭଦ୍ରକ/ଭଣ୍ଡାରୀପୋଖରୀ(ସନାତନ ରାଉତ/ରବିନାରାୟଣ ଖିଲାର),୨୯।୯: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ(୩୦) ନିଜ ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁ ଉପରୁ ନଦୀକ ଡେଇଁ ପଡିଥିଲେ । ଏହି ଘଟଣାର ୩୦...

ସୀମା ଲଂଘିଲା ଲୋୟର ଇନ୍ଦ୍ର ପ୍ରକଳ୍ପ ପାଣି

ନୂଆପଡ଼ା,୨୯।୯(ମକାରୁ ବେମାଲ): ନୂଆପଡା ଜିଲାରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବାରୁ ଖଡିଆଳ ଓ କୋମନା ମଧ୍ୟ ଭାଗରେ ଥିବା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ତିଖାଳିରେ ଜଲସ୍ତର ବଢିବାରେ ଲାଗିଛି। ପ୍ରକଳ୍ପରେ ବନ୍ୟା...

ଶୌଚାଳୟରେ ଫୁଲଚାରା ବେପାର

ରାଉରକେଲା,୨୯।୯(ଦିନେଶ ମିଶ୍ର): ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ସହରରେ ବିଭିନ୍ନ ସ୍ଥାନରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି। ଏହି ଶୌଚାଳୟଗୁଡିକୁ ପରିଚାଳନା କରିବା ପାଇଁ ସହରର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଓ ଠିକା ସଂସ୍ଥାକୁ...

ଗୋପୀଙ୍କୁ ସଙ୍କୁଚିତ, ହେମନ୍ତଙ୍କୁ ପ୍ରୋତ୍ସାହନ

ସମ୍ବଲପୁର,୨୯ା୯ (ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ବିଜେଡିର ନୂତନ କମିଟି ଗଠନ କରାଯାଇଛି। ରେଢ଼ାଖୋଲ ବିଧାନସଭାର ମାନେଶ୍ୱର ବ୍ଲକ ସଭାପତି ଭାବେ ପୁଣିଥରେ ବରିଷ୍ଠ ନେତା ଗୋପୀରଞ୍ଜନ ବେହେରାଙ୍କୁ ନିଯୁକ୍ତ କରାଯାଇଛି। ଜିଲାର ୯ ଗୋଟି ବ୍ଲକ୍‌ ଓ ମହାନଗର...

୭ ବର୍ଷ ହେଲା ଫାଉଣ୍ଡେଶନରେ ସୀମିତ ଶ୍ମଶାନ ଗୃହ

ଦଶମନ୍ତପୁର,୨୯ା୯ ( ଅରବିନ୍ଦ ନାୟକ ): ୭ ବର୍ଷ ହେଲାଣି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମା ପଞ୍ଚାୟତ ଡକ୍ରିବେଡ଼ା ଗ୍ରାମ ଶ୍ମଶାନରେ ନିର୍ମିତ ଗୃହ ନିର୍ମାଣ କାର୍ଯ୍ୟ କେବଳ ଫାଉଣ୍ଡେଶନରେ ସୀମିତ ରହିଛି। ଏ ବାବଦରେ ଆସିଥିବା ଅର୍ଥ ଆତ୍ମସାତ୍‌...

ରାଜପଥ କାମ ନେଇ ବାମୁରରେ ଅସନ୍ତୋଷ

ବଇଣ୍ଡା,୨୯।୯(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ୪ ଲେନ କାର୍ଯ୍ୟ ଚାଲୁ ରହିଛି। କିଶୋରନଗର ବ୍ଲକ ବାମୁରଠାରେ ଗୁରୁବାର ରାସ୍ତାର କଂକ୍ରିଟକରଣ କରାଯାଉଥିବାବେଳେ ଅତି ନିମ୍ନମାନର କାମ ହେଉଥିବା ଅଭିଯୋଗ କରିଛନ୍ତି...

ବର୍ଷାଦିନେ ରାସ୍ତା ପାର୍ଶ୍ୱରୁ ମାଟି ତାଡ଼ି କାମ

ମାହାଙ୍ଗା,୨୯ା୯ (ଯଯାତୀ ସିଂହ): ବର୍ଷାଦିନେ ମାଟି ମିଳିବନି ବୋଲି କୌଣସି ମାଟି ପୋତା କାମ ହୋଇ ନ ଥାଏ। କିନ୍ତୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ନିର୍ମାଣାଧୀନ ରାସ୍ଥାରେ ବର୍ଷାଦିନେ ମାଟି ପୋତା ହେଉଛି। ସରକାର ନିର୍ମାଣାଧୀନ ରାସ୍ତାର ଉଭୟପାର୍ଶ୍ୱରେ...

ଜରାଜୀର୍ଣ୍ଣ ଅବସ୍ଥାରେ ଭାଗବତ ଟୁଙ୍ଗି

ବେଗୁନିଆ,୨୯ା୯(ହର ପ୍ରସନ୍ନ ପଣ୍ଡା): ଭାଦ୍ରବ ମାସ ଶୁକ୍ଳ ପକ୍ଷ ଇନ୍ଦ୍ରୋତ୍ସବ ପୂର୍ଣ୍ଣିମାରେ ଶ୍ରୀମଦ୍‌ ଭାଗବତ ଦେବଙ୍କ ଜନ୍ମ। ହିନ୍ଦୁଧର୍ମର ଅଷ୍ଟାଦଶ ପୁରାଣ ମଧ୍ୟରେ ଶ୍ରେଷ୍ଠ ଗ୍ରନ୍ଥ ହେଉଛି ଶ୍ରୀମଦ୍‌ ଭାଗବତ। ତାଳପତ୍ର ପୋଥିରେ ବର୍ଣ୍ଣିତ ହୋଇଥିବା ଗ୍ରନ୍ଥାବଳୀକୁ ପୂଜାର୍ଚ୍ଚନା ଓ...

ହୋ ଗୀତ ଦେଇଛି ପରିଚୟ

ଯୋଡ଼ା,୨୯ା୯(ମାନସ ମହାନ୍ତି): ପିଲାଟି ବେଳରୁ ଅଭାବ ଅନଟନରେ ଜୀବନ ଯାପନ କରୁଥିଲେ। ମଧ୍ୟବିତ ଓ ବଡ଼ ପରିବାର ହେତୁ ପଢ଼ାରେ ମଧ୍ୟ ସମସ୍ୟା ଉପୁଜିଥିଲା। ମାତ୍ର ପଦ୍ମ ପଙ୍କରୁ ଫୁଟିବା ଭଳି ତାଙ୍କ ପ୍ରତିଭା ମଧ୍ୟ ବହୁ ଦିନ ଲୁଚିପାରି...

ବିନା ପାଠ୍ୟପୁସ୍ତକରେ ପାଠପଢ଼ା

ନୟାଗଡ଼,୨୯।୯(ଲୋକନାଥ ମିଶ୍ର): ଅନୁସୂଚିତ ଜନଜାତି(ଏସ୍‌ଟି) ଓ ଅନୁସୂଚିତ ଜାତି(ଏସ୍‌ସି) ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକରାଠାରେ ଥିବା ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ସହ ସ୍କୁଲ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ଏଠାରେ ପ୍ରଥମରୁ ଦଶମ...

ଦଶପଲ୍ଲା ରେଳଷ୍ଟେଶନ ଉଦ୍‌ଘାଟନ ତାରିଖ ଘୁଞ୍ଚୁଛି

ନୟାଗଡ଼,୨୯ା୯(ଲୋକନାଥ ମିଶ୍ର): ନୟାଗଡ ଜିଲାର ଦଶପଲ୍ଲା ରେଳଷ୍ଟେଶନ ଉଦ୍‌ଘାଟନ ତାରିଖ ବାରମ୍ବାର ଘୁଞ୍ଚତ୍ ଚାଲିଛି। ଦଶପଲ୍ଲାକୁ ଟ୍ରେନ ଚଳାଚଳ ଆରମ୍ଭ ହେଉ ନ ଥିବାରୁ ବଢୁଛି ଅସନ୍ତୋଷ। ଏଣେ ଦାନା ବାନ୍ଧୁଛି ଆନ୍ଦୋଳନ। ରେଳ ଷ୍ଟେଶନର ନିର୍ମାଣ କାର୍ଯ୍ୟ ଶେଷ...

ଗୋଳକୁଣ୍ଡ-ଇନ୍ଦୁପୁର ରାସ୍ତା କାର୍ଯ୍ୟ ନିମ୍ନମାନର

ବରୀ,୨୯ା୯(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ୍‌ ଅଧୀନ ଗୋଳକୁଣ୍ଡ-ଇନ୍ଦୁପୁର ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଉକ୍ତ ରାସ୍ତା ସମ୍ପ୍ରସାରଣ ନିମନ୍ତେ ବିଭାଗ ତରଫରୁ ୩୩ କୋଟି ୫୦ ଲକ୍ଷ ୮୧୩ ଟଙ୍କା ମଞ୍ଜୁର କରାଯାଇଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri