ଆମ ଜିଲା ଖବର

କାର୍ଯ୍ୟକାରୀ ହେଉନି ତଦନ୍ତ କମିଶନଙ୍କ ସୁପାରିସ

କଟକ,୨୬ା୯ (କାର୍ତ୍ତିକ ସାହୁ):୧୯୮୯ ମସିହାରୁ ଅଦ୍ୟାବଧି ଦୀର୍ଘ ୩୫ ବର୍ଷ ମଧ୍ୟରେ ରାଜ୍ୟରେ ବିଷାକ୍ତ ମଦମୃତ୍ୟୁ ଘଟଣାରେ ୨୮୭ ଜଣଙ୍କ ପ୍ରାଣହାନି ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ମାମଲାଗୁଡ଼ିକର ତଦନ୍ତ ପାଇଁ ୧୧ଟି ତଦନ୍ତ କମିଶନ ଗଠନ କରାଯାଇଥିବା ସୂଚନା...

ସାପ ଧରିିବା ସହ ସଚେତନ କରୁଛନ୍ତି ରିୟା

ଖୋର୍ଦ୍ଧା,୨୬ା୯(ପ୍ରଭାତ ପାଣିଗ୍ରାହୀ):ସାଧାରଣତଃ ସାପ ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶିିଯାଏ। ସାପ କାମୁଡିଲେ ଗାଁ ଗହଳିରେ ଲୋକେ ଏବେ ବି ଝଡ଼ାଫୁଙ୍କା କିମ୍ବା ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି। ଏପରି ଅନ୍ଧ ବିଶ୍ୱାସ ସମ୍ପର୍କରେ ଜନସଚେତନତା ସୃଷ୍ଟି ସହ...

ସାଙ୍ଗଙ୍କ ଛୁରାମାଡ଼ରେ ସାଙ୍ଗ ମୃତ

କେନ୍ଦ୍ରାପଡ଼ା, ୨୬ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅଞ୍ଚଳରେ ନିଶା ସେବନ ସମୟରେ ସାଙ୍ଗଙ୍କ ଛୁରାମାଡରେ ସାଙ୍ଗ ତ୍ରିଲୋଚନ ମଲ୍ଲିକ (୩୦)ଙ୍କ ସୋମବାର ମୃତ୍ୟୁ ହୋଇଛି। ତ୍ରିଲୋଚନଙ୍କ ଘର ଥାନା ଅନ୍ତର୍ଗତ ଧୂମାତ ଶାସନସ୍ଥିତ ଚାରିଗାଁ ।...

୩ରେ ଓଡ଼ିଶା ବନ୍ଦ ଡାକରା ସ୍ଥଗିତ

ପୁରୀ,୨୬ା୯(ଅଜିତ ମହାନ୍ତି):ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ଖୋଲାଯିବା ଦାବିରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆସନ୍ତା ୩ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ତେବେ ଏନେଇ ସୋମବାର ପୁଣିଥରେ ଶ୍ରୀଜଗନ୍ନାଥ ସେନା ଏବଂ ଜିଲା ପ୍ରଶାସନ ମଧ୍ୟରେ...

୧୦ କୁକୁଡ଼ା ଗିଳିଦେଲା ଅଜଗର

ଅନୁଗୋଳ, ୨୬।୯(ଅମିତ କୁମାର ସାମଲ):ଅନୁଗୋଳ ଜିଲା ବନ୍ତଳା ଥାନା ଧୋକୁଟା ଗ୍ରାମର ଜନକ ନାୟକଙ୍କ କୁକୁଡ଼ା ଫାର୍ମରେ ସୋମବାର ଏକ ଅଜଗର ପଶି ୧୪ କୁକୁଡ଼ା ମାରିବା ସହ ୧୦ଟିକୁ ଗିଳି ଦେଇଥିବା ଅଭିଯୋଗ ହୋଇଛି। ଜନକଙ୍କଠାରୁ ଖବରପାଇ ସର୍ପ...

ରାହୁଲଙ୍କ ଚିତ୍ରକଳାକୁ ପ୍ରଶଂସା କଲେ କିଙ୍ଗ୍‌ ଖାନ୍‌

ପାପଡ଼ାହାଣ୍ଡି,୨୬।୯(ସ୍ବପ୍ନଜିତ ପଟ୍ଟନାୟକ):ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ସଦର ମହକୁମା ନୂଆସାହିର ରାହୁଲ ପାତ୍ରଙ୍କ ଚିତ୍ରକଳା ଦେଖି ପ୍ରଶଂସା କରିଛନ୍ତ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌। ରାହୁଲ ପ୍ରଧାନୀଗୁଡ଼ା କାଜୁମିଲଠାରେ ଶାହାରୁଖଙ୍କ ଯବାନ ଚଳଚ୍ଚିତ୍ରର ୧୦ଫୁଟ୍‌ ଉଚ୍ଚତା ଓ ୬ଫୁଟ୍‌ ଲମ୍ବ ବିଶିଷ୍ଟ...

ବର୍ଷା-ଅନୁଭବଙ୍କୁ କାଉନସେଲିଂ

କଟକ,୨୬ା୯(କାର୍ତ୍ତିକ ସାହୁ):ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୋମବାର କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇଛନ୍ତି। ଘରୋଇ ହିଂସା ନେଇ ବର୍ଷା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ଦାୟର କରିଥିଲେ। ଏବେ ଉକ୍ତ...

ବ୍ରାହ୍ମଣୀରେ ବହଳିଆ କଳାପାଣି

ତାଳଚେର,୨୬ା୯(ମନୋଜ ନନ୍ଦ):ଅନୁଗୋଳ ଜିଲା ତାଳଚେର ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀରେ ସୋମବାର ଅପରାହ୍ନଠାରୁ ହଠାତ୍‌ ବହଳିଆ କଳାପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ଏହି ଖବର ପାଇବା ପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ...

ଯାଞ୍ଚବେଳେ ପୋଲିସକୁ ଗାଡ଼ି ମଡ଼ାଇବାକୁ ଉଦ୍ୟମ

ନନ୍ଦପୁର, ୨୬ା୯ (ଶଙ୍କର ପୂଜାରୀ):କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଛକୁଣ୍ଡ ପୋଲିସ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରି ୧କୁଇଣ୍ଟାଲ ୪୨କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ସ୍କର୍ପିଓ (ଓଡି୦୨ ସିସି-୯୪୩୧) ଜବତ ହୋଇଛି।...

କାମ ହୋଇନି, ୬ ପ୍ରକଳ୍ପ ନାଁରେ ୧୦ ଲକ୍ଷ ହଡ଼ପ

ରାଜନଗର, ୨୬ା୯ (ଭାସ୍କର ରାଉତରାୟ): ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତଗୁଡ଼ିକର ଉନ୍ନତି ଓ ବିକାଶ ପାଇଁ କ୍ଷମତା ଅର୍ପଣ କରାଯାଇଛି। କରୋନା ମହାମାରୀ ସମୟରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ଅର୍ପଣ କରାଗଲା। ମାତ୍ର ଜିଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ ଓ ନିର୍ବାଚିତ...

ପରିବେଶକୁ ଅଣଦେଖା: ୩ ବର୍ଷରେ ୯ ଏନ୍‌ଜିଟି ମାମଲା

କେନ୍ଦ୍ରାପଡା, ୨୬ା୯ (ଜଗନ୍ନାଥ ଧଳ): ପରିବେଶ ସୁରକ୍ଷା ସାମ୍ପ୍ରତିକ ସମୟରେ ଏକ ଆହ୍ବାନ ହୋଇଛି। ଜାତିସଂଘଠାରୁ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟନ୍ତ ଏ ନେଇ ବିବିଧ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେବେ ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା...

ପ୍ରତାପଙ୍କ ନାଁରେ ହତ୍ୟା ମାମଲା ଚାଲିବ

ନିଶ୍ଚିନ୍ତକୋଇଲି/ମାହାଙ୍ଗା, ୨୬ା୯ (ଅଶୋକ କୁମାର ମହାପାତ୍ର/ଯଯାତି ସିଂ):ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ୧୩ ନମ୍ବର ଅଭିଯୁକ୍ତ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଛି। ବିଧାୟକ ଜେନାଙ୍କ ନାମରେ ଆଇପିସି ଦଫା ୩୦୨, ୧୨୦ ବି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri