ଆମ ଜିଲା ଖବର

ଘର ଭାଙ୍ଗିଲେ ହାତୀପଲ

ମୋରଡ଼ା,୨୮ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ମୋରଡ଼ା ବ୍ଲକର ମାଜଣା ଗ୍ରାମରେ ଗୁରୁବାର ଜଙ୍ଗଲୀ ହାତୀପଲ ପଶି ଦୁଇ ଜଣଙ୍କ ଘର ଭାଙ୍ଗିଥିବାର ଜଣାପଡ଼ିଛି। ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନରେ ଥିବା ମୋରଡ଼ା ଓ...

ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ସାଇବର କ୍ୟାମ୍ପେନ୍‌

ରାୟଗଡ଼ା,୨୮ା୯(ଭାଗ୍ୟଶ୍ରୀ ମିଶ୍ର): ସାଇବର ନିରାପତ୍ତା କ୍ୟାମ୍ପେନ ଆଗାମୀ ୩୦ରୁ ଆରମ୍ଭ ହୋଇ ଅକ୍ଟୋବର ୧୫ରେ ସରିବ। ଏନେଇ ଗୁରୁବାର ସ୍ଥାନୀୟ ଜିଲା ପରିଷଦ ସଭାଗୃହରେ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ...

ସହରରେ ବଢୁଛି ସାଇବର ଅପରାଧ, ରୋକିବା ପାଇଁ ପୋଲିସର ପ୍ରୟାସ ଆରମ୍ଭ

ଛତ୍ରପୁର,୨୮ା୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଦିନକୁ ଦିନ ସହରରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା-୨୦୨୩ ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୨ରୁ ୧୫ ପର୍ଯ୍ୟନ୍ତ ସାଇବର ସୁରକ୍ଷା ନେଇ ସଚେତନତା ରଥ ଗଞ୍ଜାମ...

ବାର୍‌ହା ଶିକାର କରି ମାଂସ ଭାଗବଣ୍ଟା ବେଳେ ଧରିଲା ବନ ବିଭାଗ, ୨ କୋର୍ଟ ଚାଲାଣ

ପାଟଣା,୨୮ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବୋମା ପକାଇ ବାର୍‌ହା ଶିକାର କରି ବଣମହୁଲଡିହା ଗ୍ରାମର ଲିତୁ ମୁଣ୍ଡାଙ୍କ ଘରେ ମାଂସ କାଟି ଭାଗବଣ୍ଟା କରୁଥିବା ସମୟରେ ବନ ବିଭାଗ କର୍ମଚାରୀ ଖବର ପାଇ...

ଗୁଳିମାଡ଼ରେ ଯୁବକ ମୃତ

କାମାକ୍ଷାନଗର,୨୮ା୯(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଆଳତୁମା ଗ୍ରାମ ମାଳବନ୍ଧ ରେଲଓ୍ବେ ବ୍ରିଜ୍‌ ସଉରିଆ ଆମ୍ବତୋଟା ନିକଟରେ ଗୁରୁବାର ସକାଳୁ ନିରାକାର ସାହୁ(ନିର) ନାମକ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ତାଙ୍କ ଘର ତୁମୁସିଙ୍ଗା ଥାନା କନ୍ତିଓପୁଟସାହିରେ...

ଘରୋଇ ଫାଇନାନ୍ସ କମ୍ପାନୀର ମୋଟରସାଇକେଲ ପୋଡ଼ିଦେଲେ ଦୁର୍ବୃତ୍ତ

ଟିକିରି,୨୮ା୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ସ୍ପନ୍ଦନା ଫାଇନାନ୍ସ ଓ ଫ୍ୟୁଜନ ଫାଇନାନ୍ସ କମ୍ପାନୀର ଅଫିସ ସାମ୍ନାରେ ଥିବା କର୍ମଚାରୀଙ୍କ ୧୨ଟି ମୋଟରସାଇକଲକୁ ରାତିରେ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ରାତିରେ କର୍ମଚାରୀମାନେ ଶୋଇଥିବା ବେଳେ ଗେଟ୍‌...

ଅଜଣା ରୋଗରେ ଏକାଧିକ ଶିଶୁ, ଭୟ ଓ ଆତଙ୍କରେ ଲାଦାମାଲା ଲୋକ

ଦାରିଙ୍ଗବାଡି, ୨୮।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ ଖେଳିଯାଇଛି। ପ୍ରଥମେ ଜ୍ୱର କିଛିଦିନ ହେବା ପରେ ଦେହରେ ପାଣି ଫୋଟକା ହେବା ସହ ତାହା ଫାଟିଯାଇ ଦେହସାରା...

ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀଙ୍କ ଜୀବନ ସହ ଖେଳ,ଚିକିତ୍ସା ନାମରେ ଶୋଷଣ ଅଭିଯୋଗ

ବଲାଙ୍ଗୀର,୨୮ା୯(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ଚିକିତ୍ସା ସେବା ଏବେ ପ୍ରହସନରେ ପରିଣତ ହୋଇଛି। ବିଶେଷକରି ହସ୍ପିଟାଲର ଡାଇଲିସିସ୍‌ ୱାର୍ଡରେ ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଛି ଓ ଚିକିତ୍ସା ନାମରେ ମାନସିକ...

୬ମାସ ହେଲା ପାଇପ୍‌ ଫାଟି ଭାସୁଛି ପାଣି, ଅଭିଯୋଗ କଲେ ସୁଦ୍ଧା ପଦକ୍ଷେପ ଶୂନ

ରାଉରକେଲା,୨୮ା୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ପାନପୋଷ ରେଲଓ୍ବେ ଷ୍ଟେଶନ ଗାନ୍ଧୀଛକ ରାସ୍ତାରେ ଦୀର୍ଘ ୬ମାସ ହେଲା ପାଇପ୍‌ ଫାଟି ପାନୀୟ ଜଳ ନଷ୍ଟ ହେଉଛି। ଏ ନେଇ ଛକର ବ୍ୟବସାୟୀମାନେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ମରାମତି ଦିଗରେ ନା...

ବଢ଼ିଲା ସଭ୍ୟ ସଂଖ୍ୟା, ମହିଳାଙ୍କୁ ଉପେକ୍ଷା

ସମ୍ବଲପୁର,୨୮ା୯(ଶୁଭାଶିଷ ପାଢ଼ୀ): ବିଧାୟକ ରୋହିତ ପୂଜାରୀ ସମ୍ବଲପୁର ଜିଲା ସଭାପତି ଭାବେ ଘୋଷଣା ହେବାର ଦିନକ ପରେ ବୁଧବାର ନୂତନ ଜିଲା କମିଟି ତାଲିକା ପ୍ରକାଶ ପାଇଛି। ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ...

ବାଦ୍‌ ପଡ଼ିପାରନ୍ତି ୯୭ ହଜାର ଆଶାୟୀ

କଟକ,୨୭୮୯(ସୁପ୍ରିୟା ପ୍ରିୟଦର୍ଶିନୀ)ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୧୦ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏଥିରୁ ପ୍ରାୟ ୯୭ ହଜାର ଆଶାୟୀ ବାଦ୍‌...

ଜିଲାରେ ଶିଶୁ ଭିକ୍ଷାବୃତ୍ତି ସମ୍ପୂର୍ଣ୍ଣ ବନ୍ଦ ହେବ

ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଶିଶୁ ପାଇଁ ଦିନଟିଏ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଜିଲାସ୍ତରୀୟ ବାଲ୍ୟବିବାହ ନିରୋଧ ଟାସ୍କଫୋର୍ସ, ବେଟି ବଚାଓ ବେଟି ପଢାଅ ଏବଂ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri