ଆମ ଜିଲା ଖବର

ପୋଲ ପାଲଟିଛି ମରଣଯନ୍ତା: ବ୍ୟୟ ଅଟକଳ ସହ ସରିଛି ଟେଣ୍ଡର, ଆରମ୍ଭ ହେଉନି କାମ

ପୋଟେରୁ, ୨୮ା୯ (ସୌରଭ ମଣ୍ଡଳ): ମାଲକାନଗିରି ଜିଲାରୁ ମାଲକାନଗିର-ମୋଟୁକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ ପୋଲ ମରଣଯନ୍ତା ପାଲଟିଛି। ପୋଲ ଉପରେ ବଡ଼ ବଡ଼ ଗାତ ହୋଇ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ବର୍ଷା୍‌ଦିନେ ଏହି...

ଭରା ନଦୀରୁ ୧୦ ଜଣଙ୍କୁ ବଞ୍ଚାଇଲେ ୨ ଆଦିବାସୀ ଯୁବକ

ଟିକିରି,୨୮।୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ କାହ୍ନୁଗୁଡା ଗ୍ରାମର ସରକାରୀ ବିଦ୍ୟାଳୟରେ ଅଭିଭାବକଙ୍କ ଏକ କାର୍ଯ୍ୟକ୍ରମକୁ ଆସି ଗ୍ରାମକୁ ଫେରୁଥିବାବେଳେ ନଦୀରେ ପ୍ରବଳ ପାଣି ଆସିବାରୁ ଏକ ଛୋଟ ଛୁଆ ସହିତ ୧୦ଜଣ ଭାସିଯାଉଥିଲେ।...

ଋଣବୋଝ ନେଲା ଚାଷୀଙ୍କ ଜୀବନ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲା ଗାଇସିଲେଟ୍‌ ଥାନା ରାଇସଲପଦର ପଞ୍ଚାୟତର ଉମରାଡ ଗ୍ରାମରେ କୀଟନାଶକ ଖାଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଉକ୍ତ ଗ୍ରାମର ପଦ୍ମନ ଭୁଏ(୩୪)। ଋଣବୋଝ ତଥା ଋଣ ଅସୁଲିରେ ମାଇକ୍ରୋ...

ନାଲ୍‌କୋ ଆଲୁମିନିୟମ ପାର୍କରେ ୬୦ ହାତୀ

ବଅଁରପାଳ,୨୮ା୯(ଉପେନ୍ଦ୍ର ରାଉତ)ଅନୁଗୋଳ ଜିଲା ନାଲ୍‌କୋ ଆଲୁମିନିୟମ ପାର୍କରେ ବୁଧବାର ୬୦ ହାତୀ ଉପଦ୍ରବ କରିଛନ୍ତି। ହାତୀପଲ ଗଛ ଭାଙ୍ଗି ନଷ୍ଟ କରିବା ସହ ଲୋକଙ୍କ ବଗିଚାରେ ପଶି ପନିପରିବା ଫସଲ କ୍ଷତି ଘଟାଇଛନ୍ତି। ହାତୀପଲକୁ ଦେଖି କୁଲାଡ଼, ଗିରାଙ୍ଗ, ତୁଳସୀପାଳ,...

ଘାଟିରେ ବସ୍‌ ଓଲଟି ଖେଳ ଶିକ୍ଷକ ମୃତ, ୩୪ ଛାତ୍ରୀଛାତ୍ର ଆହତ

ଚନ୍ଦାହାଣ୍ଡି/ଝରିଗାଁ/ନବରଙ୍ଗପୁର,୨୮।୯( ଦିଲୀପ ଦାସ/ କିଶୋର ଚନ୍ଦ୍ର ମଣ୍ଡଳ/ସଦାଶିବ ପ୍ରହରାଜ)ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ ନବରଙ୍ଗପୁର ଜିଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଥିବା ଜଣେ ଖେଳ ଶିକ୍ଷକଙ୍କର...

ଗୋରୁଙ୍କ କବ୍‌ଜାରେ ଜାତୀୟ ରାଜପଥ

ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ୫୯ ନଂ. ଜାତୀୟ ରାଜପଥରେ ସନ୍ଧ୍ୟାରେ ଗୋରୁଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି। ଫଳରେ ସାଧାରଣରେ ଏହାକୁ ନେଇ ଘୋର ଅସନ୍ତୋଷ...

ଘାଟି ଉପରୁ ତଳକୁ ଖସିଲା ସ୍କୁଟି: ଚାଲିଗଲା ୩ ଜୀବନ

କୋରାପୁଟ,୨୭ା୯(ଅମିତାଭ ବେହେରା): ସ୍କୁଟି ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଲଙ୍ଗଳବେଡ଼ା ପଞ୍ଚାୟତର କସମ ଘାଟିରେ। ସ୍କୁଟିରେ ଫେରୁଥିଲେ ଗୋଟିଏ ପରିବାରର ୩ଜଣ। ଭାରସାମ୍ୟ ହରାଇ...

ବିଦ୍ୟାଳୟରେ ଲଜ୍ଜା: ପିଲାଙ୍କ ସାମ୍ନାରେ ମଦ ପିଇ ଗଡ଼ିଲେ ପ୍ରଧାନଶିକ୍ଷକ

କେନ୍ଦୁଝର,୨୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ହରିଚନ୍ଦନପୁର ବ୍ଲକ ବଡ଼ପଳାଶପାଳ ପଞ୍ଚାୟତର ଗରଗଡ଼ ବାହାଳ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଆଜ ସକାଳ ପ୍ରାୟ ୯.୩୦ରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଶାଶକ୍ତ ହୋଇ ସ୍କୁଲ ଆସିଥିଲେ।...

ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ

କୋରାପୁଟ,୨୭ା୯(ଅମିତାଭ ବେହେରା): କୋରାପୁଟ ଜିଲା ସୁନାବେଡ଼ା ନିକଟ ରାଜପୁଟଠାରେ ଥିବା ୨୦୨ କୋବ୍ରା ବାଟାଲିଆନର ଜଣେ ଯବାନ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଆମତ୍ହତ୍ୟା କରିଥିବା ଜଣାଯାଇଛି ା ମୃତ ଯବାନ ହେଲେ ସେର ଦିଲ୍ଲୀପ। ତାଙ୍କ...

ଜୁଏଲାରୀ ଦୋକାନ ମାଲିକଙ୍କୁ ହାଣି ଲୁଟ୍‌ ଘଟଣା: ମାସେ ପରେ ବି ପୋଲିସ ହାତ ଖାଲି

ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ମଧ୍ୟଭାଗରେ ଥିବା ପାଟଖଣ୍ଡା ଜୁଏଲାରୀ ଦୋକାନରେ ପଶି ଖଣ୍ଡାରେ ମାଲିକକୁ ହାଣି ଡକାୟତି ଦଳ ସୁନା ଅଳଙ୍କାର ବ୍ୟାଗ୍‌ ଲୁଟ୍‌ ଘଟଣାକୁ ବୁଧବାର ମାସେ ବିତିଯାଇ ଥିଲେ ହେଁ ଅଦ୍ୟାବଧି...

ଧାରଣାରେ ପାଚିକା, ରୋଷେଇ କଲେ ଶିକ୍ଷୟିତ୍ରୀ-ଶିକ୍ଷକ

ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‌ଜି ଛକରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ପାଚିକା ସଂଘ। ପାଚିକା ସଂଘର ଆନ୍ଦୋଳନ ଯୋଗୁ ସ୍କୁଲଗୁଡ଼ିକ ପ୍ରଭାବିତ ହୋଇଛି ପିଲାଙ୍କ ମଧ୍ୟାହ୍ନଭୋଜନ। ସ୍କୁଲ ପିଲାଙ୍କ ମଧ୍ୟାହ୍ନଭୋଜନ ବନ୍ଦ ହୋଇଗଲେ...

ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): କୋରାପୁଟିଆ ପାଳକ ସମ୍ମିଳନୀ ପକ୍ଷରୁ ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଓ ଅବହେଳା ପ୍ରତିବାଦରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ରେଭିନ୍ୟୁ ପଡ଼ିଆଠାରୁ କଳାନିକେତନ ଛକ ଦେଇ ଜଗନ୍ନାଥ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri