ଆମ ଜିଲା ଖବର

ଘରୁ ୫୦ ଭରି ସୁନା ଗହଣା ଚୋରି: ମିଳୁନି ସୁରାକ, ଚିନ୍ତାରେ ପୋଲିସ

ବ୍ରହ୍ମପୁର,୨୫।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବୌଦ୍ୟନାଥପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ସଂଖ୍ୟା ବଢିବାରେ ଲାଗିଛି। ପୋଲିସ ପାଟ୍ରୋଲିଂକୁ ଜୋରାଦାର କରୁଥିବା କହୁଥିବା ବେଳେ ଚୋରମାନେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଚୋରି କରୁଛନ୍ତି। ପୂର୍ବରୁ ୪ଟି ଚୋରି ଘଟଣା...

୫ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଆଦିବାସୀ ଝିଅ

କେନ୍ଦୁଝର,୨୫ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ଗ୍ରାମର ଗୁରୁବା ମୁଣ୍ଡାଙ୍କ ଝିଅ ୨୦୧୯ରୁ ନିଖୋଜ ଥିବା ବେଳେ ସୋମବାର ଶିଶୁମଙ୍ଗଳ ସମିତିର ହସ୍ତକ୍ଷେପ ପରେ ପରିବାର ନିକଟକୁ ଫେରିଛନ୍ତି। ଫଳରେ ପରିବାରରେ ଖୁସିର ଲହରି...

ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କ  ବଢ଼ିଲା ଅଡ଼ୁଆ

କଟକ,୨୫।୯:  ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅଡ଼ୁଆ  ବଢ଼ଛି। ପ୍ରତାପଙ୍କ ନାମରେ ମାମଲା ଚାଲୁ ରଖିବାକୁ  କୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି। ତେବେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ  ଦଫାରେ ଏହି ମାମଲା ଚାଲୁ ରହିବ।...

ଦୋକାନରେ ପଶି ଆକ୍ରମଣ: ଲୁଟି ନେଲେ ଲକ୍ଷାଧିକ ଟଙ୍କା

ବ୍ରହ୍ମପୁର,୨୫ା୯(ସୁବାସ ଚନ୍ଦ୍ର ପାଢ଼ୀ): ଦୋକାନରେ ଭାଇ ଓ ସାଙ୍ଗ ସହ ବସିଥିବା ବେଳେ କେତେକ ଯୁବକ ସଂଘବଦ୍ଧ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ବଡ଼ବଜାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ଯଶୋଦାନଗର ଅଞ୍ଚଳର ବ୍ରହ୍ମ ନାରାୟଣ ସାହୁଙ୍କ...

୫ ଦିନ ପରେ ମିଳିଲା ନିଖୋଜ ଅଶୋକଙ୍କ ମୃତଦେହ

ରାୟଗଡ଼ା,୨୫ା୯(ଆଶିଷ ରଞ୍ଜନ ପଣ୍ଡା): ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ସହର ଉପକଣ୍ଠ ନାଗାବଳୀ ନଦୀରେ ଭାସି ନିଖୋଜ ହୋଇଯାଇଥିଲେ ମାଙ୍କ ବସ୍ତିର ଶ୍ରୀନିବାସ ଦିଲେଶ୍ୱର ରାଓଙ୍କ ପୁଅ ଶ୍ରୀନିବାସ ଅଶୋକ କୁମାର(୩୨)। ଏହାପରେ ୫ ଦିନ ବିତିଯାଇଥିଲେ ମଧ୍ୟ...

ନିର୍ଦ୍ଧାରିତ ସମୟରେ ସରୁନି ରାସ୍ତା କାମ, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ଦୁଇଟି ରାସ୍ତା ନିର୍ମାଣ କାମକୁ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେସିଙ୍ଗା ବ୍ଳକର ଜୋଲକୋ-ଟୁଟିଙ୍ଗପଦର ରାସ୍ତା ଏବଂ ଗାଈଦୋରୋ-ଦେଓଗାଁ ରାସ୍ତା ନିର୍ମାଣ କାମ ଚାଲିଛି।...

୮ ବର୍ଷ ହେଲା ନିର୍ମାଣ ହୋଇପାରୁନି କଂକ୍ରିଟ ରାସ୍ତା

ବଡ଼ଗାଁ ୨୫ା୯(ଅଶୋକ ଷଢ଼ଙ୍ଗୀ):ସୁନ୍ଦରଗଡ଼ ଜିଲା ମହକୁମାଠାରେ ସମସ୍ତ ବ୍ଲକର ସରପଞ୍ଚ ସଂଘ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ କରାଯାଇଥିଲା। ରାଜ୍ୟ ସରକାର ଗ୍ରାମସଭାକୁ ମାନ୍ୟତା ଦେଉନଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଥିଲା। ସରପଞ୍ଚ ଯେଉଁ ଅଭିଯୋଗ କରିଥିଲେ ତାହା...

ସୁବିଧା କମ୍‌, ଅସୁବିଧା ବେଶି

କୁତ୍ରା,୨୫ା୯(ଦେବାଶିଷ ସାହୁ):ସୁନ୍ଦରଗଡ ଜିଲା କୁତ୍ରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅବହେଳିତ ଅବସ୍ଥାରେ ପଡି ରହିଛି। ବର୍ଷା ହେଲେ ଛାତ ଓ କାନ୍ଥରୁ ପାଣି ଝରୁଛି। ଅଫିସ ଚାରିପାଖରେ ଅଳିଆ ଆବର୍ଜନା ପଡ଼ି ରହିଛି। ବର୍ଷେ ଦୁଇ ବର୍ଷରେ ଥରେ...

ଅନଶନରେ ବସିଲେ ଜେଲ୍‌ କର୍ମଚାରୀ

ଭଦ୍ରକ,୨୫ା୯(ସନାତନ ରାଉତ): ଜେଲ୍‌ କର୍ମଚାରୀମାନେ ସେମାନଙ୍କର ପ୍ରମୁଖ ଦାବି ପୂରଣ ପାଇଁ କଳା ବ୍ୟାଜ୍‌ ପରିଧାନ ପରେ ସୋମବାରଠାରୁ ଜେଲ୍‌ ଆଗରେ ଅନଶନରେ ବସିଛନ୍ତି। ସେମାନଙ୍କର ପଦୋନ୍ନତି, ଖାଦ୍ୟ ଭତ୍ତା ୧୪୦୦ ଶହ ଟଙ୍କାକୁ ବୃଦ୍ଧି, ବେତନ ବୃଦ୍ଧି ଆଦି...

ଖଟିଆରେ ଭରା ନଦୀ ପାର୍‌ ହେଲେ ରୋଗୀ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): ସରକାର କଳାହାଣ୍ଡିକୁ ଆକାଂକ୍ଷା ଜିଲା ଭାବେ ଘୋଷଣା କଲା ପରେ ମଧ୍ୟ ଆଜି ବି’ ଲୋକଙ୍କ ପାଖରେ ବିକାଶ ପହଞ୍ଚି ପାରିନାହିଁ। ଜିଲାର ଦୁର୍ଗମ ପାହାଡିଆ ଓ ବିଚ୍ଛିନ୍ନାଞ୍ଚଳରେ ବର୍ତ୍ତମାନ ବି’ ଆବଶ୍ୟକ ସୁବିଧା ସୁଯୋଗ...

ଅବ୍ୟବହୃତ ଅବସ୍ଥାରେ ୨୫ ଶୌଚାଳୟ

ରାୟଗଡ଼ା,୨୫।୯(ଆଶିଷ ରଞ୍ଜନ ପଣ୍ଡା):ଉନ୍ନତ ସହର ଭାବେ ୩ ଥର ପୁରସ୍କୃତ ହୋଇଥିବା ରାୟଗଡ଼ା ସହରରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ପୌର ପରିଷଦ ପକ୍ଷରୁ ୨୫ଟି ଶୌଚାଳୟ ନିର୍ମାଣ କରାଯାଇଥିଲା। ନିର୍ମାଣ ହେବାର ବର୍ଷେ ବିତିଯାଇଥିଲେ ମଧ୍ୟ ସେଗୁଡ଼ିକ କାର୍ଯ୍ୟକ୍ଷମ ନ...

ଇଡିତାଲ ଚିତ୍ରରେ ଝଲସିବ କଳାର ଗାଁ ରିଞ୍ଜିତାଲ

ଗୁଣପୁର,୨୫।୯(ପ୍ରଦୀପ କୁମାର ପାଢ଼ୀ):ରାୟଗଡା ଜିଲା ଗୁଣପୁର ବ୍ଲକ୍‌ ପୁଟାସିଂ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ ଇଡିତାଲ ଚିତ୍ରକଳା ଜିଆଇ ଟ୍ୟାଗ୍‌ ପାଇଁ ମନୋନୀତ ହୋଇଥିବାରୁ କଳାର ଗ୍ରାମ ରିଞ୍ଜିତାଲ ଉତ୍ସବମୁଖର ହୋଇଉଠିଛି। ବିଘ୍ନନାଶ, ଗୃହଶାନ୍ତି ପାଇଁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri